• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

flight
କୋଝିିକୋଡ଼ରେ ବିମାନ ଦୁର୍ଘଟଣା; ପୂର୍ବରୁ ଚେତାବନୀ ଦେଇଥିଲା DGCA

ଥିରୁଅନନ୍ତପୁରମ୍‌: କେରଳ କୋଝିିକୋଡ଼ ବିମାନ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି AAIB, DGCA ଓ ବିମାନ ନିରାପତ୍ତା ଟିମ୍ । ଏହା ସହ ଘଟଣାସ୍ଥଳରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି.ମୁରଲୀଧରନ ମଧ୍ୟ ପହଞ୍ଚିଛନ୍ତି । ଦୁର୍ଘଟଣାରେ ଆହତ ୧୨୭ ଜଣଙ୍କ ମେଡିକାଲରେ ବର୍ତ୍ତମାନ ଚିକିତ୍ସା ଚାଲିଛି । ଦୁର୍ଘଟଣା ପ୍ରସଙ୍ଗରେ ସୂଚନା ଦେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ, କୋଝିିକୋଡ଼ ଏୟାରପୋର୍ଟରେ କ୍ରାସ୍ ଲ୍ୟାଣ୍ଡିଂରୁ ହିଁ ବିମାନ ଦୁଇ […]

  • Monday, 05 July 2021
BHSD
କରୋନାରୁ ସୁସ୍ଥ ହେଲେ ଅଭିଷେକ ବଚ୍ଚନ

ମୁମ୍ବାଇ: କରୋନାରୁ ସୁସ୍ଥ ହେଲେ ଅଭିଷେକ ବଚ୍ଚନ। ଦୀର୍ଘଦିନ ଧରି କରୋନା ଆକ୍ରାନ୍ତ ହୋଇ ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅଭିଷେକ ବଚ୍ଚନ ସୁସ୍ଥ ହୋଇଛନ୍ତି। ଏ ନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। କରୋନାରୁ ସୁସ୍ଥ ହେବା ପରେ ନାନାବତୀ ହସ୍‌ପିଟାଲର ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଭିଷେକ। ସେ ଟ୍ୱିଟ୍ କରି ଲେଖିଛନ୍ତି, “ଆଜି ଅପରାହ୍ନରେ ମୋର କରୋନା ରିପୋର୍ଟ ନେଗେଟିଭ୍ ଆସିଛି। ସାଙ୍ଗମାନେ, ପ୍ରତିଜ୍ଞା‌ କରିଥିଲି ଯେ […]

  • Monday, 05 July 2021
kerala
କେରଳ ବିମାନ ଦୁର୍ଘଟଣା; ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା

କୋଝିକୋଡ଼େ: କେରଳ କୋଝିକୋଡ଼େର କରିପୁର ବିମାନ ବନ୍ଦରରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଗ୍ରସ୍ତ ହେବା ଘଟଣାରେ ମୃତକଙ୍କ ପରିବାର ପାଇଁ କ୍ଷତିପୂରଣ ଘୋଷଣା କଲେ କେରଳ ସରକାର। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି କେରଳର ପିନରାୟୀ ବିଜୟନ ସରକାର। ଅନ୍ୟପଟେ କେରଳ କୋଝିିକୋଡ଼େ ବିମାନ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି AAIB, DGCA ଓ ବିମାନ ନିରାପତ୍ତା ଟିମ୍। ସୂଚନାନୁସାରେ, DGCA ଗତବର୍ଷ ଜୁଲାଇ ୧୧ ତାରିଖ ଏୟାରପୋର୍ଟର […]

  • Monday, 05 July 2021
gujarat
ବାୟୋକେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ

ବାପୀ: ଗୁଜରାଟ ବଲସାଡର ବାପୀରେ ଏକ ବାୟୋକ୍ୟାମିକଲ ଫ୍ୟାକ୍ଟ୍ରିରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଘଟଣା ସ୍ଥଳରେ ୮ରୁ ଅଧିକ ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛି। ନିଆଁ ଲିଭା କାର୍ଯ୍ୟ ଜାରି ରହିଥିବାରୁ କ୍ଷୟକ୍ଷତି ନେଇ ଏପର୍ଯ୍ୟନ୍ତ କୌଣସି ଖବର ଆସିନାହିଁ। #WATCH Gujarat: Fire breaks out at a chemical factory in Vapi, Valsad. More than 8 fire tenders are at the spot. […]

  • Monday, 05 July 2021
cm
ମୁଡ୍‌ ଅଫ୍‌ ନେସନ ସର୍ଭେ; ଯୋଗୀ ନମ୍ବର ୱାନ୍‌ ମୁଖ୍ୟମନ୍ତ୍ରୀ, ନବୀନଙ୍କ ସ୍ଥାନ କେଉଁଠି ?

ନୂଆଦିଲ୍ଲୀ: ଲଗାତର ତୃତୀୟ ଥର ପାଇଁ ଦେଶର ନମ୍ବରୱାନ୍‌ ମୁଖ୍ୟମନ୍ତ୍ରୀ ହେଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ସର୍ଭେ ରିପୋର୍ଟ ମୁଡ୍‌ ଅଫ୍‌ ନେସନ୍‌ରେ ଏହି ତଥ୍ୟ ପ୍ରକାଶ ପାଇଛି। ଯୋଗୀ ୨୪ ପ୍ରତିଶତ ଭୋଟ୍ ପାଇଁ ନମ୍ବର ୱାନ୍ ସ୍ଥାନରେ ରହିଛନ୍ତି। ତେବେ ଗତବର୍ଷ  ତୁଳନାରେ ଏହି ବର୍ଷ ଯୋଗୀଙ୍କୁ ଅଧିକ ୬ ପ୍ରତିଶତ ଭୋଟ୍ ମିଳିଛି। ସବୁଠାରୁ ବଡ଼ କଥା ହେଲା ଏହି ସର୍ଭେରେ ପ୍ରକାଶ […]

  • Monday, 05 July 2021
pm
କରୋନା ମୁକାବିଲାରେ ମୋଦି ସରକାର ସଫଳ ତ ? କଣ କହୁଛି ସର୍ଭେ ରିପୋର୍ଟ ଜାଣନ୍ତୁ

ନୂଆଦିଲ୍ଲୀ: କରୋନାରେ ସବୁଠୁ ଅଧିକ ପ୍ରଭାବିତ ରାଷ୍ଟ୍ରମାନଙ୍କ ମଧ୍ୟରେ ଭାରତ ବର୍ତ୍ତମାନ ତୃତୀୟ ସ୍ତାନରେ ରହିଛି। କିନ୍ତୁ ଯେଉଁଭଳି ଭାବରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ତାକୁ ଦେଖିଲେ ଲାଗୁଛି ଭାରତ ଏହି ଘଟଣାରେ ଖୁବ୍‌ଶୀଘ୍ର ଶୀର୍ଷ ସ୍ତାନରେ ପହଞ୍ଚିବ। ତେବେ ଏସବୁରେ ପ୍ରଶ୍ନ ଉଠୁଛି, କେନ୍ଦ୍ରର ମୋଦି ସରକାର କରୋନା ମୁକାବିଲାରେ ସଫଳ ହୋଇଛନ୍ତି ତ ? ଏମିତିକ ପ୍ରସଙ୍ଗରେ ଜାତୀୟ ଗଣମାଧ୍ୟମ ସଂସ୍ଥା ଇଣ୍ଡିଆଟୁଡେ ମୁଡ୍‌ ଅଫ୍‌ ଦି ନେସନ୍‌ ନାଁରେ ଏକ ସର୍ଭେ […]

  • Monday, 05 July 2021
air-asia
ଦୁର୍ଘଟଣାରୁ ଦୁଇଥର ରକ୍ଷା ପାଇଲା ବିମାନ

ମୁମ୍ବାଇ: ଦୁର୍ଘଟଣାରୁ ଦ୍ୱିତୀୟ ଥର ପାଇଁ ରକ୍ଷା ପାଇଗଲା ଏୟାର ଏସିଆର ଫ୍ଲାଇଟ୍‌। ଶନିବାର ସକାଳେ ଏହି ଫ୍ଲାଇଟ୍‌ ମୁମ୍ବାଇ ଅଭିମୁଖେ ଆସୁଥିବା ବେଳେ ଟେକ୍‌ଅଫ୍ କରୁଥିବା ସମୟରେ ଏକ ପକ୍ଷୀ ପିଟି ହୋଇଯିବାରୁ ଫ୍ଲାଇଟ୍‌ଟି ରାଞ୍ଚି ବିମାନ ବନ୍ଦରରେ ଅଟକି ରହିଯାଇଥିଲା। ଏହାର କିଛି ଘଣ୍ଟା ପରେ ବିମାନଟି ପୁଣିଥରେ ଟେକ୍‌ଅଫ୍‌ କରିବାକୁ ବାହାରିଥିବା ବେଳେ ଯାନ୍ତ୍ରିକ ସମସ୍ୟା ଦେଖା ଦେଇଥିଲା। ଏୟାର ଏସିଆର i5-632 ବିମାନଟି ଆଜି  ସକାଳେ ୧୭୬ ଜଣ ଯାତ୍ରୀଙ୍କୁ ଧରି […]

  • Monday, 05 July 2021
ram-jmehwal
କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍‌ଙ୍କୁ କରୋନା; ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍‌ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତାଙ୍କୁ ଦିଲ୍ଲି ଏମ୍ସରେ ଭର୍ତ୍ତି କରାଯାଇଛି। ସେ ମୋଦି ସରକାରରେ କେନ୍ଦ୍ର ଜଳ ସମ୍ପଦ ରାଷ୍ଟ୍ର ମନ୍ତ୍ରୀ ଅଛନ୍ତି। ଦେଶର ଚତୁର୍ଥ ମନ୍ତ୍ରୀ ଭାବେ ମେଘୱାଲ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କେବଳ ମେଘୱାଲ ନୁହଁନ୍ତି, କେନ୍ଦ୍ର କୃଷିମନ୍ତ୍ରୀ କୈଳାଶ ଚୌଧୁରି ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ବର୍ତ୍ତମାନ ଯୋଧପୁରର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। କେନ୍ଦ୍ର ସରକାରରେ ଆଉ ଜଣେ […]

  • Monday, 05 July 2021
captain
ମା'ଙ୍କୁ ଜନ୍ମଦିନର ସର୍‌ପ୍ରାଇଜ୍ ଦେବାକୁ ଆସୁଥିବା ବେଳେ ଦାଉ ସାଧିଲା ଦଇବ; ଆଖିବୁଜିଲା କ୍ୟାପ୍‌ଟେନ ପୁଅ

ନୂଆଦିଲ୍ଲୀ: ମା’ ଜନ୍ମଦିନରେ ଲୁଚି ଲୁଚି ଆସି ମାଆକୁ ହଠାତ୍ ଚମକାଇ ଦେବ, ଓ ସର୍‌ପ୍ରାଇଜ୍‌ ଦେଇ କହିବ ହ୍ୟାପି ବାର୍ଥ ଡେ ମା।’ ଏଥିପାଇଁ ମାଆକୁ ନ ଜଣାଇ ଲୁଚି ଲୁଚି ବିଦେଶରୁ ଫେରୁଥିଲା ପୁଅ। କିନ୍ତୁ ଦଇବ ଯେ ଏମିତି ଦାଉ ସାଧିବ ତାହା କିଏ ଜାଣିଥିଲା। ପୁଅ ସିନା ଦେଶକୁ ଫେରିଲା, ହେଲେ ମାଆକୁ ଦେଖିପାରିଲା ନାହିଁ। ଆମେ କହୁଛୁ କେରଳ କୋଝିକୋଡେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପାଇଲଟ କ୍ୟାପଟେନ୍ ଦୀପକ […]

  • Monday, 05 July 2021
sanjaya
ବଲିଉଡ୍‌ ଷ୍ଟାର୍‌ ସଞ୍ଜୟ ଦତ୍ତ ହସ୍‌ପିଟାଲ୍‌ରେ ଭର୍ତ୍ତି

ମୁମ୍ବାଇ: ବଲିଉଡ୍‌ର ଭେଟେରନା ଅଭିନେତା ତଥା ଦର୍ଶକଙ୍କ ସଞ୍ଜୁ ବାବା ସଞ୍ଜୟ ଦତ୍ତ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ନିଶ୍ୱାସ-ପ୍ରଶ୍ୱାସ ନେବାର କଷ୍ଟ ଓ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ମୁମ୍ବାଇର ଲୀଳବାତୀ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କୁ ପ୍ରଥମେ ନନ୍‌ କୋଭିଡ୍ ଆଇସିୟୁ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଭର୍ତ୍ତି ହେବା ପରେ କରୋନା ଟେଷ୍ଟ ନେଗେଟିଭ୍‌ ଆସିଥିଲା। ରାପିଡ୍ ଆଣ୍ଡିଜେନ୍ ଟେଷ୍ଟ ମଧ୍ୟ ନେଗେଟିବି ଆସିଛି। ତାଙ୍କର ସ୍ୱାବ ସଂଗ୍ରହ କରାଯାଇ RT-PCR ଟେଷ୍ଟ ପାଇଁ […]

  • Monday, 05 July 2021
rajnath
ରାଜନାଥ ସିଂହଙ୍କ ବଡ଼ ଘୋଷଣା; ୧୦୧ ପ୍ରତିରକ୍ଷା ଉପକରଣକୁ ବ୍ୟାନ୍

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଆତ୍ମନିର୍ଭର ଭାରତକୁ ପ୍ରୋତ୍ସାହନ ଦେବାକୁ ପ୍ରତିରକ୍ଷା କ୍ଷେତ୍ରରେ ଆମଦାନୀ ହେଉଥିବା ୧୦୧ ଉପକରଣ ଉପରେ ବ୍ୟାନ୍ ଲଗାଇଛନ୍ତି ସରକାର। ଏବେ ଏହିସବୁ ଉପକରଣ ଦେଶରେ ହିଁ ଉତ୍ପାଦନ କରାଯିବ ବୋଲି ରାଜନାଥ କହିଛନ୍ତି। ପ୍ରତିରକ୍ଷା କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ରାଜନାଥ ତାଙ୍କ ଅଫିସିଆଲ୍ ଟ୍ୱିଟର୍‌ ହ୍ୟାଣ୍ଡେଲ୍‌ରେ ଘୋଷଣା କରିଛନ୍ତି। ଏନେଇ ରାଜନାଥ ଲେଖିଛନ୍ତି, ପ୍ରତିରକ୍ଷା ମନ୍ତ୍ରାଳୟ ବ୍ୟାନ୍ […]

  • Monday, 05 July 2021