• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

rafael
ଆସନ୍ତାକାଲି ବାୟୁସେନାରେ ସାମିଲ୍‌ ହେବ ରାଫେଲ୍

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ଗୁରୁବାର ବିଧିବଦ୍ଧ ଭାବେ ବାୟୁସେନାରେ ସାମିଲ ହେବ ଲଢୁଆ ଯୁଦ୍ଧ ବିମାନ ରାଫେଲ୍। ବାୟୁସେନାର ସେଭେଣ୍ଟିନ୍ ସ୍କ୍ୱାଡର୍ନରେ ସାମିଲ ହେବ ଏହି ଏୟାରକ୍ରାଫ୍ଟ। ଅମ୍ବାଲା ଏୟାରବେସରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଗତ ଜୁଲାଇ ୨୭ ତାରିଖରେ ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସରୁ ୫ଟି ରାଫେଲ ଜେଟ୍ ହରିଆଣାର ଅମ୍ବାଲା ଏୟାରବେସରେ ପହଞ୍ଚିଥିଲା। […]

  • Sunday, 04 July 2021
naveen-nitish
ନବୀନଙ୍କ ସମର୍ଥନ ଲୋଡ଼ିଲେ ନୀତିଶ

ଭୁବନେଶ୍ୱର/ପାଟନା: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପୂର୍ବରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଫୋନ୍ ଯୋଗେ କଥା ହୋଇଛନ୍ତି। ନିର୍ବାଚନରେ ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରିବା ଲାଗି ନୀତିଶ କୁମାର, ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି। ଫୋନ୍ ବାର୍ତ୍ତାଳାପ ବେଳେ ନୀତିଶ କହିଛନ୍ତି ଯେ, ତାଙ୍କ ଦଳ ପକ୍ଷରୁ ହରିବଂଶ ନାରାୟଣ ସିଂହଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ କରାଯାଇଛି। ତେଣୁ […]

  • Sunday, 04 July 2021
lizard
ଜବତ ହେଲା ବିରଳ ପ୍ରଜାତିର ଝିଟିପିଟି, ଦାମ୍‌ ଶୁଣିଲେ ହୋସ୍‌ ଉଡ଼ିଯିବ

ନୂଆଦିଲ୍ଲୀ:ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଭାରତ-ବାଂଲାଦେଶ ସୀମାରେ ଏକ ବିରଳ ପ୍ରଜାତିର ଝିଟିପିଟି ଜବତ କରାଯାଇଛି । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ, ଝିଟିପିଟି ପୁଣି ବିରଳ ପ୍ରଜାତିର କ’ଣ ? ହଁ, ଏହି ଝିଟିପିଟି ବିରଳ ପ୍ରଜାତିର ଏବଂ ଦୁର୍ମୂଲ୍ୟ । ହଜାର ବା ଲକ୍ଷ ନୁହେଁ, କୋଟି କୋଟି ଟଙ୍କା ଏହାର ଦାମ୍‌ । ଏହି ବିରଳ ପ୍ରଜାତି ଝିଟିପିଟିର ନାମ ଟୋକେ ଗେକୋ(Tokay Gecko) । ବିଏସ୍‌‌ଏଫ ଜବାନ ୧୪ଟି ଏହି ବିରଳ […]

  • Sunday, 04 July 2021
rafel-1
ବାୟୁସେନାରେ ସାମିଲ ହେଲା 'ରାଫେଲ'

ନୂଆଦିଲ୍ଲ: ପୂର୍ବ ଲଦାଖ ଅଞ୍ଚଳରେ ସୀମା ବିବାଦକୁ ନେଇ ଚୀନ-ଭାରତ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଏପରି ପରିସ୍ଥିତିରେ ରାଫେଲ ଯୁଦ୍ଧ ବିମାନକୁ ବାୟୁସେନାରେ ସାମିଲ କରାଯାଇଛି। ୫ଟି ରାଫେଲ ଲଢୁଆ ଯୁଦ୍ଧ ବିମାନକୁ ଗୁରୁବାର ହରିୟାଣାର ଅମ୍ବାଲା ଏୟାରବେସରେ ଔପଚାରିକ ଭାବେ ବାୟୁସେନାର ଏକ ସ୍ୱତନ୍ତ୍ର ଉତ୍ସବରେ ସାମିଲ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଫ୍ରାନ୍ସ ପ୍ରତିରକ୍ଷା ଫ୍ଲୋରେନ୍ସ ପାର୍ଲେ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ସିଡିଏସ୍‌ ବିପିନ୍‌ ରାୱତ ଓ ବାୟୁସେନା ମୁଖ୍ୟ […]

  • Sunday, 04 July 2021
ପରେଶ ରାୱଲ ହେଲେ ନ୍ୟାଶନାଲ୍‌ ସ୍କୁଲ୍ ଅଫ୍ ଡ୍ରାମାର ଅଧ୍ୟକ୍ଷ

ନୂଆଦିଲ୍ଲୀ: ଜଣାଶୁଣା ଅଭିନେତା ଓ ବିଜେପି ନେତା ପରେଶ ରାୱଲଙ୍କୁ ନ୍ୟାଶନାଲ୍ ସ୍କୁଲ୍ ଅଫ୍ ଡ୍ରାମାର (NSD) ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଖୋଦ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପରେଶ ରାୱଲଙ୍କୁ ଏହି ପଦବୀରେ ନିଯୁକ୍ତି ଦେଇଛନ୍ତି। ବିଶେଷ କଥା ହେଉଛି, ପରେଶ ରାୱଲ ଏହି ଇନଷ୍ଟିଚ୍ୟୁଟରୁ ଅଧ୍ୟୟନ କରିସାରିଛନ୍ତି। ବିଜେପିର ପୂର୍ବତନ ଲୋକସଭା ସାଂସଦ ପରେଶ ରାୱଲ ଏବେ ରାଜସ୍ଥାନର ପ୍ରଖ୍ୟାତ କବି ଅର୍ଜୁନ ଦେବ ଚରଣଙ୍କ ସ୍ଥାନ ନେବେ। ଅର୍ଜୁନ ଦେବ ୨୦୧୮ରୁ […]

  • Sunday, 04 July 2021
riya
ଶୁକ୍ରବାରକୁ ଘୁଞ୍ଚିଲା ରିୟାଙ୍କ ଜାମିନ୍ ଆବେଦନର ଶୁଣାଣି

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ଯୁ ମାମଲାରେ ଡ୍ରଗ୍ସ ଲିଙ୍କରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଶୁଣାଣି ଆସନ୍ତାକାଲିକୁ ଘୁଞ୍ଚିଛି। ଫଳରେ ରିୟା ଆଜି ମଧ୍ୟ ମୁମ୍ବାଇର ବାଏକୁଲା ଜେଲରେ ରାତି କାଟିବେ। ରିୟାଙ୍କ ସହ ତାଙ୍କ ଭାଇ ସୋୱିକ୍ ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ପୂର୍ବତନ ହାଉସ୍ ମ୍ୟାନେଜର ସାମୁଏଲ ମିରାଣ୍ଡା, ଡ୍ରଗ୍ସ ଲିଙ୍କରେ ଗିରଫ ହୋଇଥିବା ଅନ୍ୟ ୩ ଅଭିଯୁକ୍ତ ଅବ୍ଦୁଲ ବସିତ, ଜାଏଦ ଭିଲାତ୍ରା ଓ ଦୀପେଶ ସାୱନ୍ତଙ୍କ ଜାମିନ ଶୁଣାଣି ଆସନ୍ତାକାଲିକୁ […]

  • Sunday, 04 July 2021
results
JEE Main 2020: ଆଜି ବାହାରି ପାରେ ରେଜଲ୍ଟ

ନୂଆଦିଲ୍ଲୀ: ଆଜି ବାହାରି ପାରେ JEE (Main)ରେଜଲ୍ଟ। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି(NTA) ଦ୍ୱାରା ପରିଚାଳିତ ଏହି ପରୀକ୍ଷାର ରେଜଲ୍ଟ ଆଜି ବାହାରିବ ବୋଲି ଆଶା କରାଯାଉଛି। ଛାତ୍ରଛାତ୍ରୀମାନେ jeemain,nta.nic.in ୱେବ୍‌ସାଇଟ୍‌କୁ ଯାଇ ରେଜଲ୍ଟ ଜାଣିପାରିବେ। (JEE) Main ରେଜଲ୍ଟ ବାହାରିବାର ଗୋଟିଏ ଦିନ ପରେ JEE (Advanced) ରେଜଲ୍ଟ ବାହାରିପାରେ। ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନେ NIT, IIIT ସମେତ ଅନ୍ୟ ଶିକ୍ଷାନୁଷ୍ଠାନରେ ଆଡମିଶନ୍ ପ୍ରକ୍ରିୟାରେ ଭାଗ ନେଇପାରିବେ। ଲକ୍‌ଡାଉନ୍‌ ଯୋଗୁ ପରୀକ୍ଷା ବାତିଲ ହୋଇଥିଲା। ତେବେ […]

  • Sunday, 04 July 2021
akshay kumar
ପ୍ରତ୍ୟେକ ଦିନ ଗୋମୂତ୍ର ପିଅନ୍ତି ଅକ୍ଷୟ କୁମାର, LIVE ଚାଟ୍‌ ବେଳେ ହେଲା ଖୁଲାସା

ମୁମ୍ବାଇ: ବଲିଉଡ୍‌ ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ଫିଟ୍‌ନେସ୍‌କୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି। କାରଣ ୫୩ ବର୍ଷ ବୟସରେ ବି ସେ ପୂରାପୂରି ଫିଟ୍‌ ଦେଖାଯାଉଛନ୍ତି। ଫିଟ୍‌ନେସ୍‌କୁ ନେଇ ଅକ୍ଷୟ ମଧ୍ୟ ସବୁବେଳେ ସତର୍କ ଥାଆନ୍ତି। ଏସବୁ ଭିତରେ ତାଙ୍କର ଫିଟ୍‌ନେସ୍‌କୁ ନେଇ ଏକ ରାଜ୍‌ ଏବେ ସାମ୍ନାକୁ ଆସିଛି। ପ୍ରତ୍ୟେକ ଦିନ ଅକ୍ଷୟ ଗୋମୂତ୍ର ପିଅନ୍ତି। ଏକ ଲାଇଭ୍‌ ଚାଟ୍‌ ସମୟରେ ଏଭଳି କିଛି ଖୁଲାସା କରିଛନ୍ତି ନିଜେ ଅକ୍ଷୟ। ଆୟୁର୍ବେଦିକ କାରଣ ଯୋଗୁ […]

  • Sunday, 04 July 2021
china-bhrt
ସୀମା ବିବାଦରେ ପୂର୍ଣ୍ଣଛେଦ ପକାଇବାକୁ ଭାରତ-ଚୀନ୍ ଉଦ୍ୟମ ଜାରି

ନୂଆଦିଲ୍ଲୀ: ଦୀର୍ଘ ୪ ମାସର ବିବାଦ ପରେ ଭାରତ ଓ ଚୀନ୍ ଏଥିରେ ପୂର୍ଣ୍ଣଛେଦ ପକାଇବାକୁ  ଉଦ୍ୟମ କରିଛନ୍ତି । ଏଥିଲାଗି ପଞ୍ଚସୂତ୍ରୀ ସହମତି ପ୍ରକାଶ କରିଛନ୍ତି ଦୁଇ ଦେଶ । ରୁଷର ମସ୍କୋରେ ଅନୁଷ୍ଠିତ ଏସିିଓ ବୈଦେଶିକ ବ୍ୟାପାର ମନ୍ତ୍ରୀସ୍ତରୀୟ ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଓ ଚୀନ୍ ପ୍ରତିପକ୍ଷ ଓ୍ୱାଙ୍ଗ ୟି ଦୁଇ ଘଣ୍ଟା ଧରି ଆଲୋଚନା କରି ସୀମାରେ ଦେଖାଦେଇଥିବା ଉତ୍ତେଜନା ହ୍ରାସ କରିବାକୁ ପଞ୍ଚସୂତ୍ରୀ ସହମତି ପ୍ରକାଶ କରିଛନ୍ତି। […]

  • Sunday, 04 July 2021