• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

hathrash
ହାଥରସ ଘଟଣା: ତରବରିଆ ଭାବେ ପୀଡ଼ିତାଙ୍କ ଶବ ସଂସ୍କାରକୁ ହାଇକୋର୍ଟଙ୍କ ନିନ୍ଦା

ଲକ୍ଷ୍ନୌ: ହାଥରସ ଘଟଣାରେ ସୋମବାର ଇଲାହାବାଦ ହାଇକୋର୍ଟର ଲକ୍ଷ୍ମୌ ବେଞ୍ଚ୍‌ ମାମଲାର ଶୁଣାଣି କରିଛନ୍ତି। ଯାହାର ବିସ୍ତୃତ କପି ସାମ୍ନାକୁ ଆସିବା ପରେ ଜଣାପଡ଼ିଛି ଯେ କୋର୍ଟ ପୋଲିସ୍‌ର ତରବରିଆ ଅନ୍ତିମ ସଂସ୍କାର କାର୍ଯ୍ୟକୁ ନିନ୍ଦା କରିଛନ୍ତି। ଏପରି କରିବା ମାନବାଧିକାର ଉଲ୍ଲଙ୍ଘନ ବୋଲି କହିବା ସହିତ ଜିଲ୍ଲାଧିକାରୀଙ୍କ ଏପରି ନିଷ୍ପତ୍ତିକୁ ନିନ୍ଦା କରିଛନ୍ତି କୋର୍ଟ। ଧାର୍ମିକ ରୀତିନୀତି ଅନୁସାରେ ପୀଡ଼ିତାଙ୍କର ଶବସଂସ୍କାର ହେବା ଉଚିତ୍‌ ଥିଲା ବୋଲି କୋର୍ଟ କହିଛନ୍ତି। ତା ସହିତ ସରକାରୀ ଅଧିକାରୀ […]

  • Friday, 02 July 2021
train
ଫେଷ୍ଟିଭ୍‌ ସିଜନରେ ରେଳବାଇର ଉପହାର; ଅକ୍ଟୋବର ୨୦ରୁ ଚାଲିବ ୩୯୨ଟି ସ୍ପେଶାଲ୍‌ ଟ୍ରେନ୍

ନୂଆଦିଲ୍ଲୀ: ଫେଷ୍ଟିଭ୍ ସିଜନ୍‌ରେ ଚାଲିବ ୩୯୨ ଟି ସ୍ପେଶାଲ୍ ଟ୍ରେନ୍। ବଢ଼ୁଥିବା ଯାତ୍ରୀଙ୍କ ଡିମାଣ୍ଡକୁ ଦେଖି ମଙ୍ଗଳବାର ଭାରତୀୟ ରେଳବାଇ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ୨୦ ଅକ୍ଟୋବର ଠାରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଏହିସବୁ ଟ୍ରେନ୍‌ ଚାଲିବ ବୋଲି ନିଷ୍ପତ୍ତି ନିଆଯାଇଛି। ମାତ୍ର ୪୦ ଦିନ ପାଇଁ ଏହି ସ୍ପେଶାଲ୍ ଟ୍ରେନ୍‌ ସବୁ ଚାଲିବ। ଆଗକୁ ଦୁର୍ଗାପୂଜା, କାଳିପୂଜା ଓ ଛଟ୍‌ପୂଜା ଭଳି ପ୍ରସିଦ୍ଧ ପର୍ବ ଆସୁଥିବାରୁ ଏହି ସମୟରେ ଅଧିକ ଭିଡ଼ ଜମିବ। […]

  • Friday, 02 July 2021
sarapanch
ନିର୍ବାଚନରେ ହାରିଲେ ସରପଞ୍ଚ; ଗ୍ରାମବାସୀ ଦେଲେ ୨୧ ଲକ୍ଷ ଟଙ୍କା

ଜୟପୁର: ନିର୍ବାଚନରେ ହାରିଲେ ସରପଞ୍ଚ। ଗାଁ ଲୋକ ମିଶି ଚାନ୍ଦା ଆଦାୟ କରି ପରାଜିତ ପ୍ରାର୍ଥୀଙ୍କୁ ଦେଲେ ୨୧ ଲକ୍ଷ ଟଙ୍କା। କଥାଟା ଶୁଣି ଆଶ୍ଚର୍ଯ୍ୟ ହେଉଥିଲେ ବି ସତ। ଘଟଣା ଘଟିଛି ରାଜସ୍ଥାନର ଯୋଧପୁର ଜିଲ୍ଲାର ନାନନ ଗାଁରେ। ଏହି ଗାଁରେ ବ୍ୟକ୍ତି ଜଣକ ବିରୋଧୀଙ୍କଠାରୁ ମାତ୍ର ୮୪ ଖଣ୍ଡ ଭୋଟ୍‌ରେ ହାରିଗଲେ। କିନ୍ତୁ ଗାଁ ଲୋକଙ୍କର ଏଭଳି ଭଲପାଇବା ତାଙ୍କୁ ପରାଜୟର ଦୁଃଖ ଭୁଲାଇ ଦେଲା। ନିକଟରେ ନାନନ ଗାଁରେ ସରପଞ୍ଚ ନିର୍ବାଚନ ହୋଇଥିଲା। […]

  • Friday, 02 July 2021
mm
ଗୃହବନ୍ଦୀରୁ ମୁକୁଳିଲେ ମେହବୁବା

ଶ୍ରୀନଗର: ମୁକୁଳିଲେ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ (ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି)ପିଡିପିର ସଭାପତି ମେହବୁବା ମୁଫ୍‌ତି। ଦୀର୍ଘ ୧ ବର୍ଷରୁ ଅଧିକ ସମୟ ଗୃହବନ୍ଦୀ ରହିବା ପରେ ଆଜି ଜାମ୍ମୁ କାଶ୍ମୀର ସରକାର ତାଙ୍କୁ ଏଥିରୁ ମୁକ୍ତି ଦେଇଛନ୍ତି। ଆଜି ରାତି ପ୍ରାୟ ୯.୪୫ରେ ତାଙ୍କୁ ଗୃହବନ୍ଦୀରୁ ଛଡ଼ାଯାଇଛି। ଏ ନେଇ ଜାମ୍ମୁ କାଶ୍ମୀର ପ୍ରଶାସନର ମୁଖପାତ୍ର ରୋହିତ କନସାଲ ଟ୍ୱିଟ କରି ସୂଚନା ଦେଇଛନ୍ତି। ଜମ୍ମୁ-କଶ୍ମୀରରୁ ୨୦୧୯ ମସିହା ଅଗଷ୍ଟ ୫ରେ କେନ୍ଦ୍ର ସରକାର […]

  • Friday, 02 July 2021
ପ୍ରବଳ ବର୍ଷାରେ ଭୁଶୁଡ଼ି ପଡ଼ିଲା ପାଚେରି; ୨ ମାସର ଶିଶୁ ସମେତ ୯ ମୃତ

ହାଇଦ୍ରାବାଦ: ପ୍ରବଳ ବର୍ଷାରେ ପାଚେରି ଭୁଶୁଡ଼ି ପଡ଼ିବା ଫଳରେ ହାଇଦ୍ରାବାଦରେ ୯ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ୨ ମାସର ଶିଶୁ ରହିଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ଗତ ୩ ଦିନ ହେବ ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶରେ ପ୍ରବଳ ବର୍ଷା ଜାରି ରହିଛି। ସେହିପରି ଗତ ୪୮ ଘଣ୍ଟା ମଧ୍ୟରେ ଲଗାଣ ବର୍ଷା ଯୋଗୁ ତେଲେଙ୍ଗାନାରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ହାଇଦ୍ରାବାଦ ସହର ଜଳବନ୍ଦୀ ଅବସ୍ଥାରେ […]

  • Friday, 02 July 2021
high court
ଲକ୍‌ଡାଉନ୍‌ ବେଳେ କୋର୍ଟ ଚାଲିବା ନେଇ ଗାଇଡ୍‌ଲାଇନ୍‌ ଜାରି

କଟକ: ରାଜ୍ୟରେ ଲକଡାଉନ ବେଳେ କୋର୍ଟ ଚାଲିବା ନେଇ ଗାଇଡଲାଇନ ଜାରି । ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି । ଜିଲ୍ଲା ଓ ଅଧସ୍ତନ କୋର୍ଟ ପାଇଁ ଜୁଲାଇ ୧୭ ଯାଏ ମାର୍ଗଦର୍ଶିକା ଜାରି । ଜିଲ୍ଲା…

  • Friday, 02 July 2021
helicopters collide
ମଝି ଆକାଶରେ ୨ ସେନା ବିମାନ ମୁହାଁମୁହିଁ ଧକ୍କା, ୧୫ ମୃତ

କାବୁଲ: ଆଫଗାନିସ୍ତାନରେ ବାୟୁସେନାର ୨ଟି ହେଲିକପ୍ଟର ମୁହାଁମୁହିଁ ଧକ୍କା ହେବା ଫଳରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ସେଠାକାର ସ୍ଥାନୀୟ ଗଣମାଧ୍ୟମ ଟୋଲୋ ନ୍ୟୁଜ୍‌ର ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ଦକ୍ଷିଣ ହେଲମନ୍ଦ ପ୍ରଦେଶର ମଝି ଆକାଶରେ ଆଫଗାନିସ୍ତାନ ବାୟୁସେନାର ୨ଟି ହେଲିକପ୍ଟର ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୧୫ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଯେ ମୋଟ୍ ୮ ଜଣଙ୍କର ମୃତ୍ୟୁ ଘଟିଛି। ହେଲେ ଏ ନେଇ ପ୍ରତିରକ୍ଷା ମନ୍ତ୍ରାଳୟ କୌଣସି […]

  • Friday, 02 July 2021
dhanusha
ତାମିଲ ଷ୍ଚାର୍ ଧନୁଶ ଓ ନେତା ବିଜୟକାନ୍ତଙ୍କ ଘରେ ବୋମା ମାଡ଼ ନେଇ ଆସିଲା ଧମକପୂର୍ଣ୍ଣ କଲ୍‌

ଚେନ୍ନାଇ: ତାମିଲ ସୁପରଷ୍ଟାର ଧନୁସ ଓ ତାମିଲନାଡୁ ରାଜନେତା ବିଜୟକାନ୍ତଙ୍କ ଘରକୁ ବୋମା‌ରେ ଉଡ଼ାଇ ଦେବାକୁ ଧମକ ଦେଲା ଦୁର୍ବୃତ୍ତ। ପୋଲିସ କଣ୍ଟ୍ରୋଲ୍ ରୁମ୍‌କୁ ଦୁଇଟି ଅଲଗା ଅଲଗା ଫୋନ୍ କରି ଉଭୟ ସେଲିବ୍ରିଟିଙ୍କ ଘରେ ବୋମା ଫିଟ୍‌ କରାଯାଇଥିବା ନେଇ ଦୁର୍ବୃତ୍ତ କହିବା ପରେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସର୍ଚ୍ଚ ଆପରେସନ ଆରମ୍ଭ କରିଥିଲା ପୋଲିସ। କିନ୍ତୁ ସେଠାରେ ପହଞ୍ଚିବା ପରେ ସେମିତି କୌଣସି ବିସ୍ଫୋରକ ବସ୍ତୁ ମିଳିନଥିଲା।  ସୂଚନା ଅନୁସାରେ, ଅକ୍ଟୋବର ୧୮ […]

  • Friday, 02 July 2021
car
ଭାଇଭଉଣୀଙ୍କ ଉପରେ କାର୍ ଚଢ଼ାଇ ଦେଲା ୧୭ ବର୍ଷର ନାବାଳକ; ୨ ମୃତ, ଜଣେ ଗୁରୁତର

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ହିଟ୍ ଆଣ୍ଡ୍ ରନ୍ କେସ୍ ଘଟାଇଛି ଜଣେ ନାବାଳକ। ସୋମବାର ରାତିରେ ଏଭଳି ଘଟଣା ଘଟିଛି। ୧୭ ବର୍ଷୀୟ ଏହି ନାବାଳକର କାର୍ ଧକ୍କାରେ ଦୁଇ ନାବାଳିକାଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କର ୬ ବର୍ଷର ଭାଇ ଗୁରୁତର ହୋଇଛନ୍ତି। ତାକୁ ଦିଲ୍ଲୀ ଏମ୍ସର ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି। ମୃତ ନାବାଳିକାଙ୍କର ବୟସ ଯଥାକ୍ରମେ ୫ ଓ ୮ ବର୍ଷ। ନିଜ ଅଙ୍କଲଙ୍କ ସହ ତିନି ଜଣ ପିଲା ରାସ୍ତା ପାର୍ […]

  • Friday, 02 July 2021
yogi
ହାଥରସ ମାମଲା: ପୀଡ଼ିତାଙ୍କ ପରିବାରକୁ ତ୍ରୀସ୍ତରୀୟ ସୁରକ୍ଷା ଯୋଗାଇଲେ ୟୁପି ସରକାର

ଲକ୍ଷ୍ନୌ: ହାଥରସ ମାମଲାରେ ପୀଡ଼ିତାଙ୍କ ପରିବାକୁ ତ୍ରୀସ୍ତରୀୟ ସୁରକ୍ଷା ଯୋଗାଇ ଦେଲେ ଉତ୍ତରପ୍ରଦେଶ ସରକାର। ଏ ନେଇ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ପୂର୍ବ ଶୁଣାଣିରେ ପୀଡ଼ିତାଙ୍କ ପରିବାର ଓ ସାକ୍ଷୀମାନଙ୍କ ସୁରକ୍ଷା ବିଷୟରେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥିଲା କୋର୍ଟ। ଏହାର ଉତ୍ତରରେ ଆଦି କୋର୍ଟରେ ଏଭଳି ସତ୍ୟପାଠ ଦାଖଲ କରିଛନ୍ତି ଯୋଗୀ ସରକାର। ସତ୍ୟପାଠରେ ମାମଲାର ତଦନ୍ତ କରୁଥିବା ସିବିଆଇ ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେବାକୁ ସୁପ୍ରିମକୋର୍ଟଙ୍କୁ […]

  • Friday, 02 July 2021