• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

salaman
ଆସନ୍ତାକାଲିଠାରୁ ବଢ଼ିବ ଶୀତ; ୩ରୁ ୪ ଡିଗ୍ରୀ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଶୀତ ବଢ଼ିବ। ରାଜ୍ୟରେ ତାପମାତ୍ରା ୩ରୁ ୪ ଡିଗ୍ରୀ ହ୍ରାସ ପାଇପାରେ। ଏଭଳି ସ୍ଥିତି ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଲାଗି ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାମୁମାନ କରିଛି। ତେବେ ନୂଆ ବର୍ଷକୁ ଶୀତରେ ସ୍ୱାଗତ କରିବେ ରାଜ୍ୟବାସୀ। ଏହିସମୟରେ ତାପାମାତ୍ର ୧୦ ଡିଗ୍ରୀ ତଳକୁ ଖସିପାରେ ବୋଲି ଅନୁମାନ କରାଯାଉଛି। ବାୟୁ ମଣ୍ଡଳ ଉପର ଭାଗରେ ଏକ ଟ୍ରପ ଲାଇନ ସୃଷ୍ଟି ହୋଇଥିବାରୁ  ଏହାର ପ୍ରଭାବରେ ରାଜ୍ୟରେ ପାଗ ମେଘୁଆ ରହିଛି।  […]

  • Friday, 23 July 2021
man
ଷୁଡ଼ିଓରେ ଗୀତ ଗାଇଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ମନ୍ତ୍ରୀରୁ ସିଙ୍ଗର ହେଲେ ସଡ଼କ ପରିବହନ ମନ୍ତ୍ରୀ ପଦ୍ନନାଭ ବେହେରା। ଷୁଡିଓ ଯାଇ ରେକର୍ଡିଂ କଲେ ନିଜେ ଗାଇଥିବା ଗୀତ। ଷ୍ଟୁଡିଓରେ “ ହେ ମାଧବ, କାନ୍ଦି ସରୁନାହିଁ ଦିନ” ଗୀତ ଗାଇଲା ବେଳେ ଜଗନ୍ନାଥଙ୍କ ଭାବରେ ପୂରା ବୁଡ଼ି ଯାଇଥିଲେ ମନ୍ତ୍ରୀ।ଷୁଡିଓରେ ଟେକ୍ନିସିଆନ୍‌ ତଥା ମ୍ୟାଜିକ୍‌ କ୍ରୁ ମ୍ୟାମ୍ବରଙ୍କୁ କେତେବଳେ ଅନ୍ତରା ଗାଇ ଶୁଣାଉଥିଲେ ତ ଆଉ କେତେବଳେ ମୁଖଡ଼ା। ମନ୍ତ୍ରୀଙ୍କ ଭିତରେ ବି ଏମିତି ଗୋଟିଏ କଳାକାର ଲୁଚି ରହିଛି ସେ ବିଷୟରେ […]

  • Friday, 23 July 2021
save
ରାଜଧାନୀରେ ବଢୁଛି ବଂଲାଦେଶୀ ଯୁବତୀଙ୍କ ଦେହ ବ୍ୟବସାୟ

ଭୁବନେଶ୍ୱର: ରାଜଧାନୀରେ ବଢୁଛି ବଂଲାଦେଶୀ ଯୁବତୀଙ୍କ ଦେହ ବ୍ୟବସାୟ। ନୂଆ ବର୍ଷକୁ ନଜରରେ ରଖି ଦଲାଲଙ୍କ ଦ୍ୱାରା ହେଉଛନ୍ତି ଚାଲଣ। ଟେନ୍‌ସନ୍‌ରେ କମିଶନରେଟ୍ ପୁଲିସ। କିଛି ଦିନ ପୂର୍ବେ ଦଲାଲଙ୍କ ଜରିଆରେ ଜଣେ ବେଙ୍ଗୀୟ ସୁନ୍ଦରୀ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଏକ ହୋଟେଲ୍‌ର ରୁମ୍‌ରେ ରହିଥିଲେ। ୭ ଦିନ ପାଇଁ ହୋଟେଲ୍‌ରେ ରୁମ୍‌ ବୁକିଂ ହୋଇଥିଲା। ତେବେ ଏଠାରେ ରହଣୀ ସମୟରେ ହୋଟୋଲର ମ୍ୟାନେଜର ବଳପୂର୍ବକ ତାଙ୍କୁ ଦୁଷ୍କର୍ମ ପାଇଁ ଉଦ୍ୟମ କରିଥିବା ଅଭିଯୋଗ ହୋଇ ଥିଲା। […]

  • Friday, 23 July 2021
patato
ଆଳୁ, ପିଆଜ ଦରବୃଦ୍ଧି ରୋକିବାକୁ ପଦକ୍ଷେପ ନେଲେ ସରକାର

ଭୁବନେଶ୍ୱର: ପିଆଜ ଓ ଆଳୁର ଅହେତୁକ ମୂଲ୍ୟବୃଦ୍ଧି ରୋକିବାକୁ ପଦକ୍ଷେପନ ନେଇଛି ଯୋଗାଣ ବିଭାଗ। ଜିଲ୍ଲାପାଳମାନଙ୍କୁ ସଂଶୋଧିତ ଷ୍ଟୋରେଜ ନିୟମ ଦେଇ ଚଢ଼ଉ ପାଇଁ ନିର୍ଦ୍ଦେଶ ଜାରି ହୋଇଛି। ନିୟମ ମୁତାବକ ଭୁବନେଶ୍ୱରରେ ଜଣେ ହୋଲସେଲର ୧ହଜାର କୁଇଣ୍ଟାଲ ଆଳୁ ଓ ୨୫୦ କୁଇଣ୍ଟାଲ ପିଆଜ ମହଜୁଦ ରଖିପାରିବେ। ସେହିପରି କଟକ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ହୋଲ୍‌ସେଲରମାନେ ୫ ଶହ କୁଇଣ୍ଟାଲ ଆଳୁ ଗଚ୍ଛିତ ରଖିପାରିବେ। ଅନ୍ୟ ସ୍ଥାନରେ ହୋଲସେଲରମାନେ ୩ଶହ କୁଇଣ୍ଟାଲ ଆଳୁ, ୧୫୦ କୁଇଣ୍ଟାଲ […]

  • Friday, 23 July 2021
rain
ଚିନ୍ତା ବଢ଼ାଉଛି ବର୍ଷା: କାଲି କେମିତି ରହିବ ପାଗ ?

ଭୁବନେଶ୍ୱର: ରାଜ୍ୟରେ କୋହଲା ପାଗ ସାଙ୍ଗକୁ କିଛି ସ୍ଥାନରେ ଝିପ ଝିପ ବର୍ଷା ଲାଗି ରହିଛି। ବିଶେଷ କରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଅଦିନିଆ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି। କୋହଲା ପାଗ ସାଙ୍ଗକୁ ବର୍ଷା ଫଳରେ ପ୍ରବଳ ଶୀତ ମଧ୍ୟ ଅନୁଭୂତ ହେଉଛି। ସେପଟେ ଏହି ଅଦିନିଆ ବର୍ଷା ଯୋଗୁ ଚାଷୀଙ୍କୁ ଅଧିକ କ୍ଷତି ସହିବାକୁ ପଡ଼ିଛି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର କାଉଡଲା ମଣ୍ଡିରେ ଖୋଲା ଆକାଶ ତଳେ ଧାନ ବର୍ଷାରେ […]

  • Friday, 23 July 2021
odisha-1
ସୁଶାସନ ରାଙ୍କିଙ୍ଗ୍‌ରେ ୧୮ ରାଜ୍ୟରୁ କେତେ ନମ୍ବର ସ୍ଥାନରେ ରହିଛି ଓଡ଼ିଶା ?

ନୂଆଦିଲ୍ଲୀ: ରାଜ୍ୟମାନଙ୍କ ଭିତରେ ଗୁଡ୍ ଗଭର୍ଣ୍ଣାନ୍ସ ଇଣ୍ଡେକ୍ସ ବା ସୁଶାସନ ରାଙ୍କିଙ୍ଗ୍‌ରେ ଓଡ଼ିଶାକୁ ୧୪ ନମ୍ବର ସ୍ଥାନ ମିଳିଛି। ମୋଟ ୧୮ଟି ବୃହତ୍ତ ରାଜ୍ୟମାନଙ୍କ ଭିତରୁ ସୁଶାସନରେ ଓଡ଼ିଶା ୧୪ ନମ୍ବର ସ୍ଥାନରେ ରହିଛି। କେନ୍ଦ୍ର ସରକାରଙ୍କ ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ ବିଭାଗ ଏହି ରାଙ୍କିଂ ଜାରି କରିଛି। ତାଲିକାରେ ତାମିଲନାଡୁ ଶୀର୍ଷ ସ୍ଥାନ ଅଧିକାର କରିଥିବାବେଳେ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଏହି ସୂଚୀରେ […]

  • Friday, 23 July 2021
naveen
ବିଜେଡିର ୨୩ତମ ପ୍ରତିଷ୍ଠା ଦିବସରେ ନବୀନ କହିଲେ...

ଭୁବେନଶ୍ୱର: ବିଜେଡି ଏକ ରାଜନୈତିକ ଦଳ ନୁହେଁ ଏହା ଏକ ଆନ୍ଦୋଳନ। ତିଷ୍ଠି ରହିବା ଓ ଆଗକୁ ବଢ଼ିବା ଲାଗି ଏହା କୌଣସି ବ୍ୟକ୍ତି ବିଶେଷ, ଏମିତିକି ମୋ ଉପରେ ବି ନିର୍ଭରଶୀଳ ନୁହେଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦଳର ଉତ୍ତରାଧିକାରୀ କିଏ ହେବ ସେ ନେଇ ଚର୍ଚ୍ଚା ହେଉଥିବା ବେଳେ ଦଳର ୨୩ତମ ପ୍ରତିଷ୍ଠା ଦିବସରେ ଆଜି ଏପରି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ଆହୁରି ମଧ୍ୟ କହିଛନ୍ତି “ […]

  • Friday, 23 July 2021
bjp 3
ସିଏଏକୁ ବୁଝାଇବା ପାଇଁ ଲୋକଙ୍କ ପାଖକୁ ଯିବ ବିଜେପି

ଭୁବନେଶ୍ୱର: ନାଗରିକତା ସଂଶୋଧନ ଆଇନକୁ ନେଇ ଓଡ଼ିଶାର ୧ କୋଟି ଲୋକଙ୍କ ପାଖକୁ ଯିବ ବିଜେପି। CAAକୁ ନେଇ କଂଗ୍ରେସ ଦେଶବ୍ୟାପୀ ଅରାଜକତା ଓ ବିଭ୍ରାନ୍ତି ସୃଷ୍ଟି କରୁଥିବା ଅଭିଯୋଗ କରି ଏଭଳି କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି ଦଳ। ଏନେଇ ଆଜି ବିସ୍ତୃତ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କଂଗ୍ରେସ ସୃଷ୍ଟି କରୁଥିବା ବିଭ୍ରାନ୍ତି ସଂପର୍କରେ ଅବଗତ କରାଇବାକୁ ଓ୍ୱାର୍ଡରୁ ଜିଲ୍ଲା ପର୍ଯ୍ୟନ୍ତ ଦଳ ଜନ ଜାଗରଣ କାର୍ଯ୍ୟକ୍ରମ ଆରମ୍ଭ କରିବ। ରାଜ୍ୟସ୍ତରୀୟ କର୍ମାଶାଳା […]

  • Friday, 23 July 2021
naxal attack
ନକ୍ସଲ ଆକ୍ରମଣରେ ଓଡ଼ିଆ କ୍ୟାମେରାମ୍ୟାନ୍‌ଙ୍କ ମୃତ୍ୟୁ ଘଟଣାରେ ସମ୍ପୃକ୍ତ ନକ୍ସଲ ଗିରଫ

ଭୁବନେଶ୍ୱର/ଦନ୍ତେୱାଡା: ୨୦୧୮ ମସିହା ଛତିଶଗଡ଼ ବିଧାନସଭା ନିର୍ବାଚନର କିଛିଦିନ ପୂର୍ବରୁ ଦନ୍ତେୱାଡାରେ ହୋଇଥିବା ନକ୍ସଲ ଆକ୍ରମଣରେ ସମ୍ପୃକ୍ତ ଜଣେ ନକ୍ସଲକୁ ଦନ୍ତେୱାଡା ପୁଲିସ୍‌ ଗିରଫ କରିଛି। ଏହି ନକ୍ସଲ ଆକ୍ରମଣରେ ଦୂରଦର୍ଶନ କ୍ୟାମେରାମ୍ୟାନ୍‌ ଅଚ୍ୟୁତାନନ୍ଦ ସାହୁ ଓ ୨ ଜଣ ଯବାନ ସହିଦ ହୋଇଥିଲେ। ଗିରଫ ନକ୍ସଲର ନାଁ କେଶା କୋହରାମ। ଅଚ୍ୟୁତାନନ୍ଦଙ୍କ ଘର ବଲାଙ୍ଗିର ଜିଲ୍ଲାରେ। ସେ ଦିଲ୍ଲୀରେ କାର୍ଯ୍ୟରତ ଥିଲେ। ସୂଚନାଥାଉ କି, ଦନ୍ତେୱାଡାର ଆରନପୁରରେ ନିର୍ବାଚନ ସଂପର୍କିତ ଖବର ସଂଗ୍ରହ ପାଇଁ ଯାଇଥିବା […]

  • Friday, 23 July 2021
train
ନୟାଗଡ଼ ଷ୍ଟେସନରୁ ମହିପୁର ପର୍ଯ୍ୟନ୍ତ ଗଡ଼ିବ ୨ଟି ପାସେଞ୍ଜର ଟ୍ରେନ୍

ଖୋର୍ଦ୍ଧା: ଖୋର୍ଦ୍ଧା ରୋଡ-ବଲାଙ୍ଗିର ରେଳ ପ୍ରକଳ୍ପର ନୟାଗଡ଼ ଷ୍ଟେସନରୁ ମହିପୁର ପର୍ଯ୍ୟନ୍ତ ଆଜି ଗଡ଼ିଲା ଟ୍ରେନ୍। ଏହି ନୂଆ ରେଳ ଲାଇନ୍‌ର ଆଜି ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନୟାଗଡ଼ ଷ୍ଟେସନରୁ ମହିପୁର ପର୍ଯ୍ୟନ୍ତ ଏଣିକି ଗଡ଼ିବ ୨ଟି ପାସେଞ୍ଜର ଟ୍ରେନ୍। ଏହି ରୁଟରେ ଚାଲୁଥିବା ସମସ୍ତ ପାସେଞ୍ଜର ଟ୍ରେନ୍ ମହିପୁର ପର୍ଯ୍ୟନ୍ତ ଚଳାଚଳ କରିବ। ନୟାଗଡ଼ରୁ ମହିପୁର ମଧ୍ୟରେ ଦୂରତା ହେଉଛି ୧୨ କିଲୋମିଟର। ପୂର୍ବରୁ ଖୋର୍ଦ୍ଧାରୋଡରୁ ବାହାରି ୨ଟି ପାସେଞ୍ଜର ଟ୍ରେନ୍ ଏବଂ […]

  • Friday, 23 July 2021
dharmendra
କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତ୍ତିକୁ ଅପପ୍ରଚାର କରୁଛି କଂଗ୍ରେସ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: CAAକୁ ନେଇ ସାରା ଦେଶରେ ବିରୋଧ ଦେଖା ଦେବା ପରେ ଏନେଇ କଂଗ୍ରେସକୁ ଦାୟୀ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, କେନ୍ଦ୍ର ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଯାହାକୁ ନେଇ ଅପପ୍ରଚାର ଆରମ୍ଭ କରିଛି କଂଗ୍ରେସ। ଦେଶ ବିଭାଜନ ସମୟରେ ଯେଉଁ ଭୁଲ୍ ହୋଇଥିଲା ତାକୁ ସୁଧାରିବାକୁ ମୋଦୀ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ଏଥିସହିତ ସେ କହିଛନ୍ତି, ବାଂଲାଦେଶ, ପାକିସ୍ତାନ ଏବଂ ଆଫଗାନିସ୍ତାନରୁ ବହୁତ ସଂଖ୍ୟାଲଘୁ ଆସିଲେ। ସେମାନେ […]

  • Friday, 23 July 2021
mla
ବିଧାୟକ ହେବ ତ ଏମିତି

ମାଲକାନଗିରି: ବିଧାୟକ ହେବ ତ ଏମିତି। ଦୁର୍ଘଟଣାର ଶିକାର ହୋଇଥିବା ବାଇକ ଆରୋହୀଙ୍କୁ ନିଜ ଗାଡ଼ିରେ ହସ୍ପିଟାଲ ନେଲେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା। ବିଧାୟକ ବାଲିମେଳା ଯାଉଥିବା ବେଳେ ନାୟକଗୁଡ଼ା ନିକଟ ଏକ ବ୍ରିଜ ପାଖରେ ବାଇକ ଦୁର୍ଘଟଣା ହୋଇଥିବା ଦେଖିଥିଲେ। ଏହାପରେ ସେ ତୁରନ୍ତ ଦୁର୍ଘଟଣା ସ୍ଥଳକୁ ଯାଇ ଆହତ ଲୋକଙ୍କୁ ସହଯୋଗୀଙ୍କ ସହାୟତାରେ ଟେକି ଟେକି ନେଇ ଗାଡ଼ିରେ ବସାଇଥିଲେ। ଏହାପରେ ବିଧାୟ ତାଙ୍କ ବାଲିମେଳା ଗସ୍ତକୁ ବାତିଲ୍‌ କରି ଆହତଙ୍କୁ ମାଥିଲି […]

  • Friday, 23 July 2021
polic
JSW ପ୍ରୋଜେକ୍ଟ ଅଫିସ ଭଙ୍ଗାରୁଜା: ଆଉ ୧୦ ଜଣଙ୍କୁ ଉଠାଇ ନେଲା ପୁଲିସ୍

ପାରାଦୀପ: JSW ପ୍ରୋଜେକ୍ଟ ଅଫିସ ଓ ଢିଙ୍କିଆରେ ଥିବା ଇଣ୍ଟିଗ୍ରେଟେଡ୍ ପ୍ଲାଣ୍ଟର ଅଫିସ ଭଙ୍ଗାରୁଜା ମାମଲାରେ ଆଉ ୧୦ ଜଣଙ୍କୁ ଉଠାଇ ନେଇଛି ପୁଲିସ୍। ଅଧରାତିରେ ଘରେ ପଶି ଏହି ୧୦ ଜଣଙ୍କୁ ଉଠାଇ ନେଇ ଅଟକ ରଖାଯାଇଛି। ଅନ୍ୟପଟେ ଗତକାଲି ଏହି ଗଣ୍ଡଗୋଳ ଘଟଣାରେ ଅପରାହ୍ମରେ ୧୦ ଇଞ୍ଜିନିୟରିଂ ଛାତ୍ରଙ୍କୁ ଗିରଫ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳର ଉତ୍ୟକ୍ତ ବେକାରୀ ଇଂଜିନିୟରିଂ ଛାତ୍ର ଏହି କାଣ୍ଡ କରିଥିବା ଅଭିଯୋଗ ହୋଇଥିଲା। ନିଯୁକ୍ତିରେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ପ୍ରାଥମିକତା […]

  • Friday, 23 July 2021
matric-exam
ମାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ର ଯିଏ ଭାଇରାଲ୍‌ କରିବେ ଧରାପଡ଼ିବେ

ଭୁବନେଶ୍ୱର: ଏଣିକି ମାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ ପଦକ୍ଷେପ ନେଇଛି ବୋର୍ଡ। ସମସ୍ତ ପ୍ରଶ୍ନପତ୍ରରେ ସିକ୍ୟୁରିଟି କୋଡ୍ ଲାଗିବ। ଭାଇରାଲ ଯିଏ ବି କରୁନା କାହିଁକି ସେ ସମ୍ପର୍କରେ ଜାଣି ହେବ ବୋଲି ବୋର୍ଡ ଅଧ୍ୟକ୍ଷ ରାମାଶିଶ୍ ହାଜରା କହିଛନ୍ତି। ଏହାସହ ଏଥର ନିର୍ଭୁଲ୍ ପ୍ରଶ୍ନପତ୍ର କରିବା ପାଇଁ ବି ବୋର୍ଡ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଗତ ବର୍ଷ ପ୍ରଶ୍ନପତ୍ର ଭାଇରାଲ ଏବଂ ଓଏମ୍ଆର୍ ସିଟ୍ ଗାଏବ ହେବା ଭଳି ଘଟଣା ମାଧ୍ୟମିକ ଶିକ୍ଷା […]

  • Friday, 23 July 2021
ଫେବ୍ରୁଆରୀ ୧୯ରୁ ମ୍ୟାଟ୍ରିକ୍ ପରୀକ୍ଷା

କଟକ: ମ୍ୟାଟ୍ରିକ ପରୀକ୍ଷା କେବେ ସେଇ ଚିନ୍ତାରେ ଥିବା ଛାତ୍ରଛାତ୍ରୀ ଓ ଅଭିଭାବକ ପାଇଁ ଖବର। ଚଳିତ ବର୍ଷ ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହେବ ମ୍ୟାଟ୍ରିକ ପରୀକ୍ଷା। ଏହି ପରୀକ୍ଷା ମାର୍ଚ୍ଚ ୨ ତାରିଖରେ ଶେଷ ହେବ ବୋଲି ବୋର୍ଡ କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି। କେଉଁ ଦିନ କେଉଁ ବିଷୟ ରହିଛି ? ଫେବୃଆରୀ ୧୯ ତାରିଖରେ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ୨୨ରେ ଇଂରାଜୀ ପରୀକ୍ଷା ହେବ। ୨୪ତାରିଖରେ ସଂସ୍କୃତ/ହିନ୍ଦୀ ପରୀକ୍ଷା ହେବ। ଏହାପରେ୨୬ରେ […]

  • Friday, 23 July 2021
schol
୨୬ରେ ସୂର୍ଯ୍ୟପରାଗ; ସ୍କୁଲ ଓ କଲେଜ ଛୁଟି ଘୋଷଣା

ଭୁବନେଶ୍ୱର: ଆସନ୍ତା ୨୬ତାରିଖ ଗୁରୁବାର ଖଣ୍ଡଗ୍ରାସ, କେତୁଗ୍ରସ୍ତ ସୂର୍ଯ୍ୟପରାଗ ହେଉଛି। ଦିନ ୮ଘଣ୍ଟା ୨୦ମିନିଟ୍ ୮ସେକେଣ୍ଡରେ ପରାଗ ସ୍ପର୍ଶ ହେଉଥିବା ବେଳେ ସର୍ବ ମୋକ୍ଷ ୧୧ଟା ୨୯ ମିନିଟ୍ ୧୦ ସେକେଣ୍ଡ ରହିଛି। ଗ୍ରହଣ ସ୍ପର୍ଶର ୧୨ଘଣ୍ଟା ପୂର୍ବରୁ ଅର୍ଥାତ୍ ବୁଧବାର ରାତି ୮ଘଣ୍ଟା ୨୦ମିନିଟରୁ  ପାକତ୍ୟାଗ କରାଯିବ। ଅନ୍ନ ଭୋଜନ ଏବଂ ଦେବନୀତି ନିଷେଧ ରହିଛି। ଶ୍ରୀମନ୍ଦିରରେ ଏନେଇ ସ୍ୱତନ୍ତ୍ର ନୀତିକାନ୍ତି ହେବ। ସେପଟେ ସୂର୍ଯ୍ୟପରାଗକୁ ଲକ୍ଷ୍ୟ କରି ରାଜ୍ୟର ସମସ୍ତ ସ୍କୁଲ ଓ କଲେଜକୁ […]

  • Friday, 23 July 2021
alu
ଆଶ୍ୱସ୍ତି ଦେଲା ଇଜିପ୍ଟ ପିଆଜ; ବଢ଼ି ଚାଲିଛି ଆଳୁ ଟେନ୍‌ସନ୍‌

ଭୁବନେଶ୍ୱର: ପିଆଜ ପରେ ଏବେ ରାଜ୍ୟରେ ବଢ଼ିବାରେ ଲାଗିଛି ଆଳୁ ଦର। ଗତ ଦେଢ଼ ମାସରୁ ଅଧିକ ସମୟ ଧରି ପିଆଜ ଦର ଆକାଶ ଛୁଆଁ ହେବା ପରେ ଏବେ ଆଳୁ ଦର ଅହେତୁକ ବଢ଼ିଛି। ୧୮ରୁ ୨୦ ଟଙ୍କାରେ ବିକ୍ରି ହେଉଥିବା ଆଳୁ ଏବେ ବିଭିନ୍ନ ଅଞ୍ଚଳରେ ୨୫ରୁ ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଛି। ବାଲେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଏବଂ ବଲାଙ୍ଗିର ବଜାରରେ ଆଳୁ ଏବେ ୩୦ ଟଙ୍କାରେ ବିକ୍ରି ହେଉଛି। ଯାହାକୁ […]

  • Friday, 23 July 2021
tata
ସେସୁର ଘରୋଇକରଣ ହେଲା; ଏଣିକି ଟାଟା ଯୋଗାଇବ ବିଦ୍ୟୁତ ସେବା

ଭୁବନେଶ୍ୱର: ଓଡ଼ିଶାରେ ବିଦ୍ୟୁତ ସେବା ପ୍ରଦାନ କରୁଥିବା କେନ୍ଦ୍ରୀୟ ବିଦ୍ୟୁତ ଯୋଗାଣ ସଂସ୍ଥା ବା ସେସୁର ଘରୋଇକରଣ ହୋଇଯାଇଛି। ଟାଟା ପାଓ୍ୱାର ସେସୁକୁ ଅଧିଗ୍ରହଣ କରିବା ସହ ସେସୁ ଯେଉଁ  ଅଞ୍ଚଳରେ ବିଦ୍ୟୁତ ଯୋଗାଣ କରୁଥିଲା ସେହି ଅଞ୍ଚଳରେ ଏଣିକି ସେବା ଯୋଗାଇବ ଟାଟା। ଏନେଇ ଟାଟା ପାଓ୍ୱାର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।   ଏହାଫଳରେ ରାଜ୍ୟର ୫ଟି ସର୍କଲରେ ଟାଟା ପାଓ୍ୱାର ବିଦୁତ ସେବା ଯୋଗାଇବ। ସେଗୁଡ଼ିକ ହେଲା ଭୁବନେଶ୍ୱର ୧ ଓ୨, […]

  • Friday, 23 July 2021
some
ଡିସେମ୍ୱର ୨୬ରୁ ଜାନୁଆରୀ ୪ ପର୍ଯ୍ୟନ୍ତ ଭିତରକନିକା ବନ୍ଦ

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): ଡିସେମ୍ୱର ୨୬ରୁ ଜାନୁଆରୀ ୪ ତାରିଖ ଯାଏ ପର୍ଯ୍ୟଟକମାନଙ୍କ ପାଇଁ ଭିତରକନିକା ବନ୍ଦ ରହିବ। ବଉଳା କୁମ୍ଭୀର ଗଣନା ପାଇଁ ଭିତରକନିକା ବନ୍ଦ ରହିବ। ପ୍ରତିବର୍ଷ ଏହି ସମୟରେ ଜୁଆରକୁ ଲକ୍ଷ୍ୟ କରି ସାଧାରଣତଃ କୁମ୍ଭୀର ଗଣନା କରାଯାଇଥାଏ। ଏହି ସମୟରେ ଅଧିକ କୁମ୍ଭୀର ଉପରକୁ ଦୃଶ୍ୟମାନ ହୋଇଥାନ୍ତି। ଯନ୍ତ୍ର ଚାଳିତ ବୋଟ ଯୋଗୁ ଗଣନା କାର୍ଯ୍ୟରେ ବାଧା ଉପୁଜୁଥିବାରୁ ବନ ବିଭାଗ ଏହି ସମୟ ପର୍ଯ୍ୟଟକମାନଙ୍କ ପାଇଁ ନିଷେଧ ଜାରି ରଖିଥାଏ। […]

  • Friday, 23 July 2021
bhadrak-111-750x413
ଅତିରିକ୍ତ ତହସିଲଦାରଙ୍କ ଗୋଡ଼ ତଳେ ପଡ଼ିଲେ ଇଟା ମାଫିଆ

ଭଦ୍ରକ (ପାର୍ଥ ସାରଥୀ ନାୟକ): ଅତିରିକ୍ତ ତହସିଲଦାରଙ୍କ ଗୋଡ଼ ତଳେ ପଡ଼ିଗଲେ ଶ୍ରମିକ ଓ ଇଟା ମାଫିଆ। ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ। ଜିଲ୍ଲାର ଖଡ଼ିପଦା ପଞ୍ଚାୟତର ଶୁକଦେବପୁର ହୋସେନ ଅଞ୍ଚଳରେ ୪ ବର୍ଷ ହେବ ଇଟା ମାଫିଆମାନେ ବେଆଇନ ଭାବେ ଇଟା ପକାଇବା ସହ ଆତଙ୍କରାଜ ଚଳାଇ ଆସୁଥିଲେ। ତେବେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପାଇ ଅତିରିକ୍ତ ତହସିଲଦାର ଲଗ୍ନଜିତ୍ ବେହେରା ଗତକାଲି ଇଟା ପୋଡ଼ୁଥିବା ସ୍ଥାନରେ ଚଢ଼ଉ କରିଥିଲେ। ଏହାସହ ଦମକଳ ଗାଡ଼ି ଆସି […]

  • Friday, 23 July 2021
rain
ନୂଆ ବର୍ଷରୁ ଥରିବ ଓଡ଼ିଶା; କାଲିଠୁ ବର୍ଷା

ଭୁବନେଶ୍ୱର: ନୂଆବର୍ଷରୁ ଥରିବ ଓଡ଼ିଶା। ଜାନୁଆରୀ ୧ ତାରିଖରୁ ତାପମାତ୍ରା ଆହୁରି ତଳକୁ ଖସିବ ଓ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏହା ସହିତ କାଲିଠାରୁ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।  ତେବେ ଆଜି ପାଗ ଶୁଖିଲା ରହିବ, ହେଲେ କାଲିଠାରୁ କେନ୍ଦୁଝର, ସୁନ୍ଦରଗଡ଼ ଓ ମୟୂରଭଞ୍ଜରେ  ବର୍ଷା ହେବ। ସେହିଭଳି ୨୬ ତାରିଖରେ ଢେଙ୍କାନାଳ ଓ […]

  • Friday, 23 July 2021
guhala 2
ଗୁହାଳରୁ ନିଆଁ ଲାଗି ଚାରିଆଡ଼େ ବ୍ୟାପିଗଲା; ୧୫ ବଖରା ପୋଡ଼ି ପାଉଁଶ

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ ): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ଗୋବିନ୍ଦପୁର ଗ୍ରାମରେ ଗତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୫ ପରିବାରର ୧୫ ବଖରା ପୋଡ଼ି ପାଉଁଶ ହୋଇଯାଇଛି। ଗତକାଲି ସନ୍ଧ୍ୟାରେ ଜଣଙ୍କ ଗୁହାଳ ଘରେ ଦିଆ ଯାଇଥିବା ଧୂଆଁରୁ ନିଆଁ ଲାଗି ଚାରିଆଡ଼େ ବ୍ୟାପୀ ଯାଇଥିଲା। ଯାହା ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ମହାକାଳପଡ଼ା, ମାର୍ଶାଘାଇ ଓ କେନ୍ଦ୍ରାପଡ଼ା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡ ଏତେ […]

  • Friday, 23 July 2021
train
ଟ୍ରେନ୍‌ର ୨୧ଟି ବଗିରେ ନିଆଁ

ବଲାଙ୍ଗିର: କୋଇଲା ବୋଝେଇ ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଟ୍ରେନ୍‌ ୨୧ଟି ବଗିରେ ନିଆଁ ଲାଗିଯାଇଛି। ବିଶାଖାପାଟଣାରୁ ରାୟପୁର ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନରେ ଘଟିଥିଲା ଏହି ଅଗ୍ନିକାଣ୍ଡ। ଗତକାଲି ରାତି ୧୦ଟା ବେଳେ ଟ୍ରେନଟି ବଲାଙ୍ଗିର ମୁରିବାହାଲ ରେଲେଓ୍ୱ ଷ୍ଟେସନରେ ପହଚିଂବା ପରେ ବିଭିନ୍ନ ବଗିରୁ ଧୁଆଁ ବାହାରୁଥିବା ଜଣାପଡ଼ିଥିଲା। ପରେ ଟ୍ରେନ୍‌ କଣ୍ଟାବାଞ୍ଜି ପହଚିଂବା ପରେ ତାକୁ ଅଟକା ଯାଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ରେଳ କର୍ତ୍ତୃପକ୍ଷ। ଅଗ୍ନିଶମ କର୍ମଚାରୀ […]

  • Friday, 23 July 2021