• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

bride
ବର ୟୁପିର, କନ୍ୟା ହିମାଚଳର... ଅନଲାଇନରେ ପଡିଲା ହାତଗଣ୍ଠି

ମଣ୍ଡି: ମହାମାରୀ କରୋନା ସବୁକିଛି ବଦଳେଇ ଦେଲା । ଜୀବନଶୈଳୀ, ପାରିବାରିକ ସମ୍ପର୍କ… ଏପରିକି ସଂସ୍କୃତି, ରୀତି ନୀତି ମଧ୍ୟ ବାଦ ଯାଇନି କରୋନା କବଜାରୁ । ବିବାହ ଶୈଳୀରେ ବି ପରିବର୍ତ୍ତନ ଆସିଛି । କେଉଁଠି ବର କନ୍ୟାକୁ ବାଡି…

ରୋମାନ୍ସରେ ବାଧା ସୃଷ୍ଟି କରୁଥିଲା ପୃଥୁଳକାୟ ଶରୀର : ପ୍ରେମ ପାଇଁ ୨୭୩ କିଲୋ କମାଇଲେ ପଲ୍

ପୃଥୁଳକାୟ ଶରୀର ରୋମାନ୍ସରେ ବାଧା ସୃଷ୍ଟି କରୁଥିଲା । ବ୍ରିଟେନରେ ଜଣେ ବ୍ୟକ୍ତି ପୃଥୁଳକାୟ ଶରୀର ପାଇଁ ସବୁବେଳେ ଚିନ୍ତାରେ ରହୁଥିଲେ । ଆଉ ଏଥିପାଇଁ ତାଙ୍କର ଯୌନ ଜୀବନ ଓ ରୋମାଣ୍ଟିକ୍ ଜୀବନ ଅସ୍ୱାଭାବିକ ହୋଇପଡ଼ିଥିଲା । ୪୪ ବର୍ଷୀୟ…

1
କରୋନା ପାଇଁ ଦୁଇ ମାସ ପର୍ଯ୍ୟନ୍ତ ମିଳିବ ମାଗଣା ରାସନ

ନୂଆଦିଲ୍ଲୀ: ଦିଲ୍ଲୀ ସରକାରର ବଡ଼ ଘୋଷଣା। ସମସ୍ତ ରାସନକାର୍ଡଧାରୀ ପାଇବେ ମାଗଣା ରାସନ ସାମଗ୍ରୀ। ଦିଲ୍ଲୀରେ କରୋନା ଭାଇରସ ବିପର୍ଯ୍ୟୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। କେଜ୍ରିୱାଲ ଘୋଷଣା କରିଛନ୍ତି ଯେ ଦିଲ୍ଲୀରେ ଥିବା…

ipl
ଏ ବର୍ଷ ଆଉ ହେବ ନାହିଁ IPL

ଆଇପିଏଲ୍ ଚଳିତ ସିଜନ୍ ବାତିଲ। ଏକାଧିକ ଖେଳାଳି କରୋନା ଆକ୍ରାନ୍ତ ପରେ ବାତିଲ ହେଲା ଆଇପିଏଲ। ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳାଙ୍କ ପକ୍ଷରୁ ଏନେଇ ଦିଆଗଲା ସୂଚନା। ତେବେ ଏହାରି ମଧ୍ୟରେ ଅନେକ ଖେଳାଳୀ କରୋନାରେ ସଂକ୍ରମିତ ହେଲେଣି।

rahul
"ଲକଡାଉନ୍‌ କର, ନଚେତ୍‌ ଲୋକ ମଲେ କେନ୍ଦ୍ର ସରକାର ହିଁ ଦାୟୀ"

କରୋନାର ଏହି ଦ୍ୱିତୀୟ ଲହର ରୋକିବାର ଗୋଟିଏ ଉପାୟ ହେଉଛି ସମ୍ପୂର୍ଣ୍ଣ ଲକଡାଉନ । ଏହି ପରାମର୍ଶ ଟ୍ୱିଟ କରି ଲେଖିଛନ୍ତି ରାହୁଲ ଗାନ୍ଧୀ।

summerheat
କାଲିଠୁ ଉଚ୍ଚଶିକ୍ଷା ବିଭାଗର ଗ୍ରୀଷ୍ମ ଛୁଟି ଆରମ୍ଭ

କାଲିଠାରୁ ଉଚ୍ଚଶିକ୍ଷାନୁଷ୍ଠାନର ଗ୍ରୀଷ୍ମଛୁଟି ଆରମ୍ଭ ହେଉଛି। ଆସନ୍ତାକାଲି ୫ ତାରିଖ ଠାରୁ ଉଚ୍ଚଶିକ୍ଷା ଅନୁଷ୍ଠାନର ଖରା ଛୁଟି ହେବ ବୋଲି ସୂଚନା ମିଳିଛି। ମେ ୫ରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ଖରା ଛୁଟି ଘୋଷଣା ହୋଇଛି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଆସୁଥିବା ସବୁ ଶିକ୍ଷାନୁଷ୍ଠାନ ଛୁଟି ରହିବ।

3
ମୀନାକ୍ଷୀ ସେଶାଦ୍ରିଙ୍କ ମୃତ୍ୟୁ ଗୁଜବ

ମୁମ୍ବାଇ: କରୋନା ପ୍ରତିଦିନ କନ୍ଦଉଛି। ସେ ସାଧାରଣ ଲୋକ ହେଉ କି କୌଣସି ବିଶେଷ ଲୋକ, ତାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ବିବ୍ରତ କରୁଛି। କରୋନା କାରଣରୁ ଅନେକ ସେଲିବ୍ରିଟି ମଧ୍ୟ ଦୁନିଆରୁ ବିଦାୟ ନେଇଛନ୍ତି। ୮୦-୯୦ ଦଶକରେ ଅନେକ ସୁପରହିଟ୍…

COVID Vaccination
କରୋନା ଭ୍ୟାକସିନ ନେବା ସମୟରେ ଏମିତି ନାଟକ କଲେ ଯୁବତୀ, ରାଗି ଯାଇ ଡାକ୍ତର କହିଲେ-'ଚାଲି ଯାଅ'

ଭାରତରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି. ଗତ କିଛିଦିନ ହେବ ଲଗାତାର ଭାବେ ଦେଶରେ ୩ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି. ଆଜି ବି ୩ ଲକ୍ଷ ଉପରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କରୋନାଠୁ ନିଜକୁ…

bihar
ସଂକ୍ରମଣ ବଢ଼ୁଥିବାରୁ ବିହାରରେ ଲକଡାଉନ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପାଟଣା : ବିହାରରେ ଲକଡାଉନ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଆସନ୍ତା ୧୫ ତାରିଖ ଯାଏଁ ସାରା ରାଜ୍ୟରେ ଲକଡାଉନ୍ ଘୋଷଣା। ବିହାରରେ କରୋନାର ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ୧୫ ମେ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରିଛନ୍ତି…

high court
ରାଜ୍ୟରେ ବନ୍ଦ ହେବ ନାହିଁ ୨୦ ପିଲାରୁ କମ୍‌ ଥିବା ସ୍କୁଲ

କମ୍ ଛାତ୍ର ଥିବା ସ୍କୁଲକୁ ଅନ୍ୟ ସ୍କୁଲ ସହ ମିଶ୍ରଣ କରିବା ପ୍ରସଙ୍ଗରେ ବଡ଼ ରାୟ ଦେଲେ ହାଇକୋର୍ଟ। ରାଜ୍ୟ ସରକାରଙ୍କ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ।

petroll
ନିର୍ବାଚନ ସରୁ ସରୁ ବଢିଲା ପେଟ୍ରୋଲ ଓ ଡ଼ିଜେଲ୍‌ ଦର

ନିର୍ବାଚନ ସରିଲା, ତେଳ ଦର ବଢିଲା। ବିଗତ ୨ ମାସ ହେଲାଣି ଦେଶରେ ନିର୍ବାଚନ ମାହୋଲ ଥିଲା। ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳରେ ବିଧାନସଭା ନିର୍ବାଚନ ଚାଲୁଥିଲା ଆଉ ଏହାରି ମଧ୍ୟରେ ଦେଶରେ ତେଲ ଦର ବୃଦ୍ଧି ହୋଇନଥିବା ନଜର ଆସିଥିଲା।

TEACHER
କାଳ ହେଲା ନିର୍ବାଚନ ଡ୍ୟୁଟି : ୧୦ ଦିନର ସଂଘର୍ଷ ପରେ ଆଖି ବୁଜିଲେ ପ୍ରାଇମେରୀ ସ୍କୁଲର ପ୍ରିନ୍ସିପାଲ

ସୁଲତାନପୁର : ନିର୍ବାଚନ ଡ୍ୟୁଟିରୁ ଘରକୁ ଫେରିବା ପରେ ଜୀବନ ନେଇଗଲା ମହାମାରୀ । ତିନି ଦିନ ଧରି ଘରେ ସଂକ୍ରମଣରେ ଛଟପଟ ହେବାପରେ, ପରିବାର ଲୋକେ ତାଙ୍କୁ ପ୍ରୟାଗରାଜ ହସ୍ପିଟାୟଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ସାତ ଦିନ…

maish
କୁନି ଝିଅ ଆଗରେ ଚାକିିରି ତୁଚ୍ଛ : ଛୁଟି ନମିଳିବାରୁ ଇସ୍ତଫା ଦେଲେ ଡେପୁଟି ଏସପି

‘ମୁଁ ବି ଜଣେ ବାପା, ଚାରି ବର୍ଷର କୁନି ଝିଅକୁ କାହା ଭରସାରେ ଛାଡ଼ିବି’ କରୋନା ସହ ଲଢ଼େଇ କରୁଛି ସ୍ତ୍ରୀ ଘରେ ଏକୁଟିଆ କୁନି ଝିଅ ଛୁଟି ନମିଳିବାରୁ ଚାକିରିରୁ ଇସ୍ତଫା ଦେଇଦେଲେ ଡେପୁଟି ଏସପି ଝାନ୍ସି : କୁନି…

woman died
ମଦ କାରବାରକୁ ବିରୋଧ କରିବାରୁ ଚାଲିଗଲା ମହିଳାଙ୍କ ଜୀବନ

ଯାଜପୁର: ମଦ କାରବାରକୁ ବିରୋଧ କରିବାରୁ ଚାଲିଗଲା ଜୀବନ। ମଦ କାରବାରକୁ ବିରୋଧ କରିବାରୁ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ବରେଇ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତ ମହିଳାଙ୍କ ନାଁ…

Oxgen
ଅକ୍ସିଜେନ୍‌ ମିଳୁନାହିଁ: ଡାକ୍ତର କହିଲେ, ଜାଣି ହେଉନାହିଁ ଦେଶ ଚଳାଉଛି କିଏ?

ଭୟଙ୍କର ହେବାରେ ଲାଗିଛି କରୋନା। ଆଉ ଏହାରି ମଧ୍ୟରେ ଦେଶର ଅକ୍ସିଜେନ୍‌ର ଘୋର ଅଭାବ ଦେଖାଦେଇଛି। ଅନେକ ହସ୍ପିଟାଲରେ ଅକ୍ସିଜେନ୍‌ ଅଭାବ କାରଣରୁ ଅନେକ ଲୋକଙ୍କର ଜୀବନ ବି ଯାଉଛି।

bill gates
ବିବାହର ୨୭ ବର୍ଷ ପରେ ପତ୍ନୀଙ୍କୁ ତଲାକ୍‌ ଦେବେ ବିଲ୍‌ ଗେଟସ୍‌

ନ୍ୟୁୟର୍କ: ମାଇକ୍ରୋସପ୍ଟର କୋ-ଫାଉଣ୍ଡର ବିଲ୍‌ ଗେଟସଙ୍କ ପାରିବାରିକ ଜୀବନରେ ଫାଟ । ବିବାହର ୨୭ ବର୍ଷ ପରେ ବିଲ୍‌ ଗେଟସ ଓ ତାଙ୍କ ପତ୍ନୀ ମେଲିଣ୍ଡା ଗେଟସଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହେବ । ଏ ନେଇ ଦୁହେଁ ଘୋଷଣା କରିଛନ୍ତି…

corona positive
ଦେଶରେ ଚିହ୍ନଟ ହେଲେ ୩,୫୭,୨୨୯ କରୋନା ଆକ୍ରାନ୍ତ, ଆଖି ବୁଜିଲେ ୩୪୪୯

କରୋନାର ଦ୍ୱିତୀୟ ଲହର ଦେଶରେ ଭୟାନକ ସ୍ଥିତି ସୃଷ୍ଟି କରିଛି । ସୋମବାର ସୁଦ୍ଧା ଦେଶର କରୋନା ରୋଗୀଙ୍କ ସଂଖ୍ୟା ୨ କୋଟି ଛୁଇଁଛି

weding
କରୋନା କାଳର ବିବାହ : ବାଡ଼ି ସାହାଯ୍ୟରେ କନ୍ୟାକୁ ବରଣମାଳା ପିନ୍ଧାଇଲା ବର

ବେଗୁସରାଇ : ବିବାହ ଉତ୍ସବରେ ସାମାଜିକ ଦୂରତ୍ୱ ପାଳନ । କୋଭିଡ ନିୟମକୁ ଦୃଷ୍ଟିରେ ରଖି କନ୍ୟାକୁ ବାଡ଼ି ସାହାଯ୍ୟରେ ବରଣମାଳା ପିନ୍ଧାଇଲେ ବର । ବିହାର ବେଗୁସରାଇରେ ମହାମାରୀ ମଧ୍ୟରେ ହୋଇଥିବା ଏକ ବିବାହରେ ନବଦମ୍ପତ୍ତି ସାମାଜିକ ଦୂରତା ନିୟମକୁ…

cm yogi adityanath
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମିଳିଲା ହତ୍ୟା ଧମକ

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧମକପୂର୍ଣ୍ଣ ହତ୍ୟା ମେସେଜ ଘଟଣାକୁ ନେଇ ଥାନାରେ ଅଭିଯୋଗ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରିବା ପାଇଁ ପୋଲିସର ଛାନଭିନ ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧମକପୂର୍ଣ୍ଣ ହତ୍ୟା ମେସେଜ ମିଳିଥିବା ସୂଚନା ମିଳିଛି।…

sbi
ଆଲର୍ଟ କଲା ଏସବିଆଇ : ୩୧ମେ ପର୍ଯ୍ୟନ୍ତ କାମ ଶେଷ ନକଲେ ଫ୍ରିଜ ହୋଇପାରେ ଆକାଉଣ୍ଟ

ନୂଆଦିଲ୍ଲୀ : ଗ୍ରାହକଙ୍କୁ ଆଲର୍ଟ କରିଛି ଦେଶର ସବୁଠାରୁ ବଡ଼ ବ୍ୟାଙ୍କ । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସାରା ଦେଶରେ ନିଜର କୋଟି କୋଟି ଗ୍ରାହକଙ୍କ ପାଇଁ ଗତ ଶନିବାର ଦିନ ନୂଆ ନୋଟିଫିକେସନ୍ ଜାରି କରିଛି । ବିଳମ୍ବ…