• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

newsroom shooting
ଆମେରିକାରେ ଖବରକାଗଜ ଅଫିସ ଉପରକୁ ଗୁଳିମାଡ଼, ୫ ମୃତ

ୱାସିଂଟନ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆମେରିକାର ଏକ ନ୍ୟୁଜପେପର କାର୍ଯ୍ୟାଳୟ ଉପରକୁ ଗୁଳିମାଡ଼ । ଏଥିରେ ୫ ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି ଏବଂ ୨ ଜଣ ଗୁରୁତର ଅାହତ ହୋଇଛନ୍ତି । ଅାମେରିକା ମେରୀଲ୍ୟାଣ୍ଡ ସ୍ଥିତ କ୍ୟାପିଟାଲ ଗ୍ୟାଜେଟ କାର୍ଯ୍ୟାଳୟ ଉପରେ ଜଣେ ବନ୍ଧୁକଧାରୀ ହଠାତ ପ୍ରବେଶ କରି ଅାଖିବୁଜା ଗୁଳିମାଡ଼ କରିଥିଲା । ଦୁର୍ବୁତ୍ତର ପରିଚୟ ମିଳିଛି । ତା ନାଁ ହେଲା ଜାରେଡ ଓ୍ୱାରେନ ରାମୋସ । ଗୁୁରୁବାର ନ୍ୟୁଜରୁମରେ କର୍ମଚାରୀମାନେ […]

KBC--1
‘ମୋତେ ୧୫ ବର୍ଷ ହୋଇଥିବା ବେଳେ ୮ ଜଣ ଦୁଷ୍କର୍ମ କରିଥିଲେ’

ଇଏ ଏମିତି ଜଣେ ମହିଳାଙ୍କର କାହାଣୀ ଯାହାକୁ ଜାଣିଲେ ଆପଣ ବିଶ୍ୱାସ କରିପାରିବେନି ତାଙ୍କ ସହ ଏମିତି ହୋଇପାରେ । ଏହି ଥର ଶୁକ୍ରବାରର ‘କୌନ୍‌ ବନେଗା କରୋଡିପତି’ର ସ୍ପେଶାଲ ସୋ’ କୁ  ଆସୁଛନ୍ତି ଏହି ମହିଳା । ଯାହାଙ୍କ ଜୀବନ କାହାଣୀ ଶୁଣି ଅମିତାଭ ବି ଥରି ଉଠିଛନ୍ତି। ତାଙ୍କ ମନର କଥା ଶୁଣି କିଛି ସମୟ ସ୍ତବ୍ଧ ହୋଇଯାଇଛନ୍ତି ଅମିତାଭ । ଶୁକ୍ରବାର ଦିନ ଏହି ସ୍ପେଶାଲ ସୋ’ର ପ୍ରସାରଣ ହେବ । ଆଉ […]

laugh and laugh
ଯୌବନ ଅତୁଟ ରଖିବାକୁ ଚାହାନ୍ତି କି?

ଓଡ଼ିଆରେ ଗୋଟିଏ ପ୍ରବାଦ ରହିଛି। ଲୁଣ ଖାଏ ହାଣ୍ଡି, ଚିନ୍ତା ଖାଏ ଗଣ୍ଡି। ଆମେ ଯଦି ନ ହସି ସବୁ ବେଳେ ଚିନ୍ତାଗ୍ରସ୍ତ ବା ବିଷାଦଗ୍ରସ୍ତ ରହିବା ତେବେ ଏହାର ପ୍ରଭାବ ଆମ ଶରୀର ଉପରେ ପଡ଼ିବ ଆଉ ଆମେ ଅସୁସ୍ଥ ହୋଇପଡ଼ିବା । ଆମ ଶରୀର ବହୁ ମୂଲ୍ୟବାନ। ବିଷାଦଗ୍ରସ୍ତ ରହି ଏହାକୁ ନଷ୍ଟ କରନ୍ତୁ ନାହିଁ। ଦୁଃଖ ଯେତେ ଥିଲେ ବି ସବୁବେଳେ ହସିବାକୁ ଚେଷ୍ଟା କରନ୍ତୁ । ଆଜିକାଲି ଚିନ୍ତା ଓ ବ୍ୟସ୍ତ […]

sugical
ସାମ୍ନାକୁ ଆସିଲା ସର୍ଜିକାଲ ଷ୍ଟ୍ରାଇକ୍ ଭିଜୁଆଲ୍

ନୂଆଦିଲ୍ଲୀ : ସାମ୍ନାକୁ ଆସିଛି ବହୁ ଚର୍ଚ୍ଚିତ ସର୍ଜିକାଲ ଷ୍ଟ୍ରାଇକର ଭିଡିଓ। ପ୍ରଥମ ଥର ଲାଗି ଭାରତୀୟ ସେନା ପକ୍ଷରୁ ହୋଇଥିବା ଏହି ଅପରେସନର ଭିଡିଓ ଲୋକ ଲୋଚନକୁ ଆସିଛି। ୨୦୧୬ ସେପ୍ଟେମ୍ବର ୨୮ ତାରିଖ ରାତିରେ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା ଭାରତୀୟ ସେନା।  LoC ଅତିକ୍ରମ ପାକ୍ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରି ତାକୁ ଧ୍ୱଂସ କରିଦେଇଥିଲେ ଭାରତୀୟ କମାଣ୍ଡୋ। ଏହି ସମୟରେ କମାଣ୍ଡୋଙ୍କ ମୁଣ୍ଡରେ ଲାଗିଥିବା କ୍ୟାମେରା ଏବଂ […]

sujat
କାଶ୍ମୀର ସାମ୍ବାଦିକ ସୁଜାତ ବୁଖାରି ହତ୍ୟାକାଣ୍ଡରେ ପାକିସ୍ତାନୀ ଲିଙ୍କ୍

ଶ୍ରୀନଗର : ‘ରାଇଜିଂ କାଶ୍ମୀର’ର ମୁଖ୍ୟ ସଂପାଦକ ସୁଜାତ ବୁଖାରିଙ୍କ ହତ୍ୟାକାଣ୍ଡରେ ପାକିସ୍ତାନୀ ଲିଙ୍କ୍। ଏହି ହତ୍ୟାକାଣ୍ଡ ପଛରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବା ହାତ ଥିବା ସ୍ପଷ୍ଟ ହୋଇଛି। ଜାମ୍ମୁ କାଶ୍ମୀର ଆଇଜି ସ୍ୱୟଂପ୍ରକାଶ ପାଣି କହିଛନ୍ତି, ବୁଖାରିଙ୍କୁ ହତ୍ୟା କରିବାକୁ ପାକିସ୍ତାନରୁ ହିଁ ଷଡ଼ୟନ୍ତ୍ର ହୋଇଥିଲା । କାଶ୍ମୀରରେ ଶାନ୍ତି କଥାବାର୍ତ୍ତା ସପକ୍ଷରେ ସୁଜାତ ବୁଖାରି ମତ ଦେଉଥିବାରୁ ତାଙ୍କୁ ଟାର୍ଗେଟ କରାଯାଇଥିଲା।  ହତ୍ୟାକାଣ୍ଡରେ ସାମିଲ ଥିବା ସମସ୍ତ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି। ସେମାନେ […]

bata puja
ପତ୍ନୀ ନିର୍ଯାତନାରୁ ମୁକ୍ତି ପାଇଁ ବଟବୃକ୍ଷ ପୂଜା କଲେ ପୀଡ଼ିତ ପୁରୁଷ

ଔରଙ୍ଗାବାଦ : ଆଜି ହେଉଛି ସ୍ନାନ ପୂର୍ଣ୍ଣିମା  I ମହାରାଷ୍ଟ୍ରରେ ଆଜିର ଦିନକୁ ବଟ ପୂର୍ଣ୍ଣିମା ଭାବେ ପାଳନ କରାଯାଏ I ଆଜି ପତ୍ନୀମାନେ ନିଜ ସ୍ଵାମୀମାନଙ୍କ ଦୀର୍ଘ ଅାୟୁଷ କାମନା କରି ବଟ ବୃକ୍ଷ ପୂଜା କରନ୍ତିI କିନ୍ତୁ ମହାରାଷ୍ଟ୍ରର ଔରଙ୍ଗବାଦର ବାଲୁଜ ଅଂଚଳରେ ଘଟିଛି ଓଲଟା ଘଟଣା I ସ୍ଵାମୀମାନେ ସ୍ତ୍ରୀମାନଙ୍କ ଜୀବନ ଶୈଳୀରେ ଅତିଷ୍ଠ ହୋଇ ତାଙ୍କ ଠାରୁ ମୁକ୍ତି ପାଇବା ପାଇଁ ସମୂହ ଭାବେ ବଟ ବୃକ୍ଷ ପୂଜା କରିଛନ୍ତି I […]