• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

jajpur
କରୋନା ଅପ୍‌ଡେଟ୍‌: ଭଦ୍ରକ ଆକ୍ରାନ୍ତଙ୍କ ଲିଙ୍କରେ ଅଛନ୍ତି ଯାଜପୁରର ୬ !

ଭଦ୍ରକ: ଆଜି ଭଦ୍ରକରୁ ୫ ଜଣ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯିବା ପରେ ପ୍ରଶାସନ ପକ୍ଷରୁ ତନଘନା ଆରମ୍ଭ ହୋଇଛି। ଆକ୍ରାନ୍ତଙ୍କର ଟ୍ରାଭେଲ ହ୍ରିଷ୍ଟ୍ରି ଖୋଜି ବାହାର କରିବା ସହ ଏମାନଙ୍କର ସଂସ୍ପର୍ଶରେ କିଏ କିଏ ଆସିଛନ୍ତି ସେ ନେଇ ଯାଞ୍ଚ କରାଯାଉଛି। ଭଦ୍ରକର ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଯାଜପୁରର ୬ ଜଣ ଆସିଥିବା ଖବର ମିଳିଛି । ଏ ନେଇ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ । ଜିଲ୍ଳାପାଳଙ୍କ କହିବା ଅନୁଯାୟୀ,  […]

  • Monday, 12 July 2021
accident
ପିକ୍‌ଅପ୍‌ ଭ୍ୟାନ୍ ଓଲଟି ୩ ଶ୍ରମିକ ମୃତ

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଣ୍ଡିଦେଉଳି-ବିରୁଳିଗଡ଼ ରାସ୍ତାରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ  ପିକ୍ ଅପ୍ ଭ୍ୟାନ୍ ଓଲଟି ପଡ଼ିବାରୁ ୩ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୯ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।  ମୃତକଙ୍କ ଘର ରମ୍ଭା ଥାନା ଡିଆଁଡି ଗାଁରେ ବୋଲି ଜଣାପଡ଼ିଛି । ବ୍ରହ୍ମପୁର ନିକଟ ଭାବନ୍ଧସ୍ଥିତ କ୍ରସରରେ କାମ କରିବାକୁ ଏହି ଶ୍ରମିକମାନେ ଆଜି ଭୋରରୁ […]

  • Monday, 12 July 2021
lockdown-1
ଆଜିଠାରୁ କୋହଳ ହେବ କଟକଣା; ଜାଣନ୍ତୁ, କେଉଁ କେଉଁ କାମ ହେବ ସ୍ୱାଭାବିକ

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ  ଲକ୍‌ଡାଉନ କଟକଣା ଆଜିଠାରୁ କୋହଳ ହେବ । ଅଣସମ୍ବେଦନଶୀଳ କ୍ଷେତ୍ରକୁ ଗୁରୁତ୍ୱ ଦେଇ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । କୃଷି କାର୍ଯ୍ୟକ୍ରମ ସହ ଖୋଲିବ ସରକାରୀ ଅଫିସ। ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହେବ ।କୃଷିକାର୍ଯ୍ୟରେ ବିହନ, ସାର, କୀଟନାଶକ ଓ ଆବଶ୍ୟକ କୃଷି ଯନ୍ତ୍ରପାତି ପାଇଁ ଦୋକାନ ଖୋଲା ରହିବ । ଉଦ୍ୟାନ କୃଷି ଓ ମତ୍ସ୍ୟ ଚାଷ କ୍ଷେତ୍ରରେ ସମସ୍ତ କାର୍ଯ୍ୟକୁ ମଧ୍ୟ କଟକଣା ମୁକ୍ତ କରାଯାଇଛି। ସେମିତି […]

  • Monday, 12 July 2021
chin
କରୋନା ଅପଡେଟ୍‌: ଭଦ୍ରକରୁ ୫, ବାଲେଶ୍ୱରରୁ ୨

ଭୁବନେଶ୍ୱର: କରୋନାକୁ ନେଇ ଆଜି ମିଳିଛି ଏକ ଚିନ୍ତାଜନକ ଖବର। ଆଜି ରାଜ୍ୟରୁ ପୁଣି ୭ ପଜିଟିଭ ଚିହ୍ନଟ ହୋଇଛନ୍ତି।   ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ ସାଇଟ୍‌ରେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୮ରେ ପହଞ୍ଚିଲା। ଗତକାଲି ସୁଦ୍ଧା ୧୦, ୬୪୧ ନମୂନା ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ୧୦, ୫୭୩ ନେଗେଟିଭ ଆସିଛି। ଏହି ୭ ଜଣଙ୍କ ମଧ୍ୟରୁ ୫ ଜଣ ଭଦ୍ରକର ଏବଂ […]

  • Monday, 12 July 2021
jaganatha mandir
କରୋନା କଟକଣା ଭାଙ୍ଗି ସସ୍‌ପେଣ୍ଡ ହେଲେ ଆଇଆଇସି

ପୁରୀ: ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲାଗିଥିବାବେଳେ, ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧିକାରୀ ଓ ତାଙ୍କ ପରିବାର ଲୋକେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏ ନେଇ ଖବର ପ୍ରକାଶ ପାଇବା ପରେ ଘଟଣାର ତୀବ୍ର ସମାଲୋଚନା କରାଯାଇଥିଲା। ଏହି ଘଟଣା ପରେ ଆଜି  ବଡ଼ଚଣା ଥାନା ଆଇଆଇସି ଦୀପକ କୁମାର ଜେନାଙ୍କୁ ସସପେଣ୍ଡ କରାଯାଇଛି। ଲକ୍‌ଡାଉନ ବେଳେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବା ଘଟଣାକୁ ଡିଜିପି ଅଭୟ […]

  • Monday, 12 July 2021
corona-virus-w
ବଢିଲା କରୋନା ଚିନ୍ତା; ରାଜ୍ୟରେ ପୁଣି ୭ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: କରୋନାକୁ ନେଇ  ଓଡ଼ିଶାରେ ଏକ ପ୍ରକାର ଆଶ୍ୱସ୍ତିକର ସ୍ଥିତି ସୃଷ୍ଟି ହେବାକୁ ଯାଉଥିବାବେଳେ ଆଜି ସକାଳୁ ମିଳିଛି ଏକ ଚିନ୍ତାଜନକ ଖବର। ଆଜି ରାଜ୍ୟରୁ ଆଉ ୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ ସାଇଟ୍‌ରେ ସୂଚନା ଦିଆଯାଇଛି। ତେବେ ଏମାନେ କେଉଁ ଅଞ୍ଚଳର ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୮ରେ […]

  • Monday, 12 July 2021
Untitled-4
ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଦୂରଦର୍ଶନରେ ପାଠପଢା

ଭୁବନେଶ୍ୱର: କରୋନା ପାଇଁ ଲକ୍ ଡାଉନ୍ ଜାରି ରହିଥିବାରୁ ପିଲାଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ଫଳରେ ଦୂରଦର୍ଶନ ଜରିଆରେ ଦଶମ ଶ୍ରଣୀ ପିଲାଙ୍କୁ ପାଠ ପଢାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୦ ତାରିଖରୁ ଏଡୁସାଟ୍ ପକ୍ଷରୁ ପ୍ରସ୍ତୁତ ଭିଡିଓର ପୁନଃ ପ୍ରସାରଣ ପାଇଁ ନିଷ୍ପତ୍ତି ହୋଇଛି । ଏପ୍ରିଲ ୨୦ରୁ ମେ ୧୨ ତାରିଖ ମଧ୍ୟରେ ୩୪ଟି ଭିଡିଓର ପୁନଃ ପ୍ରସାରଣ ହେବ । ପ୍ରତି ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଦିନକୁ ୨ […]

  • Monday, 12 July 2021
pratap
ରଥଯାତ୍ରା ପରିଚାଳନା ନେଇ ମୁଖ୍ୟମନ୍ତ୍ରୀକୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର:ଆସନ୍ତା ଜୁନ୍ ୨୩ ତାରିଖରେ ପଡ଼ୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରଥଯାତ୍ରା କୋଟି କୋଟି ଓଡ଼ିଆଙ୍କ ଭାବାବେଗ ସହିତ ଜଡ଼ିତ। କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ୍ ଜାରି ରହିଛି । ଏଭଳି ସ୍ଥିତିରେ ଶହ ଶହ ବର୍ଷର ପରମ୍ପରା ରଥଯାତ୍ରା ଅନୁଷ୍ଠିତ ହେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି କେନ୍ଦମନ୍ତ୍ରୀ ପ୍ରତାପ ଷଡଙ୍ଗୀ। ତେଣୁ ଏହାର ପରିଚାଳନାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ । ଏ ନେଇ ପୁରୀ ଗଜପତି ମହାରାଜା, […]

  • Monday, 12 July 2021
Untitled-4
୨ୟ ପର୍ଯ୍ୟାୟ ଲକ୍‌ଡାଉନ: ଏସବୁ ଜିଲ୍ଲାରେ ଗଡ଼ିବନି ବସ୍‌

ଭବନେଶ୍ୱର: କେନ୍ଦ୍ର ସରକାର ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ଅବଧି ବଢ଼ାଇବା ପରେ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର । ହାଇ ରିସ୍କ ଥିବା ୯ଟି ଜିଲ୍ଲାର ସହରାଞ୍ଚଳରେ କୌଣସି ମତେ ଘରୋଇ ଗାଡ଼ି ଚଳାଚଳ କରିପାରିବ ନାହିଁ। କେବଳ ଜରୁରୀକାଳୀନ ଓ ଅତ୍ୟାବଶ୍ୟକ ସେବା ପାଇଁ ହିଁ ଏହି ଜିଲ୍ଲା ଗୁଡ଼ିକରେ ଘରୋଇ ଗାଡ଼ି ଚଳାଚଳ କରିବ। ସେହି ଜିଲ୍ଲା ଗୁଡ଼ିକ ହେଉଛି ଖୋର୍ଦ୍ଧା, ଭଦ୍ରକ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କଟକ, ପୁରୀ, ଯାଜପୁର, କଳାହାଣ୍ଡି […]

  • Monday, 12 July 2021
jharsuguda
ମେଡିକାଲରୁ ଘରକୁ ଫେରୁଥିଲେ, ଧକ୍କା ଦେଲା କାର୍‌ 

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଠାରେ ଥିବା କୁକୁରିକାନି ସରକାରୀ ମେଡିକାଲ ନିକଟରେ ଏକ କାର ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ମହିଳାଙ୍କ ନାଁ ଲତା ବେହେରା। ତାଙ୍କ ଘର କୁତାବଗା ଗାଁରେ। ଏହି ଦୁର୍ଘଟଣାରେ ଲତାଙ୍କ ଝିଅ(ରେଣୁ) ଗୁରୁତର ଆହାତ ହୋଇଛନ୍ତି। ଖବର ଅନୁଯାୟୀ, ଲତା ନିଜ ଝିଅଙ୍କ ସହ କୁକୁରିକାନି ସରକାରୀ ମେଡିକାଲକୁ ଯାଇଥିଲେ। ସେଠାରୁ ସେ ଚାଲି ଚାଲି ଘରକୁ ଫେରୁଥିଲେ। ହେଲେ ଅଳ୍ପ ବାଟ ଆସିବା ପରେ ସେହି ଡାକ୍ତରଖାନାର […]

  • Monday, 12 July 2021
cm
ସହରାଞ୍ଚଳ ଗରିବଙ୍କ ପାଇଁ ୧୦୦ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସହରାଞ୍ଚଳର ଗରିବ ଲୋକଙ୍କ ପାଇଁ ବଡ଼ ଘୋଷଣା। ସହରାଞ୍ଚଳର ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ଘୋଷଣା ହେଲା ୧୦୦ କୋଟି ଟଙ୍କାର ପ୍ୟାକେଜ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଏନେଇ ଘୋଷଣା ହୋଇଛି।  URBAN WAGE EMPLOYMENT INITIATIVE ନାମକ ଶ୍ରମ ଭିିତ୍ତିକ ଯୋଜନାରେ ଜରୁରୀକାଳୀନ କାର୍ଯ୍ୟକ୍ରମ ଭାବେ ଏହାକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି। ଏହି ଯୋଜନାରେ ୧୧୪ଟି ପୌରାଞ୍ଚଳର ୪ ଲକ୍ଷ ୫୦ ହଜାର ପରିବାର ଉପକୃତ ହେବେ। […]

  • Monday, 12 July 2021
bbsr
ରାଜଧାନୀରେ ଆରମ୍ଭ ହେଲା ସାମ୍ପଲ ଟେଷ୍ଟ ଅଭିଯାନ

ଭୁବନେଶ୍ୱର: ରାଜ୍ୟରେ କରୋନା ହଟସ୍ପଟ ପାଲଟିଛି ରାଜଧାନୀ ଭୁବନେଶ୍ୱର। ଅନ୍ୟାନ୍ୟ ଜିଲ୍ଲା ତୁଳନାରେ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ। ତେଣୁ ରାଜଧାନ ଭୁବନେଶ୍ୱରକୁ କରୋନା କବଳରୁ ସମ୍ପୂର୍ଣ୍ଣ ମୁକ୍ତ କରିବା ପାଇଁ ଅଣ୍ଟା ଭିଡିଛି ପ୍ରଶାସନ। ଭୁବନେଶ୍ୱରରେ ନମୂନା ପରୀକ୍ଷା ଜୋରଦାର କରାଯିବା ସହ ସପ୍ତାହକ ମଧ୍ୟରେ ୫ ହଜାର ପରୀକ୍ଷା କରାଯିବ ବୋଲି ଗତକାଲି ମୁଖ୍ୟ ଶାସନ ସଚିବ କହିବା ପରେ ଆଜି ସକାଳୁ ଏ ନେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଆଜି ସକାଳୁ […]

  • Monday, 12 July 2021
ward sabhya
ହ୍ୱିଲ ଚେୟାରରେ ବୁଲି ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି ମିନତି

କେନ୍ଦ୍ରାପଡ଼ା: ଦିବ୍ୟାଙ୍ଗର ଦୁର୍ବଳ ନୁହଁନ୍ତି, ଅକ୍ଷମ ନୁହଁନ୍ତ। ସାଧାରଣ ଲୋକ ଯାହା କରିପାରିବେନି ସେମାନେ ତାହା କରି ଦେଖାଇ ପାରିବେ। ଏହାର ଆଉ ଏକ ପ୍ରମାଣ ହେଉଛନ୍ତି ମିନତି ବାରିକ୍‌।  କେନ୍ଦ୍ରାପଡା ରାଜକନିକା ବାଜପୁର ଗାଁର ଓ୍ୱାଡ଼ ସଭ୍ୟା ମିନତି ବାରିକ। ଦୁଇ ଗୋଡରେ ଠିଆ ହୋଇ ଚାଲିବାକୁ ସକ୍ଷମ ନୁହଁନ୍ତି ମିନତି। ଆଗକୁ ଯିବା ପାଇଁ ହ୍ୱିଲ ଚେୟାର ହିଁ ତାଙ୍କର ଭରସା। ତଥାପି କରୋନା ଯୁଦ୍ଧରେ ତାଙ୍କୁ ଆମେ ଜଣେ ସଫଳ ଯୋଦ୍ଧା କହିପାରିବା। […]

  • Monday, 12 July 2021
2c99b4ccf3ca43858672d86fba175ea5_18
କୋଭିଡ-୧୯: ତିନି ଦିନ ହେଲା ସବୁ ନମୂନା ନେଗେଟିଭ

ଭୁବନେଶ୍ୱର: ସାରା ବିଶ୍ୱରେ ଏପରିକି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ଓଡ଼ିଶା ପାଇଁ ଆଶ୍ୱସ୍ତିକର ଖବର।  ଗତ ତିନି ଦିନ ଭିତରେ ରାଜ୍ୟରେ ଜଣେ ହେଲେ ବି ଚିହ୍ନଟ ହୋଇ ନାହାନ୍ତି କରୋନା ପଜିଟିଭ୍ । ଗତ ୧୫ ତାରିଖରେ ରାଜ୍ୟର ମୋଟ ୧୧ ଶହ ୯୭ ଜଣଙ୍କ ନମୂନା ପରୀକ୍ଷା କରାଯାଇଥିଲା । ସେହିଭଳି ଗୁରୁବାର ମଧ୍ୟ ୮୪୩ ଜଣଙ୍କ ସାମ୍ପଲ ଟେଷ୍ଟ ହୋଇଥିଲା । ଗତକାଲି ତୃତୀୟ ଦିନରେ ମୋଟ ୧୦୪୨ ଜଣଙ୍କ […]

  • Monday, 12 July 2021
jaganatha mandir
ଆସୁଛି ଚନ୍ଦନ ଯାତ, କେମିତି ଜଳକ୍ରୀଡ଼ା କରିବେ କାଳିଆ ଠାକୁର

ପୁରୀ: ଯେଉଁ ଶ୍ରୀମନ୍ଦିର ଦିନେ ଗହଳଚହଳରେ ଫାଟି ଫଡୁଥିଲା ଆଜି ସେଠି ନିରବତାର ରାଜୁତି। କାଳିଆକୁ ଦର୍ଶନ ନ କରି ଭକ୍ତ ବି ହତାଶ । କରୋନା କଟକଣା ଭକ୍ତ-ଭଗବାନଙ୍କ ମଧ୍ୟରେ ଯେମିତି ବାଡ ପକେଇ ଦେଇଛି। ଭକ୍ତଙ୍କ ପାଇଁ ସିନା ମନ୍ଦିର ମନା। ହେଲେ କାଳିଆର ରୀତିନୀତି କେମିତି ହେବ ? ପାଖେଇ ଆସୁଛି ଚନ୍ଦନ ଯାତ। ଠାକୁରଙ୍କ ଜଳକ୍ରୀଡ଼ା କ’ଣ ହେବନି ? ନିର୍ଦ୍ଧାରିତ ଦୂରତା ରକ୍ଷା କରାଯାଇ ବିଧି ବିଧାନ ମୁତାବକ ଶ୍ରୀକ୍ଷେତ୍ରରେ […]

  • Monday, 12 July 2021
govt-office
ସରକାରୀ ଅଫିସରେ ୨୦ ତାରିଖରୁ ସ୍ୱାଭାବିକ ହେବ କାମ

ଭୁବନେଶ୍ୱର: ଲକଡାଉନ୍ ନିୟମ ଜାରି ରହିଥିବା ବେଳେ କେଉଁ ସରକାରୀ କର୍ମଚାରୀ ଅଫିସ ଆସିବେ, କିଏ ଘରେ ରହି କାମ କରିବେ ସେ ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହି ନୂଆ ନିୟମ ଏପ୍ରିଲ ୨୦ରୁ ମେ‘ ୩ ତାରିଖ ପର୍ଯ୍ୟନ୍ତ ଲାଗୁ ହେବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ଜାରି ହୋଇଛି । ଏ ନେଇ ରାଜ୍ୟ ସରକାର କ୍ରିଟିକାଲ୍ ବିଭାଗ ପୁନଃ ନିର୍ଦ୍ଧାରଣ କରିଛନ୍ତି। ୧୧ଟି ବିଭାଗକୁ କ୍ରିଟିକାଲ୍, ଅନ୍ୟ […]

  • Monday, 12 July 2021
jaganatha mandir
ପ୍ରତି ସେବାୟତ ପରିବାରକୁ ମିଳିବ ୫ ହଜାର ଟଙ୍କା

ପୁରୀ: ପୁରୀ ଶ୍ରୀମନ୍ଦିରର ପ୍ରତି ସେବାୟତ ପରିବାରକୁ ମିଳିବ ୫ ହଜାର ଟଙ୍କାର ସହାୟତା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତଙ୍କ ପରିବାରକୁ ସହାୟତା ନେଇ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ସେବାୟତଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଏହି ଟଙ୍କା ଟ୍ରାନ୍ସଫର କରାଯିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। ଲକ୍‌ଡାଉନ୍‌ ପାଇଁ ଅନ୍ୟ ଧର୍ମସ୍ଥଳୀ ଭଳି ଶ୍ରୀମନ୍ଦିରରେ ମଧ୍ୟ ଶ୍ରଦ୍ଧାଳୁଙ୍କ ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଛି। […]

  • Monday, 12 July 2021
asit tripathy
ଭୁବନେଶ୍ୱର: ୭ ଦିନରେ ହେବ ୫ ହଜାର ନମୂନା ପରୀକ୍ଷା

ଭୁବନେଶ୍ୱର: ଭୁବନେଶ୍ୱରରେ ଏଯାବତ ୧୯୫୮ଟି ସାମ୍ପଲ ଟେଷ୍ଟ ହୋଇଛି। ଆଗାମୀ ଦିନରେ ଏହାର ସଂଖ୍ୟାକୁ ଆହୁରି ବୃଦ୍ଧି କରାଯିବ।  ୭ ଦିନରେ ୫ ହଜାର ସାମ୍ପଲ ଟେଷ୍ଟ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ଆଜି ଭୁବନେଶ୍ୱରର ଗୀତଗୋବିନ୍ଦ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଅଧିକରୁ ଅଧିକ ନମୂନା ପରୀକ୍ଷା ହେଲେ ଭୁବନେଶ୍ୱରର ଏକ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରିବ। ଏଥିପାଇଁ ଭୁବନେଶ୍ୱରରେ ଲ୍ୟାବ୍‌ର ଅପଗ୍ରେଡେସନ୍‌ […]

  • Monday, 12 July 2021
home department
ଥାନାଧିକାରୀଙ୍କୁ ମିଳିଲା ଅଧିକ କ୍ଷମତା

ଭୁବନେଶ୍ୱର: ଲକଡାଉନ୍ ନିୟମକୁ କଡ଼ାକଡ଼ି ପାଳନ ଲାଗି ଥାନାଧିକାରୀଙ୍କୁ ଦିଆଗଲା ଅଧିକ କ୍ଷମତା। IPC ଓ ବିପର୍ଯ୍ୟୟ ପ୍ରଶମନ ଆଇନ-୨୦୦୫ ଅନୁସାରେ ଏହି କ୍ଷମତା ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଲକ୍‌ଡାଉନ୍ ନିୟମ ଉଲ୍ଲଂଘନ କଲେ ଏନେଇ ଦଣ୍ଡିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିପର୍ଯ୍ୟୟ ପ୍ରଶମନ ଆଇନ-୨୦୦୫ର ଧାରା ୫୧ରୁ ୬୦ ଏବଂ ଆଇପିସିର ୧୮୮ ଧାରାରେ ଥାନାଧିକାରୀ ମାନେ ମାମଲା ରୁଜୁ କରିପାରିବେ ବୋଲି ଗୃହ ବିଭାଗ ପକ୍ଷରୁ ଚିଠିରେ ସ୍ପଷ୍ଟ କରାଯାଇଛି। ଏହି ଆଇନ […]

  • Monday, 12 July 2021
travell
ଖୁସି ଖବର; ଦୁଇ ଦିନ ହେଲା ରାଜ୍ୟରେ ବଢିନି କରୋନା ପଜିଟିଭ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତି ଖବର। ରାଜ୍ୟରେ ନିୟନ୍ତ୍ରଣରେ ଅଛି କରୋନା ସଂକ୍ରମଣ । ବୁଧବାର ଓ ଗୁରୁବାର ଦୁଇ ଦିନ ହେଲା କରୋନା ପଜିଟିଭ ସଂଖ୍ୟା ରାଜ୍ୟରେ ବଢିନି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗ ୱେବସାଇଟରେ ଦିଆଯାଇଥିବା ସୂଚନା ମୁତାବକ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭ହଜାର ୫ଶହ ୭୭ଟି ଟେଷ୍ଟ କରାଯାଇଛି । ସେ ମଧ୍ୟରୁ ୭ହଜାର ୫ଶହ ୧୭ଟି ନମୁନା ନେଗେଟିଭ ଆସିଛି । ବର୍ତ୍ତମାନ ସୁଦ୍ଧା […]

  • Monday, 12 July 2021
spittinf
୩ ଥର ଭୁଲ ପାଇଁ ୨୦୦, ତା’ ପରେ ଦେବେ ୫୦୦ ଟଙ୍କା

କୋରାପୁଟ: କରୋନା ସଂକ୍ରମଣକୁ ରୋକିବା ପାଇଁ ବାହାରେ ଛେପ ପକାଇବାକୁ ବାରଣ କରାଯାଇଛି। କାରଣ ଛେପରେ ସଂକ୍ରମଣର ଭୟ ରହିଛି। ତେଣୁ ଖୋଲା ସ୍ଥାନରେ କିମ୍ବା ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଉପରେ ବାରଣ କରାଯାଇଛି। ପୂର୍ବରୁ ବ୍ରହ୍ମପୁରରେ ଏ ନେଇ କଟକଣା ଜାରି କରାଯାଇଥିବାବେଳେ ଗତକାଲି ଭଦ୍ରକ ଓ  କୋରାପୁଟ ଜିଲ୍ଲାରେ କଟକଣା ଜାରି କରାଯାଇଛି। କୋରାପୁଟ ଜିଲ୍ଲାରେ ମଧ୍ୟ ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ନେଇ କଟକଣା ଜାରି କରାଯାଇଛି। ଏ ନେଇ ଜିଲ୍ଲା […]

  • Monday, 12 July 2021
vehicle
ବିନା କାମରେ ଗାଡି ଧରି ବୁଲିଲେ ଗଣିବେ ତଣ୍ଡ

ଭୁବନେଶ୍ୱର: କରୋନା ସଂକ୍ରମଣର ହଟସ୍ପଟ ପାଲଟିଛି ରାଜଧାନୀ ଭୁବନେଶ୍ୱର। ରାଜ୍ୟର ୬୦  କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଖୋର୍ଦ୍ଧା ଜିଲ୍ଲାର ଅଛନ୍ତି ୪୬ ଜଣ । ‌ଏହାକୁ ଦୃଷ୍ଟିରେ ରଖି ବୁଧବାର ଖୋର୍ଦ୍ଧା ଜିଲ୍ଲାକୁ କରୋନା ହଟ୍‌ସ୍ପଟ୍‌ ଜିଲ୍ଲା ଭାବେ ଘୋଷଣା କରାଯାଇଥିଲା। ଏହି ହଟସ୍ପଟ ଅଞ୍ଚଳରେ ୨ୟ  ପର୍ଯ୍ୟାୟ ଲକ୍‌ଡାଉନକୁ କଡାକଡି କରାଯାଇଛି। ଘରୁ ବାହାରିବାକୁ ବାରଣ କରାଯାଇଛି। ଆବଶ୍ୟକ କାମ ପାଇଁ ବାହାରିଲେ ସୋଶିଆଲ ଡିଷ୍ଟାନ୍ସିଂ ପାଳନ କରିବାକୁ କୁହାଯାଉଛି। ତଥାପି କେତେକ ଅମାନିଆ […]

  • Monday, 12 July 2021
spitting
ଏଣିକି ଖୋଲା ଜାଗାରେ ଛେପ ପକାଇଲେ ଗଣିବେ ଫାଇନ

ଭଦ୍ରକ: ସର୍ବସାଧାରଣ ସ୍ଥାନ ବା ଖୋଲା ଜାଗାରେ ଛେପ ପକାଇବା ପୂର୍ବରୁ ଏଣିକି ସାବଧାନ ହୁଅନ୍ତୁ। କାରଣ ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଜରିମାନା ଗଣିବାକୁ ପଡ଼ିପାରେ। ଏଭଳି ନିର୍ଦ୍ଦେଶନାମା ଜାରି କରିଛି ଭଦ୍ରକ ଜିଲ୍ଲା ପ୍ରଶାସନ। କରୋନା ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି।୨ୟ ପର୍ଯ୍ୟାୟ ଲକ୍‌ଡାଉନରେ ଗାଇଡଲାଇନ ମାନିବାକୁ ନେଇ କଟକଣା ଜାରି କରାଯାଇଛି।  ଭଦ୍ରକ ଜିଲ୍ଲାପାଳ ଏନେଇ ଗତକାଲି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ନିର୍ଦ୍ଦେଶନାମାରେ କୁହାଯାଇଛି,ଏଣିକି […]

  • Monday, 12 July 2021
raruan
ସୀମା ପାରକୁ ବିରୋଧ କରିବାରୁ ଆକ୍ରମଣ; ଚାରି ପୁଲିସ୍‌ ଆହତ

କରଞ୍ଜିଆ: କରୋନା ସଂକ୍ରମଣ ରୋକିବା ପାଇଁ ଲକଡାଉନ୍ ସମୟରେ ଅନେକ ରାଜ୍ୟର ସୀମା ସିଲ୍ କରାଯାଇଛି। ଲକଡାଉନ ନିୟମ ମାନିବାକୁ ନିୟମ କଡାକଡି କରାଯାଇଛି। ହେଲେ କେତେକ ଲକ୍‌ଡାଉନ ନିୟମ ଉଲ୍ଲଘଂନକାରୀଙ୍କୁ ବିରୋଧ କରିବାକୁ ଯାଇ ପୋଲିସ କର୍ମଚାରୀ ଆହତ ଆହତ ହୋଇଛନ୍ତି। ଘଟଣା ଘଟିଛି ଝାଡ଼ଖଣ୍ଡ-ମୟୂରଭଂଜ ସୀମାନ୍ତ ରରୁଆଁ ଥାନା ଅଞ୍ଚଳରେ। ହୋମଗାର୍ଡ ଅନିଲ କୁମାର ହେମ୍ବ୍ରମ୍‌ଙ୍କ କହିବା ଅନୁଯାୟୀ, ଲକ୍‌ଡାଉନ ପାଇଁ ରାଜ୍ୟର ବିଭିନ୍ନ ସୀମାକୁ ସିଲ୍‌ କରି ଦିଆଯାଇଛି। ତେବେ ଓଡ଼ିଶା –ଝାରଖଣ୍ଡ […]

  • Monday, 12 July 2021
Untitled-1
‘ରାଜ୍ୟରେ କୋଭିଡ-୧୯ ପରୀକ୍ଷା ଅଧିକରୁ ଅଧିକ ହେବ‘

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ଦିନରେ ବହୁ ସଂଖ୍ୟକ କୋଭିଡ-୧୯ ଟେଷ୍ଟ ହେବ। ଏକାଥରେ ଏକାଧିକ ନମୁନା ପରୀକ୍ଷା କରାଯିବ। କରୋନାର ମୁକାବିଲା ନେଇ ଆଜି ଉଚ୍ଚ କ୍ଷମତା ସମ୍ପନ୍ନ ମନ୍ତ୍ରୀ ସ୍ତରୀୟ କମିଟି ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। ଆଗାମୀ ଦିନରେ ବ୍ୟାପକ ଧରଣର ଗୋଷ୍ଠୀଗତ ଭାବେ ପୁଲ୍ ଟେଷ୍ଟ କରିବାକୁ ପ୍ରସ୍ତାବ ଦିଆଯାଇଛି। ଯାହାକୁ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ଏହାଛଡ଼ା ଏବେ ବୁର୍ଲା ମେଡିକାଲରେ ଗୋଟିଏ ଟେଷ୍ଟ […]

  • Monday, 12 July 2021