• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

shinzo
ଇସ୍ତଫା ଦେଲେ ଜାପାନ ପ୍ରଧାନମନ୍ତ୍ରୀ

ଟୋକିଓ: ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହୁ ନଥିବାରୁ ଶୁକ୍ରବାର ସେ ପ୍ରେସ କନଫରେନ୍ସ କରି ଏହି ଘୋଷଣା କରିଛନ୍ତି। ନିକଟରେ ୬୫ ବର୍ଷୀୟ ସିଞ୍ଜୋ ଆବେ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଦୁଇଥର ଡାକ୍ତରଖାନା ଯାଇଥିଲେ। ଏବେ ତାଙ୍କର ପୁରୁଣା ରୋଗ ପୁଣିଥରେ ସମସ୍ୟା ସୃଷ୍ଟି କରିଛି। ଏହି କାରଣରୁ ସେ ଇସ୍ତଫା ଦେଇଥିବା କହିଛନ୍ତି। ନିଜର ଇସ୍ତଫା ଘୋଷଣା ପାଇଁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ […]

  • Sunday, 04 July 2021
begger
ଭିକାରୀ ଓ ଭୂମିହୀନ କାମ କରିବା ଆବଶ୍ୟକ, ସବୁ କିଛି ଯୋଗାଇ ପାରିବେ ନାହିଁ ସରକାର 

ମୁମ୍ବାଇ : ଭିକାରୀ ଓ ଭୂମିହୀନ ଲୋକେ କାମ କରିବା ଆବଶ୍ୟକ । ସବୁ କିଛି ମାଗଣାରେ ଯୋଗାଇ ପାରିବେ ନାହିଁ ରାଜ୍ୟ ସରକାର । ବିନା ପରିଶ୍ରମରେ ମାଗଣା ସାମଗ୍ରୀ ଉବଲବ୍ଧ କରାଇବା ଅଳସୁଆ କରିବା ସହ ସମାନ ବୋଲି…

  • Sunday, 04 July 2021
rhea--jps
ଭାଇରାଲ ହେଲା ରିୟାଙ୍କ ସ୍କୁଲ ଟାଇମ୍‌ ଫଟୋ: ପିଲାଦିନେ ଥିଲେ କେମିତି, କହିଲେ ଶିକ୍ଷକ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଏବେ ସିବିଆଇର ଚକ୍ରବ୍ୟୁହରେ। ତେବେ ରିୟା ଚକ୍ରବର୍ତ୍ତୀଙ୍କ ଆଗ୍ରାର କ୍ୟା‌ଥୋଲିକ କନଭେଣ୍ଟରେ କିଛି ବର୍ଷ ପାଇଁ ପଢ଼ିଥିବା ବେଳର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି।  ମାତ୍ର କିଛି ସମୟ ପାଇଁ ରିୟା କ୍ୟା‌ଥୋଲିକ କନଭେଣ୍ଟରେ ପଢ଼ିଥିଲେ। ଏସବୁ ଭିତରେ ରିୟାଙ୍କ କ୍ୟା‌ଥୋଲିକ କନଭେଣ୍ଟରେ ପଢ଼ୁଥିବା ବେଳର ଫଟୋ ସାମ୍ନାକୁ ଆସିଛି। ଏଥିସହ ସେ ସ୍କୁଲରେ ପଢ଼ୁଥିବା ବେଳେ କେମିତି ସ୍ୱାଭବର ପିଲା ଥିଲେ, ତାହା ମଧ୍ୟ […]

bihar
'କରୋନା ସତ୍ତ୍ୱେ ସ୍ଥଗିତ ହେବନି ନିର୍ବାଚନ'

ନୂଆଦିଲ୍ଲୀ: କରୋନା ପାଇଁ ରୋକାଯାଇ ପାରିବନି ବିହାର ବିଧାନସଭା ନିର୍ବାଚନ। ବିହାର ବିଧାନସଭା ନିର୍ବାଚନ ରୋକିବା ପାଇଁ ଏକ ଆବେଦନକୁ ଖାରଜ କରିବା ସହ ଏହା କହିଛନ୍ତି ସୁପ୍ରିମକୋର୍ଟ। ଚଳିତ ବର୍ଷ ଶେଷରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ ସ୍ଥଗିତ ରଖିବା ପାଇଁ ହୋଇଥିବା ଆବେଦନର ଶୁଣାଣି କରି ଏହାକୁ ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। କରୋନା ପାଇଁ ବିହାର ବିଧାନସଭା ନିର୍ବାଚନ ମଧ୍ୟ ଘୁଞ୍ଚାଇବାକୁ ଚାହୁଁଥିଲେ ବିପକ୍ଷ ଦଳ। ତେବେ ନିର୍ବାଚନ ଘୁଞ୍ଚାଇବା ଆବେଦନକୁ […]

  • Sunday, 04 July 2021
tro
୪ ଆତଙ୍କୀ ସଫା

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଶୁକ୍ରବାର ଶୋପିଆନାରେ ଭାରତୀୟ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଯେଉଁଥିରେ ଭାରତୀୟ ସୁରକ୍ଷାକର୍ମୀ ୪ ଜଣ ଆତଙ୍କବାଦୀଙ୍କୁ ମାରି ଦେଇଛନ୍ତି। ସେହିପରି ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନରେ ଭୟଭୀତ ହୋଇ ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳୁ ଶୋପିଆନର କିଲୋରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମିଳିତ ଅପରେସନ ଆରମ୍ଭ କରାଯାଇଥିଲା। ଆତଙ୍କବାଦୀମାନେ ଲୁଚି […]

  • Sunday, 04 July 2021
encounter
୩ ଆତଙ୍କୀଙ୍କୁ ନିପାତ୍‌ କଲେ ସୁରକ୍ଷାକର୍ମୀ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ପୁଲୱାମାରେ ପୁଣି ଏନକାଉଣ୍ଟର ହୋଇଛି। ସୁରକ୍ଷାକର୍ମୀଙ୍କ ଅପରେସନରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ତେବେ ସେମାନଙ୍କ ପରିଚୟ ମିଳିପାରିନି।  ଜମ୍ମୁ-କାଶ୍ମୀରରେ ୨୪ ଘଣ୍ଟା ମଧ୍ୟରେ ଏହା ଦ୍ୱୀତିୟ ଏନକାଉଣ୍ଟର। ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇ ଜାଦୁରା ଅଂଚଳରେ ଜମ୍ମୁ କାଶ୍ମୀର ପୋଲିସ, ସେନା, ସିଆରପିଏଫ୍ ପକ୍ଷରୁ ମିଳିତ ଅପରେସନ କରାଯାଇଥିଲା । ସେମାନଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଆତଙ୍କବାଦୀମାନେ କେଉଁ ସଂଗଠନର ସେ ସମ୍ପର୍କରେ […]

  • Sunday, 04 July 2021
atanki
କୁଖ୍ୟାତ ଆତଙ୍କୀ ଡା.ସବିଲ୍‌ର ଟାର୍ଗେଟରେ ଥିଲେ ଗ୍ରାମୀଣ ଯୁବକ, ପ୍ରଲୋଭନ ଦେଖାଇ ପାକିସ୍ତାନରେ ତାଲିମ ଦେଉଥିଲା

ନୂଆଦିଲ୍ଲୀ: ଆତଙ୍କୀ ସଂଗଠନ ଅଲକାଏଦା ଇଣ୍ଡିଆନ ସବ୍‌ କାର୍ଡିନାନ୍ସ (AQIS )ର ଆତଙ୍କୀ ତଥା ଇଂଲଣ୍ଡର ଗ୍ଲାସଗୋ ଏୟାରପୋର୍ଟ ଉପରେ ଆକ୍ରମଣ କରିଥିବା ଅଭିଯୁକ୍ତ ଡା.ସବିଲ ଅହମ୍ମଦଙ୍କୁ ଗିରଫ କରାଯାଇଛି। କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସ (NIA) ତାକୁ ଗିରଫ କରିବା ପରେ ପଚରାଉଚରା କରୁଛି। କିଏ ଏହି ଆତଙ୍କୀ ଡା.ସବିଲ ଅହମ୍ମଦ ? ତଦନ୍ତରୁ ଜଣାଯାଇଛି, ଆତଙ୍କୀ ସବିଲ୍‌ ସମ୍ପର୍କରେ ଆତଙ୍କୀ ଜିଶାନ ଅଲିର ଶାଳକ ଅଟେ। ଜିଶାନ ଅଲି ଝାରଖଣ୍ଡ ମୂଳ ବାସିନ୍ଦା । ୨୦୧୭ରେ […]

  • Sunday, 04 July 2021
crime
ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ରୁମ୍‌ରେ ପୋତିଦେଲେ ମହିଳା

ଅଗରତାଲା: ତ୍ରିପୁରା ରାଜଧାନୀ ଅଗରତାଲା ନିକଟରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ ମହିଳା ନିଜ ସ୍ୱାମୀଙ୍କୁ ହତ୍ୟା କରିବା ପରେ ଶବକୁ ବେଡ୍‌ରୁମ୍‌ରେ ପୋତି ଦେଇଛନ୍ତି। ତେବେ ଏହି ଘଟଣା ପରେ ପତ୍ନୀ ନିଜ ସନ୍ତାନ ସହ ପୋଲିସ ଷ୍ଟେସନକୁ ଯାଇ ଆତ୍ମସମର୍ପଣ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ମହିଳାଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଅଗରତାଲାଠାରୁ ୨୦୦ କିମି ଦୂର ଢଲାଇ ଜିଲ୍ଲାର ଗଣ୍ଡଚେରାରେ ୩୦ […]

  • Sunday, 04 July 2021
rhea-cbi
ରିୟାଙ୍କୁ ସୁରକ୍ଷା ଯୋଗାଇବ ମୁମ୍ବାଇ ପୋଲିସ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇର ମାରାଥନ୍ ଜେରା ଚାଲିଛି।  ଆଜି ପୁଣି ଥରେ ସିବିଆଇ ପାଖରେ ହାଜର ହୋଇ ଜେରାର ସମ୍ମଖୀନ ହୋଇଛନ୍ତି ସୁଶାନ୍ତଙ୍କ ଗାଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ। ଦ୍ୱିତୀୟ ଥର ପାଇଁ ତାଙ୍କୁ ପଚରାଉଚରା କରୁଛି ତଦନ୍ତକାରୀ ସଂସ୍ଥା। ରିୟାଙ୍କ ହାଜିରାକୁ ନେଇ ତାଙ୍କ ଘର ଓ ସିବିଆଇ ଅଫିସ୍ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଗତକାଲି ୯ ଘଣ୍ଟାର ଜେରା ପରେ ସାନ୍ତାକ୍ରୁଜ୍ ଥାନାକୁ ଯାଇ ସୁରକ୍ଷା […]

  • Sunday, 04 July 2021
Parliament-111
ମୌସୁମୀ ଅଧିବେଶନ ପୂର୍ବରୁ ସବୁ ସାଂସଦଙ୍କର ହେବ କରୋନା ଟେଷ୍ଟ

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୪ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ହେଲେ ତା  ପୂର୍ବରୁ ସବୁ ସାଂସଦଙ୍କର କରୋନା ଟେଷ୍ଟ କରାଯିବ ବୋଲି କୁହାଯାଇଛି । ଅଧିବେଶନ ଆରମ୍ଭର ୭୨ ଘଣ୍ଟା ପୂର୍ବରୁ ଏହି  ଟେଷ୍ଟ କରାଯିବ। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମଧ୍ୟ କରୋନା ଟେଷ୍ଟ କରାଯିବ। ସାଂସଦଙ୍କ ସହ ସେମାନଙ୍କ ଷ୍ଟାଫ୍ ଓ ପରିବାର ଲୋକଙ୍କ ବି ନମୂନା ପରୀକ୍ଷା କରାଯିବ। ଏଥି ସହିତ ଖବର ସଂଗ୍ରହ ପାଇଁ ଆସିବାକୁ ଥିବା ଗଣମାଧ୍ୟମ […]

  • Sunday, 04 July 2021
rohit
National Sports Awards 2020: ରୋହିତଙ୍କୁ ମିଳିଲା ଖେଳରତ୍ନ, ଦୂତୀଙ୍କୁ ଅର୍ଜୁନ

ନୂଆଦିଲ୍ଲୀ: ଜାତୀୟ ଖେଳ ଦିବସ ଅବସରରେ କ୍ରୀଡ଼ା ଜଗତରେ ଦେଶ ପାଇଁ ଗୌରବ ଆଣିଥିବା ପ୍ରଖ୍ୟାତ ଖେଳାଳିମାନଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଧ। ସବୁଠାରୁ ବଡ଼ କଥା ହେଲା ଦେଶରେ ପ୍ରଥମଥର ପାଇଁ ଖେଳାଳିମାନଙ୍କୁ ବିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ମାନିତ କରାଯାଇଛି। ଏଥିପାଇଁ ଅନ୍‌ଲାଇନ୍‌ରେ ସମ୍ମାନ ପ୍ରଦାନ ଉତ୍ସବ ଆୟୋଜିତ ହୋଇଥିଲା। ଖେଳାଳିମାନେ ବିଭିନ୍ନ ସ୍ଥାନରୁ ଏଥିରେ ଯୋଗ ଦେଇଥିଲେ। ଏହି ଉତ୍ସବରେ ରାଷ୍ଟ୍ରପତି କୋବିନ୍ଦ ଆଜି ଖେଳାଳିମାନଙ୍କୁ ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର, […]

  • Sunday, 04 July 2021
shah
ସୁସ୍ଥ ହେଲେ ଅମିତ ଶାହ

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ରହି ଚିକିତ୍ସିତ ହେଉଥିବା କେନ୍ଦ୍ର ଗୁହମନ୍ତ୍ରୀ ଅମିତ ଶାହ ସୁସ୍ଥ ହୋଇଛନ୍ତି। ସେ ଖୁବ୍ ଶୀଘ୍ର ମେଡିକାଲ୍‌ରୁ ଡିସ୍‌ଚାର୍ଜ ହୋଇପାରନ୍ତି ବୋଲି ଆଜି ଦିଲ୍ଲୀ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଶାହ କରୋନାରୁ ସୁସ୍ଥ ହେବା ପରେ ଶରୀରରେ ଥକାପଣ ଓ ଯନ୍ତ୍ରଣା ଅନୁଭବ କରୁଥିବାରୁ ଅଗଷ୍ଟ ୧୮ ତାରିଖରେ ସେ ପୁଣିଥରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ। ଏବେ ସେ ସୁସ୍ଥ ଥିବା ନେଇ ଏମ୍ସ କହିଛି। “ କରୋନାରୁ ସୁସ୍ଥ […]

  • Sunday, 04 July 2021
twitter
ଟ୍ୱିଟର ଇଣ୍ଡିଆ ଓ ଏମ୍‌ଡିଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ୱେବସାଇଟ୍‌ ଟ୍ୱିଟର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଥିବା ବିବାଦ ବଢି ବଢି ଚାଲିଛି।  ଦିଲ୍ଲୀ ପୋଲିସର ସାଇବର ସେଲରେ ଟ୍ୱିଟର ଏବଂ ଏହାର ଏମ୍‌ଡି ମନୀଶ ମାହେଶ୍ୱରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଓକିଲ ଆଦିତ୍ୟ ସିଂହ ଦେଶୱାଲ।…

  • Sunday, 04 July 2021
raina
କ୍ରିକେଟର ସୁରେଶ ରାଇନାଙ୍କ ପିଉସୀଙ୍କ ପରିବାରକୁ ଆକ୍ରମଣ; ପିଉସା ମୃତ

ପଠାନକୋଟ: କ୍ରିକେଟର ସୁରେଶ ରାଇନାଙ୍କ ପିଉସୀଙ୍କ ପରିବାରକୁ ଆକ୍ରମଣ କରିଛନ୍ତି ଅଜଣା ଦୁର୍ବୃତ୍ତ। ଏହି ଘଟଣାରେ ତାଙ୍କ ପିଉସାଙ୍କର ମୃତ୍ୟୁ ହୋଇଥିବା ବେଳେ ପରିବାର ଅନ୍ୟ ସଦସ୍ୟଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ପରିବାର ଲୋକ ଶୋଇଥିବା ଅବସ୍ଥାରେ କିଛି ଦୁର୍ବୃତ୍ତ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଅଗଷ୍ଟ ୧୯ ତାରିଖରେ ପଠାନକୋଟ ଯୋଧପୁର ଅଞ୍ଚଳର ଧରିୟାଲ ଗାଁରେ ଏଭଳି ଅଘଟଣ ଘଟିଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିନ୍ତୁ ଏପର୍ଯ୍ୟନ୍ତ ଆକ୍ରମଣକାରୀଙ୍କ ପତ୍ତା […]

  • Sunday, 04 July 2021