• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

rheaa
'ମୁଁ ଗିରଫ ହେବା ଭଳି କୌଣସି ଅପରାଧ କରିନି'

ମୁମ୍ୱାଇ: ଶେଷରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଲେ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଛନ୍ଦି ହୋଇ ଚର୍ଚ୍ଚାରେ ଥିବା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ। ତିନି ତିନିଟି ତଦନ୍ତକାରୀ ସଂସ୍ଥାର ତଦନ୍ତର କେନ୍ଦ୍ରବିନ୍ଦୁ ଥିବା ରିଆ ଆଜି ବିଭିନ୍ନ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି। ରିଆ କହିଛନ୍ତି ସୁଶାନ୍ତ ଅବସାଦରେ ଥିବା ନେଇ ସେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ କିନ୍ତୁ ସେମାନେ ତାକୁ ଗୁରୁତ୍ୱ […]

  • Sunday, 04 July 2021
pakistan news
ପୁଣି ମିଛ କହି ଧରା ପଡ଼ିଲା ପାକିସ୍ତାନ

ନୂଆଦିଲ୍ଲୀ: ପୁଣି ମିଛ କହିଲା ପାକିସ୍ତାନ। ଗୋଟିଏ ସପ୍ତାହରେ ୩ଟି ମିଛ। ତା’ ପୁଣି ଆତଙ୍କବାଦକୁ ନେଇ। ପାକିସ୍ତାନର ଏହି ମିଛକୁ ପଦାରେ ପକାଇଛି United Nations Security Council (UNSC)। ଆତଙ୍କବାଦକୁ ନେଇ ପାକିସ୍ତାନର ସମସ୍ତ ମିଛ ଏବଂ ଧୋକ୍କାବାଜିକୁ ଗତ ସପ୍ତାହରେ ଲୋକଲୋଚନକୁ ଆଣିଛି । ଗତ ସପ୍ତାହରେ ପାକିସ୍ତାନ କହିଥିବା ୩ଟି ବଡ଼ ବଡ଼ ମିଛ ଧରାପଡ଼ିଛି। ପ୍ରଥମତଃ ପାକିସ୍ତାନ ସବୁବେଳେ କହି ଆସୁଥିଲା ଦାଉଦ ଇବ୍ରାହିମ୍‌ ପାକିସ୍ତାନରେ ନାହିଁ। କିନ୍ତୁ ଗତ […]

  • Sunday, 04 July 2021
sc
UG, PG ପରୀକ୍ଷାକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ: JEE-NEETକୁ ନେଇ ଦେଖା ଦେଇଥିବା ବିବାଦ ଟଳି ନ ଥିବାବେଳେ ଛାତ୍ରଛାତ୍ରୀଙ୍କ ପରୀକ୍ଷାକୁ ନେଇ ସୁପ୍ରମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି।  UG ଓ  PG ପରୀକ୍ଷା କରାଯିବ ବୋଲି ସୁପ୍ରିମ କୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି। ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ୟୁଜି, ପିଜି ପରୀକ୍ଷା ହେବ ବୋଲି କହିଛନ୍ତି। ବିନା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରିହେବନି ବୋଲି କହିଛନ୍ତି ସୁପ୍ରିମକୋର୍ଟ। ତେବେ ପରୀକ୍ଷା ତାରିଖ ରାଜ୍ୟ […]

  • Sunday, 04 July 2021
driving card
ଖୁସି ଖବର; ଏଣିକି ବିନା ଟେଷ୍ଟିଂରେ ବାହାର କରିପାରିବେ ଡ୍ରାଇଭିଂ ଲାଇସେନ୍ସ

ନୂଆଦିଲ୍ଲୀ: ଡ୍ରାଇଭିଂ ଲାଇସେନ୍ସ ବାହାର କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର। ଲାଇସେନ୍ସ ବାହାର କରିବାକୁ ହେଲେ ଏଣିକି ସେମାନଙ୍କୁ ଆଉ ପରୀକ୍ଷା ଦେବା ଦରକାର ପଡ଼ିବନି। କାରଣ ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ଡ୍ରାଇଭିଂ ଲାଇସେନ୍ସ ନିୟମ…

america
ଶବ ଦାହ ଗୃହରେ ମୃତ ଯୁବତୀ ଜିଇଁ ଉଠିଲେ !

ମିଶିଗନ୍‌: ଆମେରିକାର ମିଶିଗନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ୨୦ ବର୍ଷର ଜଣେ ଦିବ୍ୟାଙ୍ଗ ଯୁବତୀଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର ପାଇଁ ଆୟୋଜନ ଚାଲିଥିଲା। ହଠାତ୍‌ ଯୁବତୀ ଜଣକ ଆଖି ଖୋଲିଥିଲେ। ନିଃଶ୍ୱାସ ପ୍ରଶ୍ୱାସ ମଧ୍ୟ ନେବା ଆରମ୍ଭ କରିଥିଲେ। ଏହି ଘଟଣା ଦେଖି ସେଠାରେ ଉପସ୍ଥିତ ଲୋକେ ପ୍ରଥମେ ବିଶ୍ୱାସ କରିପାରି ନ ଥିଲେ। ଡେଲି ମେଲର ରିପୋର୍ଟ ଅନୁସାରେ, ୨୦ ବର୍ଷୀୟ ଏହି ଯୁବତୀଙ୍କ ନାଁ ତିମେଶା ବେଉଚ୍ୟେମ୍ପ। ରବିବାର ସକାଳ ପ୍ରାୟ […]

  • Sunday, 04 July 2021
sushanta
CBI ସ୍କାନରରେ ସୁଶାନ୍ତଙ୍କ କେୟାରଟେକର, ଦେଇଛନ୍ତି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ମୁମ୍ବଇ(ସୁରେଶ ଦାଶ):ସୁଶାନ୍ତ ସିଂହ ମୃତ୍ୟୁର ତଦନ୍ତ ଭାର CBI ହାତକୁ ନେବା ପରେ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କୁ ଜେରା ସରିଲାଣି। ତେବେ ଏମାନଙ୍କ ମଧ୍ୟରୁ ସୁଶାନ୍ତଙ୍କ କେୟାରଟେକର ଦୀପେଶ ସାୱନ୍ତ ଉପରେ CBI ଅଧିକ ଗୁରୁତ୍ୱପୂଣ୍ଣ ବୋଲି କୁହାଯାଉଛି। ବିଶ୍ୱାସ କରାଯାଉଛି ଦୀପେଶ CBIକୁ ଠିକ୍‌ ଦିଗ ଦେଖାଇ ପାରିବେ। ସେଥିପାଇଁ CBI ତାଙ୍କୁ ସରକାରୀ ସାକ୍ଷୀ କରିପାରେ। ସୁଶାନ୍ତଙ୍କ ଘର କେୟାରଟେକର ଦୀପେଶ  ସିବିଆଇ ପାଇଁ ବେଶ ମହତ୍ୱପୂର୍ଣ୍ଣ। ତେଣୁ ଦୀପେଶଙ୍କୁ ଡିଆରଡିଓ ଗେଷ୍ଟ […]

  • Sunday, 04 July 2021
neet-and-jee
NEET-JEE ପରୀକ୍ଷା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ୬ଟି ରାଜ୍ୟର କ୍ୟାବିନେଟ ମନ୍ତ୍ରୀ

ନୂଆଦିଲ୍ଲୀ: NEET-JEE ପରୀକ୍ଷାକୁ ନେଇ ସାରା ଦେଶରେ ବିବାଦ ଜାରି ରହିଛି। ପରୀକ୍ଷା ନିର୍ଦ୍ଧାରିତ ସମୟରେ ହେବ କି ନାହିଁ, ତାକୁ ନେଇ ଦ୍ୱନ୍ଦ୍ୱ ଜାରି ରହିଛି। କିଛି ପରୀକ୍ଷା ସପକ୍ଷରେ ଯୁକ୍ତି ବାଢ଼ିଥିବା ବେଳେ କିଛି ଏହାକୁ ସ୍ଥଗିତ ରଖିବାକୁ ଦାବି କରିଛନ୍ତି। ବିରୋଧୀ ଦଳ ପରୀକ୍ଷା ସ୍ଥଗିତ କରିବାକୁ ନେଇ ଲଗାତର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରୁଛି। ଏସବୁ ଭିତରେ ଆଜି ୬ଟି ଅଣ ବିଜେପି ରାଜ୍ୟର କ୍ୟାବିନେଟ ମନ୍ତ୍ରୀମାନେ ସୁପ୍ରିମକୋର୍ଟରେ ମିଳିତ ଭାବେ […]

  • Sunday, 04 July 2021
shinzo
ଇସ୍ତଫା ଦେଲେ ଜାପାନ ପ୍ରଧାନମନ୍ତ୍ରୀ

ଟୋକିଓ: ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହୁ ନଥିବାରୁ ଶୁକ୍ରବାର ସେ ପ୍ରେସ କନଫରେନ୍ସ କରି ଏହି ଘୋଷଣା କରିଛନ୍ତି। ନିକଟରେ ୬୫ ବର୍ଷୀୟ ସିଞ୍ଜୋ ଆବେ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଦୁଇଥର ଡାକ୍ତରଖାନା ଯାଇଥିଲେ। ଏବେ ତାଙ୍କର ପୁରୁଣା ରୋଗ ପୁଣିଥରେ ସମସ୍ୟା ସୃଷ୍ଟି କରିଛି। ଏହି କାରଣରୁ ସେ ଇସ୍ତଫା ଦେଇଥିବା କହିଛନ୍ତି। ନିଜର ଇସ୍ତଫା ଘୋଷଣା ପାଇଁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ […]

  • Sunday, 04 July 2021
begger
ଭିକାରୀ ଓ ଭୂମିହୀନ କାମ କରିବା ଆବଶ୍ୟକ, ସବୁ କିଛି ଯୋଗାଇ ପାରିବେ ନାହିଁ ସରକାର 

ମୁମ୍ବାଇ : ଭିକାରୀ ଓ ଭୂମିହୀନ ଲୋକେ କାମ କରିବା ଆବଶ୍ୟକ । ସବୁ କିଛି ମାଗଣାରେ ଯୋଗାଇ ପାରିବେ ନାହିଁ ରାଜ୍ୟ ସରକାର । ବିନା ପରିଶ୍ରମରେ ମାଗଣା ସାମଗ୍ରୀ ଉବଲବ୍ଧ କରାଇବା ଅଳସୁଆ କରିବା ସହ ସମାନ ବୋଲି…

  • Sunday, 04 July 2021
rhea--jps
ଭାଇରାଲ ହେଲା ରିୟାଙ୍କ ସ୍କୁଲ ଟାଇମ୍‌ ଫଟୋ: ପିଲାଦିନେ ଥିଲେ କେମିତି, କହିଲେ ଶିକ୍ଷକ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଏବେ ସିବିଆଇର ଚକ୍ରବ୍ୟୁହରେ। ତେବେ ରିୟା ଚକ୍ରବର୍ତ୍ତୀଙ୍କ ଆଗ୍ରାର କ୍ୟା‌ଥୋଲିକ କନଭେଣ୍ଟରେ କିଛି ବର୍ଷ ପାଇଁ ପଢ଼ିଥିବା ବେଳର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି।  ମାତ୍ର କିଛି ସମୟ ପାଇଁ ରିୟା କ୍ୟା‌ଥୋଲିକ କନଭେଣ୍ଟରେ ପଢ଼ିଥିଲେ। ଏସବୁ ଭିତରେ ରିୟାଙ୍କ କ୍ୟା‌ଥୋଲିକ କନଭେଣ୍ଟରେ ପଢ଼ୁଥିବା ବେଳର ଫଟୋ ସାମ୍ନାକୁ ଆସିଛି। ଏଥିସହ ସେ ସ୍କୁଲରେ ପଢ଼ୁଥିବା ବେଳେ କେମିତି ସ୍ୱାଭବର ପିଲା ଥିଲେ, ତାହା ମଧ୍ୟ […]

bihar
'କରୋନା ସତ୍ତ୍ୱେ ସ୍ଥଗିତ ହେବନି ନିର୍ବାଚନ'

ନୂଆଦିଲ୍ଲୀ: କରୋନା ପାଇଁ ରୋକାଯାଇ ପାରିବନି ବିହାର ବିଧାନସଭା ନିର୍ବାଚନ। ବିହାର ବିଧାନସଭା ନିର୍ବାଚନ ରୋକିବା ପାଇଁ ଏକ ଆବେଦନକୁ ଖାରଜ କରିବା ସହ ଏହା କହିଛନ୍ତି ସୁପ୍ରିମକୋର୍ଟ। ଚଳିତ ବର୍ଷ ଶେଷରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ ସ୍ଥଗିତ ରଖିବା ପାଇଁ ହୋଇଥିବା ଆବେଦନର ଶୁଣାଣି କରି ଏହାକୁ ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। କରୋନା ପାଇଁ ବିହାର ବିଧାନସଭା ନିର୍ବାଚନ ମଧ୍ୟ ଘୁଞ୍ଚାଇବାକୁ ଚାହୁଁଥିଲେ ବିପକ୍ଷ ଦଳ। ତେବେ ନିର୍ବାଚନ ଘୁଞ୍ଚାଇବା ଆବେଦନକୁ […]

  • Sunday, 04 July 2021
tro
୪ ଆତଙ୍କୀ ସଫା

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଶୁକ୍ରବାର ଶୋପିଆନାରେ ଭାରତୀୟ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଯେଉଁଥିରେ ଭାରତୀୟ ସୁରକ୍ଷାକର୍ମୀ ୪ ଜଣ ଆତଙ୍କବାଦୀଙ୍କୁ ମାରି ଦେଇଛନ୍ତି। ସେହିପରି ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନରେ ଭୟଭୀତ ହୋଇ ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳୁ ଶୋପିଆନର କିଲୋରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମିଳିତ ଅପରେସନ ଆରମ୍ଭ କରାଯାଇଥିଲା। ଆତଙ୍କବାଦୀମାନେ ଲୁଚି […]

  • Sunday, 04 July 2021