• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

dinosaur
ହଜାର ବର୍ଷ ତଳେ ଡାଇନୋସର ବି ହୋଇଥିଲେ କ୍ୟାନ‌ସରର ଶୀକାର

ୱାଶିଂଟନ: କ୍ୟାନସର ପରି ବିପଜ୍ଜନକ ରୋଗରୁ ଏ ପର୍ଯ୍ୟନ୍ତ ମଣିଷକୁ ମୁକ୍ତି ମିଳିନି। ପ୍ରାରମ୍ଭିକ ପର୍ଯ୍ୟାୟରେ ଯଦି ଜଣା ପଡି ଯାଏ ତେବେ ଭଲ ହୋଇଯିବାର ସମ୍ଭାବନା ରହିଛି। ନଚେତ୍ ଏହା ମାରାତ୍ମକ ହୋଇପାରେ। କ୍ୟାନସର ପରି ରୋଗ ଯେ କୌଣସି ବ୍ୟକ୍ତିଙ୍କୁ ହୋଇପାରେ। କାରଣ ଏହା ଜଣେ ମଣିଷର ଖାଦ୍ୟପେୟ ଉପରେ ନିର୍ଭର କରିଥାଏ। ତେବେ କ୍ୟାନସରକୁ ନେଇ ଏକ ଆଶ୍ଚର୍ଯ୍ୟ ଜନକ ତଥ୍ୟ ସାମ୍ନାକୁ ଆସିଛି। କ୍ୟାନସର ଏଇ କେତେ ବର୍ଷର ରୋଗ ନୁହେଁ। […]

  • Sunday, 04 July 2021
Odisha Weather Update
Odisha Weather Update: ୧୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ୪ରୁ ୫ ଦିନ ଯାଏ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏ ନେଇ ୧୬ ଜିଲ୍ଲାକୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ରାୟଗଡ଼ା, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା ଏବଂ ବୌଦ୍ଧ। ଏ […]

border
୪୫ ବର୍ଷ ପରେ ଭାରତ-ଚୀନ୍ ସୀମାରେ ଗୁଳିମାଡ଼!

ନୂଆଦିଲ୍ଲୀ: ଏଲ୍ଏସିରେ ଭାରତ ଓ ଚୀନ୍ ମଧ୍ୟ ଲଗାତର ସ୍ଥିତି ଖରାପ ହେବାରେ ଲାଗିଛି। ପ୍ରାୟ ତିନିମାସ ଧରି ଲଦାଖରେ ଭାରତ ଓ ଚୀନ୍ ମଧ୍ୟରେ ହୋଇଥିବା ଉତ୍ତେଚନା ଥମିବାର ନାଁ ନେଉନାହିଁ। ସୋମବାର ବିଳମ୍ବିତ ରାତିରେ ପାଙ୍ଗଙ୍ଗ ଅଞ୍ଚଳରେ ଏଲଏସି ନିକଟରେ ଭାରତ ଓ ଚୀନ୍ ସେନା ମଧ୍ୟରେ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି। ଦକ୍ଷିଣ ପାଙ୍ଗଙ୍ଗ ଅଂଚଳରେ ଚୀନ ସେନା ଅନୁପ୍ରବେଶ ଉଦ୍ୟମ କରୁଥିବାବେଳେ ଭାରତ ସେନା ଏହାର କଡ଼ା ଜବାବ ଦେଇଥିଲା। ଭାରତୀୟ […]

  • Sunday, 04 July 2021
riya
ଗିରଫ ହେଲେ ରିୟା ଚକ୍ରବର୍ତ୍ତି

ମୁମ୍ବାଇ: ଶେଷରେ ଯାହା ଆଶଙ୍କା କରାଯାଉଥିଲା, ସେୟା ଘଟିଲା। ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତି ଗିରଫ ହୋଇଛନ୍ତି। ତିନିଦିନର ମାରାଥନ ଜେରା ପରେ ଆଜି ରିୟାଙ୍କୁ ଗିରଫ କରିଛି ନାର୍କୋଟିସ୍ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି)। ରିୟାଙ୍କ ବିରୋଧରେ ଡ୍ରଗ୍ସ ନେବା ସହ ଆଉ କିଛି ଗୁରୁତର ଅଭିଯୋଗ ଆସିଥିଲା, ଯେଉଁ ମାମଲାରେ ଏନସିବି ତାଙ୍କୁ ଲଗାତର ଜେରା କରିଆସୁଥିଲା। ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ରିୟାଙ୍କ ଗିରଫଦାରୀକୁ ନେଇ ପ୍ରଶଂସକ ଦୀର୍ଘ ଦିନ ଧରି ଅପେକ୍ଷା […]

  • Sunday, 04 July 2021
rhea 11
ରିମାଣ୍ଡରେ ଯାଇନପାରନ୍ତି ରିୟା

ମୁମ୍ବାଇ(ସୁରେଶ ଦାଶ): ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ନାର୍କୋଟିସ୍ କଣ୍ଟ୍ରୋଲ୍ ବ୍ୟୁରୋ (NCB) ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ତିନି ଦିନର ମାରାଥନ ଜେରା ପରେ ଆଜି ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ NCB ଗିରଫ କରିଛି। ରିୟାଙ୍କ ବିରୋଧରେ ଡ୍ରଗ୍ସ ନେବା ସହ ଆଉ କିଛି ଗୁରୁତର ଅଭିଯୋଗ ଆସିଥିଲା, ଯେଉଁ ମାମଲାରେ ଏନସିବି ତାଙ୍କୁ ଲଗାତର ଜେରା କରି ଆସୁଥିଲା। ଅଧିକ ପଚରାଉଚରା ପାଇଁ NCB […]

  • Sunday, 04 July 2021
indo-china
ପୁଣି ଚୀନ୍‌‌କୁ ଝଟ୍‌‌କା: ଚୀନ କମ୍ପାନୀକୁ ଅଯୋଗ୍ୟ ଘୋଷିତ କଲା NHAI

ନୂଆଦିଲ୍ଲୀ:ଭାରତ ଏବଂ ଚୀନ ମଧ୍ୟରେ ଦେଖା ଦେଇଥିବା ସୀମା ବିବାଦକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ ଅଧିକାରୀ (National Highway Authority of India) ଚୀନର ଏକ କମ୍ପାନୀକୁ ଅଯୋଗ୍ୟ ଘୋଷିତ କରି ଦେଇଛନ୍ତି । ପଶ୍ଚିମବଙ୍ଗର ଗଙ୍ଗା ନଦୀ ଉପରେ ନିର୍ମାଣାଧୀନ ଏକ ପୋଲର ଗାର୍ଡର ଭାଙ୍ଗିବା ଘଟଣାରେ ଏହି କମ୍ପାନୀର ସଂପୃକ୍ତି ଥିବା ଲକ୍ଷ୍ୟ କରି ଏପରି ନିଷ୍ପତ୍ତି ନିଆଯାଇଛି । ଆଗାମୀ ୩ ବର୍ଷ ପାଇଁ NHAI ର କୌଣସି […]

  • Sunday, 04 July 2021
rape
ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ: ବ୍ଲାକମେଲ୍‌ କରି ଟଙ୍କା ଆଦାୟ ଥିଲା ଉଦ୍ଦେଶ୍ୟ !

ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା ପଛର ସତ କ’ଣ ? କ’ଣ ପାଇଁ ନିଜ ନାବାଳିକା ଝିଅକୁ ନେଇ ଏଭଳି ଅଭିଯୋଗ ଆଣିଲେ ଜନୈକ ମହିଳା ? ଓଟିଭି କର୍ତ୍ତୃପକ୍ଷଙ୍କୁ ବ୍ଲାକମେଲ୍‌ କରି ଟଙ୍କା ଆଦାୟ ମହିଳାଙ୍କର ଉଦ୍ଦେଶ୍ଯ ଥିଲା ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଓଟିଭିର ଆଭ୍ଯନ୍ତରୀଣ କମିଟି ପକ୍ଷରୁ କରାଯାଇଥିବା ପ୍ରାଥମିକ ତଦନ୍ତ ସଂପର୍କିତ ସମସ୍ତ ତଥ୍ଯ ମଧ୍ୟ ପୋଲିସକୁ ଦିଆଯାଇଛି। ସୂଚନା ଅନୁଯାୟୀ, ଅଭିଯୋଗ ଆଣିଥିବା ନାବାଳିକାଙ୍କ ମା […]

  • Sunday, 04 July 2021
mugal garden
ସଜେଇ ହେଉଛି ମୋଗଲ ଗାର୍ଡେନ

ଶ୍ରୀନଗର: ଲକ୍ ଡାଉନ୍ ହଟିବା ପରେ ସ୍ବାଭାବିକ ହେଉଛି ଜୀବନଯାତ୍ରା। ଜାମ୍ମୁ ଓ କାଶ୍ମୀରରେ ଥିବା ମୋଗଲ ଗର୍ଡେନକୁ ଏବେ ସୁନ୍ଦର ଭାବେ ସଜା ଗଲାଣି ପର୍ଯ୍ୟଟକଙ୍କ ପାଇଁ। ପ୍ରଶାସନ ପକ୍ଷରୁ ଚାଲିଛି ଜୋରଦାର ପ୍ରସ୍ତୁତି । ତା ଛଡ଼ା ବିଶ୍ୱ ଐତିହ୍ୟରେ କିପରି ମୋଗଲ ଗାର୍ଡେନ ସ୍ଥାନ ପାଇବ ସେଥିଲାଗି ମଧ୍ୟ କରାଯାଉଛି ଉଦ୍ୟମ । ଧୀରେ ଧୀରେ ସ୍ବାଭାବିକ ହେଉଛି ଭାରତର ଭୂସ୍ବର୍ଗ କୁହାଯାଉଥିବା କାଶ୍ମୀର ସହର। କରୋନା କଟକଣା ପ୍ରତ୍ୟାହାର ହେବା ପରେ […]

  • Sunday, 04 July 2021
suspects terrorists arrested
ଜବାହର ଟନେଲ୍ ନିକଟରୁ ୨ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ; ରାଇଫଲ୍‌, IED ବକ୍ସ ଜବତ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀର କୁଲ୍‌ଗାମ ଜିଲ୍ଲାରେ ଥିବା ଜବାହର ଟନେଲ୍‌(ସୁଡ଼ଙ୍ଗ) ନିକଟରୁ ୨ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ଗିରଫ କରିଛନ୍ତି। ଗୁଇନ୍ଦା ସୂଚନା ମିଳିବା ପରେ, ଗତକାଲି ମଧ୍ୟରାତ୍ରରେ ଜାମ୍ମୁରୁ ଶ୍ରୀନଗର ଆସୁଥିବା ଗୋଟିଏ ଟ୍ରକ୍‌କୁ ରାଜ୍ୟ ପୋଲିସ ଓ ସୁରକ୍ଷାକର୍ମୀମାନେ ଜବାହର ସୁଡ଼ଙ୍ଗ ନିକଟରେ ଅଟକାଇଥିଲେ। ଏହାସହ ଟ୍ରକ୍‌ ଡ୍ରାଇଭର ଓ ଏଥିରେ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖିଥିଲା। ସେମାନଙ୍କୁ ଜେରା କରିବାରୁ ଉଭୟେ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀ ବୋଲି […]

  • Sunday, 04 July 2021
china
ଭାରତ-ଚୀନ୍ ସୀମାରେ କାହିଁକି ଫୁଟିଲା ଗୁଳି ? ସାମ୍ନାକୁ ଆସିଲା ଚିତ୍ର

ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମା ଏଲ୍ଏସିରେ ଗୁଳି ଫୁଟିବା ପରେ ସାମ୍ନାକୁ ଆସିଛି ଘଟଣା ପଛର ଚିତ୍ର ।ସଶସ୍ତ୍ର ହତିଆର ସହ ଭାରତୀୟ ପୋଷ୍ଟ ଆଡ଼କୁ ଚୀନ୍ ସେନା ମାଡି ଆସୁଥିବାର ଫଟୋ ସାମ୍ନାକୁ ଆସିଛି । ମିଡ଼ିଆରେ ଜାରି ଫଟୋରୁ ଜଣା ଯାଇଛି,  ପିଏଲ୍ଏର ପ୍ରତ୍ୟକ ସୈନିକ ହାତରେ ଅସ୍ତ୍ରଶସ୍ତ୍ର ଧରିଛନ୍ତି । ପ୍ରାୟ ୫୦ରୁ ଅଧିକ ଚୀନ୍ ସୈନିକ ହାତରେ ଲୁହା ରଡ୍, ବାର୍ଛା, ତେଣ୍ଟା ଧରି ଭାରତୀୟ ପୋଷ୍ଟ ଆଡକୁ ଆସୁଛନ୍ତି ଏଥିରୁ ଅନୁମାନ […]

  • Sunday, 04 July 2021
sahid-1
ସହିଦ ବାପାଙ୍କ ଶେଷ ଦର୍ଶନ ପାଇଁ ଚାହିଁ ବସିଛି ୭ ମାସର ପୁଅ

ନୂଆଦିଲ୍ଲୀ: ଦେଶକୁ ସୁରକ୍ଷା ଯୋଗାଉ ଯୋଗାଉ ଟଳି ପଡ଼ିଥିଲେ ଯବାନ ଭୂପିନ୍ଦର ଚୌହାନ । ସହୀଦ ଭୂପିନ୍ଦରଙ୍କ ମରଶରୀର ତାଙ୍କ ଜନ୍ମମାଟିରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ରାଜକୀୟ ସମ୍ମାନର ସହ ତାଙ୍କର ଅନ୍ତମ ସଂସ୍କାର କରାଯିବ । ଅନ୍ତିମ ଯାତ୍ରାରେ ହଜାର ହଜାର ଲୋକ ପହଞ୍ଚୁଛନ୍ତି । ପ୍ରଶାସନିକ ଅଧିକାରୀଙ୍କ ସହିତ ଯବାନ ଏବଂ ଲୋକ ପ୍ରତିନିଧି ମଧ୍ୟ ପହଞ୍ଚିଛନ୍ତି । ସୂଚନାଥାଉ କି, ଚରଖି ଦାଦରୀ ଜିଲ୍ଲାର ବାସ୍‌ ଗ୍ରାମର […]

  • Sunday, 04 July 2021
Cloudy sky
ଆସୁଛି ଆଉ ଏକ ଲଘୁଚାପ

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ପଶ୍ଚିମ-କେନ୍ଦ୍ର ବଙ୍ଗୋପସାଗରର ଆନ୍ଧ୍ର ଉପକୂଳରେ ଆସନ୍ତା ୧୩ ତାରିଖ ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଲଘୁଚାପ ଦକ୍ଷିଣ ଓଡ଼ିଶାରେ ପ୍ରଭାବ ପକାଇବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ସୂଚନାଥାଉ କି, ନିକଟରେ ଲଗାତାର ୩ଟି ଲଘୁଚାପ ସୃଷ୍ଟି ହେବା ଫଳରେ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା।

  • Sunday, 04 July 2021
kan
ମୁମ୍ବାଇରେ ପହଞ୍ଚିଲେ କଙ୍ଗନା ରଣାୱତ

bollywood Actress Kangana Ranaut arrives at Mumbai's Chhatrapati Shivaji Maharaj International Airport

  • Sunday, 04 July 2021
kangna1
'ଉଦ୍ଧବ, ଆଜି ମୋ ଘର ଭାଙ୍ଗିଛ, କାଲି ତୁମ ଗର୍ବ ଭାଙ୍ଗିବ'

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ମୁମ୍ବାଇରେ ପହଞ୍ଚିବା ମାତ୍ରକେ ନିଜର ଦମ୍ ଦେଖାଇଛନ୍ତି। କଙ୍ଗନା ନିଜର ଅଫିସିଆଲ୍ ଟୁଇଟର୍ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନାଁ ନେଇ ତାଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି। କଙ୍ଗନା କହିଛନ୍ତି, ଉଦ୍ଧବ ଠାକରେ ତୁମକୁ କ’ଣ ଲାଗୁଛି, ତୁମେ ଫିଲ୍ମ ମାଫିଆଙ୍କ ସହ ମିଶି ମୋ ଘର ଭାଙ୍ଗି ମୋ’ଠାରୁ ବହୁତ ବଡ଼ ପ୍ରତିଶୋଧ ନେଇଛ। ଆଜି ତୁମେ ମୋ ଘର ଭାଙ୍ଗିଛ, […]

  • Sunday, 04 July 2021
ladakh
ଭାରତୀୟ ସେନାଙ୍କୁ ଧନ୍ୟବାଦ ଦେଲେ ଚୀନ ଅଧିକାରୀ; କାହିଁକି ଜାଣନ୍ତି ?

ନୂଆଦିଲ୍ଲୀ:ପୂର୍ବ ଲଦାଖର ଏଲଏସିରେ ଭାରତ-ଚୀନ୍‌ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଲାଗି ରହିଥିବାବେଳେ ଭାରତ କିନ୍ତୁ ବନ୍ଧୁତାର ହାତ ଛାଡ଼ିନି । ମଙ୍ଗଳବାର ଅରୁଣାଚଳ ପ୍ରଦେଶ ସୀମାରେ ଚୀନ ପଟୁ ପଶି ଆସିଥିବା ୧୩ଟି  ୟାକ୍‌‌ ଏବଂ ୪ଟି ଶାବକଙ୍କୁ ଫେରାଇ ଦେଇଛି । ଏମାନେ ସମସ୍ତେ ଏଲଏସି ପାର ହୋଇ ଅରୁଣାଚଳ ପ୍ରଦେଶକୁ ପଶି ଆସିଥିଲେ । ଭାରତୀୟ ସେନା ପକ୍ଷରୁ ଏ ନେଇ ସୂଚନା ଦିଆଯାଇ କୁହାଯାଇଛି, ଚୀନ ପଟୁ ପଶି ଆସିଥିବା ୟାକମାନଙ୍କୁ ଫେରାଇ […]

  • Sunday, 04 July 2021
trump
ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପ୍‌ଙ୍କ ନାଁ ସୁପାରିସ୍

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାଁ ୨୦୨୧ର ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଇସ୍ରାଏଲ୍ ଓ ୟୁଏଇ ମଧ୍ୟରେ ଐତିହାସିକ ଶାନ୍ତି ବୁଝାମଣା କରାଇବାରେ ମୁଖ୍ୟ ସୂତ୍ରଧର ଲାଗି ଟ୍ରମ୍ପଙ୍କୁ ମନୋନୀତ କରାଯାଇଛି। ନରୱେର ସଂସଦ ଖ୍ରୀଷ୍ଟିଆନ୍ ଟାଇବ୍ରିଙ୍ଗ୍-ଗଜେଡ୍, ଟ୍ରମ୍ପଙ୍କ ନାଁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଟାଇବ୍ରିଙ୍ଗ୍-ଗଜେଡ୍ କହିଛନ୍ତି, ବିଶ୍ୱରେ ଶାନ୍ତି ସ୍ଥାପନ ପାଇଁ ଆମେରିକାର ରାଷ୍ଟ୍ରପତିଙ୍କ ପ୍ରୟାସ ପ୍ରଶଂସାଯୋଗ୍ୟ। ଟ୍ରମ୍ପ କେବଳ ଇସ୍ରାଏଲ୍ ଓ ୟୁଏଇ ମଧ୍ୟରେ ଶାନ୍ତିର […]

  • Sunday, 04 July 2021
kangna11
କଙ୍ଗନାଙ୍କୁ ସମର୍ଥନ କଲେ ସୁଶାନ୍ତଙ୍କ ପୂର୍ବତନ ଗାର୍ଲଫ୍ରେଣ୍ଡ ଅଙ୍କିତା

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଖୋଲାଖୋଲି ନିଜର ମତ ଉପସ୍ଥାପନା କରୁଥିବା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଏବେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ସମର୍ଥନ କରିଛନ୍ତି। ଅଙ୍କିତା କଙ୍ଗନାଙ୍କ ଫିଲ୍ମ ‘ମଣିକର୍ଣ୍ଣିକା’ର ଏକ ଫଟୋ ଶେଆର୍ କରିଛନ୍ତି। ଏଥିରେ କଙ୍ଗନା ଝାନସୀର ରାଣୀ ଲୁକରେ ନଜର ଆସୁଛନ୍ତି। ଏହି ଫଟୋ ଶେଆର୍ କରି ଅଙ୍କିତା ଲେଖିଛନ୍ତି, ‘ବ୍ରେଭ୍ ହାର୍ଟ, ଆପଣଙ୍କୁ ଆହୁରି ଶକ୍ତି ଓ ଭଲପାଇବା ମିଳୁ।’   View this post on […]

  • Sunday, 04 July 2021