• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

nizamuddin
କ୍ୱାରେଣ୍ଟାଇନ୍‌ରେ ରହିଲେ ନିଜାମୁଦ୍ଦିନ୍‌ରୁ ଫେରିଥିବା ୩ ଓଡ଼ିଆ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ହଜରତ ନିଜାମୁଦ୍ଦିନ ପ୍ରସଙ୍ଗରେ ଓଡ଼ିଶା ଲିଙ୍କ୍ ନେଇ ଜୋରଦାର ଚର୍ଚ୍ଚା ହେବାରେ ଲାଗିଛି। ନୂଆଦିଲ୍ଲୀର ହଜରତ ନିଜାମୁଦ୍ଦିନରେ ହୋଇଥିବା ଧାର୍ମିକ ସଭା ବା ତବ୍ଲିଗି ଜମାତରେ ଯୋଗ ଦେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୦ଜଣଙ୍କ କରୋନାରେ ମୃତ୍ୟୁ ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ତେବେ ଦିଲ୍ଲୀ ନିଜାମୁଦ୍ଦିନ ଧର୍ମୀୟ ସଭାକୁ ଓଡ଼ିଶାରୁ କେତେ ଜଣ ଯୋଗ ଦେଇଥିଲେ, ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ପରେ ରାଜ୍ୟ ସରକାରଙ୍କ କୋଭିଡ୍୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ […]

  • Wednesday, 14 July 2021
street
ବୁଲା କୁକୁରଙ୍କୁ ମିଳିବ ଖାଦ୍ୟ, ୫୪ ଲକ୍ଷ ବ୍ୟୟ ଆକଳନ

ଭୁବନେଶ୍ୱର: ଲକଡାଉନ୍ ଯୋଗୁଁ ଖାଇବାକୁ ପାଉନାହାନ୍ତି ପଶୁଜନ୍ତୁ। ଫଳରେ ରାଜ୍ୟରେ ପଶୁ ପକ୍ଷୀଙ୍କ ଅବସ୍ଥା ସଙ୍ଗୀନ ହୋଇପଡ଼ିଛି।ଏପରି ଅନେକ ସ୍ଥାନରେ ପଶୁମାନେ ହ୍ରିଂସ ହେଲେଣି। ଏହି ତାଲିକାରେ କୁକୁର ମଧ୍ୟ ଅଛନ୍ତି। ଲକ୍ ଡାଉନ୍ ପାଇଁ ଦୋକାନ ବଜାର ବନ୍ଦ ଥିବାରୁ ବୁଲା କୁକୁର ଉପାସରେ ରହୁଛନ୍ତି। ରାଜ୍ୟର ସହାରାଞ୍ଚଳରେ ବସବାସ କରୁଥିବା ଲକ୍ଷେ ୨୦ ହଜାର କୁକୁର ଉପାସରେ ରହୁଛନ୍ତି। ଖାଇବାକୁ ନପାଇ ସେମାନେ ଡହଳ ବିକଳ ହେଉଛନ୍ତି। ତେବେ ଏହି କୁକୁରଗୁଡ଼ିକୁ ମିଳିବ ଖାଦ୍ୟ। […]

  • Wednesday, 14 July 2021
GOVT
୯ତାରିଖ ସୁଦ୍ଧା ସରକାରୀ କର୍ମଚାରୀଙ୍କୁ ମିଳିବ ଦରମା ଓ ପେନସନ୍

ଭୁବନେଶ୍ୱର: ଏପ୍ରିଲ ୯ତାରିଖ ସୁଦ୍ଧା ରାଜ୍ୟ କର୍ମଚାରୀମାନଙ୍କୁ ଦରମା ଓ ପେନସନ ନିଶ୍ଚିତ ପ୍ରଦାନ ନିମନ୍ତେ ପଦକ୍ଷେପ ନେବାକୁ ଆଜି ଟ୍ରେଜେରୀ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା, ସ୍ୱତନ୍ତ୍ର ଓ ସବ-ଟ୍ରେଜେରୀର ଅଫିସରମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ‘କରୋନା’ ପାଇଁ ଦେଶବ୍ୟାପୀ ଲକଡାଉନ୍ ଲାଗୁ ହୋଇଥିବାବେଳେ ନିଜର କର୍ମଚାରୀମାନଙ୍କୁ ଦରମା ଓ ପେନସନ ଦେବା ପ୍ରକ୍ରିୟାକୁ ରାଜ୍ୟ ସରକାର ତ୍ୱରାନ୍ୱିତ କରିଛନ୍ତି। ଆଜି ଓଡ଼ିଶା ବିଧାନସଭାରେ ୨୦୨୦-୨୧ ଆର୍ଥିକ ବର୍ଷର ବ୍ୟୟମଞ୍ଜୁରୀ ବିଲ୍ ଆଗତ ହୋଇସାରିଛି। ତେଣୁ […]

  • Wednesday, 14 July 2021
jagannath
ମାଚ୍ୟୁରିଟି ଶେଷ ପରେ ଫେରିଲା ଜଗା ଟଙ୍କା

ଭୁବନେଶ୍ୱର: ୟେସ୍ ବ୍ୟାଙ୍କରୁ ଫେରିଲା ମହାପ୍ରଭୁ ଜଗନ୍ନାଥଙ୍କ ବାକି ୧୫୬ କୋଟି ଟଙ୍କା। ପୂର୍ବରୁ ପ୍ରଥମ ଦଫାରେ ୟେସ୍ ବ୍ୟାଙ୍କରୁ ଜଗନ୍ନାଥଙ୍କ ୩୯୭ କୋଟି ୨୩ ଲକ୍ଷ ଟଙ୍କା ଫେରିଥିବା ବେଳେ ଆଜି ଦ୍ୱିତୀୟ ଦଫାରେ ମାଚ୍ୟୁରିଟି ସରିବା ପରେ ବାକି ୧୫୬ କୋଟି ଟଙ୍କା ମଧ୍ୟ ଫେରିଛି। ଏଥିସହ ଶେଷ ତ୍ରୟମାସର ସୁଧ ବାବଦରେ ୩ କୋଟି ୩୫ ଲକ୍ଷ ୩୮ ହଜାର ୮୬୩ ଟଙ୍କା ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ଆକାଉଣ୍ଟରେ ଜମା ହୋଇଛି। ଦ୍ୱିତୀୟ […]

  • Wednesday, 14 July 2021
dgp
୧୦ ପ୍ରତିଶତ ଭିଲେନ୍‌ଙ୍କୁ ସାବାଡ଼ କର: ପୋଲିସଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲକ୍‌ଡାଉନ୍‌ ନିୟମକୁ ରାଜ୍ୟର ୯୦ ପ୍ରତିଶତ ଲୋକ ଠିକ୍‌ ମାନୁଛନ୍ତି। କିନ୍ତୁ ବାକି ୧୦ ପ୍ରତିଶତ ଲୋକ ଏହାକୁ ଏତେ ଗୁରୁତ୍ୱର ସହ ନେଇ ନଥିବାରୁ ବାକି ୯୦ ପ୍ରତିଶତ ବିପଦରେ ପଡ଼ିବାର ଆଶଙ୍କା ରହିଛି। ତେଣୁ ସେ ୧୦ ପ୍ରତିଶତଙ୍କୁ ସାବାଡ଼ କରିବାକୁ ମୁଖ୍ୟମନ୍ତ୍ରୀ ପୋଲିସକୁ କହିଛନ୍ତି। ଏପର୍ଯ୍ୟନ୍ତ ଲକ୍‌ଡାଉନ୍ ଭାଙ୍ଗିବା ନେଇ ୧୫୦୦ରୁ ଅଧିକ ମାମଲା ରୁଜୁ କରାଯାଇଥିବାବେଳେ ପ୍ରାୟ ୧୪୦୦ଙ୍କୁ ଗିରଫ କରାଯାଇଥିବା ଡିଜିପି ସୂଚନା ଦେଇଛନ୍ତି। ଏପରି ଆଉ ନକରିବା […]

  • Wednesday, 14 July 2021
corona2
'କରୋନା' ଆକ୍ରାନ୍ତଙ୍କୁ ମିଳିବ ମାଗଣା ଚିକିତ୍ସା

ଭୁବନେଶ୍ୱର: ରାଜ୍ୟର ସମସ୍ତ କରୋନା ସଂକ୍ରମିତଙ୍କୁ ମିଳିବ ମାଗଣା ଚିକିତ୍ସା ସେବା। ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କୋଭିଡ୍-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି। ରାଜ୍ୟ ସରକାର କରୋନା ଚିକିତ୍ସା ପାଇଁ ସ୍ୱତନ୍ତ୍ର ହସ୍ପିଟାଲ କରିଛନ୍ତି। ରାଜ୍ୟ ସରକାରଙ୍କ ଏ ପଦକ୍ଷେପକୁ ଦେଶବ୍ୟାପୀ ସ୍ୱାଗତ କରାଯାଇଛି। କରୋନା ଆକ୍ରାନ୍ତ ପ୍ରତି ବ୍ୟକ୍ତିଙ୍କ ଚିକିତ୍ସା ସଂପୂର୍ଣ୍ଣ ମାଗଣାରେ ହେବ ବୋଲି ସୁବ୍ରତ ବାଗଚୀ କହିଛନ୍ତି। ଆକ୍ରାନ୍ତ ବ୍ୟକ୍ତିଙ୍କ ରହିବା, […]

  • Wednesday, 14 July 2021
sapa
କାମୁଡ଼ି ଥିବା ସାପକୁ ଧରି ମେଡିକାଲରେ ପହଞ୍ଚିଲେ ଯୁବକ

ଯାଜପୁର: ଯାଜପୁରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। କାମୁଡ଼ି ଥିବା ବିଷଧର ସାପକୁ ଧରି ଦୁଇ କିଲୋମିଟର ଚାଲି ମେଡିକାଲରେ ପହଞ୍ଚିଲେ ଯୁବକ। ଏଭଳି ଘଟଣା ଘଟିଛି ଯାଜପୁର ରୋଡ୍ ବ୍ୟାସ ସରୋବର ମନ୍ଦିର ନିକଟରେ। ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ଘଟଗାଁ ଜାମୁପଶି ଅଞ୍ଚଳର ଶ୍ୟାମ ବେହେରା ନାମକ ଜଣେ ଯୁବକ ଆଜି ମନ୍ଦିରରେ ଶୋଇଥିବାବେଳେ, ଏକ ଚନ୍ଦନ ବୋଡ଼ା ସାପ ଆସି ତାଙ୍କ ହାତ ଆଙ୍ଗୁଠିକୁ କାମୁଡ଼ି ଦେଇଥିଲା। ତେବେ ଯୁବକ ଜଣକ […]

  • Wednesday, 14 July 2021
4
ସହାୟତା ଲାଗି ଆଗେଇ ଆସିଲେ ଧର୍ମେନ୍ଦ୍ର, ପ୍ରତାପ ଓ ବୈଜୟନ୍ତ

ଭୁବନେଶ୍ୱର: ଲକ୍‌ଡାଉନ ଯୋଗୁଁ ବାହାର ରାଜ୍ୟରେ ଫସିଥିବା ଓଡ଼ିଆ ଶ୍ରମିକ ଏବେ ଦୟନୀୟ ଅବସ୍ଥାରେ ରହିଛନ୍ତି। କରୋନା ଭୂତାଣୁଠାରୁ ଅଧିକ କଷ୍ଟ ଦେଉଛି ଡ଼ହ ଡ଼ହ ଖରାରେ ଶହ ଶହ କିଲୋମିଟର ଚାଲି ଚାଲି ଆସିବା। ଏନେଇ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ଏବଂ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ନିଜସ୍ୱ ସ୍ତରରେ ବିଭିନ୍ନ ରାଜ୍ୟ ସରକାର ଓ ପ୍ରବାସୀ ଓଡ଼ିଆ ସମାଜଙ୍କ ସହାୟତା ଲୋଡ଼ିଛନ୍ତି। ଏଥିସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର […]

  • Wednesday, 14 July 2021
omigrants-odia
ପ୍ରବାସୀ ଓଡ଼ିଆଙ୍କ ସହାୟତା ପାଇଁ ୧୦ ପ୍ରଶାସକଙ୍କୁ ନିଯୁକ୍ତି

ଭୁବନେଶ୍ୱର: ଲକ୍‌ଡାଉନ୍‌ ଯୋଗୁଁ ରାଜ୍ୟ ବାହାରେ ଥିବା ଓଡ଼ିଆ ଶ୍ରମିକ ପାଇଁ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଶ୍ରମ ଓ ଗୃହ ବିଭାଗ ଅଧୀନରେ ଦୁଇଟି କଣ୍ଟ୍ରୋଲ୍ ରୁମ୍ ଓ ୨୪ ଘଣ୍ଟିଆ ହେଲ୍ପ ଲାଇନ ନମ୍ବର ଜାରି କରିଛନ୍ତି ରାଜ୍ୟ ସରକାର। ଏଥିସହ ସହାୟତା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ୧୦ ଜଣ ନୋଡାଲ୍ ଅଫିସରଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି। ଡହ ଡହ ଖରା ଓ ବର୍ଷାରେ ଶହଶହ କିଲୋମିଟରର ଯାତ୍ରା କରୋନା ଭୂତାଣୁଠୁ ଏମାନଙ୍କୁ ବେଶୀ […]

  • Wednesday, 14 July 2021
maoist
ମାଓବାଦୀଙ୍କ ପାଖକୁ ଯାଅନି, କରୋନା ହୋଇଥାଇପାରେ!

ମାଲକାନାଗିରି: ମାଓବାଦୀଙ୍କୁ କରୋନା ଭାଇରସ୍ ସଂକ୍ରମିତ କରିଥାଇପାରେ। ସେମାନଙ୍କ ସଂସ୍ପର୍ଶରେ ନଆସିବାକୁ ସତର୍କ କରାଇଲା ସଚେତନ ନାଗିରକ ମଞ୍ଚ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ମାଓବାଦୀଙ୍କ ବିରୋଧରେ ସଚେତନ ନାଗରିକ ମଞ୍ଚ ତରଫରୁ ପୋଷ୍ଟର ମାଧ୍ୟମରେ ସତର୍କ ସୂଚନା ଦିଆଯାଇଛି। କରୋନା ଭାଇରସ ଯୋଗୁଁ ସାରା ବିଶ୍ୱରେ ସଂକ୍ରମଣ ଆଶଙ୍କା ଥିବା ବେଳେ ଏଥିରେ ମାଓବାଦୀମାନେ ବି ସଂକ୍ରମିତ ହୋଇଥାଇପାରନ୍ତି ବୋଲି ସଚେତନ ନାଗରିକ ମଞ୍ଚ ଆଶଙ୍କା କରିଛି। ଏଣୁ ଏହାକୁ ନେଇ ସତର୍କ ସୂଚନା ଭାବେ […]

  • Wednesday, 14 July 2021
assembly
ଆସନ୍ତାକାଲି ବସିବ ବିଧାନସଭା, ସାନିଟାଇଜ୍ ହେଲା ଲୋକସେବା ଭବନ

ଭୁବନେଶ୍ୱର: ଆସନ୍ତାକାଲି ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ବସିବ। ଏହି  ଅଧିବେଶନ ବ୍ୟୟମଂଜୁରୀ ବିଲ୍ ପାରିତ ପାଇଁ ବିଧାନସଭା ଅଧିବେଶନ ବସିବ। ଏନେଇ ଆଜି ଏହି ସମ୍ମିଳନୀ କକ୍ଷକୁ ସାନିଟାଇଜ୍ କରାଯାଇଛି। ବିଏମସିର ସ୍ୱାସ୍ଥ୍ୟ ବିଭାଗର ଟିମ୍ ଏବଂ ଅଗ୍ନିଶମ ସେବା ସଂସ୍ଥା ଏହାକୁ ବିଶୋଧନ କରିଛନ୍ତି। ବିଧାନସଭାର ଜଣେ କର୍ମଚାରୀ ତୃତୀୟ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବାରୁ ବିଧାନସଭା ବଦଳରେ ଏବେ ଲୋକସେବା ଭବନର କନଭେନସନ୍ ସେଣ୍ଟରରେ ଅଧିବେଶନ […]

  • Wednesday, 14 July 2021
odisha-police
ସପ୍ତାହକୁ ଗୋଟିଏ ଦିନ ଛୁଟିରେ ରହିବେ ପୋଲିସ୍

ଭୁବନେଶ୍ୱର: ଲକଡାଉନ୍ ବେଳେ ବିଭିନ୍ନ ସହର ଓ ସଡ଼କରେ ନିଯୁକ୍ତ ପୋଲିସ କର୍ମଚାରୀଙ୍କ ଉପରେ ଯେପରି ମାତ୍ରାଧିକ କାର୍ଯ୍ୟଗତ ଚାପ ନପଡ଼େ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। ପୋଲିସ୍ କର୍ମଚାରୀଙ୍କୁ ଯେପରି ସପ୍ତାହରେ ଗୋଟିଏ ଦିନ ବିଶ୍ରାମ ମିଳେ ସେଥିପ୍ରତି ଜାରି ହୋଇଛି ଗାଇଡ୍‌ଲାଇନ୍। ଏଥିସହ ପୋଲିସ କର୍ମଚାରୀମାନେ ଦିନକୁ ୮ ଘଣ୍ଟାରୁ ଯେପରି ଅଧିକ ସମୟ ଡ୍ୟୁଟି ନକରନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ଓଡ଼ିଶା ପୋଲିସ୍ ମୁଖ୍ୟାଳୟ ପକ୍ଷରୁ ଆଡଭାଇଜରି ଜାରି ହୋଇଛି। ପୋଲିସ ଡିଜି ଅଭୟ […]

  • Wednesday, 14 July 2021
hc
ପ୍ରବାସୀ ଶ୍ରମିକଙ୍କୁ ସୀମାରେ ଅଟକାଅ: ହାଇକୋର୍ଟ

କଟକ:  ରାଜ୍ୟ ବାହାରୁ ଆସୁଥିବା ଶ୍ରମିକମାନଙ୍କୁ ସୀମାରେ ଅଟକାଇବାକୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ରେଜିଷ୍ଟ୍ରି ନିଜ ତରଫରୁ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ସଞ୍ଜୁ ପଣ୍ଡା ଓ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣିରେ ରାଜ୍ୟ ସରକାରଙ୍କୁ ଦେଇଥିବା ନିର୍ଦ୍ଦେଶରେ କହିଛନ୍ତି ଯେ ସମଗ୍ର ଦେଶରେ ଲକଡାଉନ୍ ଚାଲିଥିବା ବେଳେ ବିଭିନ୍ନ ରାଜ୍ୟରୁ ଓଡ଼ିଶାକୁ ପ୍ରବାସୀ ଶ୍ରମିକମାନଙ୍କ ସ୍ଥାନାନ୍ତରଣ ଉଚିତ ନୁହେଁ […]

  • Wednesday, 14 July 2021
migrants
ବାହାରୁ ଆସୁଥିବା ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ଦେଶର ବିଭିନ୍ନ ରାଜ୍ୟରେ କରୋନା ବ୍ୟାପିବାରେ ଲାଗିଛି। ସଂକ୍ରମିତ ଅଞ୍ଚଳମାନଙ୍କରେ ଥିବା ଅନେକ ଓଡ଼ିଆ ଏବେ ଘରକୁ ଫେରିଛନ୍ତି। ଓଡ଼ିଶାରେ କରୋନା ସଂକ୍ରମଣ ଅଧିକ ଆଶଙ୍କା ଥିବାରୁ ଏ ନେଇ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବେ ତିନିଟି ଦିଗକୁ ଗୁରୁତ୍ୱପୂର୍ଣ୍ଣ ଭାବେ ନେଇଛି। ପ୍ରଥମତଃ ଯେଉଁମାନେ କରୋନା ବ୍ୟାପୁଥିବା ଅଞ୍ଚଳରୁ ଆସୁଛନ୍ତି ବା ଆସିଛନ୍ତି, ସେମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ଏବଂ କୌଣସି ଲକ୍ଷଣ ଥାଉ କି […]

  • Wednesday, 14 July 2021
VEGE
ରାଜଧାନୀର ଗଳିକନ୍ଦିରେ ପନିପରିବା ପହଞ୍ଚାଇବ ଭେଜିଟେବଲ ଭ୍ୟାନ୍

ଭୁବନେଶ୍ୱର: କଟକଣା ସତ୍ତ୍ୱେ ବି ରାଜଧାନୀ ହାଟମାନଙ୍କରେ ଭିଡ଼ ହେଉଛି। ଏହା ରୋକିବାକୁ ବିଏମସି ପ୍ରୟାସ ଆରମ୍ଭ କରିଛି। ଏଣିକି ଭୁବନେଶ୍ୱରର ବିଭିନ୍ନ ୱାର୍ଡରେ ବୁଲିବ ମୋବାଇଲ ଭେଜିଟେବଲ୍ ଭ୍ୟାନ୍। ଲୋକେ ଭ୍ୟାନ୍‌ରୁ ସହଜରେ ଯେପରି ପରିବା କିଣିପାରିବେ ସେନେଇ BMC ଏହି ବ୍ୟବସ୍ଥା କରିଛି। ସେପଟେ ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚାଇବାକୁ ଏକ ଅନଲାଇନ୍ ସଂସ୍ଥାକୁ ଅନୁମତି ଦିଆଯାଇଥିବା ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ଏହାସହିତ ରାଜଧାନୀର ୪୧ଟି ଛୋଟ ହାଟ […]

  • Wednesday, 14 July 2021
spread
କରୋନା ଭାଇରସ୍ ବ୍ୟାପିବାର ଅଧିକ ବିପଦ ରହିଛି କେଉଁଠି?

ଭୁବନେଶ୍ୱର: କରୋନା ଭାଇରସ୍‌ ବ୍ୟାପିବାର ଏକମାତ୍ର ମାଧ୍ୟମ ହେଉଛି କଣ୍ଟାକ୍ଟ । ଯାହାକୁ ଓଡ଼ିଆରେ ଆମେ ସମ୍ପର୍କ ବୋଲି କହିଥାଉ। ସାଧାରଣତଃ ଯଦି କୌଣସି ସୁସ୍ଥ ବ୍ୟକ୍ତି କରୋନା ଆକ୍ରାନ୍ତଙ୍କ କଣ୍ଟାକ୍ଟ ବା ସମ୍ପର୍କରେ ଆସନ୍ତି, ତେବେ ସମ୍ପୃକ୍ତ ସୁସ୍ଥ ବ୍ୟକ୍ତିଙ୍କୁ କରୋନା ଭୂତାଣୁ ସଂକ୍ରମିତ କରିବାର ଯଥେଷ୍ଟ ସମ୍ଭାବନା ରହିଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତଥ୍ୟ ଅନୁସାରେ କଣ୍ଟାକ୍ଟ ବା ସମ୍ପର୍କ ୩ ପ୍ରକାର ହୋଇଥାଏ। କେଉଁମାନଙ୍କ କ୍ଷେତ୍ରରେ କରୋନା ଭାଇରସ୍ ବ୍ୟାପିବାର ସମ୍ଭାବନା ଅଧିକ […]

contact
ତୃତୀୟ କରୋନାଙ୍କ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଥିବା ସନ୍ଦିଗ୍ଧଙ୍କ ଆସିଲା ରିପୋର୍ଟ

ଭୁବନେଶ୍ୱର: ଭୁବନେଶ୍ୱର ତୃତୀୟ ‘କରୋନା’ ଆକ୍ରାନ୍ତ ସମ୍ପର୍କରେ ଅଧିକ ତଥ୍ୟ ଦେଇଛନ୍ତି କୋଭିଡ୍‌-୧୯ ମୁଖପାତ୍ର ସୁବ୍ରତ ବାଗ୍‌ଚୀ।ଦିଲ୍ଲୀରୁ ଘର ଓ ଅଫିସ୍ କ୍ଲିନିକ ପର୍ଯ୍ୟନ୍ତ ସେ ୧୧୨ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି। ସେମାନଙ୍କ ଭିତରୁ ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କ ପତ୍ତା ମିଳିନି। ତେବେ ଚିହ୍ନଟ ହୋଇଥିବା ସନ୍ଦିଗ୍ଧଙ୍କ ଭିତରୁ ୧୧ ଜଣଙ୍କ ରକ୍ତ ନମୂନା ପରୀକ୍ଷା ପାଇଁ ପଠାଇଛି। ଜଣଙ୍କର ନେଗେଟିଭ୍‌ ଆସିଥିବା ବେଳେ ୧୦ ଜଣଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ବାଗ୍‌ଚୀ କହିଛନ୍ତି। […]

  • Wednesday, 14 July 2021
mid-day-meal
ଜୁନ ୧୫ରୁ ସ୍କୁଲରେ ମିଳିବ ମଧ୍ୟାହ୍ନ ଭୋଜନ

ଭୁବନେଶ୍ୱର: କରୋନା ଭୟାବହତା କମିବା ପରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ବହି ଦିଆଯିବ। ଆସନ୍ତା ଜୁନ ୧୫ରୁ ସ୍କୁଲରେ ମଧ୍ୟାହ୍ନ ଭୋଜନ ଦିଆଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି। ସେ କହିଛନ୍ତି ଯେ ଆସନ୍ତା ଜୁନ୍ ୧୫ରୁ ସ୍କୁଲରେ ପୁଣି ମଧ୍ୟାହ୍ନ ଭୋଜନ ଆରମ୍ଭ ହେବ। ୩ ମାସର ମଧ୍ୟାହ୍ନ ଭୋଜନ ବ୍ଲକ ଜରିଆରେ ପଠାଇ ଦିଆଯାଇଛି। ପ୍ରଥମରୁ ଅଷ୍ଟମ ଯାଏ ପାଠ ବହି ମଧ୍ୟ ବ୍ଲକ୍ ସ୍ତରରେ ପହଞ୍ଚି ସାରିଛି।  କରୋନା […]

  • Wednesday, 14 July 2021
voluntary
କୋଭିଡ୍-୧୯ ପରିଚାଳନା ପାଇଁ ଅଭିଜ୍ଞଙ୍କ ସହାୟତା ଲୋଡ଼ିଲେ ସରକାର

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ସ୍ୱାସ୍ଥ୍ୟସେବାକୁ ତ୍ୱରାନ୍ୱିତ କରୁଛନ୍ତି। ରାଜ୍ୟର ୨ ମେଡିକାଲରେ କୋଭିଡ-୧୯ ୱାର୍ଡ ୧୫ ଦିନ ମଧ୍ୟରେ ନିର୍ମାଣ ହେବାକୁ ଥିବାବେଳେ ଡ୍ରିମ୍ସ କଲେଜରେ ଅସ୍ଥାୟୀ ଭାବେ କୋଭିଡ-୧୯ ହସ୍ପିଟାଲ ନିର୍ମାଣ ହେବ। ତେବେ କୋଭିଡ୍-୧୯ ପରିଚାଳନାରେ ସହାୟତା ପାଇଁ ରାଜ୍ୟ ସରକାର ଖୋଜୁଛନ୍ତି ପ୍ରଫେସନାଲ। ଏନେଇ ମୁଖ୍ୟ ଶାସନ ସଚିବ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। କରୋନା ଭୟାବହତାକୁ ଦେଖି ସ୍ୱାସ୍ଥ୍ୟସେବା, ହସ୍ପିଟାଲ ଭିତ୍ତିଭୂମି ଓ ପରିଚାଳନା, […]

  • Wednesday, 14 July 2021
micro
ନିଯୁକ୍ତି ପାଇବେ ମାଇକ୍ରୋ ବାୟୋଲୋଜିଷ୍ଟ

ଭୁବନେଶ୍ୱର: କୋଭିଡ-୧୯ DPHL ଓ ସ୍ୱାବ୍ ନମୁନା ସଂଗ୍ରହ ପାଇଁ ବିଜ୍ଞାପନ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ମାଇକ୍ରୋ ବାୟୋଲୋଜିଷ୍ଟ ନିଯୁକ୍ତି ପାଇଁ ଅସ୍ଥାୟୀ ଭାବେ ସ୍ୱଳ୍ପ ମିଆଦ ଭିତ୍ତିରେ ଉଭୟ ମେଡିକୋ ଓ ନନ୍ ମେଡିକୋଙ୍କୁ ନିଯୁକ୍ତି ଦିଆଯିବ। ମେଡିକୋ ମାଇକ୍ରୋ ବାଓଲୋଜିଷ୍ଟଙ୍କୁ ପ୍ରତିଦିନ ୫ ହଜାର ଏବଂ ନନ୍-ମେଡିକୋ ମାଇକ୍ରୋ ବାୟୋଲୋଜିଷ୍ଟଙ୍କୁ ପ୍ରତିଦିନ ୨୫୦୦ ଟଙ୍କା ଲେଖାଏଁ ମିଳିବ। ପ୍ରାର୍ଥୀଙ୍କୁ ଜୁନ୍ ୩୦ ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ନିଯୁକ୍ତିପତ୍ର ପ୍ରଦାନ […]

  • Wednesday, 14 July 2021
driems
ରାଜ୍ୟରେ ଖୋଲିବ ଆଉ ଏକ କୋଭିଡ୍ ହସ୍ପିଟାଲ

ଭୁବନେଶ୍ୱର: ରାଜ୍ୟରେ ‘କୋଭିଡ-୧୯’ ଭୂତାଣୁ ଏବେ ତୃତୀୟ ପର୍ଯ୍ୟାୟରେ ପହଞ୍ଚିବାର ଆଶଙ୍କା କରାଯାଉଛି । କରୋନା ସଂକ୍ରମଣର ସ୍ଥିତି ମୁକାବିଲା କରିବା ଲାଗି ସ୍ୱତନ୍ତ୍ର କୋଭିଡ୍-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ। ସ୍ଥିତିର ମୁକାବିଲା ପାଇଁ ସରକାର ଆଜି ଆଉ ୬୦୦ ବେଡ୍ ବିଶିଷ୍ଟ କୋଭିଡ୍ ହସ୍ପିଟାଲ ସ୍ଥାପନ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି। ଡ୍ରିମ୍ସ କ୍ୟାମ୍ପସରେ ଯୁଦ୍ଧକାଳୀନ ଭିତ୍ତିରେ ଏହି କୋଭିଡ୍ ହସ୍ପିଟାଲ ପ୍ରସ୍ତୁତ କରାଯିବ। ତେବେ ରାଜ୍ୟ ସରକାର ୯୭୦ ବେଡ୍ ବିଶିଷ୍ଟ ୨ଟି ସ୍ୱତନ୍ତ୍ର କୋଭିଡ୍ […]

  • Wednesday, 14 July 2021
beggar
ମାଗଣାରେ ରନ୍ଧା ଖାଦ୍ୟ ଖାଇବେ ବାସହରା ଓ ଭିକାରୀ

ଭୁବନେଶ୍ୱର: ସହରରେ ଥିବା ଭିକାରୀ, ବେସାହାରା, ବାସହରା ଓ ଖାଇବାକୁ ପାଉନଥିବା ଲୋକଙ୍କୁ ମାଗଣା ରନ୍ଧା ଖାଦ୍ୟ ଯୋଗାଇବେ ରାଜ୍ୟ ସରକାର। ଆଜି ଏନେଇ ଆଜି ରାଜ୍ୟ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ସଂଗ୍ରାମଜିତ୍ ନାୟକ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି। ଆହାର କେନ୍ଦ୍ର ବନ୍ଦ ହୋଇଯିବା ପରେ ଏମାନଙ୍କ  ଦୁଇ ମୁଠା ଖାଇବା ବି କଷ୍ଟକର ହୋଇପଡ଼ିଥିଲା। ଚିଠିରେ ଜଣାଯାଇଛି ଯେ ‘କୋଭିଡ-୧୯’ ଯୋଗୁଁ ସମଗ୍ର ରାଜ୍ୟବ୍ୟାପୀ ଲକଡାଉନ୍ ଓ ସାମାଜିକ ଦୂରତ୍ୱ […]

  • Wednesday, 14 July 2021
doctor
କରୋନା ସଂକ୍ରମିତଙ୍କ ତଥ୍ୟ ଲୁଚାଇବା ଡାକ୍ତରଙ୍କୁ ମହଙ୍ଗା ପଡ଼ିଲା

ଭୁବନେଶ୍ୱର: କରୋନା ସମ୍ପର୍କିତ ତଥ୍ୟ ଲୁଚାଇବା ଅଭିଯୋଗରେ ଭୁବନେଶ୍ୱରର ଜଣେ ଡାକ୍ତରଙ୍କୁ ନିଲମ୍ବିତ କରାଯାଇଛି। ବିଧାନସଭା ଡିସପେନସାରୀର ମୁଖ୍ୟ ମେଡିକାଲ ଅଫିସର ଡାକ୍ତର ଲଳିତ ବେହେରାଙ୍କୁ ଆଜି ସରକାରୀ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ରାଜ୍ୟରେ କରୋନା ସଂକ୍ରମଣର ଶିକାର ହୋଇଥିବା ତୃତୀୟ ରୋଗୀଙ୍କ ସଂସ୍ପର୍ଶରେ ଆସି ସେ ତଥ୍ୟ ଲୁଚାଇଥିଲେ। ବିଧାନସଭା ସଚିବାଳୟ ପକ୍ଷରୁ ଏନେଇ ସୂଚନା ଦିଆଯିବା ପରେ ସ୍ୱାସ୍ଥ୍ୟ ବିଭାଗ ଆଜି ଶ୍ରୀ ବେହେରାଙ୍କୁ ତତ୍କାଳ ସସପେଣ୍ଡ କରିଛି। ଏହାସହିତ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ […]

  • Wednesday, 14 July 2021
commissioner
ପୁଲିସ କମିଶନର କହିଲେ, ଲକ୍‌ଡାଉନ୍‌ରେ ଜରୁରୀ କାମ ପାଇଁ ଯିବେ କେମିତି

ଭୁବନେଶ୍ୱର: ଲକଡାଉନ୍ ସମୟରେ ବାହାରକୁ ଆସିଲେ ଯଦି ସମସ୍ୟାରେ ପଡନ୍ତି, ତେବେ ୧୦୦କୁ ଡାଏଲ କରି ପୋଲିସଙ୍କ ଠାରୁ ସାହାଯ୍ୟ ନିଅନ୍ତୁ। ଲକ୍‌ଡାଉନ୍‌ ବେଳେ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଥିବାରୁ ଲୋକେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ସାଧାରଣ ଲୋକ ଭୋଗୁଥିବା ସମସ୍ୟା ସମାଧାନ ପାଇଁ ବାଟ ବତାଇଛନ୍ତି କଟକ-ଭୁବନେଶ୍ୱର ପୁଲିସ କମିଶନର ଡକ୍ଟର ସୁଧାଂଶୁ ଷଡଙ୍ଗୀ। ସେ କହିଛନ୍ତି, “କେହି ରୋଗୀକୁ ଡାକ୍ତରଖାନା ନେଇ ଯାଉଥିଲେ ପୁଲିସ ଅଟକାଇବନି। ଯଦି କେହି ପୁଲିସ କର୍ମଚାରୀ ଅଟକାଉଛନ୍ତି, […]

  • Wednesday, 14 July 2021
nagchi
ସଚେତନ ରୁହ, ସୁପର ସ୍ପ୍ରେଡର୍ ପରି ଲଜ୍ଜିତ ହୁଅନାହିଁ

ଭୁବନେଶ୍ୱର: ସଚେତନ ହୁଅନ୍ତୁ କିନ୍ତୁ ଅପମାନିତ ହୁଅନ୍ତୁ ନାହିଁ। ଜଣେ କରୋନା ଆକ୍ରାନ୍ତ ମହିଳା ନିଜ ଦାୟିତ୍ୱହୀନତା ପାଇଁ କିପରି ଅପଖ୍ୟାତି ଅର୍ଜନ କରିଛନ୍ତି, ସେବିଷୟରେ ଉଦାହରଣ ଦେଇ ଜନସାଧାରଣଙ୍କୁ ସଚେତନ କରିଛନ୍ତି ରାଜ୍ୟ କୋଭିଡ୍-୧୯ ମୁଖପାତ୍ର ସୁବ୍ରତ ବାଗଚୀ। କରୋନା ସଂକ୍ରମଣ ବ୍ୟାପିବାକୁ ନେଇ ସେ ଦକ୍ଷିଣ କୋରିଆର ପେସେଣ୍ଟ ଥାର୍ଟି ୱାନ କଥା ଜନସାଧାରଣଙ୍କୁ କହିଛନ୍ତି। ଦକ୍ଷିଣ କୋରିଆର ପେସେଣ୍ଟ ଥାର୍ଟି ୱାନ୍ ନାମରେ ପରିଚିତ ହେଇଛନ୍ତି। ସେଠାକାର କରୋନା ଆକ୍ରାନ୍ତ ମହିଳା କିଭଳି […]

  • Wednesday, 14 July 2021