• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Friday, 08 July 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

ଦୁଇ ଦିବ୍ୟାଙ୍ଗ ଗଢିବେ ଶବ୍ଦହୀନ ସଂସାର

ନରସିଂହପୁରରେ ବିରଳ ବାହାଘର। ଦୁଇ ଦିବ୍ୟାଙ୍ଗଙ୍କର ବାହାଘରକୁ ନେଇ ଛୁଟିଛି ଆଶୀର୍ବାଦର ବର୍ଷା।  More
  • Satyendu Shekher Mishra
  • 2 years ago

ପାରମ୍ପରିକ ବାଦ୍ୟ ସହ ନାଚଗୀତ, ଧୁମ୍‌ଧାମ୍‌ରେ ଦ୍ରୌପଦୀଙ୍କୁ ସ୍ୱାଗତ କଲେ ବିଜେଡି-ବିଜେପି

ସମର୍ଥନ ଯୋଗାଡ଼ରେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଜନ୍ମ ମାଟି ଓ଼ଡିଶାରେ ବିଜେପି ଓ ବିଜେଡିର ଭବ୍ୟ ସ୍ୱାଗତ । More
  • Satyendu Shekher Mishra
  • 2 years ago

ମାଗିବା ଆଗରୁ ମିଳିସାରିଛି ସମର୍ଥନ କହିଲେ ଦ୍ରୌପଦୀ

ଦ୍ରୌପଦୀଙ୍କ ଭୁବନେଶ୍ୱର ଗସ୍ତ ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ସମ୍ବୋଧିତ ବେଳେ ମୁଖ୍ୟମନ୍ତ୍ରୀ ନବୀନ ଏବଂ ବିଜେଡି ବିଧାୟକ-ସାଂସଦଙ୍କ ଠାରୁ ଔପଚାରିକତା ଦୃଷ୍ଟିରୁ ସମର୍ଥନ ଲୋଡ଼ିଛନ୍ତି ।  More
  • Satyendu Shekher Mishra
  • 2 years ago

ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କଲେ ଦ୍ରୌପଦୀ

ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଆସି ରାଜ୍ୟ ନେତାଙ୍କୁ ଭୋଟ ମାଗିଛନ୍ତି ଦ୍ରୌପଦୀ । ପ୍ରଥମେ ବିମାନ ବନ୍ଦରରେ ଓହ୍ଲାଇବା ପରେ ତାଙ୍କୁ ଉଭୟ ବଜେଡି ଓ ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା । More
  • Rajalaxmi Sahoo
  • 2 years ago

ଲୋକଲଜ୍ଜା ସହିନପାରି ବିଷ ପିଇ ଦେଲେ ବିବାହିତା ମହିଳା !

ଲୋକଲଜ୍ଜା ସହିନପାରି ଆତ୍ମହତ୍ୟା କଲେ ବିବାହିତା ମହିଳା। ସେପଟେ ସମ୍ପୃକ୍ତ ବିବାହିତା ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିବାକୁ ଆସି ଗାଁ ଲୋକଙ୍କ ଦ୍ଵାରା ନିର୍ଧୂମ ମାଡ଼ ଖାଇଲେ ଯୁବକ। More
  • Otv Khabar Bureau
  • 2 years ago

ମାନସ ସ୍ୱାଇଁ ହତ୍ୟା ମାମଲା: ଶର୍ମିଷ୍ଠା, ନିରଞ୍ଜନଙ୍କ ସମେତ ୮ ଜଣଙ୍କ ନାଁରେ ଚାର୍ଜସିଟ୍

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାରେ ୮ ଜଣଙ୍କ ନାଁରେ ଚାନ୍ଦବାଲି JMFC କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇଛି । More
  • Rajalaxmi Sahoo
  • 2 years ago

ମା’ର ମରଣଦିନରେ ପରୀକ୍ଷା ଦେଲା ଝିଅ, ଏବେ ରେଜଲ୍ଟ ଆସିଲା...

ମନରେ ଅନେକ ଦୁଖଃ କଷ୍ଟ ଥାଏ ତଥାପି ଛାତିରେ ପଥର ରଖି ପରୀକ୍ଷା ଦେଇଥିଲା ଝିଅ। ଏବେ ମାଟ୍ରିକ ପରୀକ୍ଷାରେ ପାସ୍‌ କରିଛି ଝିଅ। ମା’ଙ୍କ ସ୍ୱପ୍ନ ପୂରଣ କରିଛନ୍ତି, ହେଲେ ପାଖରେ ମାଆ ନାହିଁ। More
  • Otv Khabar Bureau
  • 2 years ago

ରାଜ୍ୟରେ ବଢୁଛି ସଂକ୍ରମଣ; ୨୪ ଘଣ୍ଟାରେ ୪୭୦ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ୨୪ ଘଣ୍ଟାରେ ଆଉ ୪୭୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା... More
  • Otv Khabar Bureau
  • 2 years ago

ଓଡ଼ିଶା ମାଟିରେ ଦ୍ରୌପଦୀ ମୁର୍ମୁ; ଏୟାରପୋର୍ଟରେ ଭବ୍ୟ ସ୍ୱାଗତ

ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ ଜଣାଇଲେ ମୁଖ୍ୟମନ୍ତ୍ରୀ .. More
  • Rajalaxmi Sahoo
  • 2 years ago

ଗୋଟିଏ କଲେଜରୁ ୨୭ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ, ୭ ଦିନ ପାଇଁ ସବୁ କ୍ଲାସ୍‌ ବାତିଲ୍‌

କଟକ ଅଡ଼ଶପୁରର ଏକ କଲେଜରୁ ୨୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଛାତ୍ର ଓ ବାକି ୨୬ ଜଣ ଛାତ୍ରୀ ରହିଛନ୍ତି।  More
  • Rajalaxmi Sahoo
  • 2 years ago

ଦଶାହ କର୍ମ ସାରି ଫେରୁଥିଲେ, ଘାଟିରେ ଜଗିଥିଲା ଯମ...

ବାଙ୍ଗିରିପୋଷି ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବୋଲେରୋକୁ ଏକ ଟ୍ରକ୍ ପଛପଟୁ ଧକ୍କା ଦେବା ଯୋଗୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଜଣେ ନାବାଳକ ଆହତ ହୋଇଛନ୍ତି।  More
  • Otv Khabar Bureau
  • 2 years ago

ଭିଜିଲାନ୍ସ ଜାଲରେ ଖଦି ଗ୍ରାମୋଦ୍ୟୋଗ ସୁପରଭାଇଜର୍

ପୁରୀ ଜିଲ୍ଲା ଶିଳ୍ପ କେନ୍ଦ୍ର(DIC)ର ଲାଞ୍ଚୁଆ ସୁପରଭାଇଜର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ସେ ଜଣେ ହିତାଧିକାରୀଙ୍କୁ ସରକାରଙ୍କ ଠାରୁ ମିଳିବାକୁ ଥିବା ସବ୍‌ସିଡି ଟଙ୍କା କରାଇଦେବାକୁ ଲାଞ୍ଚ ନେଉଥିଲେ। More
  • Chandan Shishu
  • 2 years ago

ସରକାରୀ କାର୍ଯ୍ୟକ୍ରମରେ ସାଂସଦଙ୍କୁ ବୟକଟ୍ କାହିଁକି ?

ସରକାରୀ କାର୍ଯ୍ୟକ୍ରମରେ ଶଙ୍ଖ ଚିହ୍ନ ଓ ନବୀନ ପଟ୍ଟନାୟକ ଜିନ୍ଦାବାଦ୍ ନାରା More
  • Otv Khabar Bureau
  • 2 years ago

ବିଜେପି ଫୋକସରେ ପୂର୍ବଭାରତ; ତୃଣମୂଳ ସ୍ତରରୁ ସଂଗଠନକୁ ମଜବୁତ ଲାଗି ଚାଲିଛି ମାଷ୍ଟରପ୍ଲାନ୍‌

ବିଜେପି ଟାର୍ଗେଟରେ ୬ ରାଜ୍ୟ, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଓଡ଼ିଶା, କେରଳ ଓ ତାମିଲନାଡୁ । ଆଉ ସେଥିମଧ୍ୟରୁ ସ୍ୱତନ୍ତ୍ର ଫୋକସରେ ରହିଛି ଓଡ଼ିଶା । ବିଜେପିର ଲକ୍ଷ୍ୟ ହେଉଛି ରାଜ୍ୟରେ ସରକାର ଗଠନ କରିବା । ଏନେଇ ଦଳ ପ୍ରସ୍ତୁତ କରୁଛି ମାଷ୍ଟରପ୍ଲାନ୍ । More
  • Chandan Shishu
  • 2 years ago

ବୋଲେରୋକୁ ଚାପିଦେଲା ଟ୍ରକ୍‌, ଆଖି ଆଗରେ ଚାଲିଗଲା ୩ ଜୀବନ

ଦୁର୍ଘଟଣାରେ ମୃତାହତ ସମସ୍ତେ ଗୋଟିଏ ପରିବାରର ବୋଲି ଅନୁମାନ କରାଯାଉଛି।   More
  • Chandan Shishu
  • 2 years ago

ସୁରକ୍ଷିତ ଅଛି ତ ମହାପ୍ରଭୁଙ୍କ ମହଣ ମହଣ ସୁନା, ରୂପା ?

ଦ୍ୱାଦଶ ଶତାବ୍ଦୀରେ ଜଗନ୍ନାଥ ମନ୍ଦିର ନିର୍ମାଣ ହେବାଠୁ ରହିଛି ମହାପ୍ରଭୁଙ୍କ ରତ୍ନଭଣ୍ଡାର। More