• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

dilip
ଦିଲ୍ଲୀପ କୁମାରଙ୍କର ଆଉ ଜଣେ ସାନ ଭାଇଙ୍କର ଦେହାନ୍ତ

ମୁମ୍ବାଇ: ଭେଟେରାନ୍ ଅଭିନେତା ଦିଲୀପ କୁମାରଙ୍କ ସାନ ଭାଇ ଏହସାନ୍ ଖାନଙ୍କର ଆଜି ପରଲୋକ ହୋଇଛି। ୯୨ ବର୍ଷୀୟ ଏହସାନ୍ କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ ଏବଂ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। କିନ୍ତୁ ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। Dilip Saab’s youngest brother Ehsan Khan, passed away few hours ago. Earlier, youngest brother, Aslam had passed away. We are from God […]

  • Sunday, 04 July 2021
mo
ମୋଦିଙ୍କ ଦାନ ୧୦୩ କୋଟି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ କାମ ପାଇଁ ଏପର୍ଯ୍ୟନ୍ତ ଦାନ କରିଛନ୍ତି ୧୦୩ କୋଟି ଟଙ୍କା। ଯେଉଁଥିରେ ବାଳିକା ଶିକ୍ଷାଠାରୁ ଆରମ୍ଭ କରି ଗଙ୍ଗା ସଫେଇ ଏବଂ କରୋନା ବିରୋଧରେ ଲଢ଼େଇ ପାଇଁ ଗଠନ ହୋଇଥିବା ପିଏମ୍ ମୋଦି କେୟାର ଫଣ୍ଡ୍ ସାମିଲ୍‌ ଅଛି। ପ୍ରଧାନମନ୍ତ୍ରୀ ମୋଦି ନିଜକୁ ମିଳିଥିବା ଉପହାରର ନିଲାମ ଏବଂ ସଞ୍ଚିତ ଅର୍ଥରୁ ଏହି ଟଙ୍କାର ଯୋଗାଡ଼ କରିଥିବା ସୂଚନା ମିଳିଛି। ଶେଷଥର ପାଇଁ ମୋଦି ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ୨.୨୫ […]

  • Sunday, 04 July 2021
geo
୧୧୮ଆପ୍ସ ବ୍ୟାନକୁ ଚୀନ୍‌ର ଦୃଢ଼ ବିରୋଧ

ନୂଆଦିଲ୍ଲୀ: ଭାରତ ଗତକାଲି ବ୍ୟାନ କରିଥିବା ୧୧୮ଟି ଚାଇନିଜ୍ ମୋବାଇଲ ଆପ୍ସକୁ ଚୀନ୍ ସରକାର ଜୋରଦାର ବିରୋଧ କରିଛନ୍ତି। ସାମ୍ୱାଦିକ ସମ୍ମିଳନୀ କରି ଚୀନ୍‌ର ବାଣିଜ୍ୟିକ ମନ୍ତ୍ରଣାଳୟ ଭାରତର ଏଭଳି ନିଷ୍ପତ୍ତିକୁ ଦୃଢ଼ ବିରୋଧ କରାଯିବ ବୋଲି ପ୍ରକାଶ କରିଛି। ଭାରତ ଚାଇନିଜ ନିବେଶକାରୀ ଏବଂ ସେବା ପ୍ରଦାନକାରୀଙ୍କ ଆଇନଗତ ଅଧିକାରକୁ ଭଙ୍ଗ କରୁଛି। ଚୀନ୍ ପକ୍ଷରୁ ଭାରତକୁ ଏହାର ଭୁଲ ସୁଧାରିବାକୁ ଚୀନର ବାଣିଜ୍ୟିକ ମନ୍ତ୍ରଣାଳୟର ମୁଖପାତ୍ର ଗାଓ ଫେଙ୍ଗ କହିଛନ୍ତି। ଏହି ପଦକ୍ଷେପକୁ ପୁନର୍ବିଚାର […]

  • Sunday, 04 July 2021
knagana1
କଙ୍ଗନା କହିଲେ, 'ପାକ୍ ଅଧିକୃତ କାଶ୍ମୀର ଭଳି ଲାଗୁଛି ମୁମ୍ବାଇ'

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ ଇଣ୍ଡଷ୍ଟ୍ରୀରେ ନେପୋଟିଜମ୍ ଓ ଡ୍ରଗ୍ସ ଲିଙ୍କକୁ ନେଇ ଲଗାତର ମନ୍ତବ୍ୟ ଦେଇ ଆସୁଛନ୍ତି। ଏବେ କଙ୍ଗନା ଶିବସେନା ନେତା ସଞ୍ଜୟ ରାଉତଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। କଙ୍ଗନା କହିଛନ୍ତି ଯେ ସଞ୍ଜୟ ରାଉତ ତାଙ୍କୁ ମୁମ୍ବାଇ ନଆସିବାକୁ ଖୋଲାଖୋଲି ଧମକ ଦେଇଛନ୍ତି। https://twitter.com/KanganaTeam/status/1301413968729210880?s=20 କଙ୍ଗନା ଟୁଇଟ୍ କରିଛନ୍ତି, “ଶିବସେନା ନେତା ସଞ୍ଜୟ ରାଉତ ମୋତେ ଖୋଲାଖୋଲି ଧମକ ଦେଇଛନ୍ତି ଏବଂ ମୋତେ ମୁମ୍ବାଇ ନଆସିବାକୁ କହିଛନ୍ତି। ପ୍ରଥମେ ମୁମ୍ବାଇ […]

  • Sunday, 04 July 2021
sushant-sin
ସୁଶାନ୍ତଙ୍କ ମୃତ୍ୟୁ ସହ ଦିଶାଙ୍କର କ'ଣ ଲିଙ୍କ୍ ?

ମୁମ୍ବାଇ; ଦିଶା ସାଲିଆନ୍ ମୃତ୍ୟୁ ମାମଲାର ଖୋଳତାଡ଼ କରିବ ସିବିଆଇ। ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର୍ ଦିଶାଙ୍କ ମୃତ୍ୟ କିପରି ହେଲା ? ତାକୁ ନେଇ ତଦନ୍ତକାରୀ ସଂସ୍ଥା ଖୋଳତାଡ଼ କରିବ। ସୁଶାନ୍ତଙ୍କ ମାମଲାର ତଦନ୍ତ କରୁଥିବା ସିବିଆଇ ଟିମ୍ ହିଁ ଏହାର ତଦନ୍ତ କରିବ। ସୁଶାନ୍ତଙ୍କ ମୃତ୍ୟୁ ସହ ଦିଶାଙ୍କ କଣ ଲିଙ୍କ୍ ରହିଛି। ସେ ରହସ୍ୟ ଉପରୁ ପରଦା ହଟାଇବାକୁ ଚେଷ୍ଟା କରାଯିବ। ସୁଶାନ୍ତଙ୍କ ଫ୍ଲାଟମେଟ ସିଦ୍ଧାର୍ଥ ପିଠାନୀଙ୍କ ବୟାନ ପରେ ଦିଶା […]

  • Sunday, 04 July 2021
jharakhand
ଗର୍ଭବତୀ ସ୍ତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା ପାଇଁ ୧୧୭୦ କିମି ସ୍କୁଟି ଚଳାଇଲେ ସ୍ୱାମୀ

ଗ୍ୱାଲିଅର: କୁହାଯାଏ ଦୃଢ଼ ଇଚ୍ଛାଶକ୍ତି ଆଗରେ କୌଣସି କାମ ଅସମ୍ଭବ ନୁହେଁ। ଝାଡ଼ଖଣ୍ଡରେ ରହୁଥିବା ଧନଞ୍ଜୟ ମାଝି ଏହିପରି ଏକ କାମ କରି ଦେଖାଇଛନ୍ତି। ଘର ତାଙ୍କର ଝାଡ଼ଖଣ୍ଡରେ କିନ୍ତୁ ମଧ୍ୟପ୍ରଦେଶରେ ତାଙ୍କ ଚର୍ଚ୍ଚା ଖୁବ୍ ହେଉଛି। ଏହାର କାରଣ ସେ ନିଜ ଗର୍ଭବତୀ ପତ୍ନୀକୁ ୧୧୭୬ କିଲୋମିଟର ପରୀକ୍ଷା ସେଣ୍ଟରରେ ପହଞ୍ଚାଇନ୍ତି। ସେ ପୁଣି ସ୍କୁଟି ଚଳାଇ। ଗୋଡାରୁ ଗ୍ୱାଲିଅରର ଦୂରତା ପାଖାପାଖି ୧୧୭୬ କିମି। ଯିବା ଆସିବାର ମାଧ୍ୟମ କେବଳ ଟ୍ରେନ୍। କରୋନା କଟକଣା କାରଣରୁ ଟ୍ରେନ୍ ବନ୍ଦ ରହିଛି। ବସ୍‌ରେ […]

  • Sunday, 04 July 2021
india
ଚୀନକୁ ପାନେ ଦେବାକୁ ସୀମାରେ ପ୍ରସ୍ତୁତ ଭାରତୀୟ ସେନା

ନୂଆଦିଲ୍ଲୀ: ଚୀନ ସହ ମୁକାବିଲା କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ଭାରତ। ସୀମାରେ ଟ୍ୟାଙ୍କ ସହ ସୈନ୍ୟ ନିୟୋଜିତ ହେବା ପରେ ଆଜି ଗ୍ରାଉଣ୍ଡ ଜିରୋର ସ୍ଥିତି ପରିଖିବାକୁ ଘଟଣାସ୍ଥଳରେ ପହଞ୍ଚିଛନ୍ତି ସ୍ଥଳସେନା ମୁଖ୍ୟ। ସମ୍ଭାବ୍ୟ ଯୁଦ୍ଧ ଆଶଙ୍କାକୁ ନଜରରେ ରଖି ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଜେନେରାଲ ନରଓ୍ୱାଣେ। ସେପଟେ ଲଦାଖ ର ଏଲ୍ଏସି ସୀମାରେ ସ୍ଥିତିକୁ ବଦଳାଇ ଅଧିକ ସୈନ୍ୟ ଠୁଳ କରୁଛି ଭାରତ। ଦୁଇ ଦିନିଆ ଲଦାଖ ଗସ୍ତରେ ଯାଇଥିବା ସ୍ଥଳ […]

  • Sunday, 04 July 2021
army
'ଭାରତୀୟ ଯବାନ୍ ସବୁ ଚ୍ୟାଲେଞ୍ଜ୍ ପାଇଁ ପ୍ରସ୍ତୁତ'

ନୂଆଦିଲ୍ଲୀ: ଭାରତ-ଚୀନ୍ LAC ରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ। କିନ୍ତୁ ଆମ ଯବାନ ଓ ଅଧିକାରୀଙ୍କ ମନୋବଳ ବହୁତ ଦୃଢ଼ ରହିଛି। ସେମାନେ ଯେ କୌଣସି ଚ୍ୟାଲେଞ୍ଜର ମୁକାବିଲା ଲାଗି ପ୍ରସ୍ତୁତ। LACରେ ସ୍ଥିତି ଅନୁଧ୍ୟାନ ପାଇଁ ଆସିଥିବା ବେଳେ ଏହା କହିଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ଏମ୍.ଏମ୍. ନରୱଣେ। ଏଲଏସିରେ ଭାରତ-ଚୀନ୍ ମୁହାଁମୁହିଁ ପରିସ୍ଥିତିରେ ଥିବା ବେଳେ ସୀମାରେ ସ୍ଥିତି ଅନୁଧ୍ୟାନ ପାଇଁ ଆସିଛନ୍ତି ଆର୍ମି ଚିଫ୍। ଆଜି ସେ ଗଣମାଧ୍ୟମକୁ କହିଛନ୍ତି, LACରେ ସ୍ଥିତି ସମ୍ବେଦନଶୀଳ […]

  • Sunday, 04 July 2021
imran
ପୁଣି ମିଛୁଆ ପ୍ରମାଣିତ ହେଲା ପାକିସ୍ତାନ

ନୂଆଦିଲ୍ଲୀ: ବିଶ୍ୱ ସମୁଦାୟ ଆଗରେ ପୁଣି ଥରେ ପାକିସ୍ତାନର ପୋଲ୍ ଖୋଲିଛି। ଦୁଇ ଭାରତୀୟଙ୍କୁ ଆତଙ୍କବାଦୀ ଆଖ୍ୟା ଦେବା ପାଇଁ ହୀନ ପ୍ରୟାସ କରି ବିଫଳ ହୋଇଛି ପାକିସ୍ତାନର ଇମ୍ରାନ ସରକାର। ଦୁଇ ଭାରତୀୟଙ୍କୁ ଆତଙ୍କବାଦୀ ଘୋଷଣା ପାଇଁ ପାକ୍ ଚକ୍ରାନ୍ତ କରି ଜାତିସଂଘ ସୁରକ୍ଷା ପରିଷଦରେ ଆଣିଥିବା ପ୍ରସ୍ତାବ କାଟ୍ ଖାଇଛି। ଆମେରିକା, ଜର୍ମାନୀ, ଫ୍ରାନ୍ସ, ୟୁକେ ଓ ବେଲଜିୟମ ଭଳି ଭାରତର ବନ୍ଧୁ ରାଷ୍ଟ୍ରମାନେ ପାକିସ୍ତାନର ଏହି ଉଦ୍ଦେଶ୍ୟମୂଳକ ହୀନ ପ୍ରୟାସ ବିରୋଧରେ ସ୍ୱର […]

  • Sunday, 04 July 2021
7kg hair ball
ଯୁବତୀଙ୍କ ପେଟରୁ ବାହାରିଲା ୭ କିଲୋ ଚୁଟି

ବୋକାରୋ: ଯୁବତୀଙ୍କ ପେଟରୁ ବାହାରିଲା ୭ କିଲୋ ଚୁଟି। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଝାଡ଼ଖଣ୍ଡ ବୋକାରୋ ଜିଲ୍ଲାରେ ଏଭଳି କିଛି ଘଟଣା ଘଟିଛି। ଜଣେ ଯୁବତୀଙ୍କ ପେଟରେ ଯନ୍ତ୍ରଣା ହେବାରୁ ସେ ଡାକ୍ତରଙ୍କ ନିକଟକୁ ଯାଇଥିଲେ ଓ ତାଙ୍କର ଅପରେସନ୍ କରାଯାଇଥିଲା। ଅପରେସନ୍‌ ସମୟରେ ତାଙ୍କ ପେଟରୁ ୭ କିଲୋ ଚୁଟିର ଏକ ଗୋଲା(ଗୋଲ୍‌ ଆକୃତି) ବାହାରିଥିଲା। ଝିଅଟିର ପେଟରେ ଏତେ ପରିମାଣର ମଣିଷ ଚୁଟି ବାହାରିବା କାରଣ ବି ଜାଣିଲେ […]

  • Sunday, 04 July 2021
tn
ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ୯ ମୃତ

ଚେନ୍ନାଇ: ତାମିଲନାଡୁର କୁଡୁଲୋରରେ ଏକ ବାଣ କାରଖାନାରେ ବଡ଼ ଧରଣର ବିସ୍ଫୋରଣ ଘଟିଛି, ଯେଉଁଥିରେ ୯ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନେକ ଆହତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି। ମୃତକଙ୍କ ମଧ୍ୟରେ ଫ୍ୟାକ୍ଟ୍ରିର ମାଲିକ ମଧ୍ୟ ରହିଛନ୍ତି। ଆହତମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଉଦ୍ଧାର କରିବା ସହ ମାମଲାର ତଦନ୍ତ ଜାରି ରଖିଛି। ଚେନ୍ନାଇ ଠାରୁ ୧୯୦ କିଲୋମିଟର ଦୂରରେ ଥିବା […]

  • Sunday, 04 July 2021