• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 25 July 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

ନିର୍ମାଣ ସୌଧରୁ ସରକାରୀ ସଂପତ୍ତି ସିଜ୍ କଲା ଏଲଆଣ୍ଡଟି

ଆର୍ବିଟ୍ରେସନ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଧରି ୨୧ ତାରିଖ ରାତିରେ ନିର୍ମାଣସୌଧରେ ପଶିଥିଲା ଠିକା କଂପାନୀ। More
  • Chandan Shishu
  • 2 years ago

ଦ୍ରୌପଦୀ ରାଷ୍ଟ୍ରପତି ହେବା ପରେ ଦିଲ୍ଲୀରୁ ପଲ୍ଲୀ ଯାଏଁ ଉତ୍ସବ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଅବସରରେ ଉତ୍ସବ ପାଳିଛି ସାରା ଦେଶ। ରାଷ୍ଟ୍ରପତିଙ୍କ ଜନ୍ମମାଟି ମୟୂରଭଂଜର ଛୋଟିଆ ଗାଁ ଉପରବେଡା ହେଉ ଅବା ରାଜଧାନୀ ଭୁବନେଶ୍ୱର, ସବୁଠି ସେଲିବ୍ରେସନର ମାହୋଲ। More
  • Prangyan Parimita
  • 2 years ago

କାହିଁକି ଚେନ୍ନାଇରୁ ଆସୁନାହାଁନ୍ତି ବାବୁସାନ ଓ ପ୍ରକୃତି ? ତୁରନ୍ତ ଓଡ଼ିଶା ଫେରି ଆସିବାକୁ ଫ୍ୟାନଙ୍କ ନିବେଦନ

ଚେନ୍ନାଇ ଯାଇ ବାବୁସାନ ଓ ପ୍ରକୃତି ନଫେରିବାରୁ ବଢ଼ୁଛି ସସପେନ୍ସ, ଅଟକିଛି ପୋଲିସ ତଦନ୍ତ । ତେଣେ ତ୍ରୁଟି ସୁଧାରିବାକୁ ଫିଲ୍ମ କଳାକାର ସଂଘର ଅପିଲ୍, ତୁରନ୍ତ ଫେରି ଆସିବାକୁ ବାବୁସାନଙ୍କ ଫ୍ୟାନଙ୍କ ନିବେଦନ । More
  • Otv Khabar Bureau
  • 2 years ago

ମଙ୍କିପକ୍ସ ପାଇଁ ସତର୍କତା: ବାହାରୁ ଆସୁଥିବା ଲୋକଙ୍କ ଉପରେ ରଖାଯିବ ନଜର

ମଙ୍କି ପକ୍ସ ନେଇ ରାଜ୍ୟର ସତର୍କତା । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସବୁ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ବିଶେଷଜ୍ଞ ଡାକ୍ତରମାନଙ୍କୁ ସଚେତନ କରାଇଲା ସ୍ୱାସ୍ଥ୍ୟ ବିଭାଗ.. More
  • Rajalaxmi Sahoo
  • 2 years ago

ହତ୍ୟା ପଛରେ ଆପତ୍ତିଜନକ ଫଟୋ ! ଲାପ୍‌ଟପ୍‌ ଗାଏବ !

କଟକ ଓଡ଼ିଆ ବଜାରରେ ମହିଳାଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ। ଏହି ଘଟଣାରେ ୨ ଜଣ ଗିରଫ ହୋଇଛନ୍ତି।  More
  • Rajalaxmi Sahoo
  • 2 years ago

ରାଷ୍ଟ୍ରପତିଙ୍କ ମାମୁ ଘରେ ଚାଲିଛି ସେଲିବ୍ରେସନ, ଖୁସିରେ ସମସ୍ତେ ହାଣ୍ଡିଆ ପିଇଲେ

ଦେଶର ପ୍ରଥମ ନାଗରିକ ଭାବେ ମ୍ୟାଡମ୍ ଦୌପଦୀ ମୁର୍ମୁ ଶପଥ ନେବା ପରେ ତାଙ୍କ ମାମୁ ଘର ଗାଁରେ ଚାଲିଛି ସେଲିବ୍ରେସନ। ପରିବାରର ସବୁ ସଦସ୍ୟ ମିଳିମିଶି ହାଣ୍ଡିଆ ତିଆରି କରିବା ପରେ ଜାହିରାଙ୍କ ପାଖରେ ପୂଜାର୍ଚ୍ଚନା କରିଥିଲେ। More
  • Rajalaxmi Sahoo
  • 2 years ago

ଝିଅକୁ ହତ୍ୟା କରି ମଶାଣିକୁ ନେଇଥିଲେ, ହେଲେ ଅଚାନକ ଘଟିଲା ଏମିତି କିଛି...

ଝିଅକୁ ହତ୍ୟା କରି ଆତ୍ମହତ୍ୟା ରୂପ ଦେବାକୁ ଯୋଜନା କରିଥିଲେ ବାପା। ହେଲେ ତାଙ୍କର ସବୁ ଚେଷ୍ଟା ଶେଷରେ ଫସର ଫାଟି ଯାଇଥିଲା। ଆଉ ପୋଲିସ୍‌ ହାତରେ ଧରାପଡ଼ି ଯାଇଥିଲେ। More
  • Rajalaxmi Sahoo
  • 2 years ago

୧୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ, ପ୍ରବଳ ବର୍ଷା ସମ୍ଭାବନା

ଆଜିିଠୁ ୨୬ ତାରିଖ ସକାଳ ଯାଏ ରାଜ୍ୟର ସବୁ ଜିଲ୍ଲାର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ୧୦ ଜିଲ୍ଲାରେ ଗୋଟିଏ କିମ୍ବା ୨ଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। More
  • Chandan Shishu
  • 2 years ago

ନବମ ଶ୍ରେଣୀ ଛାତ୍ରୀଙ୍କୁ ଜିଅନ୍ତା ଜାଳିଦେଲେ ! ବିଷ ପିଇ ଅଭିଯୁକ୍ତ ଗୁରୁତର

ଚିତ୍କାର ଶୁଣି ଦୟାନିଧିର ପତ୍ନୀ ପାଇଖାନା କବାଟ ଖୋଲିଥିଲେ। ସେତେବେଳକୁ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ୧୪ ବର୍ଷର ଜ୍ୟୋତ୍ସ୍ନା।  More
  • Chandan Shishu
  • 2 years ago

ରାତି ପାହିଲେ ଦେଶକୁ ମିଳିବ ନୂଆ ରାଷ୍ଟ୍ରପତି; ଭାରତ ଇତିହାସରେ ଯୋଡ଼ିହେବ ଏକ ନୂଆ ଅଧ୍ୟାୟ 

ଜଣେ ଆଦିବାସୀ ମହିଳା ଏନ୍ଏସି କାଉନସିଲରରୁ ରାଜନୈତିକ କ୍ୟାରିୟର ଆରମ୍ଭ କରି; ରାଷ୍ଟ୍ରପତି ଭଳି ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଭିଷିକ୍ତ ହେବା ଏକ ବିରାଟ ଉପଲବ୍ଧି। More
  • Chandan Shishu
  • 2 years ago

ମୋତେ ବ୍ଲାକ୍‌ମେଲ୍‌ କରିନାହାନ୍ତି: ବାବୁସାନ୍

ପୁଣି ଏକ ଭିଡିଓରେ ସ୍ପଷ୍ଟୀକରଣ ଦେଲେ ଅଭିନେତା ବାବୁସାନ୍। More
  • Otv Khabar Bureau
  • 2 years ago

ତେଜୁଛି ବାବୁସାନ୍-ତୃପ୍ତି-ପ୍ରକୃତି କଳି: ପ୍ରକୃତିଙ୍କ ସହ ଆଉ ଫିଲ୍ମ କରିବେନି କହିଲେ ବାବୁସାନ୍

ପ୍ରକୃତିଙ୍କୁ ଇଙ୍ଗିତ କରି ଅପରାଜିତାଙ୍କ ଟାର୍ଗେଟ୍ କଲେ । କହିଲେ ଦେଢ଼ବର୍ଷ ହେଲା ଖରାପ ସଂଗତରେ ପଡ଼ିଯାଇଛି ପୁଅ... More
  • Otv Khabar Bureau
  • 2 years ago

‘ପ୍ରକୃତି ଏକା ଫାଇଟ୍‌ କରୁଥିଲେ ବୋଲି ଆମକୁ ଦେଖାଗଲାନି, ସେ ଏକା ଦୌଡ଼ୁଥିଲେ ବୋଲି ଆମକୁ ଦେଖାଗଲା’

ପ୍ରକୃତିଙ୍କ ସ୍ପଷ୍ଟୀକରଣ ଭିଡ଼ିଓର ଜବାବ ଦେଇ ବର୍ଷିଛନ୍ତି ବାବୁସାନ୍‌ଙ୍କ ସମ୍ପର୍କୀୟ ଭଉଣୀ, କହିଲେ... More