• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

gupteswara-pandey
ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

ପାଟନା: ପୁଲିସ ବର୍ଦ୍ଦି ଛାଡ଼ି ରାଜନୀତିରେ ମିଶିବେ ବିହାର ଡିଜିପି। ନିକଟରେ ସ୍ୱେଚ୍ଛାକୃତ ଭାବେ ଅବସର ନେଇଥିବା ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ଆଜି ସନ୍ଧ୍ୟାରେ ନୀତୀଶ କୁମାରଙ୍କ ଦଳ ଜେଡିୟୁରେ ମିଶିବେ। ବଲିଉଡ ଅଭିନେତା ସୁଶାନ୍ତ ସିଂହଙ୍କ ହତ୍ୟା ମାମଲାର ରୋକ୍‌ଠୋକ୍ ବୟାନ ଦେଇ ଲୋକ ଲୋଚନକୁ ଆସିଥିଲେ ଗୁପ୍ତେଶ୍ୱର ପାଣ୍ଡେ। ବିହାର ସରକାରଙ୍କ ଠାରୁ ମଧ୍ୟ ତାଙ୍କୁ ପ୍ରଶଂସା ମିଳୁଥିଲା। ଶନିବାର ଗୁପ୍ତେଶ୍ୱର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ତାଙ୍କ କାର୍ଯ୍ୟାଳଯରେ ଭେଟିଥିଲେ। ସେଠାରେ […]

  • Saturday, 03 July 2021
coronavirus
ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା'ଠୁ ଅଧିକ ସୁସ୍ଥ ହେଲେ

ନୂଆଦିଲ୍ଲୀ: ୨୪ ଘଣ୍ଟାରେ ଦେଶରେ ୮୮ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୦ ପାଖାପାଖି ହୋଇଛି। ଅନ୍ୟୁପଟେ କରୋନାରେ ଆଜି ସୁଦ୍ଧା ପ୍ରାୟ ୯୫ ହଜାର ଲୋକଙ୍କ ଜୀବନ ଗଲାଣି। ତେବେ ଦିନକରେ ୯୨ ହଜାର ଲୋକ କରୋନାରୁ ସୁସ୍ଥ ହେବା ସମସ୍ତଙ୍କୁ ଆଶ୍ୱସ୍ତ କରିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ଦେଶରେ ମୋଟ ୮୮,୬୦୦ ଜଣ ଲୋକ କରୋନାରେ […]

  • Saturday, 03 July 2021
gupteswar-pandye
ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ପାଟନା: JDUରେ ମିଶିଲେ ବିହାରର ପୂର୍ବତନ DGP ଗୁପ୍ତେଶ୍ୱର ପାଣ୍ଡେ। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସଭବନକୁ ଯାଇ ବିଧିବଦ୍ଧ ଭାବେ ସେ JDUରେ ଯୋଗ ଦେଇଛନ୍ତି। ଦଳ ତାଙ୍କୁ ଚଳିତ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି। ଏଇ କିଛି ସମୟରେ ପୂର୍ବରୁ ସେ ଜେଡିୟୁରେ ଯୋଗ ଦେବେ ବୋଲି ଖବର ପ୍ରକାଶ ପାଇଥିଲା। ନିକଟରେ ଡିଜିପ ପଦରୁ ଇସ୍ତଫା ଦେଇଥିଲେ ଗୁପ୍ତେଶ୍ୱର। ଅବସର ନେବା ପରେ ଗୁପ୍ତେଶ୍ୱର କହିଥିଲେ ‘ମୁଁ ବର୍ତ୍ତମାନେ ଏବେ […]

  • Saturday, 03 July 2021
rabi-kishan
ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ନୂଆଦିଲ୍ଲୀ: ବିଜେପି ସାଂସଦ ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ? ବଲିଉଡ୍‌ରେ ଡ୍ରଗ୍ସ କାରବାର ନେଇ ମୁହଁ ଖୋଲିବା ପରେ ଭୋଜପୁରୀ ଅଭିନେତା ତଥା ବିଜେପି ସାଂସଦ ରବି କିଶନଙ୍କୁ ହତ୍ୟା ଧମକ ମିଳୁଛି ବୋଲି କୁହାଯାଉଛି। କିନ୍ତୁ ସତରେ ତାଙ୍କୁ ହତ୍ୟା ଧମକ ମିଳୁଛି କି ନାହିଁ। ସେ ସମ୍ପର୍କରେ ସମୟ ଆସିଲେ କହିବେ ବୋଲି ରବି କିଶନ କହିଛନ୍ତି। ତେବେ ଡ୍ରଗ୍ସ କାରବାର ବିରୋଧରେ ସ୍ୱର ଉତ୍ତ୍ୱୋଳନ କରିବାରୁ ତାଙ୍କ ହାତରୁ […]

  • Saturday, 03 July 2021
president
କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ: ୩ଟି କୃଷି ବିଲ୍ ଉପରେ ସ୍ୱାକ୍ଷର କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସଂସଦର ଉଭୟ ଗୃହରେ ପାରିତ ପରେ ରାଷ୍ଟ୍ରପତି ଅନୁମୋଦନ କରିଛନ୍ତି। ଅନୁମୋଦନ ପରେ କୃଷି ବିଲ୍ ଆଇନରେ ପରିଣତ ହୋଇଛି। ଆଇନରେ ପରିଣତ ହୋଇଥିବା ୩ ବିଲ୍‌ ହେଲା ଚାଷୀଙ୍କ ଉତ୍ପାଦିତ ସାମଗ୍ରୀର ବ୍ୟାପାର ଓ ବାଣିଜ୍ୟ (ପ୍ରସାର ଓ ସୁଗମତା) ବିଲ୍, ୨୦୨୦, ମୂଲ୍ୟ ପ୍ରତିଶ୍ରୁତି ଉପରେ କୃଷକଙ୍କ (ସଶକ୍ତୀକରଣ ଓ ସୁରକ୍ଷା) ଚୁକ୍ତି ବିଲ୍ ଓ  ଅତ୍ୟାବଶ୍ୟକ ସାମଗ୍ରୀ(ସଂଶୋଧନ) ବିଲ୍‌ […]

  • Saturday, 03 July 2021
mask
କରୋନାରୁ ଆରୋଗ୍ୟ ହେଲେ ୩୩୭୮ ଆକ୍ରାନ୍ତ

ଭୁବନେଶ୍ୱର:- ରାଜ୍ୟରେ ଆଉ ୩୩୭୮ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ରାଜ୍ୟରେ ଏବେସୁଦ୍ଧା ୧ ଲକ୍ଷ ୭୩ ହଜାର ୫୭୧ ଆକ୍ରାନ୍ତ ସୁସ୍ଥ ହେଲେଣି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ସର୍ବାଧିକ କଟକ ଜିଲ୍ଲାରୁ ୫୪୦ ଜଣ ଅଛନ୍ତି। ସେହିପରି ଖୋର୍ଦ୍ଧାରୁ ୨୮୯, ପୁରୀରୁ ୨୦୦, ଯାଜପୁରରୁ ୧୬୭,  ରାୟଗଡ଼ାରୁ ୧୪୧, କନ୍ଧମାଳରୁ ୧୩୭, ସୁନ୍ଦରଗଡ଼ରୁ ୧୩୭, ମୟୂରଭଞ୍ଜରୁ ୧୩୦, ସମ୍ୱଲପୁରରୁ ୧୨୭, […]

  • Saturday, 03 July 2021
Plus III Admission: ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ୩ ଆଡମିଶନ୍‌ର ପ୍ରଥମ ମେରିଟ୍ ଲିଷ୍ଟ। ରାଜ୍ୟର ୧ ହଜାର ୨୯ଟି କଲେଜ୍ ପାଇଁ ୨ ଲକ୍ଷ ୧୨ ହଜାର ୯୯୮ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ଆଜି ହିଁ SAMS ଆକାଉଣ୍ଟରେ ଆଡମିଶନ୍‌ ଲାଗି ଇ-ଡିପୋଜିଟ୍ କରିବେ ଛାତ୍ରଛାତ୍ରୀ। ଅକ୍ଟୋବର ୮ ତାରିଖରେ ଦ୍ୱିତୀୟ ମେରିଟ୍ ଲିଷ୍ଟ୍‌ ପ୍ରକାଶ ପାଇବ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସେପ୍ଟେମ୍ବର ୮ରୁ ଯୁକ୍ତ ୩ର ବିଭିନ୍ନ ବିଭାଗରେ ଆବେଦନ ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ […]

  • Saturday, 03 July 2021
111111
କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

ନୂଅଦିଲ୍ଲି:  ଦେଶବ୍ୟାପି କୃଷି ବିଲ୍‌ (Agricultural Bill)କୁ ବିରୋଧ ଜାରି ରହିଛି।   ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦସ୍ତଖତ ଦେଇ ଏହାକୁ ଆଇନରେ ପରିଣତ କରିବା ପାଇଁ ମଞ୍ଜୁରୀ ଦେଇଛନ୍ତି। ହେଲେ ବିରୋଧୀ ଦଳ ଏବେ ବି ଏହି ବିଲ୍‌ ପ୍ରତ୍ୟାହାର ଦାବିରେ ଅଡି ବସିଛନ୍ତି। କୃଷି ବିଲ୍‌କୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଚାଲିଥିବା କୃଷକଙ୍କ ଧାରଣା ଏବେ ଗାଁ, ସହରରୁ ଆସି ରାଜଧାନୀ ଦିଲ୍ଲୀରେ ପହଞ୍ଚିଲାଣି। ଏ ନେଇ ଦିଲ୍ଲୀ ଇଣ୍ଡିଆ ଗେଟ୍ ସମ୍ମୁଖରେ ଆଜି […]

  • Saturday, 03 July 2021
ratan
ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

ନୂଆଦିଲ୍ଲୀ: ଦେଶର ବଡ ବ୍ୟବସାୟୀ ତଥା ଟାଟା ଗ୍ରୁପ୍‌ର ପୂର୍ବତନ ଚେୟାରମ୍ୟାନ ରତନ୍‌ ଟାଟାଙ୍କ ଜୀବନକୁ ନେଇ ଅନେକ ରୋଚକ ଅନୁଭୂତି ରହିଛି। ଏହି ଅନୁଭୂତିକୁ ସେ ନିଜେ ସମସ୍ତଙ୍କୁ ଜଣାଇଥାନ୍ତି। ଏମିତି ଏକ ରୋମାଞ୍ଚକର ଘଟଣା ତାଙ୍କ ଜୀବନରେ ଘଟିଥିଲା ଯାହା ସେ ଏକ ଚାନେଲ ମାଧ୍ୟମରେ ସମସ୍ତଙ୍କୁ ଜଣାଇଛନ୍ତି। ରତନ୍‌ ଟାଟାଙ୍କ କହିବା ଅନୁସାରେ, ତାଙ୍କୁ ଯେତେବେଳେ ମାତ୍ର ୧୭ ବର୍ଷ ବୟସ ସେତେବେଳେ ସେ ଏକ ବିମାନରେ ଯାଉଥିଲେ। ହଠାତ୍‌ ବିମାନରେ ତ୍ରୁଟି […]

  • Saturday, 03 July 2021
Odisha Plus 3 Admissions: ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ

ଭୁବନେଶ୍ୱର: +୩ରେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ପ୍ରଥମ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି।ଅଧିକାଂଶ ବିଭାଗରେ ବିଜେବି କଲେଜ ଆଗରେ ରହିଛି। କଳାରେ ବିଜେବି ସ୍ୱୟଂଶାସିତ କଲେଜରେ ଭୂଗୋଳ ବିଭାଗରେ ସର୍ବାଧିକ କଟ୍ ଅଫ୍ ମାର୍କ ୯୩% ରହିଛି। ସେହିପରି ଗଣିତ ବିଭାଗରେ(ଫିଜିକାଲ ସାଇନ୍ସ) ୯୫.୩% କଟ୍ ଅଫ୍ ମାର୍କ ସହ ବିଜେବି କଲେଜ ଆଗରେ ରହିଛି। ସେହିପରି Zoology (Biological Science)ରେ ୯୫.୫% କଟ୍ ଅଫ୍‌ ମାର୍କ ସହ ବିଜେବି କଲେଜ […]

  • Saturday, 03 July 2021
dog
ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ରାଜନନ୍ଦଗାଓଁ: ଇଣ୍ଡୋ-ତିବ୍ବତିଆନ ସୀମାରେ ଆଜି ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ଯବାନ। ଏକ ସ୍ୱତନ୍ତ୍ର ତାଲିମପ୍ରାପ୍ତ କୁକୁର ପାଇଁ ବର୍ତ୍ତି ଯାଇଛି ଇଣ୍ଡୋ-ତିବ୍ବତିଆନ ବର୍ଡର ପୋଲିସ (ITBP)ଙ୍କ ଜୀବନ। ଘଟଣା ଘଟିଛି ଛତିଶଗଡ଼ ରାଜନନ୍ଦଗାଓଁ ଜିଲ୍ଲାରେ। ଆତଙ୍କବାଦୀମାନେ ଲଗାଇଥିବା ବିସ୍ଫୋରକକୁ ଏହି ତାଲିମପ୍ରାପ୍ତ କୁକୁର ଠାବ କରିପାରିଛି ଯାହାଫଳରେ  ଯବାନମାନେ ଏକ ବଡ ଧରଣର ବିସ୍ଫୋରଣକୁ ଏଡ଼ାଇ ପାରିଛନ୍ତି । ଏହି ସାହାସୀ କୁକୁର ସୋଫିଆ, ଶିକ୍ଷା ନାମରେ ପରିଚିତ । ସେ ତାର ଅନ୍ୟ […]

  • Saturday, 03 July 2021
police-
ପତ୍ନୀଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ପୋଲିସ ଡିଜି, ଭିଡିଓ ଭାଇରାଲ

ଭୋପାଳ: ଅପରାଧୀଙ୍କୁ ଜଗିଥିବା ପୋଲିସ ଫସିଛନ୍ତି ଅପରାଧ ଜାଲରେ।  ସ୍ତ୍ରୀଙ୍କୁ ମାଡ଼ ବେଶ ମହଙ୍ଗା ପଡ଼ିଛି ତାଙ୍କ ପାଇଁ। ପତ୍ନୀଙ୍କୁ ମାଡ ମାରିବା ଅପରାଧୀରେ ମଧ୍ୟପ୍ରଦେଶର ଆଡ଼ିସନାଲ ପୋଲିସ ଡିଜି ପୁରୁଷୋତ୍ତମ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ରାଜ୍ୟ ଗୃହ ବିଭାଗ । ତାଙ୍କୁ ବିଭାଗରୁ ଦାୟିତ୍ୱ ମୁକ୍ତ କରାଯାଇଛି । ସ୍ୱତନ୍ତ୍ର ପୋଲିସ୍ ଡିଜି ପୁରୁଷୋତ୍ତମ ଶର୍ମା ତାଙ୍କ ସ୍ତ୍ରୀଙ୍କୁ ମାଡ଼ ମାରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।ଭିଡ଼ିଓରେ ଦେଖିବାକୁ ମିଳିଛି,  ଘରୋଇ […]

  • Saturday, 03 July 2021
EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ଆସିଷ୍ଟାଣ୍ଟ୍‌ ଡାଇରେକ୍ଟର(ଭିଜିଲାନ୍ସ) ପଦବୀ ପୂରଣ ପାଇଁ Employees’ Provident Fund Organisation (EPFO) ଦରଖାସ୍ତ ଆହ୍ୱାନ କରୁଛି। ସେପ୍ଟେମ୍ବର ୧୮ରେ ଏସଂକ୍ରାନ୍ତୀୟ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତି ପ୍ରକାଶ ପାଇବାର ୪୫ ଦିନ ମଧ୍ୟରେ ଇଚ୍ଛୁକ ପ୍ରାର୍ଥୀମାନେ EPFO ମୁଖ୍ୟାଳୟର ଠିକଣାରେ ଆପ୍ଲିକେସନ୍‌ ଫର୍ମାଟ୍‌କୁ ପୂରଣ କରି ପଠାଇବା ପାଇଁ ବିଜ୍ଞପ୍ତିରେ କୁହାଯାଇଛି। ୨୭ଟି ପଦବୀ ପୂରଣ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଡେପୁଟେସନ୍‌ ଆଧାରରେ ଦିଲ୍ଲୀ, ମୁମ୍ବାଇ, ମହାରାଷ୍ଟ୍ର, କୋଲକାତା, ପଶ୍ଚିମ […]

covid
କମୁଛି ଦ୍ୱିତୀୟ ଲହରର ପ୍ରଭାବ; ଆଜି ଆଖି ବୁଜିଲେ ୭୩୮

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ୨ୟ ଲହର ପ୍ରଭାବ ଧୀରେ ଧୀରେ କମିବାରେ ଲାଗିଛି।   ଦେଶରେ ଖସୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୪୪ ହଜାର ୧୧୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଦିନକରେ ୭୩୮ ଆକ୍ରାନ୍ତଙ୍କ ମୃତ୍ୟୁ…

  • Saturday, 03 July 2021