• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

ship
ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସିଓଲ: ଦକ୍ଷିଣ ଓ ଉତ୍ତର କୋରିଆର ସାମୁଦ୍ରିକ ସୀମାରେ ଦକ୍ଷିଣ କୋରିଆର ଜଣେ ଅଧିକାରୀଙ୍କୁ ହତ୍ୟା କରାଯାଇଛି। ଉତ୍ତର କୋରିଆ ଏହି ଅଧିକାରୀଙ୍କୁ ହତ୍ୟା କରିଥିବା ଦକ୍ଷିଣ କୋରିଆ ଅଭିଯୋଗ ଆଣିଛି। ଅପରାଧୀଙ୍କୁ ତୁରନ୍ତ ଦଣ୍ଡ ଦେବାକୁ ଦକ୍ଷିଣ କୋରିଆ ପକ୍ଷରୁ ଦାବି କରାଯାଇଛି। ସାମୁଦ୍ରିକ ସୀମାରେ ବେଆଇନ ଭାବେ ମାଛ ଧରୁଥିବା ମତ୍ସଜୀବୀଙ୍କ ଉପରେ ନଜର ରଖିବା ପାଇଁ ଡଙ୍ଗାରେ ଯାଇଥିବା ଜଣେ ଦକ୍ଷିଣ କୋରିଆ ଅଧିକାରୀ ସୋମବାରଠାରୁ ନିଖୋଜ ହୋଇ ଯାଇଥିଲେ। ଦକ୍ଷିଣ କୋରିଆ […]

  • Saturday, 03 July 2021
Bihar Election News In Odia
Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ କମିଶନର୍‌ ସୁନୀଲ ଆରୋରୋ ଆଜି ତାରିଖ ଘୋଷଣା କରିଛନ୍ତି। ୩ଟି ପର୍ଯ୍ୟାୟରେ ନିର୍ବାଚନ ହେବାପାଇଁ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ October 28, ଦ୍ୱିତୀୟ ପର୍ଯ୍ୟାୟ November 3 ଓ ତୃତୀୟ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ November 7 ରେ ହେବ। November 10 ରେ ହେବ ଭୋଟ୍‌ ଗଣତି। Bihar Election News in Odia ନିର୍ବାଚନକୁ ନେଇ ମୁଖ୍ୟ ନିର୍ବାଚନ କମିଶନର […]

border
ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀର ଅନନ୍ତନାଗରେ ପୁଣି ଆତଙ୍କବାଦୀଙ୍କ ଉପଦ୍ରବ। ଆତଙ୍କୀଙ୍କୁ ଜବାବ ଦେବା ଉଦ୍ଦେଶ୍ୟରେ ହୋଇଥିବା  ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଲସ୍କର ଇ ତୋଇବା ଆତଙ୍କୀଙ୍କ ମୃତ୍ୟୁ ଘଟିଛି । ଏବେ କିଛି ଆତଙ୍କବାଦୀ ଘଟଣାସ୍ଥଳରେ ଲୁଚି ରହିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଗତକାଲି ଆତଙ୍କବାଦୀ ଲୁଚିଥିବା ଖବର ପାଇଁ ଅପରେସନ ଆରମ୍ଭ ହୋଇଥିଲା । ଆତ୍ମସମର୍ପଣ ପାଇଁ କୁହାଯାଇଥିଲେ ମଧ୍ୟ ଆତଙ୍କବାଦୀମାନେ ପାଲଟା […]

  • Saturday, 03 July 2021
money
୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ଲକ୍ଷ୍ନୌ: ଟଙ୍କା ରୋଜଗାର କରିବାର ମାଧ୍ୟମ ଯଦି ସହଜ ହୋଇଥାନ୍ତା,  କେତେ ପୃଥିବୀରେ କେହି ଦରିଦ୍ର ନ ଥାନ୍ତେ। ଲୋକ ଅନାହାରରେ ରହୁ ନ ଥାନ୍ତେ କିମ୍ବା ଅର୍ଥାଭାବରୁ ଚିକିତ୍ସା ନ କରି ଲୋକେ ମରୁ ନ ଥାନ୍ତେ। ବହୁତ କଷ୍ଟରେ ଆସେ ଏହି ଟଙ୍କା। ହେଲେ କଷ୍ଟକରି ଟଙ୍କା ରୋଜଗାର କରୁଥିବା ବ୍ୟକ୍ତି ପାଖରେ ଯଦି ଅକସ୍ମାତ କୋଟି କୋଟି ଟଙ୍କା ଗଦା ହୋଇଯାଏ, କେମିତି ଲାଗିବ ? ହୁଏତ ଖୁସିରେ ପାଗଳ ହୋଇଯିବ। ହେଲେ […]

  • Saturday, 03 July 2021
earth
ଲଦାଖରେ ବଡ଼ ଧରଣର ଭୂକମ୍ପ

ଶ୍ରୀନଗର: ବଡ଼ଧରଣ ଭୂକମ୍ପ ଝଟକାରେ ଥରିଲା ଲଦାଖ। ଆଜି ଅପରାହ୍ନରେ ଲଦାଖ ଓ ଏହାର ଆପପାଖ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୪ ଥିବାରୁ ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି। ଏନସିଏସ୍‌ର ସୂଚନା ଅନୁଯାୟୀ, ଅପରାହ୍ନ ୪.୨୭ରେ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ର ସ୍ଥଳ ଲେହର ଉତ୍ତର ପୂର୍ବ ଠାରୁ ୧୨୯ କିମି ଦୂର ହୋଇଥିବା ବେଳେ ଭୂପୃଷ୍ଠରେ […]

  • Saturday, 03 July 2021
naxal
ଛତିଶଗଡରେ ନକ୍ସଲଙ୍କ ବଡ଼ ଧରଣର ଆକ୍ରମଣ

ନାରାୟଣପୁର:ଛତିଶଗଡ ନାରାୟଣପୁରରେ ନକ୍ସଲମାନେ ପୁଣି ଘଟାଇଛନ୍ତି ବର୍ବର କାଣ୍ଡ। ଶନିବାର ସକାଳୁ ସକାଳୁ ଅମଦାଈ ଖଣିରେ ନକ୍ସଲମାନେ ଆକ୍ରମଣ କରିଛନ୍ତି। ଖଣି କାମରେ ଲାଗିଥିବା ଗାଡିରେ ନକ୍ସଲମାନେ ନିଆଁ ଲଗାଇ ଦେଇଛନ୍ତି। ପ୍ରାୟ ୫ଟି ଗାଡ଼ି ଜଳିଯାଇଛି। ଏଠାରେ କାମ କରୁଥିବା…

  • Saturday, 03 July 2021
vote
କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ନୂଆଦିଲ୍ଲୀ: ନିର୍ବାଚନରେ କରୋନା ଆକ୍ରାନ୍ତ ବି ଦେଇପାରିବେ ଭୋଟ। ଏହି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା। ଭୋଟ ଗ୍ରହଣର ଶେଷ ପର୍ଯ୍ୟାୟରେ ସୁରକ୍ଷା ବ୍ୟବସ୍ଥା ସହ କରୋନା ଆକ୍ରାନ୍ତ ଭୋଟ ଦେଇପାରିବେ। ତେବେ ଭୋଟ ଗ୍ରହଣ ସମୟ ସୀମା ବି ୧ ଘଣ୍ଟା ବୃଦ୍ଧି ନେଇ ସେ ଘୋଷଣା କରିଛନ୍ତି। ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଏଥର ପ୍ରାର୍ଥୀମାନେ ଅନଲାଇନରେ ପ୍ରାର୍ଥିପତ୍ର ଓ ସତ୍ୟପାଠ […]

  • Saturday, 03 July 2021
sushant
ସୁଶାନ୍ତ ସିଂ ମୃତ୍ୟୁ ମାମଲା; ’ମୁଖ୍ୟ ଅଭିଯୁକ୍ତଙ୍କୁ ଛାଡ଼ି ତଦନ୍ତ ଡ୍ରଗ୍ସ ଆଡ଼କୁ ମୁହାଁଉଛି କାହିଁକି ?’

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାକୁ ନେଇ ପ୍ରତିଦିନ ଯେତିକି ନୂଆ ତଥ୍ୟ ସାମ୍ନାକୁ ଆସୁଛି, ଘଟଣା ସେତିକି ରହସ୍ୟମୟ  ହୋଇ ଯାଉଛି।   ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ମାମଲାରେ ତଦନ୍ତ କରୁଥିବା ଏମ୍ସ ଫରେନ୍ସିକ ଟିମ୍ ବି ଦ୍ୱନ୍ଦ୍ୱରେ। ସୁଶାନ୍ତଙ୍କ ମୃତ୍ୟୁ ପଛର ଅସଲ କାରଣ କଣ ? ହତ୍ୟା ନା ଆତ୍ମହତ୍ୟା ? ଏହାକୁ ନେଇ ତଦନ୍ତ କରିଥିବା ଏମ୍ସର ଡାକ୍ତରୀ ଟିମ୍ ପାଖରେ ନାହିଁ ଏହାର ସଠିକ୍ କାରଣ। ଏମ୍ସର ବିଶେଷଜ୍ଞ ଡାକ୍ତର […]

  • Saturday, 03 July 2021
123-drug
ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ଆଜି ଏନ୍‌ସିବିର ଜେରା

ମୁମ୍ବାଇ: ବଲିଉଡର ଡ୍ରଗ୍ସ ଲିଙ୍କ୍ ମାମଲା ତଦନ୍ତକୁ ଜୋରଦାର କଲା ନାର୍କୋଟିକ୍ସ କଣ୍ଟ୍ରୋଲ  ବ୍ୟୁରୋ । ବଲିଉଡ୍ ଅଭିନେତ୍ରୀଙ୍କୁ ଜେରା ଅଭିଯାନରେ ଆଜି ଗୁରୁତ୍ୱପୂର୍ଣ୍ଣ ଦିନ। ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସମେତ ଆଜି ଏନ୍‌ସିବିରେ ହାଜର ହୋଇପାରନ୍ତି , ଶ୍ରଦ୍ଧା କପୁର, ସାରା ଅଲ୍ଲି ଖାନ୍। ମୁମ୍ବାଇ ଅଫିସରେ ଦୀପିକା ମଧ୍ୟାହ୍ନ ପୂର୍ବରୁ ପହଞ୍ଚି ସାରିଛନ୍ତି । ସେହିପରି ପୂର୍ବାହ୍ନରେ ଆସି ପାରନ୍ତି ସାରା ଓ ଶ୍ରଦ୍ଧା। ଦୀପିକାଙ୍କ ସହ ତାଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ବି […]

  • Saturday, 03 July 2021
deepika
ଗୋଟିଏ ପ୍ରଶ୍ନ ଦୀପିକାଙ୍କ ପାଇଁ ସାଜିଛି କଣ୍ଟା

ମୁମ୍ବାଇ:ବଲିଉଡର ଡ୍ରଗ୍ସ ଲିଙ୍କ୍ ମାମଲା ତଦନ୍ତକୁ ଜୋରଦାର କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ  ବ୍ୟୁରୋ । ବଲିଉଡ୍ ଅଭିନେତ୍ରୀଙ୍କୁ ଜେରା ଅଭିଯାନର ଆଜି ଗୁରୁତ୍ୱପୂର୍ଣ୍ଣ ଦିନ। ଜେରା ପାଇଁ ଆଜି ଏନ୍‌ସିବିରେ ହାଜର ହୋଇଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ୍। ଏହା ବ୍ୟତୀତ ଆଜି ଶ୍ରଦ୍ଧା କପୁର, ସାରା ଅଲ୍ଲି ଖାନ୍ ମଧ୍ୟ ଜେରାର ସମ୍ମୁଖୀନ ହୋଇପାରନ୍ତି । ତେବେ ଆଜି ଜେରା ବେଳେ ଦୀପିକାଙ୍କୁ କଣ ପଚାରିବେ ଏନସିବି ଟିମ୍ ? ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ନାର୍କୋଟିକ୍ସ […]

  • Saturday, 03 July 2021
12121
ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ସୁନ୍ଦରଗଡ: ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରିବା ମହଙ୍ଗା ପଡ଼ିଲା।  ସରକାରୀ ଅଧିକାରୀଙ୍କୁ ମାଡ ମାରିବା ଅଭିଯୋଗରେ ପରିବାର ସହ ଗିରଫ ହୋଇଛନ୍ତି ଘର ମାଲିକ। ଘଟଣା ଘଟିଛି ସୁନ୍ଦରଗଡ଼ ବିଜୟା ଟକିଜ୍ ନିକଟରେ। ବିଜୟା ଟକିଜ୍ ନିକଟରେ ରହୁଥିବା ଇନ୍ଦ୍ରମଣୀ ଖୁଣ୍ଟିଆ ତାଙ୍କ ଘରେ ରହୁଥିବା ଜଣେ ଭଡ଼ାଟିଆଙ୍କୁ ଘର ଖାଲି କରିବାକୁ କହିଥିଲେ। ହେଲେ କରୋନା ମହାମାରୀ ଯୋଗୁ ଘର ଖାଲି କରିବାକୁ ଭଡାଟିଆ ଅସମର୍ଥ ଥିଲେ। ଭଡ଼ାଟିଆଙ୍କ ପରିସ୍ଥିତି ନ ବୁଝି  ଘର ମାଲିକ […]

  • Saturday, 03 July 2021
sara
NCB ଅଫିସ୍‌ରେ ହାଜର ହେଲେ ଶ୍ରଦ୍ଧା, ସାରା

ମୁମ୍ବାଇ: NCB ଅଫିସ୍‌ରେ ପହଞ୍ଚିଲେ ଅଭିନେତ୍ରୀ ଶ୍ରଦ୍ଧା କପୁର ଓ ସାରା ଅଲ୍ଲୀ ଖାନ୍। ଏନସିବି ସମନ ପାଇଥିବା ସାରା ଅଲ୍ଲି ଖାନ ମଧ୍ୟ ଜେରା ପାଇଁ ହାଜର ହୋଇଛନ୍ତି। ବଲିଉଡ୍ ଡ୍ରଗ୍ସ ଲିଙ୍କ ମାମଲାରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଜେରା  ଏନସିବିର ୫ ଜଣିଆ ଟିମ୍ ଦୀପିକାଙ୍କୁ ଭାଇରାଲ ହ୍ବାଟ୍ସଅପ ଚାଟ୍ ସମ୍ପର୍କରେ ଗୁଡ଼େଇ ତୁଡେଇ ପ୍ରଶ୍ନ କରୁଛନ୍ତି। ମ୍ୟାନେଜର କରିସ୍ମାଙ୍କୁ ସେ କାହା ପାଇଁ ଡ୍ରଗ୍ସ ମାଗିଥିଲେ ? ଡ୍ରଗ୍ସ ସିଏ ନିଅନ୍ତି ନା […]

  • Saturday, 03 July 2021
maldip
ଭାରତର ବନ୍ଧୁ ବୋଲି ପୁଣି ଥରେ ପ୍ରମାଣିତ କଲା ମାଲଦୀପ

ନୂଆଦିଲ୍ଲୀ: ଭାରତର ଘନିଷ୍ଠ ବନ୍ଧୁ ବୋଲି ପୁଣିଥରେ ପ୍ରମାଣିତ କରିଛି ମାଲଦୀପ । ଚଳିତବର୍ଷ ପ୍ରାରମ୍ଭରେ ମାଲଦୀପ ଆଇଆଇସିରେ ଭାରତର ସାଥ ଦେବା ପରେ ଏବେ ସାର୍କ ବୈଠକରେ ପାକିସ୍ତାନର ଆଉ ଏକ  ଉଦ୍ୟମକୁ ବିଫଳ କରି ଦେଇଛି। ସାର୍କ ବିଦେଶ ମନ୍ତ୍ରୀଙ୍କ ବୈଠକରେ ପାକିସ୍ତାନ ପୁଣିଥରେ ଇସ୍‌ଲାମବାଦରେ ସାର୍କ ସମ୍ମିଳନୀ କରିବା ପ୍ରସଙ୍ଗ ଉଠାଇଥିଲା ଯାହା ମାଲଦୀପର ହସ୍ତକ୍ଷେପ ପରେ ରୋକା ଯାଇଥିଲା। ସୂଚନାଥାଉ କି, ୨୦୧୬ରେ ଏହି ସମ୍ମିଳନୀ ଇସ୍‌ଲାମବାଦରେ ହେବାର ଥିଲା। ହେଲେ […]

  • Saturday, 03 July 2021
1233
ଜାତିସଂଘରେ ପାକିସ୍ତାନ ଉପରେ ବର୍ଷିଲା ଭାରତ: କହିଲା- ‘ନିର୍ଲଜ ଦେଶ ହିଁ ଏଭଳି ମତ ରଖିପାରେ’

ନୂଆଦିଲ୍ଲୀ: ଜାତିସଂଘରେ ପାକିସ୍ତାନ ଆଭିମୂଖ୍ୟକୁ ଭାରତ ତୀବ୍ର ଭର୍ତ୍ସନା କରିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କାଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ବିରୋଧରେ ମିଛ, କପୋଳକଳ୍ପିତ ଓ ଦ୍ୱେଷ ଉଦ୍ରେକକାରୀ ତଥ୍ୟ ରଖିଛନ୍ତି ବୋଲି ଭାରତ କହିବା ସହ ଏଥିରୁ ନିବୃତ ରହିବାକୁ କହିଛି । ତେବେ କାଶ୍ମୀର ସମସ୍ୟାର ସମାଧାନ ପାଇଁ ଯଦି ପାକିସ୍ତାନ ଇଛୁକ, ତା ହେଲେ ନିଜ ଅକ୍ତିଆରରେ ରଖିଥିବା ପାକ୍ ଅଧିକୃତ କାଶ୍ମୀରକୁ ଛାଡ଼ି ଦେଉ ବୋଲି ଭାରତ କହିଛି […]

  • Saturday, 03 July 2021
kangana-ranawat
କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

ବେଙ୍ଗାଲୁରୁ: ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ନାଁରେ ଅପରାଧିକ ମାମଲା ରୁଜୁ ହୋଇଛି। କେରଳର ଟୁମ୍‌କୁର JMFCକୋର୍ଟରେ କ୍ରିମିନାଲ କେସ୍‌  ରୁଜୁ ହୋଇଛି। କେନ୍ଦ୍ର ସରକାରଙ୍କର ବିବାଦୀୟ କୃଷକ ବିଲ୍‌ ବିରୋଧରେ ବିକ୍ଷୋଭ କରୁଥିବା କୃଷକଙ୍କ ବିରୋଧରେ କଙ୍ଗନାଙ୍କ ଟ୍ୱିଟ୍‌କୁ ବିରୋଧରେ କୋର୍ଟରେ ଏପରି ମାମଲା କରାଯାଇଛି। ଏସମ୍ପର୍କିତ ଏକ ଟ୍ୱିଟ୍‌ରେ ବିକ୍ଷୋଭକାରୀ ଓ କୃଷକଙ୍କୁ ଉସ୍‌କାଉଥିବା ଲୋକଙ୍କୁ ‘ଆତଙ୍କବାଦୀ’ ବୋଲି କହିଥିଲେ କଙ୍ଗନା। ସେପ୍ଟେମ୍ବର ୨୦ ତାରିଖରେ ଏହି ଟ୍ୱିଟ୍ କରିଥିଲେ କଙ୍ଗନା ରାଣାୱତ। ଯାହାକୁ ନେଇ […]

  • Saturday, 03 July 2021
bjp-reshuffl
କେନ୍ଦ୍ର ବିଜେପିରେ ବଡ଼ଧରଣର ପରିବର୍ତ୍ତନ; କାହାକୁ କେଉଁ ଦାୟିତ୍ୱ ମିଳିଲା ଜାଣନ୍ତୁ

ନୂଆଦିଲ୍ଲୀ: କେନ୍ଦ୍ର ବିଜେପିର ବଡ଼ଧରଣର ପରିବର୍ତ୍ତନ ହୋଇଛି। ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ, ରମଣ ସିଂହ, ମୁକୁଲ ରଏ, ଅର୍ଣ୍ଣପୂର୍ଣ୍ଣା ଦେବୀ ଏବଂ ବୈଜୟନ୍ତ ପଣ୍ଡାକୁ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ସେହିଭଳି ବେଙ୍ଗାଲୁରରୁ ପ୍ରଥମଥର ପାଇଁ ଲୋକସଭାକୁ ନିର୍ବାଚିଚ ହୋଇଥିବା ଯୁବ ସାଂସଦ ତେଜସ୍ୱୀ ସୁର୍ଯ୍ୟାଙ୍କୁ ବିଜେପି ଯୁବ ମୋର୍ଚ୍ଚା(BJYM)ର ସଭାପତି ଭାବେ ନିଯୁକ୍ତି ମିଳିଛି। ତା ସହିତ ରାଧା ମୋହନ ସିଂହ, ରେଖା ବର୍ମା, ଭାରତୀ ବେନ ଶିୟାଲ,ଡିକେ ଅରୁନ, ଡ. […]

  • Saturday, 03 July 2021