• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

ପରେଶ ରାୱଲ ହେଲେ ନ୍ୟାଶନାଲ୍‌ ସ୍କୁଲ୍ ଅଫ୍ ଡ୍ରାମାର ଅଧ୍ୟକ୍ଷ

ନୂଆଦିଲ୍ଲୀ: ଜଣାଶୁଣା ଅଭିନେତା ଓ ବିଜେପି ନେତା ପରେଶ ରାୱଲଙ୍କୁ ନ୍ୟାଶନାଲ୍ ସ୍କୁଲ୍ ଅଫ୍ ଡ୍ରାମାର (NSD) ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଖୋଦ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପରେଶ ରାୱଲଙ୍କୁ ଏହି ପଦବୀରେ ନିଯୁକ୍ତି ଦେଇଛନ୍ତି। ବିଶେଷ କଥା ହେଉଛି, ପରେଶ ରାୱଲ ଏହି ଇନଷ୍ଟିଚ୍ୟୁଟରୁ ଅଧ୍ୟୟନ କରିସାରିଛନ୍ତି। ବିଜେପିର ପୂର୍ବତନ ଲୋକସଭା ସାଂସଦ ପରେଶ ରାୱଲ ଏବେ ରାଜସ୍ଥାନର ପ୍ରଖ୍ୟାତ କବି ଅର୍ଜୁନ ଦେବ ଚରଣଙ୍କ ସ୍ଥାନ ନେବେ। ଅର୍ଜୁନ ଦେବ ୨୦୧୮ରୁ […]

  • Sunday, 04 July 2021
riya
ଶୁକ୍ରବାରକୁ ଘୁଞ୍ଚିଲା ରିୟାଙ୍କ ଜାମିନ୍ ଆବେଦନର ଶୁଣାଣି

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ଯୁ ମାମଲାରେ ଡ୍ରଗ୍ସ ଲିଙ୍କରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଶୁଣାଣି ଆସନ୍ତାକାଲିକୁ ଘୁଞ୍ଚିଛି। ଫଳରେ ରିୟା ଆଜି ମଧ୍ୟ ମୁମ୍ବାଇର ବାଏକୁଲା ଜେଲରେ ରାତି କାଟିବେ। ରିୟାଙ୍କ ସହ ତାଙ୍କ ଭାଇ ସୋୱିକ୍ ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ପୂର୍ବତନ ହାଉସ୍ ମ୍ୟାନେଜର ସାମୁଏଲ ମିରାଣ୍ଡା, ଡ୍ରଗ୍ସ ଲିଙ୍କରେ ଗିରଫ ହୋଇଥିବା ଅନ୍ୟ ୩ ଅଭିଯୁକ୍ତ ଅବ୍ଦୁଲ ବସିତ, ଜାଏଦ ଭିଲାତ୍ରା ଓ ଦୀପେଶ ସାୱନ୍ତଙ୍କ ଜାମିନ ଶୁଣାଣି ଆସନ୍ତାକାଲିକୁ […]

  • Sunday, 04 July 2021
results
JEE Main 2020: ଆଜି ବାହାରି ପାରେ ରେଜଲ୍ଟ

ନୂଆଦିଲ୍ଲୀ: ଆଜି ବାହାରି ପାରେ JEE (Main)ରେଜଲ୍ଟ। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି(NTA) ଦ୍ୱାରା ପରିଚାଳିତ ଏହି ପରୀକ୍ଷାର ରେଜଲ୍ଟ ଆଜି ବାହାରିବ ବୋଲି ଆଶା କରାଯାଉଛି। ଛାତ୍ରଛାତ୍ରୀମାନେ jeemain,nta.nic.in ୱେବ୍‌ସାଇଟ୍‌କୁ ଯାଇ ରେଜଲ୍ଟ ଜାଣିପାରିବେ। (JEE) Main ରେଜଲ୍ଟ ବାହାରିବାର ଗୋଟିଏ ଦିନ ପରେ JEE (Advanced) ରେଜଲ୍ଟ ବାହାରିପାରେ। ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନେ NIT, IIIT ସମେତ ଅନ୍ୟ ଶିକ୍ଷାନୁଷ୍ଠାନରେ ଆଡମିଶନ୍ ପ୍ରକ୍ରିୟାରେ ଭାଗ ନେଇପାରିବେ। ଲକ୍‌ଡାଉନ୍‌ ଯୋଗୁ ପରୀକ୍ଷା ବାତିଲ ହୋଇଥିଲା। ତେବେ […]

  • Sunday, 04 July 2021
akshay kumar
ପ୍ରତ୍ୟେକ ଦିନ ଗୋମୂତ୍ର ପିଅନ୍ତି ଅକ୍ଷୟ କୁମାର, LIVE ଚାଟ୍‌ ବେଳେ ହେଲା ଖୁଲାସା

ମୁମ୍ବାଇ: ବଲିଉଡ୍‌ ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ଫିଟ୍‌ନେସ୍‌କୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି। କାରଣ ୫୩ ବର୍ଷ ବୟସରେ ବି ସେ ପୂରାପୂରି ଫିଟ୍‌ ଦେଖାଯାଉଛନ୍ତି। ଫିଟ୍‌ନେସ୍‌କୁ ନେଇ ଅକ୍ଷୟ ମଧ୍ୟ ସବୁବେଳେ ସତର୍କ ଥାଆନ୍ତି। ଏସବୁ ଭିତରେ ତାଙ୍କର ଫିଟ୍‌ନେସ୍‌କୁ ନେଇ ଏକ ରାଜ୍‌ ଏବେ ସାମ୍ନାକୁ ଆସିଛି। ପ୍ରତ୍ୟେକ ଦିନ ଅକ୍ଷୟ ଗୋମୂତ୍ର ପିଅନ୍ତି। ଏକ ଲାଇଭ୍‌ ଚାଟ୍‌ ସମୟରେ ଏଭଳି କିଛି ଖୁଲାସା କରିଛନ୍ତି ନିଜେ ଅକ୍ଷୟ। ଆୟୁର୍ବେଦିକ କାରଣ ଯୋଗୁ […]

  • Sunday, 04 July 2021
china-bhrt
ସୀମା ବିବାଦରେ ପୂର୍ଣ୍ଣଛେଦ ପକାଇବାକୁ ଭାରତ-ଚୀନ୍ ଉଦ୍ୟମ ଜାରି

ନୂଆଦିଲ୍ଲୀ: ଦୀର୍ଘ ୪ ମାସର ବିବାଦ ପରେ ଭାରତ ଓ ଚୀନ୍ ଏଥିରେ ପୂର୍ଣ୍ଣଛେଦ ପକାଇବାକୁ  ଉଦ୍ୟମ କରିଛନ୍ତି । ଏଥିଲାଗି ପଞ୍ଚସୂତ୍ରୀ ସହମତି ପ୍ରକାଶ କରିଛନ୍ତି ଦୁଇ ଦେଶ । ରୁଷର ମସ୍କୋରେ ଅନୁଷ୍ଠିତ ଏସିିଓ ବୈଦେଶିକ ବ୍ୟାପାର ମନ୍ତ୍ରୀସ୍ତରୀୟ ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଓ ଚୀନ୍ ପ୍ରତିପକ୍ଷ ଓ୍ୱାଙ୍ଗ ୟି ଦୁଇ ଘଣ୍ଟା ଧରି ଆଲୋଚନା କରି ସୀମାରେ ଦେଖାଦେଇଥିବା ଉତ୍ତେଜନା ହ୍ରାସ କରିବାକୁ ପଞ୍ଚସୂତ୍ରୀ ସହମତି ପ୍ରକାଶ କରିଛନ୍ତି। […]

  • Sunday, 04 July 2021
supreme court
ଆୟୁଷ୍ମାନ ଭାରତ ଯୋଜନା ଲାଗୁ ନ ହେବା ନେଇ ସୁପ୍ରିମକୋର୍ଟରେ ପିଟିସନ୍‌, ଓଡ଼ିଶା ସମେତ ୪ ରାଜ୍ୟକୁ ନୋଟିସ୍‌

ନୂଆଦିଲ୍ଲୀ/ଭୁବନେଶ୍ୱର: ଆୟୁଷ୍ମାନ ଭାରତ ଯୋଜନା ଲାଗୁ ନ ହେବା ନେଇ ସୁପ୍ରିମକୋର୍ଟରେ ପିଟିସନ୍‌। ଏହି ଯୋଜନା ଓଡ଼ିଶା ସମେତ ୪ଟି ରାଜ୍ୟରେ ଲାଗୁ ହୋଇନଥିବାରୁ ସୁପ୍ରିମକୋର୍ଟରେ ରିଟ୍ ପିଟିସନ ଦାଖଲ କରିଛନ୍ତି ପି. ଶେଖର ରାଓ ନାମକ ଜଣେ ବ୍ୟକ୍ତି। ଅନ୍ୟପକ୍ଷରେ, ମାମଲାକୁ ବିଚାର ପାଇଁ ଗ୍ରହଣ କରି ସୁପ୍ରିମକୋର୍ଟ ୪ ରାଜ୍ୟ- ଓଡ଼ିଶା, ତେଲେଙ୍ଗାନା, ଦିଲ୍ଲୀ, ପଶ୍ଚିମବଙ୍ଗ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଏହାସହ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବା ପାଇଁ ସୁପ୍ରିମକୋର୍ଟ […]

  • Sunday, 04 July 2021
kangna
ସୋନିଆଙ୍କୁ ଟାର୍ଗେଟ କଲେ କଙ୍ଗନା: କହିଲେ, ‘ଏପରି ନିରବତାର ପରିଣତି ଇତିହାସ ନିର୍ଦ୍ଧାରଣ କରିବ’

ନୂଆଦିଲ୍ଲୀ: ମହାରାଷ୍ଟ୍ର ସରକାର-ବଲିଉଡ ଆକ୍ଟ୍ରିସ୍‌ କଙ୍ଗନା ରଣାୱତ୍‌‌ ମଧ୍ୟରେ ଚାଲଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଚି। ମହାରାଷ୍ଟ୍ର ମେଣ୍ଟ ସରକାରରେ ଥାଇ ମଧ୍ୟ କଂଗ୍ରେସ ଏହି ବିବାଦରେ ନିରବ ଦର୍ଶକ ସାଜିଛି। ଏକ ଜାତୀୟ ଦଳର ଏପରି ନିରବତାକୁ ଦେଖି ବଲିଉଡ ଅଭିନେତ୍ରୀ କଙ୍ଗନା ବର୍ଷିଛନ୍ତି। ଶୁକ୍ରବାର କଙ୍ଗନା ଲଗାତାର ୩ଟି ଟ୍ୱିଟ୍‌ କରି ଏହି ମାମଲାରେ ସୋନିଆ ଗାନ୍ଧି କୌଣସି ପ୍ରତିକ୍ରିୟା ରଖି ନ ଥିବାରୁ ପ୍ରଶ୍ନ କରିଛନ୍ତି। ତାଙ୍କ ଉପରେ ଏପରି ଅତ୍ୟାଚାର […]

  • Sunday, 04 July 2021
riya
୨୨ ଯାଏ ଜେଲରେ ରହିବେଲ ରିୟା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଏବେ ରିୟା ୧୪ ଦିନ ଅର୍ଥାତ୍ ସେପ୍ଟେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଜେଲରେ ରହିବେ। ରିୟା ଓ ତାଙ୍କ ଭାଇ ସୌଭିକଙ୍କ ସମେତ ୬ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ମୁମ୍ବାଇର ସେସନ୍ସ କୋର୍ଟ। ରିୟା, ତାଙ୍କ ଭାଇ ସୌଭିକଙ୍କ ସହ ଦୀପେଶ ସାୱନ୍ତ, ସାମୁଏଲ ମିରାଣ୍ଡା, ଜୈଦ ବିଲାତ୍ରା ଏବଂ […]

  • Sunday, 04 July 2021
bmc
ଆଜି ବିଏମସିରୁ ୪୧୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରୁ ୪୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୩୦୧ ଲୋକାଲ କେସ ଓ ୧୧୨ କ୍ୱାରେଣ୍ଟିନ୍‌‌ରୁ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଟ୍ୱିଟ୍‌ କରି ସୂଚନା ଦେଇଛି। ଏହାଛଡ଼ା ଆଜି ୪୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। Update on newly detected & cured #COVID19 cases in the last 24 hrs under the BMC area […]

  • Sunday, 04 July 2021
SWAMI
ପରଲୋକରେ ସ୍ୱାମୀ ଅଗ୍ନିବେଶ

ନୂଆଦିଲ୍ଲୀ: ବିଶିଷ୍ଟ ସାମାଜିକ କର୍ମୀ ସ୍ୱାମୀ ଅଗ୍ନିବେଶଙ୍କ ପରଲୋକ ହୋଇଛି। ନୂଆଦିଲ୍ଲୀରେ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ଲିଭର ସୋରିଆସିସ୍ ରୋଗରେ ପୀଡ଼ିତ ହେବା ପରେ ଗତ ସପ୍ତାହରେ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଅବସ୍ଥା ଗୁରୁତର ହେବାରୁ ଗତ ମଙ୍ଗଳବାର ତାଙ୍କୁ ଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ବିଲାଇ ସାଇନ୍ସରେ ଭର୍ତ୍ତି କରାଯାଇଥିଲା ସେଠାରେ ସେ ଭେଣ୍ଟିଲେଟରରେ ରହି ଚିକିତ୍ସାଧୀନ ଥିଲେ। […]

  • Sunday, 04 July 2021
results
JEE Main 2020 Results: ସୌରଭ ସୌମ୍ୟକାନ୍ତ ଦାଶ ଓଡ଼ିଶା ଟପ୍ପର

ନୂଆଦିଲ୍ଲୀ/ଭୁବନେଶ୍ୱର: JEE Main 2020 ରେଜଲ୍ଟ ଶୁକ୍ରବାର ପ୍ରକାଶ ପାଇଛି। ସୌରଭ ସୌମ୍ୟକାନ୍ତ ଦାଶ ଓଡ଼ିଶା ଟପ୍ପର ହୋଇଛନ୍ତି। ସେ ୯୯.୯୯% ରଖି ୩୪ତମ ସ୍ଥାନ ହାସଲ କରିଛନ୍ତି। ସୂଚନାଥାଉ କି, ୨୪ ଜଣ ପରୀକ୍ଷାର୍ଥୀ ଶହେ ପରସେଣ୍ଟାଇଲ୍ ମାର୍କ ରଖିଛନ୍ତି। ଟପ୍ପର ତାଲିକାରେ ତେଲେଙ୍ଗାନାର ୮ଜଣ ପରୀକ୍ଷାର୍ଥୀ ଶହେ ପରସେଣ୍ଟାଇଲ ମାର୍କ ରଖିଛନ୍ତି। ଦ୍ୱିତୀୟ ସ୍ଥାନରେ ରହିଛି ଦିଲ୍ଲୀ। ଦିଲ୍ଲୀରୁ ୫ଜଣ ପରୀକ୍ଷାର୍ଥୀ ଟପ୍ପର ତାଲିକାରେ ରହିଛନ୍ତି। ରାଜସ୍ଥାନରୁ ୪, ଆନ୍ଧ୍ର ପ୍ରଦେଶରୁ ୩, ହରିୟାଣାରୁ […]

  • Sunday, 04 July 2021