• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

sushant 1
ସୁଶାନ୍ତ ସିଂ ମୃତ୍ୟୁ ମାମଲା: ଫେକ୍‌ ନ୍ୟୁଜ୍‌ ପ୍ରଚାର ଅଭିଯୋଗରେ ଜଣକୁ ବାନ୍ଧିଲା ମୁମ୍ବାଇ ପୋଲିସ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ଫେକ୍‌ ନ୍ୟୁଜ୍‌ ପ୍ରଚାର କରିବା ଅଭିଯୋଗରେ ଦିଲ୍ଲୀର ଜଣେ ବ୍ୟକ୍ତିଙ୍କୁ ମୁମ୍ବାଇ ପୋଲିସ୍‌ ଗିରଫ କରିଛି। ନିଜକୁ ଓକିଲ ବୋଲି କହୁଥିବା ସମ୍ପୃକ୍ତ ବ୍ୟକ୍ତିଙ୍କୁ ମୁମ୍ବାଇ ଅଣାଯାଇଛି। NDTVର ରିପୋର୍ଟ ଅନୁସାରେ, ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମର ଗାଇଡ୍‌ଲାଇନ୍ସ ଉଲ୍ଲଂଘନ କରିବା ଅଭିଯୋଗରେ ବିଭୋର ଆନନ୍ଦ ନାମକ ଏହି ବ୍ୟକ୍ତିଙ୍କ ଟ୍ୱିଟର୍‌ ଆକାଉଣ୍ଟ ମଧ୍ୟ ସସ୍‌ପେଣ୍ଡ୍‌ କରି ଦିଆଯାଇଛି। ସୋସିଆଲ୍‌ ମିଡିଆରେ ସେ ଅନେକ ସମ୍ବେଦନଶୀଳ ଓ ଅପମାନଜନକ […]

  • Friday, 02 July 2021
deepika-3JPG-
ଦୀପିକା ପାଦୁକୋନଙ୍କ ନାମରେ ମନରେଗା ଜବ କାର୍ଡ !

ଭୋପାଳ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନାମରେ ମନରେଗା ଯୋଜନା କାର୍ଡ ! ଖାଲି ଦୀପିକା ନୁହେଁ, ଆହୁରି ଅନେକ ଅଭିନେତ୍ରୀଙ୍କ ନାମରେ ରହିଛି ମନରେଗା କାର୍ଡ। ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି କି ? କିନ୍ତୁ କଥାଟା ସତ। ତେବେ ଏହା ପଛରେ ଏକ ବଡ କେଳେଙ୍କାରୀ ରହିଛି। ମନରେଗା ଯୋଜନାରେ ଆସୁଥିବା ଟଙ୍କାକୁ ହଡପ କରିବା ପାଇଁ ନୀରିହ ଗ୍ରାମବାସୀଙ୍କୁ ଠିକ ଅଭିନେତ୍ରୀଙ୍କ ନାମରେ ଏପରି କାର୍ଡ କରିଛନ୍ତି  ପଞ୍ଚାୟତ ସଚିବ ତଥା ନିଯୁକ୍ତି ସହାୟକ […]

  • Friday, 02 July 2021
Short Span Bridging System
ସୀମାରେ ବଢ଼ିବ ଭାରତୀୟ ସେନାର ଶକ୍ତି, ସାମିଲ ହେଲା ୧୨ଟି ସର୍ଟ ସ୍ପାନ୍‌ ବ୍ରିଜିଂ ସିଷ୍ଟମ

ନୂଆଦିଲ୍ଲୀ: ସ୍ଥଳସେନାରେ ସାମିଲ ହେଲା ୧୨ଟି ସର୍ଟ ସ୍ପାନ୍ ବ୍ରିଜିଂ ସିଷ୍ଟମ । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ବ୍ରିଜିଂ ସିଷ୍ଟମ ଦ୍ୱାରା ସୁରକ୍ଷାବାହିନୀକୁ ଦୁର୍ଗମ ଅଞ୍ଚଳରେ ନଦୀ, ନାଳ ପାର୍ କରିବାରେ ସହଜ ହେବ । ୧୦ ମିଟର…

breast-cancer
ସ୍ତନ କର୍କଟ କାହିଁକି ହୁଏ ? ଜାଣନ୍ତୁ ଏହାର କାରଣ ଓ ଲକ୍ଷଣ

ଆଧୁନିକ ଯୁଗରେ ସ୍ତ୍ରୀଲୋକମାନଙ୍କ ପାଇଁ ସ୍ତନ କର୍କଟ ଏକ ସାଧାରଣ ରୋଗ । ତେବେ ଏଥିପାଇଁ  ଭୟ କରିବାର କିଛି ନାହିଁ। କାରଣ ପ୍ରାଥମିକ ସ୍ତରରେ ଏହା ଜଣାପଡ଼ିଗଲେ ଜଣେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିପାରିବ। କାହିଁକି ହୁଏ ସ୍ତନ୍ୟ କର୍କଟ…

  • Friday, 02 July 2021
baby
ଶିଶୁଙ୍କ ମାଲିସ୍‌ ପାଇଁ ସବୁଠାରୁ ଭଲ ଏହି ତେଲ

ଭୁବନେଶ୍ୱର:ଆମେ ଦେଖିଛେ, ନବଜାତ ଶିଶୁଙ୍କ ଶରୀରରେ ତେଲମାଲିସ କରାଯାଏ। ଘରର ବୟସ୍କ ମହିଳାମାନେ ଶିଶୁଙ୍କ ତେଲ ମାଲିସକୁ ବେଶ ଗୁରୁତ୍ୱ ଦେଇଥାନ୍ତି। ତେଲ ଘଷିଲେ ହାଡ଼ ମଜଭୁତ ହେବା ସହ ତ୍ୱଚା ଚିକ୍କଣ ହୋଇଥାଏ ବୋଲି ବିଶ୍ୱାସ କରିଥାନ୍ତି ।ହେଲେ  ଆଜିକାଲି…

  • Friday, 02 July 2021
woman health
୩୦ ବର୍ଷ ପରେ ମହିଳାଙ୍କ ସ୍ୱାସ୍ଥ୍ୟ ପ୍ରତି ମାଡ଼ିଆସେ ବିପଦ

୩୦ ବର୍ଷ  ମହିଳାମାନଙ୍କ ସୁସ୍ଥ ଜୀବନ ପାଇଁ ଏକ ଲକ୍ଷ୍ମଣ ରେଖା। ଏହି ଗାର ଡେଇଁଲେ ଅର୍ଥାତ୍‌ ୩୦ ବର୍ଷ ଡେଇଁଲେ  ମାଡ଼ି ଆସେ ସ୍ୱାସ୍ଥ୍ୟ ପ୍ରତି ବିପଦ। ସାଧାରଣତଃ ଦେଖାଯାଇଥାଏ, ଏହି ବୟସ ପରେ ମହିଳାମାନଙ୍କୁ ଅନେକ ପ୍ରକାର ରୋଗର…

  • Friday, 02 July 2021
newborn
କେମିତି ନେବେ ନବଜାତକର ଯତ୍ନ

ଆଜିର ଶିଶୁ ଆସନ୍ତାକାଲିର ନାଗରିକ। ଶିଶୁ ସୁରକ୍ଷିତ ହେଲେ ଏ ଦେଶ ତଥା ଦୁନିଆ ସୁରକ୍ଷିତ ରହେ। ଯେମିତି ଚାରାଟିଏ ପୋତିଲେ, ତାକୁ ରୋପଣ କରିବା ବେଳୁ ତାର ଯତ୍ନ ନିଆଯାଇଥାଏ, ସେମିତି ଏକ ଶିଶୁଟିଏ ବଢ଼ିବା ପାଇଁ ଛୋଟ ବେଳୁ…

  • Friday, 02 July 2021
eye
ଆଖି ତଳେ କଳା ଦାଗ ରହିଛି କି? ଘରୋଇ ଉପାୟରେ ଦାଗ ଦୂର କରନ୍ତୁ

ଆଖି ତଳେ କଳା ଦାଗ ପଡିଥିଲେ , ଏହା ମୁହଁର ସୌନ୍ଦର୍ଯ୍ୟକୁ ନଷ୍ଟ କରିଦିଏ। ଆଖି ଖାଲୁଆ ଥିବା ଭଳି ମନେହୁଏ।ଆଜିକାଲି ଏହି ସମସ୍ୟା ଅନେକଙ୍କର ଥିବାର ଦେଖିବାକୁ ମିଳେ। ଅନେକ କାରଣ ଯୋଗୁଁ ଏହି ସମସ୍ୟା ଦେଖାଦେଇଥାଏ। ଶରୀରରେ ପୋଷକ…

  • Friday, 02 July 2021