• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

deadbody
୨୨ ମାସ ପରେ କବର ଭିତରୁ ବାହାରିଲା ଶବ

ଜି ଉଦୟଗିରି:ମୃତ୍ୟୁର ୨୨ ମାସ ପରେ ପୋଲିସ ଜଣେ ମହିଳାଙ୍କ ମୃତ ଦେହକୁ କବର ଖୋଳି ବାହାର କରିଛି। ମହିଳା ଜଣକ ଆତ୍ମହତ୍ୟା କରିଥିଲେ ନା ତାଙ୍କୁ ହତ୍ୟା କରାଯାଇଥିଲା ତାହାର ତଦନ୍ତ କରିବା ପାଇଁ ପୋଲିସ ଆଜି ଶବକୁ କବର ଭିତରୁ ବାହାର କରିଛି। ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଅଞ୍ଚଳରେ। ସ୍ଥାନୀୟ କୁମ୍ଭାରକୁପା ଗାଁର ୟୁହୋସିଓ ନାୟକଙ୍କ ଝିଅ ଜେ. ଏସ. ସେଲିବ୍ରେଟଙ୍କ ମୃତ୍ୟୁ  ଘଟିଥିଲା ୨୦୧୮ ଫେବୃଆରୀରେ ମାସରେ ।  […]

  • Sunday, 11 July 2021
student
ସ୍କୁଲ ଯିବାକୁ ବାଧ୍ୟ କରିବାରୁ ନିଜକୁ ଜାଳିଦେଲେ ଛାତ୍ର

ବାରିପଦା: ସ୍କୁଲ୍ ଯିବାକୁ ଇଚ୍ଛା ନ ଥିଲା। ହେଲେ ବଡ଼ ଭଉଣୀ ତାଙ୍କୁ ବାଧ୍ୟ କରିଥିଲେ ସ୍କୁଲ ଯିବାକୁ। ଏଇ ସାମାନ୍ୟ ଘଟଣାକୁ ନେଇ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ଛାତ୍ର । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଲକ୍ ପଶୁଦା ଗାଁରେ। ପଡ଼ୋଶୀ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ବାରିପଦା ମେଡିକାଲ୍ କଲେଜରେ ଭର୍ତ୍ତି କରିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ […]

  • Sunday, 11 July 2021
chhunchi
ଯନ୍ତ୍ରଣାରେ କାନ୍ଦୁଛି ଛୋଟଝିଅ; ଶରୀର ଭିତରେ ରହିଯାଇଛି ଇଞ୍ଜେକ୍ସନ ଛୁଞ୍ଚି..

ଅନୁଗୁଳ: ଦିନେ ନୁହେଁ କି ଦୁଇ ଦିନ ନୁହେଁ, ଦୀର୍ଘ ୪ ମାସ ବିତିଗଲାଣି। ଯନ୍ତ୍ରଣାରେ ଛଟପଟ ହେଉଛି ଛୋଟି ଝିଅଟି।  କାରଣ ଶରୀରରେ ଭାଙ୍ଗି ରହିଛି ଇଞ୍ଜେକସନ୍ ଛୁଞ୍ଚି । ଅନେକ ଜାଗାରେ ଚିକିତ୍ସା କରାଇଲେଣି ପରିବାର ଲୋକେ। ହେଲେ କିଛି ଲାଭ ହେଉନି। ଅନୁଗୁଳର ଏକ ଘରୋଇ କ୍ଲିନିକ କର୍ମଚାରୀଙ୍କ ତ୍ରୁଟି ପାଇଁ ଝିଅଟି ଏମିତି କଷ୍ଟ ପାଉଛି ବୋଲି କହିଛନ୍ତି ପରିବାର ଲୋକେ। ଅନୁଗୁଳ ଜିଲ୍ଲା ତାଳଚେର ବାଲୁଙ୍ଗା ଗାଁର ନିରଞ୍ଜନ ବେହେରା […]

  • Sunday, 11 July 2021
tiger
ଇନ୍ଦ୍ରାବତୀ ଟାଇଗର ରିଜର୍ଭରେ ବାଘ ଶିକାର

ରାୟପୁର:ଛତିଶଗଡ ବସ୍ତରର ଇନ୍ଦ୍ରାବତୀ ଟାଇଗର ରିଜର୍ଭରେ ବାଘ ସଂଖ୍ୟା ପୁଣି କମିଲା। ଏହି ରିଜର୍ବରୁ ଆଉ ଏକ ବାଘକୁ ୯ ଜଣ ମିଶି ମାରି ଦେଇଛନ୍ତି।  ଏହି ୯ଜଣଙ୍କ ମଧ୍ୟରେ ଅଛନ୍ତି ପୋଲିସ କର୍ମଚାରୀ, ସାମ୍ବାଦିକ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ପରି ଦାୟିତ୍ୱସମ୍ପନ୍ନ ବ୍ୟକ୍ତି। ତିନି ବଷର ଏହି ବାଘକୁ ଦୀପାବଳି ସମୟରେ ବାଘ ଶିକାର କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଛତିଶଗଡ଼ କାଙ୍କେର ବନ ମଣ୍ଡଳରେ କିଛି ଲୋକ ଏକ ବାଘ ଚମଡା […]

  • Sunday, 11 July 2021
222222
ବିଦେଶରେ ଚମକିଲେ ଓଡ଼ିଆ ଝିଅ ସାନ୍ତ୍ୱନା

ନୂଆଦିଲ୍ଲୀ: ପୁଣି ବିଦେଶରେ ଚମକିଲେ ଓଡ଼ିଆ ଝିଅ। ଇଣ୍ଡୋନେସିଆର ଜାକର୍ତ୍ତାରେ ଅନୁଷ୍ଠିତ ମିସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତାରେ ଓଡ଼ିଶାର ନାଁକୁ ଉଜ୍ଜ୍ୱଳ କରି ମିସ୍‌ ଫୋଟୋଜନିକ ଟାଇଟଲ ହାସଲ କରିଛନ୍ତି ସାନ୍ତ୍ୱନା ବି ସିମ୍ରନ। କୋରାପୁଟ ଦାମନଯୋଡିର ଝିଅ ସାନ୍ତ୍ୱନା ୨୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଏହି ସମ୍ମାନ ପାଇଛନ୍ତି । ଝିଅର ଏହି ସଫଳତାକୁ ନେଇ ବେଶ ଗର୍ବିତ ପରିବାର ଲୋକେ । ଆଗକୁ ସେ ଫେମିନା ମିସ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ […]

  • Sunday, 11 July 2021
bm
ନାଗରିକତା ସଂଶୋଧନ ବିଲ୍‌ ସପକ୍ଷରେ ଭୋଟ ଦେଲା ବିଜେଡି

ନୂଆଦିଲ୍ଲୀ:ସଂସଦରେ ଆଗତ ନାଗରିକତା ବିଲ୍ ପ୍ରସ୍ତାବକୁ  BJD ସମର୍ଥନ କରିଛି। ନାଗରିକତା ସଂଶୋଧନ ବିଲ୍ ପ୍ରସ୍ତାବକୁ ନେଇ ସଂସଦରେ ଆଜି ପ୍ରବଳ ହଟ୍ଟଗୋଳ ହୋଇଥିଲା। ଏହାକୁ ନେଇ ଭୋଟ ହୋଇଥିଲା। ବିଜେଡି ନାଗରିକତା ସଂଶୋଧନ ବିଲ୍ ଆଗତ ସପକ୍ଷରେ ଭୋଟ୍ ଦେଇଛନ୍ତି ବିଜେଡି ସାଂସଦ । ବିଲ୍ ସମ୍ପର୍କରେ OTVକୁ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ପ୍ରତିକ୍ରିୟା ରଖି ଏହି ସୂଚନା ଦେଇଛନ୍ତି । ବିଲ୍‌ରେ କୌଣସି ଅସୁବିଧା ନାହିଁ। JPCକୁ ପଠାଇବାକୁ ଆମେ କହିଥିଲୁ ବୋଲି […]

  • Sunday, 11 July 2021
kv-3
ବଦଳିଲେ କେ.ଭି-୩ ଖେଳ ଶିକ୍ଷୟିତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର କେ.ଭି-୩ କ୍ୟାମ୍ପସରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଅଭିଯୋଗ ଘଟଣା ପରେ ଖେଳ ଶିକ୍ଷୟିତ୍ରୀଙ୍କୁ ବଦଳି କରାଯାଇଛି। ଏ ନେଇ ଭୁବନେଶ୍ୱର ରିଜିଅନ ଡେପୁଟି କମିଶନରଙ୍କ ଚିଠି ଲେଖି ଜଣାଇଛନ୍ତି। ସମ୍ପୃକ୍ତ ଶିକ୍ଷୟିତ୍ରୀ  ଛାତ୍ରୀଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ତାଙ୍କ ନିର୍ଯାତନାରେ ଅତିଷ୍ଠ ଛାତ୍ରୀ ସ୍କୁଲ ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହାକୁ ନେଇ ସ୍କୁଲର ଛାତ୍ରଛାତ୍ରୀ ଓ ଅଭିଭାବକ ଆନ୍ଦୋଳନ କରିଥିଲେ। ଘଟଣା ପାଇଁ ସ୍କୁଲର ପ୍ରିନ୍ସିପାଲ ଓ ପିଇଟି ଶିକ୍ଷୟିତ୍ରୀଙ୍କୁ […]

  • Sunday, 11 July 2021
paika
ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ କଲେ ରାଷ୍ଟ୍ରପତି

ଖୋର୍ଦ୍ଧା:ବରୁଣେଇ ହେଉଛି ବୀରଭୂମି। ପାଇକମାନେ ବହୁତ ସ୍ୱାଭିମାନୀ ଥିଲେ।  ଇଂରେଜମାନଙ୍କ ବିରୋଧରେ ଲଢ଼ିଥିଲେ। ପାଇକ ବିଦ୍ରୋହର ନେତୃତ୍ୱ ନେଇଥିବା ବକ୍ସି ଜଗବନ୍ଧୁଙ୍କର ଏହି ବିପ୍ଳବକୁ ଇଂରେଜମାନେ ଦମନ କରିଥିଲେ ମଧ୍ୟ ପାଇକ ବିଦ୍ରୋହ ସ୍ମରଣୀୟ। ଆଜି ଖୋର୍ଦ୍ଧା ବରୁଣେଇରେ ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ କରି ଏମିତି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପାଇକ ବିଦ୍ରୋହକୁ ୨୦୦ ବର୍ଷ ପୁରିଛି। ଏହି ଅବସରରେ ବରୁଣେଇଠାରେ ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ ଉତ୍ସବରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସେ […]

  • Sunday, 11 July 2021
deadbody
ପୁଣି ବାଇକ୍‌ରେ ବୁହାହେଲା ଶବ

ଗଜପତି : ପୁଣି ଶବକୁ ମିଳିଲାନି ସମ୍ମାନ। ମହାପ୍ରୟାଣ ଗାଡ଼ି ନ ମିଳିବାରୁ ବାଇକ୍‌ରେ ବୋହି ଶବକୁ ଘରକୁ ନେଲେ ପରିବାର ଲୋକେ।  ଘଟଣା ଘଟିଛି ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍‌ରେ। ଗଜପତି ଜିଲ୍ଲାର ହାତୀବାଡ଼ି ଗାଁର ଗୋବିନ୍ଦ ଭୂୟାଁ ଅସୁସ୍ଥ ଥିବାରୁ ପରିବାର ଲୋକେ ଚିକିତ୍ସା ରାୟଗଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର […]

  • Sunday, 11 July 2021
vigilance
ଜେଲ ଗଲେ ଲାଞ୍ଚୁଆ ଜେଇ

ରେଢ଼ାଖୋଲ: ଜେଲ ଗଲେ ଲାଞ୍ଚୁଆ ଜେଇ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ରେଢ଼ାଖୋଲ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଶ୍ୟାମ ସାଗର ସୋଏଙ୍କ ଘରେ ଭିଜିଲାନ୍ସ ଚଢଉ ହୋଇଥିଲା । ସୁନ୍ଦରଗଡ଼ ଭିଜିଲାନ୍ସ ଟିମ୍ ସୋଏଙ୍କ ସୁନ୍ଦରଗଡ଼ ବାସଭବନ ସମେତ ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ତାଙ୍କର ମୋଟ ସଂପତ୍ତି ୧ କୋଟି ୭୭ ଲକ୍ଷ ଥିବାବେଳେ ବେନାମୀ ସମ୍ପତ୍ତି ୯୩ ଲକ୍ଷ ୪୨ ହଜାର […]

  • Sunday, 11 July 2021
1497868319-9841
ପାଇକ ବିଦ୍ରୋହ ସ୍ମୃତିସ୍ଥଳ ଶିଳାନ୍ୟାସ କରିବେ ରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର: ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ ଆଜି ଖୋର୍ଦ୍ଧା ବରୁଣେଇରେ ପାଇକ ବିଦ୍ରୋହ ସ୍ମୃତିସ୍ଥଳର ଶିଳାନ୍ୟାସ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସକାଳ ୯ଟା ୫୦ରେ ସେ ବରୁଣେଇରେ ପହଞ୍ଚିବେ। ୧୦ଟା ୩୫ରେ ସହିଦ୍ ସ୍ମାରକୀର ଶିଳାନ୍ୟାସ କରିବା ପରେ ଉଦ୍‌ବୋଧନ ଦେବେ ରାଷ୍ଟ୍ରପତି । ଏହା ପରେ ମଧ୍ୟାହ୍ନରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତ […]

  • Sunday, 11 July 2021
Untitled-1
ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କର ଭୁବନେଶ୍ୱର ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲେ।  ଭାଗବତ ମହାନ୍ତି କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୩ ଥର ନିର୍ବାଚିତ ହୋଇଥିଲେ। ରାଜସ୍ୱ  ଓ ଶିକ୍ଷା ମନ୍ତ୍ରୀ ଭାବେ ୨ ଥର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ପଞ୍ଚମ ବିଧାନସଭାକୁ ସେ ପ୍ରଥମେ ପ୍ରଜା ସୋସିଆଲିଷ୍ଟ୍ ପାର୍ଟି ଟିକେଟ୍‌ରେ ନିର୍ବାଚିତ ହୋଇଥିଲେ। ଏହା ପରେ କଂଗ୍ରେସ ଟିକେଟ୍‌ରେ ନବମ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତା’ପରେ […]

  • Sunday, 11 July 2021
accident
ଟ୍ରକକୁ ପିଟିଲା ଟ୍ରାଭେଲର: ୩ ପର୍ଯ୍ୟଟକ ମୃତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଶେରଗଡ଼ ନିକଟରେ ଏକ  ପର୍ଯ୍ୟଟକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ୩ ଜଣଙ୍କର ମୃତ୍ୟୁ ଘଟିଛି।  ୧୨ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁରୀ ବାଲିସାହିରୁ ୧୮ ଜଣ ପର୍ଯ୍ୟଟକଙ୍କୁ ନେଇ ଏକ ଟ୍ରାଭେଲର ଗାଡ଼ି ଦେବକୁଣ୍ଡ ଯାଉଥିଲା। ବାଲେଶ୍ୱର ଜିଲ୍ଲା ଶେରଗଡ଼ ପେଟ୍ରୋଲ ପମ୍ପ ନିକଟରେ ଟ୍ରାଭେଲରଟି ଭାରସାମ୍ୟ ହରାଇ ଠିଆ ହୋଇଥିବା ଏକ ଟ୍ରକର […]

  • Sunday, 11 July 2021
9b03e654-3f72-49c2-b253-b8f
ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନଙ୍କୁ ‘ସବୁଜ ବିପ୍ଳବୀ ସମ୍ମାନ’

ଭୁବନେଶ୍ୱର:‘ଗଛ ଲଗାଅ, ବିଶ୍ୱ ବଞ୍ଚା’ ଅଭିଯାନ, ବିଶ୍ୱ ଆମ ଘର, ତାକୁ କରିବା ସବୁଜ, ସ୍ୱଚ୍ଛ, ସୁନ୍ଦର, ସବୁଜ ବିଶ୍ୱ ପାଇଁ ଓଡ଼ିଆ ପୁଅର ରଣହୁଙ୍କାର ପରି ଅନ୍ତର୍ଜାତୀୟ ସ୍ତର କାର୍ଯ୍ୟକ୍ରମର ନେତୃତ୍ୱ ନେବା, ବିଶ୍ୱ ଜଳବାୟୁ ପରିବର୍ତ୍ତନ, ଉତ୍ତାପ ବୃଦ୍ଧିରୁ ରକ୍ଷା ପାଇବା ପାଇଁ ଆମ ରାଜ୍ୟ, ଦେଶ ଓ ବିଦେଶରେ ୪୦, ୦୦୦ ଗ୍ରୀନ୍‌ ଆର୍ମିଙ୍କୁ ସୃଷ୍ଟି କରିଥିବାରୁ ପୂର୍ବତନ ବିଧାୟକ ତଥା ଇଣ୍ଟରନାଶନାସଲ ଗ୍ରୀନ ଆର୍ମିର କମାଣ୍ଡର ଇନ ଚିଫ୍‌ ଦିଲ୍ଲୀପ ଶ୍ରୀଚନ୍ଦନଙ୍କୁ […]

  • Sunday, 11 July 2021
abhaya
ସୋମବାର ପୋଲିସ ଡିଜି ଭାବେ ଦାୟିତ୍ୱ ନେବେ ଅଭୟ

ଭୁବନେଶ୍ୱର:ଆସନ୍ତା ସୋମବାର ନୂଆ ପୋଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିପାରନ୍ତି ଅଭୟ। ୧୯୮୬ ବ୍ୟାଚର  IPS ଅଫିସର ଅଭୟ ନ୍ୟାସନାଲ ପୋଲିସ ଏକଡେମୀର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କୁ ଏକାଡେମୀ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏଥିପାଇଁ ଏକ ସ୍ୱତନ୍ତ୍ର ପରେଡ୍ ମଧ୍ୟ କରାଯାଇଥିଲା ।  ପୂର୍ବରୁ ଡିଜିପି ଦାୟିତ୍ୱରେ ଥିବା ଅଗ୍ନିଶମ ଡିଜି ବିକେ ଶର୍ମାଙ୍କୁ ଦାୟିତ୍ୱରୁ ସରକାର ଅବ୍ୟାହତି ଦେବା ପରେ ଅଭୟଙ୍କୁ ନୂଆ ଡିଜିପି ଭାବେ ନିଯୁକ୍ତ […]

  • Sunday, 11 July 2021
122421431243543
ଚାକିରି ଦେବେ କହି ଯୁବତୀଙ୍କୁ ପାଇଖାନା ସଫା କରାଇଲେ

ଟିଟିଲାଗଡ଼:ଚାକିରି ଦେବା ନାଁରେ ଟିଟିଲାଗଡ଼ ଅଞ୍ଚଳର ଯୁବତୀଙ୍କୁ ସୁଦୂର ହାଇଦ୍ରାବାଦ ନେଇ ସେଠାରେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ସେଠାରେ ଅତ୍ୟଧିକ କାମ ଦିଆଯାଉଥିଲେ ମଧ୍ୟ ପାରିଶ୍ରମିକ ଦିଆଯାଉ ନ ଥିଲା। ଏପରିକି ପ୍ରତିବାଦ କଲେ ମାଡ଼ ମରାଯାଉଥିଲା। ଯୁବତୀମାନେ କୌଣସି ପ୍ରକାରେ ସେଠାରୁ ଖସି ଆସି ଘରେ ପହଞ୍ଚିବା ପରେ ଘଟଣା ପଦାକୁ ଆସିଛି। ଟିଟିଲାଗଡ଼ ସଇଁତଳା ବ୍ଲକ ଅଞ୍ଚଳର କେତେକ ଯୁବତୀଙ୍କୁ  ସରକାରଙ୍କ ଦକ୍ଷତାବିକାଶ କାର୍ଯ୍ୟକ୍ରମରେ ଟ୍ରେନିଂ ଦିଆଯାଇଥିଲା। ଟ୍ରେନିଂ ଶେଷ କରିବା […]

  • Sunday, 11 July 2021
mahila kamisana
‘ଦୁଷ୍କର୍ମକାରୀଙ୍କୁ ଦିଅ ପେଟେଣ୍ଟ୍ ମେଡ଼ିସିନ୍’ 

ଭୁବନେଶ୍ୱର: ଦୁଷ୍କର୍ମକାରୀଙ୍କୁ ଦିଅ ପେଟେଣ୍ଟ୍ ମେଡ଼ିସିନ୍ । କୋର୍ଟରେ ବିଚାର ବ୍ୟବସ୍ଥାରେ ଯାହା ହେବା କଥା ହେବ, କିନ୍ତୁ ଏଭଳି ଅପରାଧ ଘଟାଉଥିବା ବ୍ୟକ୍ତିଙ୍କୁ ପେଟେଣ୍ଟ୍ ମେଡିସିନ୍ ଦେବାକୁ ଆହ୍ୱାନ ଦେଇଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା । ଭୁବନେଶ୍ୱର  ଖଣ୍ଡଗିରି ଅଞ୍ଚଳରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ମହିଳା କମିଶନ ତଦନ୍ତ ଆରମ୍ଭ କରିବା ସହ ଆଜି ଖଣ୍ଡଗିରି ଥାନାରେ ମାମଲା ସଂପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି।  ଏଥିସହ ଘଟଣାସ୍ଥଳକୁ ଯାଇ ସ୍ଥିତି ମଧ୍ୟ […]

  • Sunday, 11 July 2021
jitendra
ପୁରୀ ଗଣଦୁଷ୍କର୍ମ ମାମଲା: ୨ୟ ପତ୍ନୀ ଦେଲେ ଚାଞ୍ଚଲ୍ୟକର ତଥ୍ୟ !

ପୁରୀ: ପୁରୀ ପୋଲିସ୍ କଲୋନୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟା ସାମ୍ନାକୁ ଆସିଛି। ଏହି ତଥ୍ୟ ସାମ୍ନାକୁ ଆଣିଛନ୍ତି ଜଣେ ମହିଳା ଯେ କି ଅଭିଯୁକ୍ତ ଜିତେନ୍ଦ୍ର ସେଠୀଙ୍କ ଦ୍ୱିତୀୟ ପତ୍ନୀ ବୋଲି  ନିଜକୁ ଦାବି କରିଛନ୍ତି। ମହିଳା ଜଣକ କହିଛନ୍ତି ଯେ, ପୁରୀ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଜିତେନ୍ଦ୍ର ସଠୀଙ୍କର ସେ ଦ୍ୱିତୀୟ ପତ୍ନୀ। ଜିତେନ୍ଦ୍ର ଅତି ଘୃଣ୍ୟ କାମ କରିଛନ୍ତି। ଏପରି କାମ ଯୋଗୁ ତାଙ୍କୁ ସର୍ବସମ୍ମୁଖରେ ଫାଶୀ […]

  • Sunday, 11 July 2021
IPS-safin-hassan-4
ବାପା-ମା’ଙ୍କ କଷ୍ଟ ଦେଇଥିଲା ପ୍ରେରଣା-ପ୍ରଥମ ଉଦ୍ୟମରେ ପାଇଲେ ଆଇପିଏସ୍‌

ଅହମଦାବାଦ: ନିଷ୍ଠାବାନ ମଣିଷଙ୍କ ପାଇଁ କୌଣସି ପଥ ଦୁଃସାଧ୍ୟ ନୁହେଁ। କୌଣସି କାମ ଅସାଧ୍ୟ ନୁହେଁ। ଏମାନେ ପାହାଡର ଅଙ୍କାବଙ୍କା ପଥୁରିଆ ରାସ୍ତାରେ ବି ଫୁଟାଇ ପାରିବେ ଫୁଲ। ଏମିତି ଜଣେ ନିଷ୍ଠାବାନ ଯୁବକ ହେଉଛନ୍ତି ସାଫିନ ହସନ। ଯୁବ ଆଇପିଏସ୍‌ ଅଫିସର। ଅନେକ ପ୍ରତିକୂଳ ପରିସ୍ଥିତିରେ ସମୟ ସହ ଲଢି ମାତ୍ର ୨୨ ବର୍ଷରେ ତିଆରି କରିପାରିଛନ୍ତି ନିଜ ପରିଚୟ। ଗୁଜରାଟର ସାଫିନ ପ୍ରଥମ ଉଦ୍ୟମରେ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆଇପିଏସ ପାଇଛନ୍ତି। ସାଫିନଙ୍କ […]

  • Sunday, 11 July 2021
bjp
ବିଜେପି ମହିଳା ମୋର୍ଚ୍ଚା ଓ ପୁଲିସ କର୍ମୀ ମଧ୍ୟରେ ଧସ୍ତାଧସ୍ତି

ଭୁବନେଶ୍ୱର : ପୁରୀରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ସମଗ୍ର ରାଜ୍ୟରେ ଉଠିଛି ପ୍ରତିବାଦର ସ୍ୱର। ପ୍ରତିବାଦରେ ଆଜି ନବୀନ ନିବାସରେ ପଶିବାକୁ ଉଦ୍ୟମ କରିଛି ବିଜେପି ମହିଳା ମୋର୍ଚ୍ଚା । ଶତାଧିକ ସଂଖ୍ୟାରେ ମହିଳା ବିଭିନ୍ନ ଦିଗରୁ ନବୀନ ନିବାସ ଆଡ଼କୁ ମାଡ଼ି ଆସିବାରୁ ସେମାନଙ୍କୁ ଆୟତ୍ତ କରିବାକୁ ପୁଲିସ୍‌କୁ ନାକେଦମ ହେବାକୁ ପଡ଼ିଛି। ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତି ପରିଡା, ସୁରମା ପାଢୀ ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ସଂଖ୍ୟାରେ ମହିଳା ଆଜି ନବୀନ ନିବାସ […]

  • Sunday, 11 July 2021
34455
ମନ୍ତ୍ରୀଙ୍କ ଘରକୁ ଟମାଟୋ ମାଡ଼ କଲେ ଛାତ୍ର କଂଗ୍ରେସ

ଭୁବନେଶ୍ୱର: ପୁରୀ ଗଣ ଦୁଷ୍କର୍ମ ମାମଲାରେ ତାତି ଉଠିଛନ୍ତି ବିରୋଧୀ। ଛାତ୍ର କଂଗ୍ରେସ ପକ୍ଷରୁ ଘଟଣାର ଦୃଢ ପ୍ରତିବାଦ କରାଯାଇଛି। ଆଜି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭୁବନେଶ୍ୱର ସରକାରୀ ବାସଭବନ ଉପରକୁ ଟମାଟୋ ମାଡ଼ କରିଛି ଛାତ୍ର କଂଗ୍ରେସ। ଏହି ଘଟଣାରେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଛାତ୍ର କଂଗ୍ରେସର ସଦସ୍ୟମାନେ ଏପରି  ଟମାଟୋ ମାଡ଼ କରିଛନ୍ତି । ଏଥି ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କିରଛି ଛାତ୍ର କଂଗ୍ରେସ। ଇସ୍ତଫା ନଦେଲେ ଆଗକୁ ମୁଖ୍ୟମନ୍ତ୍ରୀଙ୍କ […]

  • Sunday, 11 July 2021
jajpur
ମହିଳା ଶିଳ୍ପପତି ହୋଟେଲରେ ଅଟକ, ଉଦ୍ଧାର କରିପାରିନି ପୋଲିସ

କଳିଙ୍ଗନଗର: ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ଜଖପୁରା ମଇଥାନ ଇସ୍ପାତ କାରଖାନାରେ ତେଜିଛି ଶ୍ରମିକ ଅଶାନ୍ତି। ଦଶ ମାସର ଦରମା ଏବଂ ଦୁଇ ବର୍ଷର ଵୋନସ ଦାବିରେ  ଶ୍ରମିକ ଓ କର୍ମଚାରୀ ମହିଳା ଶିଳ୍ପପତି ରୀତା ସିଂଙ୍କୁ ଘେରାଉ କରିବା ସହ ହୋଟେଲ ସାମ୍ନାରେ ଧାରଣାରେ ବସିଛନ୍ତି। ଜଣେ ଶ୍ରମିକ ନିଜ ଦେହରେ କିରାସିନି ଢାଳି ଦେବାରୁ ପୋଲିସ ତାଙ୍କୁ  ଉଦ୍ଧାର କରିଛି। ତେବେ ଏ ପର୍ଯ୍ୟନ୍ତ ମହିଳା ଶିଳ୍ପପତିଙ୍କୁ ଉଦ୍ଧାର କରିପାରିନି ପୋଲିସ। ମଇଥାନ […]

  • Sunday, 11 July 2021
bhabanipatana
ସେକ୍ସ ରାକେଟ୍ ଠାବ: ୫ ଯୁବତୀ ଅଟକ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ସେକ୍ସ ରାକେଟ ଠାବ । ନାକଟିଗୁଡ଼ା ଛକରେ ଏକ ଘରେ ଏହି ସେକ୍ସ ରାକେଟକୁ ଠାବ କରିଛି ଟାଉନ୍ ଥାନା ପୋଲିସ।  ଏହି ଘରୁ ୫ ଜଣ ଯୁବତୀଙ୍କ ସହ ୩ ଜଣ ଗ୍ରାହକଙ୍କୁ ଅଟକ ରଖିଛି । ୫ ଯୁବତୀଙ୍କ ମଧ୍ୟରୁ ୩ ଜଣ ପଶ୍ଚିମବଙ୍ଗର ବୋଲି କହିଛି ପୋଲିସ। ଅଟକ ଥିବା ଯୁବତୀ ଓ ଗ୍ରାହକଙ୍କୁ ଡାକ୍ତରୀମାଇନା ପାଇଁ ପଠାଯାଇଛି।  ତେବେ ସେକ୍ସ ରାକେଟର ମାଷ୍ଟର ମାଇଣ୍ଡ କୁହାଯାଉଥିବା […]

  • Sunday, 11 July 2021
choudwar
ବୃଦ୍ଧଙ୍କୁ ହାଣି ଜଙ୍ଗଲରେ ଫିଙ୍ଗିଦେଲେ

ଚୌଦ୍ୱାର: ଅନ୍ଧବିଶ୍ୱାସର କୁପରିଣତି କେତେ ଭୟଙ୍କର ହୋଇପାରେ ! ଏହାର ଏକ ନିଛକ ଉଦାହରଣ ଦେଖିବାକୁ ମିଳିଛି ଚୌଦ୍ୱାର ମଙ୍ଗରାଜପୁର ବେରେଣା ଗାଁରେ। ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି। ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ଶବକୁ ଗାଁ ନିକଟ ଜଙ୍ଗଲରେ ପକାଇ ଦେଇଛନ୍ତି।  ମୃତ ବ୍ୟକ୍ତିଙ୍କ ନାଁ ସିଙ୍ଗରା ସଏ । ସେ ଗତକାଲି ରାତିରେ ଧାନକ୍ଷେତ ଜଗିବାକୁ ବିଲକୁ ଯାଇଥିଲେ। ସେଠାରେ ତାଙ୍କୁ କେହି ଟାଙ୍ଗିଆରେ ହାଣି ହତ୍ୟା […]

  • Sunday, 11 July 2021
34334
କାର ଭିତରେ ଦେଢ ବର୍ଷର ଝିଅକୁ ଛାଡ଼ି ପଳାଇଲେ ବାପା-ମା’

ଢେଙ୍କାନାଳ: ଢେଙ୍କାନାଳ ଡାକ୍ତରଖାନା ପରିସରରେ ଠିଆ ହୋଇଥିଲା ଧଳା ରଙ୍ଗର କାର୍‌। ଭିତରେ କେହି ନ ଥିଲେ। କିଛି ସମୟ ପରେ ହଠାତ୍‌ ଦେଖା ଗଲା ଭିତରେ ଛୋଟ ଝିଅଟିଏ କାନ୍ଦୁଛି । ବୟସ ଦେଢ ବର୍ଷ ହେବ। ପିଲାଟିର ସ୍ୱର ବାହାରକୁ ଶୁଭା ଯାଉ ନ ଥିଲେ ବି ଲୋକେ ଦେଖି ପାରୁଥିଲେ। ଗଦା ହୋଇଗଲେ ଲୋକେ। ଛୁଆଟିକୁ ବାହାରକୁ ଆଣିବା ପାଇଁ ଚେଷ୍ଟା କରିଥିଲେ ହେଁ ସଫଳ ହୋଇ ନ ଥିଲେ। କାରଣ କାରଟି […]

  • Sunday, 11 July 2021