• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

sister
ତନ୍ତ୍ର ସାଧନା ପାଇଁ ଭଉଣୀକୁ ବଳି ଦେଇଥିଲା ଭାଇ

ବଲାଙ୍ଗିର : କୁହାଯାଏ, ଭାଇଟିଏ ଭଉଣୀର ସୁରକ୍ଷା କବଚ । ସେଥିପାଇଁ ତ ଓଷା, ଉପାସନା କରି ଭାଇର ସୁରକ୍ଷା ଲୋଡ଼େ ଭଉଣୀଟିଏ । କିନ୍ତୁ ବଲାଙ୍ଗିର ସିନ୍ଧେକେଲାରେ ଭାଇଟିଏ ନିଜ ଭଉଣୀ ରକ୍ତରେ ଖେଳିଛି ହୋଲି । ଅନ୍ଧବିଶ୍ୱାସର ଜାଲରେ ପଡ଼ି ଭଉଣୀକୁ ଦେଇଛି ବଳି।  ଗତ ମହାଷ୍ଟମୀରେ ମାମୁଁ ପୁଅ ଭାଇକୁ ବଳି ଦେଇଥିବା ଭାଇ, ତନ୍ତ୍ରମନ୍ତ୍ର ଦ୍ୱାରା ନିଜ ସ୍ୱାର୍ଥସାଧନ ଅନ୍ଧବିଶ୍ୱାସକୁ ନେଇ ନିଜ ଭଉଣୀକୁ ଏଥର ବଳି ଦେଇଛି ।  ଯାହାର […]

  • Monday, 19 July 2021
nagarjuna
୨୦୨୦ ନଭେମ୍ବର ୨୭ରେ ପଡିବ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ

ପୁରୀ : ୨୦୨୦ ମସିହା ନଭେମ୍ବର ୨୭ରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦୁର୍ଲଭ  ନାଗାର୍ଜୁନ ବେଶ । ଦୀର୍ଘ ୨୫ ବର୍ଷ ପରେ ଏହି ବିରଳ ବେଶ ପବିତ୍ର କାର୍ତ୍ତିକ ଦ୍ୱାଦଶୀ ଅର୍ଥାତ୍ ଶୁକ୍ରବାର ଦିନ ପଡିବ । ଏ ନେଇ ଗଣନା କରି ସୂଚନା ଦେଇଛନ୍ତି ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକାର ମୁଖ୍ୟ ଗଣକ ବାଚସ୍ପତି ବୈକୁଣ୍ଠନାଥ ନାୟକ। ବିଶ୍ୱାସ ରହିଛି ଏହି ବେଶରେ ଭଗବାନ ପର୍ଶୁରାମ ଅତ୍ୟାଚାରୀ ସହଶ୍ରାର୍ଜୁନକୁ ବଦ୍ଧ କରିଥିଲେ । ତାସହ ନାଗା […]

  • Monday, 19 July 2021
deba-1
ପ୍ରକାଶ ପାଇଲା OAS ରେଜଲ୍ଟ ; ଦେବାଶିଷ ପଣ୍ଡା ଟପ୍ପର

ଭୁବନେଶ୍ୱର :  ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ ୨୦୧୮ ରେଜଲ୍ଟ। ଦେବାଶିଷ ପଣ୍ଡା  ହୋଇଛନ୍ତି OAS ଟପ୍ପର । ଦ୍ୱିତୀୟରେ ଅଛନ୍ତି ଋତୁପର୍ଣ୍ଣା ମହାପାତ୍ର, ୩ୟରେ ଆକାଶ କୁମାର ପଣ୍ଡା, ୪ର୍ଥରେ ସନ୍ତୋଷିନୀ ଦାଶ, ୫ରେ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା, ଷଷ୍ଠରେ ଶକ୍ତିଶ୍ରୀ ଅନୀଲ ରଂଜନ ସାହୁ, ସପ୍ତମରେ ଶତାବ୍ଦୀ ରାୟ, ୮ମ ଦମୟନ୍ତୀ ସାହୁ, ୯ମ ଶକ୍ତି ମହାପାତ୍ର,  ଓ ଦଶମରେ ସ୍ମରଣିକା ଟୁଲୋ। ମୋଟ ୨୧୮ ଜଣ ପରୀକ୍ଷାର୍ଥୀ ସିଭିଲ ସର୍ଭିସରେ କୃତକାର୍ଯ୍ୟ […]

  • Monday, 19 July 2021
supply1
ନିଜ ବିଭାଗରେ କଣ ଚାଲିଛି ଜାଣି ନାହାନ୍ତି ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର : ନିଜ ବିଭାଗରେ କଣ ହେଉଛି ଜାଣୁନାହାଁନ୍ତି ମନ୍ତ୍ରୀ । ରାଜ୍ୟରେ ରବି ପାଇଁ ଧାନ ସଂଗ୍ରହ ପରି ଗୁରୁତ୍ୱପୂର୍ଣ୍ଣ ପ୍ରକିୟା ଜୁନ ୩୦ରୁ ବନ୍ଦ ହୋଇସାରିଛି। ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ କହୁଛନ୍ତି ରବି ପାଇଁ ଧାନସଂଗ୍ରହ ଚାଲିଛି। କେବେ ବନ୍ଦ ହେବ ସରକାର ସ୍ଥିର କରିନାହାଁନ୍ତି । ସବୁ ଜିଲ୍ଲାପାଳଙ୍କୁ ଜୁନ୍‌ ୨୫ରେ ଖାଦ୍ୟ ଯୋଗାଣ ବିଭାଗ ଚିଠି ଲେଖିଛି ରବି ପାଇଁ ଧାନସଂଗ୍ରହ ବନ୍ଦ ହେବ ଜୁନ ୩୦ରେ । […]

  • Monday, 19 July 2021
brown sugar
ଓଟିଭିର ପ୍ରଭାବ : ଡ୍ରଗସ୍ ସେବନ ଘଟଣାରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଓଟିଭି ପ୍ରଭାବ। ଖୋର୍ଦ୍ଧା ଅବକାରୀ ବିଭାଗ କାର୍ଯ୍ୟାଳୟ ପରିସରରେ ବ୍ରାଉନସୁଗର ସେବନ ଓ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଦ୍ୱାରା ମାଫିଆଙ୍କ ସହିତ ମୂଲଚାଲ ଘଟଣାରେ କାର୍ଯ୍ୟାନୁଷ୍ଠାନ। ବିଭାଗୀୟ କନ୍‌ଷ୍ଟେବଲ ବିଶ୍ୱମ୍ଭର ବିଶ୍ୱାଳଙ୍କୁ ନିଲମ୍ବିତ କରାଯାଇଛି। ଭୁବନେଶ୍ୱର ଏଡିଏମ୍ ମାନସ ରଂଜନ ସାମଲ ଓ ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ଖୋର୍ଦ୍ଧାର ଅବକାରୀ କାର୍ଯ୍ୟାଳୟକୁ ଯାଇ ତଦନ୍ତ କରିଛନ୍ତି। ଅବକାରୀ ଅଫିସରେ ଡ୍ରଗ୍ସ ସେବନର ଖବର ଓଟିଭିରେ ପ୍ରସାରଣ ହେବା ପରେ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଆଉ […]

  • Monday, 19 July 2021
wife
ସ୍ୱାମୀଙ୍କୁ ହତ୍ୟା ପାଇଁ ସୁପାରୀ ଦେଇଥିଲା ସ୍ତ୍ରୀ

ମୋହନା (ମିହିର ଯତି): ପ୍ରେମ ବିବାହ କରି ସାତଜନ୍ମ ପାଇଁ ଜୀବନସାଥୀ ହୋଇ ରହିବା ପାଇଁ ସ୍ୱପ୍ନ ଦେଖିଥିଲେ। କିନ୍ତୁ ପରକୀୟା ପ୍ରୀତିରେ ଅନ୍ଧ ହୋଇ ସ୍ତ୍ରୀ ଭୁଲିଗଲା ୧୪ ବର୍ଷର ପ୍ରେମ ସମ୍ପର୍କ। ଯାହାର ପରିଣାମ ସ୍ୱରୂପ ସ୍ୱାମୀଙ୍କୁ ମାରିଦେବା ପାଇଁ ପ୍ରେମିକ ସହ ମିଶି ରଚାଇଲେ ଭୟଙ୍କର ହତ୍ୟାକାଣ୍ଡ। କେବଳ ଏତିକି ନୁହେଁ, ନିଜ ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ୩୦ ହଜାର ଟଙ୍କା ଓ ୩ ଜଣ ସୁପାରି କିଲରଙ୍କୁ ପ୍ରସ୍ତାବ ମଧ୍ୟ […]

  • Monday, 19 July 2021
doll-1
ଦିବ୍ୟାଙ୍ଗ କାରିଗରଙ୍କ ଚମତ୍କାର ହାତ ସ୍ପର୍ଶ ; ଜୀବନ ପାଇଛି କଣ୍ଢେଇ

ଭଂଜନଗର  (ରାଜେଶ ପଣ୍ଡା) :  ଆପଣ ଏହି କଣ୍ଢେଇଟିକୁ ଦେଖିଲେ ବିଶ୍ୱାସ କରିପାରିବେନି ଯେ, ଏହା ଏହା ଏକ କାଠ କଣ୍ଢେଇ । କିନ୍ତୁ ଏହାର ଅଙ୍ଗଭଙ୍ଗୀ ପୁରା ରୋବର୍ଟ ପରି ପ୍ରତୀୟମାନ । ଚାଲିଲା ବେଳେ କଣ୍ଢେଇଟି କେତେବେଳେ ଆଖି ମିଟି ମିଟି କରୁଛି ତ କେତେବେଳେ ମୁଣ୍ଡରେ ଓଢଣା ଦେଇ ହଁ ନାଇଁ କରୁଛି। ଏଭଳି ଏକ କାଠ କଣ୍ଢେଇ ନିର୍ମାଣ କରି ଚର୍ଚ୍ଚାରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଛାମୁଣ୍ଡା ଗାଁର ରଘୁନାଥ […]

  • Monday, 19 July 2021
boat
ଯାନ୍ତ୍ରିକ ତ୍ରୁଟି ଯୋଗୁ ଅଟକିଲା ଡଙ୍ଗା

ଚିଲିକା : ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକା ଜଳରାଶି ମଝିରେ ଅଟକିଲା ଯାତ୍ରୀ ବାହି ଡଙ୍ଗା। ପ୍ରାୟ ଏକ ଘଣ୍ଟା ଧରି ଚିଲିକା ଜଳରାଶିରେ ରହିବା ପରେ ଅନ୍ୟ ଏକ ଯାତ୍ରୀବାହୀ ଡଙ୍ଗା ଦ୍ୱାରା ଲୋକଙ୍କୁ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ, ଦିନ ପ୍ରାୟ ଗୋଟାଏ ବେଳ ଜହ୍ନିକୁଦା ଘାଟିରୁ ୩୬ ଜଣ ଯାତ୍ରୀଙ୍କୁ ନେଇ ଡଙ୍ଗା ସାତପଡ଼ା ଅଭିମୂଖେ ବାହାରିଥିଲା। ଡଙ୍ଗାଟି ବାହାରିବାର ୧୫ ମିନିଟ୍‌ ପରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ତେବେ ଡଙ୍ଗା ଚାଳକ […]

  • Monday, 19 July 2021
bus-6
ପୁଣି ବଢ଼ିଲା ବସ୍‌ ଭଡ଼ା

ଭୁବନେଶ୍ୱର : ପୁଣି ବଢ଼ିଲା ବସ୍‌ ଭଡ଼ା । ଅଟୋମେଟିକ୍ ମେକାନିଜିମ୍‌ରେ ବଢ଼ିଲା ବସ୍ ଭଡ଼ା। ଅର୍ଡିନାରି ବସ୍ କିମି ପିଛା ୬୯ ପଇସା ଥିଲା । ହେଲା ୭୦ ପଇସା। ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା ଥିଲା ୭୨ ପଇସା । ହେଲା ୭୩ ପଇସା। ଡିଲକ୍ସ ବସ୍ ଭଡ଼ା ଥିଲା ୯୯ ପଇସା ହେଲା ୧ ଟଙ୍କା ୧ ପଇସା। ଏସି ଡିଲକ୍ସ କିମି ପିଛି ଥିଲା ୧ ଟଙ୍କା ୨୧ ପଇସା ହେଲା […]

  • Monday, 19 July 2021
lokayut
ସୁପ୍ରିମକୋର୍ଟରେ ଓଡିଶା ପକ୍ଷରୁ ସତ୍ୟପାଠ ଦାଖଲ

ଭୁବନେଶ୍ୱର : ଲୋକାୟୁକ୍ତ ନିଯୁକ୍ତି ନେଇ ଓଡ଼ିଶାକୁ ୨ ମାସ ସମୟ ଦେଲେ ସୁପ୍ରିମକୋର୍ଟ ।  ଆଜି ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ଓଡ଼ିଶା ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି । ଲୋକାୟୁକ୍ତ ନେଇ ଗେଜେଟ ନୋଟିଫିକେସନ ବିଷୟ ଜଣାଇଲେ। ତେବେ ସତ୍ୟପାଠ ଦାଖଲ ପରେ ଓଡ଼ିଶାକୁ ସମୟ ଦେଲେ କୋର୍ଟ । ୨ ମାସ ମଧ୍ୟରେ ଲୋକାୟୁକ୍ତ ନିଯୁକ୍ତି ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। କିଛି ଦିନ ତଳେ ସର୍ଚ୍ଚ କମିଟି ଗଠନ ନେଇ ଏକ […]

  • Monday, 19 July 2021
death
କାନ୍ଥ ପଡ଼ି ଜଣେ ଛାତ୍ରୀଙ୍କ ମୃତ୍ୟୁ ,୩ ଛାତ୍ର ଗୁରୁତର

ବାସୁଦେବପୁର  : ବାସୁଦେବପୁରରେ କାନ୍ଥ ପଡ଼ି ଜଣେ ଛାତ୍ରୀର ମୃତ୍ୟୁ ଘଟିଥିବା ବେଳେ ୩ ଛାତ୍ର ଗୁରୁତର ଅଛନ୍ତି।  ବିନାୟକପୁର ୟୁ.ପି ସ୍କୁଲର ପିଲା ଖେଳୁଥିବା ବେଳେ ଏ ଅଘଟଣ ଘଟିଛି। ସ୍କୁଲ ନିକଟରେ ଥିବା ଏକ ପରିତ୍ୟକ୍ତ ଘର ଭୁଶୁଡ଼ି ପଡ଼ିଛି। ସ୍କୁଲ ପାଖରେ ଥିବା ଏକ କୋଳି ଗଛରୁ ସମସ୍ତେ କୋଳି ଖାଉଥିଲେ ସେତିକି ବେଳେ ଏହି ଅଘଟଣ ଘଟିଛି। ଏ ଘଟଣା ସଂପୃକ୍ତ ଅଂଚଳରେ ଆଲୋଚନାର ବିଷୟ ବସ୍ତୁ ପାଲଟିଛି ।

  • Monday, 19 July 2021
vlcsnap-error864
ଗୁଣିଗାରେଡ଼ି ସନ୍ଦେହ: ଦମ୍ପତିଙ୍କୁ ପିଟିଲେ, ହସ୍ପିଟାଲ ନ ପଠାଇ ନଜରବନ୍ଦୀ ରଖିଲେ

ବାଲେଶ୍ୱର/ନୀଳଗିରି: ଆଜି ବି ଅନ୍ଧବିଶ୍ୱାସର ବିଷ ବିଳୟ ଭିତରେ ରହିଛି ମଣିଷ ସମାଜ। ଆଉ ସେଥି ପାଇଁ କିଛି ନିରୀହ ଲୋକଙ୍କୁ ତାଡ଼ନା ସହିବାକୁ ପଡୁଛି । ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଘଟିଛି ଏମିତି ଏକ ଘଟଣା । ନୀଳଗିରି ଅଂଚଳରେ ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ଆକ୍ରମଣ ଓ ନଜରବନ୍ଦୀ କରି ରଖିବା ଅଭିଯୋଗ । ଅଭିଯୋଗ ଅନୁଯାୟୀ, ଶ୍ୟାମସୁନ୍ଦରପୁର ପଞ୍ଚାୟତ କଣ୍ଟାବଣିଆ ଗାଁରେ କିଛି ଲୋକଙ୍କ ଦେହ ଭଲ ରହୁ ନଥିଲା । ଏଥିପାଇଁ ସେହି […]

  • Monday, 19 July 2021
odia girl
ବଡି ବିଲଡିଂ ପ୍ରତିଯୋଗିତାରେ ଓଡ଼ିଆ ଝିଅଙ୍କ କମାଲ୍

କଟକ : ମସଲ୍ ମାନିଆରେ ଓଡ଼ିଆ ଝିଅଙ୍କ କମାଲ୍ ।ମୁମ୍ବାଇରେ ଅନୁଷ୍ଠିତ ବଡି ବିଲଡିଂ ପ୍ରତିଯୋଗିତା ମସଲ୍ ମାନିଆ ଇଣ୍ଡିଆରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଯୁବତୀଙ୍କୁ କଡା ଟକ୍କର ଦେଇ ଚାମ୍ପିଅନ୍ ହୋଇଛନ୍ତି ଗାର୍ଗୀ ନାୟକ। ତାଙ୍କ ସଫଳତାର କାହାଣୀ ଦେଖିବା ଏହି ରିପୋର୍ଟରେ। ବଡି ବିଲଡିଂ କ୍ଷେତ୍ରରେ କେବଳ ପୁଅ ନୁହଁନ୍ତି, ଝିଅ ବି କମାଲ କରିପାରିବେ, ଏକଥାକୁ ପ୍ରମାଣିତ କରିଛନ୍ତି ଓଡ଼ିଆ ଝିଅ ଗାର୍ଗୀ ନାୟକ । ନିଜ ଦୃଢ ମନୋବଳ, କଠିନ […]

  • Monday, 19 July 2021
papu
ପପୁଙ୍କ ପୁନର୍ଜନ୍ମ! ଦେଖିଲେ ଚିହ୍ନି ହେଉନି, ଚେହେରାରେ ନାହିଁ ଚମକ

ଭୁବନେଶ୍ୱର: ଦିନ ଥିଲା ଲୋକେ ପପୁଙ୍କୁ ଦେଖୁ ଦେଖୁ ହସି ବେଦମ୍ ହେଉଥିଲେ । ଏବେ କିନ୍ତୁ ସମୟ ବଦଳିଯାଇଛି । ପପୁଙ୍କୁ ଦେଖି ଆଉ ଲୋକେ ବୋଧହୁଏ ନ ହସି କାନ୍ଦିବେ । ସତରେ ତାଙ୍କର ଚେହେରା ସେତିକି ଖରାପ ହୋଇଯାଇଛି। ଓଲିଉଡ଼ କମେଡ଼ି କିଙ୍ଗ୍‌ ପପୁ ଆଜି ରୁଗ୍‌ଣ ଓ ମଳିନ ପଡ଼ିଯାଇଛନ୍ତି । ଅଗ୍ନାଶୟ ବା ପାନ୍‌କ୍ରିୟାସ୍‌ ଜନିତ ରୋଗରେ ଆକ୍ରାନ୍ତ ହୋଇ ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିବା ପପୁ ଶେଷରେ […]

  • Monday, 19 July 2021
potato
ପିଆଜ ପରେ ବଢ଼ିଲା ଆଳୁ ଟେନ୍‌ସନ

ଭୁବନେଶ୍ୱର : ପିଆଜ ପରେ ଖାଉଟିଙ୍କ ହୋସ୍ ଉଡ଼ାଇଲା ଆଳୁ । ବଢ଼ିଲା ଆଳୁ ଟେନ୍‌ସନ। ୧୫ ଦିନ ତଳେ କିଲୋ ୧୮-୨୦ ଥିବା ଆଳୁର ଦର ଏବେ ଟପିଲାଣି ୩୦। ରାଜ୍ୟର ନୂଆ ଆଳୁ ଅମଳରେ ବିଳମ୍ବ ଓ ପଶ୍ଚିମବଙ୍ଗରୁ ଆମଦାନୀ କମିବାରୁ ହଠାତ ବୃଦ୍ଧି ପାଇଛି ରୋଷେଇ ଘରର ଏ ମୁଖ୍ୟ ପରିବା ଦର।  ଯାହାକୁ ନେଇ ଚିନ୍ତାରେ ଖାଉଟି। କଟକ ଛତ୍ର ବଜାରରେ ଆଜି ଆଳୁ କିଲୋ ୩୦ ଛୁଇଁଛି। ଏପଟେ ରାଜଧାନୀ […]

  • Monday, 19 July 2021
plus two cut off mark
ପ୍ରକାଶ ପାଇଲା ଯୁକ୍ତ ଦୁଇ ଦ୍ୱିତୀୟ କଟ୍ଅଫ୍ ମାର୍କ

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ଦୁଇ ଦ୍ୱିତୀୟ କଟ୍ଅଫ୍ ମାର୍କ ତାଲିକା।  ବିଜ୍ଞାନରେ ରେଭେନ୍ସା ଜୁନିଅର କଲେଜ ସର୍ବାଧିକ ୮୭.୮୩ ପ୍ରତିଶତ କଟ୍ଅଫ୍ ମାର୍କ ରହିଛି। ସେହିପରି କଳାରେ ଶୈଳବାଳା ମହିଳା ଜୁନିଅର କଲେଜ ସର୍ବାଧିକ ୭୮.୬୭ ପ୍ରତିଶତ ଏବଂ ବାଣିଜ୍ୟରେ ଭୁବନ ମହିଳା ଜୁନିଅର କଲେଜ ସର୍ବାଧିକ ୮୦ପ୍ରତିଶତ କଟ୍ଅଫ୍ ମାର୍କ ରହିଛି। ମନୋନୀତ ଛାତ୍ରଛାତ୍ରୀ ଆସନ୍ତା ୧୧ ଏବଂ ୧୨ ତାରିଖରେ ଆଡ୍‌ମିଶନ୍‌ କରିପାରିବେ।  ତେବେ ଜୁଲାଇ ୧୬ରେ ସ୍ପଟ୍ ମେରିଟ୍ ଲିଷ୍ଟ ବାହାରିବ।  […]

  • Monday, 19 July 2021
road1
କମନ ମ୍ୟାନ୍ ହେବେ ସଡ଼କ ସୁରକ୍ଷା ସିଟିଜେନ୍ ରିପୋର୍ଟର

ଭୁବନେଶ୍ୱର : ସହରର ଗଳି କନ୍ଦିରେ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନର ପୁଳା ପୁଳା ଚିତ୍ର। ସବୁଠି ସିସିଟିଭି ନାହିଁ କି ଟ୍ରାଫିକ୍‌ ପୁଲିସ ବି ନାହାଁନ୍ତି। ତେଣୁ ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନର ଏ ଚିତ୍ର ସରକାରଙ୍କ ପାଖରେ ପହଁଞ୍ଚାଇବାକୁ ଆପଣ ବି ବନିପାରିବେ ମାଧ୍ୟମ। ସାଧାରଣ ଲୋକଟିଏ ବି ହୋଇପାରିବ ସଡ଼କ ସୁରକ୍ଷାର ସିଟିଜେନ୍ ରିପୋର୍ଟର । ସଡ଼କ ସୁରକ୍ଷା ପାଣ୍ଠି ପରିଚାଳନା କମିଟିର ବୈଠକରେ ଆସିଛି ଏହି ପ୍ରସ୍ତାବ। ହେଲେ ଏଥିରେ ମୋହର ଲାଗିବା ପୂର୍ବରୁ […]

  • Monday, 19 July 2021
Tribals
କନିଆ ଝିକାକୁ ନେଇ ସଂଘର୍ଷ: ପୁଅକୁ ରାଜି ହେଲାନି ଝିଅ, ମା’ ଘରକୁ ପଳାଇଆସିଲା

କଲ୍ୟାଣସିଂହପୁର (ରାୟଗଡ଼ା): ଆଦିବାସୀଙ୍କ ପରମ୍ପରା କନିଆଁ ଝିକାକୁ ନେଇ ୪ଟି ଗାଁ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ୪ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍‌ ପାରସାଲି ପଞ୍ଚାୟତ ନିୟମଗିରି ପାହାଡ଼ ଅଞ୍ଚଳରେ ଏହି ଘଟଣା ଘଟିଛି । ସୂଚନା ଅନୁସାରେ, ଗତ ୬ ତାରିଖରେ ଲମ୍ବା ଗାଁର ବାମ ସିକକାଙ୍କ ପାଇଁ ସାନ ଡେଙ୍ଗିଲିଲି ଗାଁର ଜଣେ ଝିଅ ସହିତ ବିବାହ ସ୍ଥିର ହୋଇଥିଲା। ଡଙ୍ଗରିଆ ପରମ୍ପରା […]

  • Monday, 19 July 2021
house owner death
ଘରଭଡ଼ାକୁ ନେଇ ମାଲିକଙ୍କୁ ଛାତରୁ ଠେଲି ଦେଲେ ଭଡାଟିଆ

ପୁରୀ :ଘର ଭଡ଼ାକୁ ନେଇ ମାଲିକଙ୍କୁ ଛାତରୁ ଠେଲି ହତ୍ୟା ଅଭିଯୋଗ।  ଏଭଳି ଘଟଣା ଘଟିଛି ପୁରୀ ପଥୁରିଆ ସାହିରେ। ମୃତକ ହେଲେ ନାରାୟଣ ମହାରଣା।  ଅଭିଯୋଗ ଅନୁସାରେ ନରାୟଣଙ୍କ ଘରେ ଏକ ଦମ୍ପତି ଦୀର୍ଘଦିନ ହେଲା ଭଡ଼ାରେ ରହୁଥିଲେ । ତେବେ ଘର ମାଲିକଙ୍କୁ ଭଡ଼ା ଦେଉନଥିଲେ। ଏନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏନେଇ ଘର ମାଲିକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏବଂ ସାହି ବାସିନ୍ଦାଙ୍କ ଉପସ୍ଥିତିରେ ବୁଝାମଣା […]

  • Monday, 19 July 2021
balasore
ବସ୍ ଚୋରି ଅଭିଯୋଗରେ ଦିବ୍ୟାଙ୍ଗ ଯୁବକ ଅଟକ

ବାଲେଶ୍ୱର: ବାଲେଶ୍ୱରରେ ଜଣେ ଦିବ୍ୟାଙ୍ଗ ଯୁବକଙ୍କ କଳା କାରନାମା ଦେଖିବାକୁ ମିଳିଛି। ନକଲି ଚାବିରେ ବସ୍ ଚୋରି ଅଭିଯୋଗରେ ଜଣେ ଦିବ୍ୟାଙ୍ଗ ଯୁବକକୁ ପୁଲିସ ଅଟକ ରଖିଛି। ଅଭିଯୋଗ ଅନୁଯାୟୀ, ଗତକାଲି ବିଳମ୍ୱିତ ରାତିରେ ଜଣେ ଦିବ୍ୟାଙ୍ଗ ଯୁବକ ବାଲେଶ୍ୱର ବସ୍‌ଷ୍ଟାଣ୍ଡରୁ ଏକ ଘରୋଇ ବସ୍‌କୁ ନକଲି ଚାବିରେ ଫିଟାଇ ନେଇ ଯାଇଥିଲେ। ତେବେ ବସ୍‌ଟି ସେରଗଡ଼ ଟୋଲ୍‌ ପ୍ଲାଜାରେ ପହଞ୍ଚିବା ପରେ ଟୋଲ୍‌ ଗେଟ୍ କର୍ମଚାରୀ ତାଙ୍କୁ ଟଙ୍କା ମାଗିଥିଲେ। ହେଲେ ସେ ଟଙ୍କା ଦେଇନଥିଲେ। […]

  • Monday, 19 July 2021
jkl
ବିଧାୟକଙ୍କୁ ଲାଗିଲା କାଳିଶି !

ଅନୁଗୁଳ : ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ବିଧାୟକ। ସର୍ବସମ୍ମୁଖରେ ଚାଲିଛି ଅନ୍ଧ ବିଶ୍ୱାସର ଖୋଲା ନାଟକ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଆମ୍ବସରମୁଣ୍ଡା ଗାଁରେ  ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଠି ସ୍ଥାନୀୟ ଲୋକଙ୍କ ଦ୍ୱାରା ଶାମ୍ବ ଦଶମୀ ପୂଜାରେ ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କ ଅଜବ ଆଚରଣ ଦେଖିବାକୁ ମିଳିଥିଲା। ସୂଚନା ମୁତାବକ, ଗାଁର ଗଣ୍ଡ ସମାଜ ପକ୍ଷରୁ ଆଜି କଳସ ଯାତ୍ରା କରାଯାଇଥିଲା । ଆଉ ଠିକ୍ ଏହି ସମୟରେ ବିଧାୟକ ରାସ୍ତା […]

  • Monday, 19 July 2021
papu pom pom
ଫେରିଲେ ପପୁ ପମ୍‌ପମ୍‌

ଭୁବନେଶ୍ୱର: ଶେଷରେ ସୁସ୍ଥ ହୋଇ ଘରକୁ ଫେରିଲେ ଅଭିନେତା ପପୁ ପମ୍‌ପମ୍‌। ଅସୁସ୍ଥତା ପାଇଁ ଦିଲ୍ଲୀ ଏମ୍ସରେ ସେ ଚିକିତ୍ସାଧୀନ ଥିଲେ। ଗତ କିଛିଦିନ ତଳେ ପପୁ ICUରୁ ଜେନେରାଲ ୱାର୍ଡ଼କୁ ସ୍ଥାନାନ୍ତର ହୋଇଥିଲେ। ୧୫ ଦିନ ଭିତରେ ପପୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ନେଇ ଡାକ୍ତର କହିଥିବା ପପୁଙ୍କ ସଂପର୍କୀୟ ପୂର୍ବରୁ ସୂଚନା ଦେଇଥିଲେ। ସୂଚନାଥାଉ କି, ପପୁ ଅସୁସ୍ଥ ହେବାପରେ ତାଙ୍କ ମୃତ୍ୟୁ ଖବରକୁ ନେଇ ସୋସିଆଲ ମିଡ଼ିଆରେ ଗୁଜବ ପ୍ରଚାର ହୋଇଥିଲା। ତେବେ […]

  • Monday, 19 July 2021
didital village
ଡିଜିଟାଲ୍ ହେବ ଗାଁ

ସାଲେପୁର : ଡିଜିଟାଲ୍ ଇଣ୍ଡିଆ ମାଧ୍ୟମରେ କଟକ ଜିଲ୍ଲାର ଗ୍ରାମାଞ୍ଚଳକୁ ଡିଜିଟାଲ୍ ପୋଷ୍ୟ ଜିଲ୍ଲା ଭାବେ ଗ୍ରହଣ କରି ବିକଶିତ କରିବ ୟୁକୋ ବ୍ୟାଙ୍କ। ଏହି କ୍ରମରେ ସାଲେପୁରର ଛାଣିପୁର ଗାଁକୁ ଡିଜିଟାଲ୍ ଗାଁ ଭାବେ ଘୋଷଣା କରାଯାଇଛି। ବ୍ୟାଙ୍କ ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଛାତ୍ରବୃତ୍ତି ଦେବା ସହ ଅନେକ ସ୍କୁଲ୍‌ର ପ୍ରଧାନ ଶିକ୍ଷକଙ୍କୁ ବ୍ୟାଙ୍କ ତରଫରୁ ସାନିଟାରୀ ନାପକିନ୍ ଯୋଗାଇବା ପାଇଁ ଆଗ୍ରହ ପତ୍ର ମଧ୍ୟ ବଣ୍ଟନ କରାଯାଇଥିଲା। ବ୍ୟାଙ୍କ ପକ୍ଷରୁ ଆୟୋଜିତ ଏକ ଉଦଘାଟନି […]

  • Monday, 19 July 2021
representational image
ଘର କବାଟ ଭାଙ୍ଗି ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ

ସୋର: ଘର କବାଟ ଭାଙ୍ଗି ଜଣେ ନାବାଳିକାକୁ  ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଗତ ୮ ତାରିଖ ରାତିରେ ସୋର ଅଞ୍ଚଳରେ ଜଣେ ୧୩ ବର୍ଷର ନାବାଳିକା ତାଙ୍କ ଘରେ ଜେଜେମାଆଙ୍କ ପାଖରେ ଶୋଇଥିଲେ। ରାତିରେ ସେହି ଗାଁର ସୁବାସ ଦାସ ନାମକ ଜଣେ ଯୁବକ ନାବାଳିକା ଶୋଇଥିବା ଘର କବାଟ ଭାଙ୍ଗି ପଶିଥିଲେ। ଏମିତିକି ନାବାଳିକାର ପାଟିରେ କପଡା ବାନ୍ଧି […]

  • Monday, 19 July 2021
youth
ମହିଳାଙ୍କ ଅଶ୍ଲୀଳ ଫଟୋ ଉଠାଉଥିଲେ ; ୩ ଯୁବକଙ୍କୁ ବାନ୍ଧିଲେ ଗ୍ରାମବାସୀ

ଜଳେଶ୍ୱର : ମହିଳାଙ୍କ ଅଶ୍ଲୀଳ ଫଟୋ ଉଠାଇବା ମହଙ୍ଗା ପଡ଼ିଲା। ୩ ଯୁବକଙ୍କୁ ଏକ ଖୁଣ୍ଟରେ ବାନ୍ଧି ସର୍ବସମ୍ମୁଖରେ ବସ୍ ଉଠ କରାଇଛନ୍ତି ଗ୍ରାମବାସୀ। ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରେ ଦେଖିବାକୁ ମିଳିଛି ଏପରି ଘଟଣା । ଗତକାଲି ବିଳମ୍ବିତ ରାତିରେ ଏହି ୩ ଜଣ ଯୁବକ ଜଣେ ମହିଳାଙ୍କ ଅଜାଣତରେ ଭିଡ଼ିଓ ଉତ୍ତୋଳନ କରୁଥିବା ନେଇ ମହିଳା ଜଣଙ୍କ ଜାଣି ପାରିବା ପରେ ସେ ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ପରିବାର ଲୋକେ ଓ ଗ୍ରାମବାସୀ […]

  • Monday, 19 July 2021