• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

china
ଚୀନକୁ ରୋକ୍‌ଠୋକ୍ ଶୁଣାଇଲା ଭାରତ; ପାଙ୍ଗୋଙ୍ଗ ହ୍ରଦ ଅଞ୍ଚଳରୁ ଆଉ ସୈନ୍ୟ ପ୍ରତ୍ୟାହାର କରିବ ନାହିଁ

ଲଦାଖ: ଲଦାଖ ପାଙ୍ଗୋଙ୍ଗ ହ୍ରଦ ଅଞ୍ଚଳରୁ ଆଉ ସୈନ୍ୟ ପ୍ରତ୍ୟାହାର କରିବ ନାହିଁ ବୋଲି ଚୀନକୁ ସଫା ସଫା ଶୁଣାଇ ଦେଇଛି ଭାରତ। ଉଭୟ ଦେଶର ମଧ୍ୟରେ ପଞ୍ଚମ ସାମରିକସ୍ତରୀୟ ଆଲୋଚନା ବେଳେ ଭାରତ ଏହି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି।  ଫିଙ୍ଗର୍ ଥ୍ରିର ଧନ ସିଂହ ଥାପା ପୋଷ୍ଟକୁ ଭାରତ ଛାଡ଼ିବା ପରେ ହିଁ ପୂର୍ବ ସ୍ଥିତିକୁ ଫେରିବାକୁ ଚୀନ କହିଥିଲା। ଏପରିକି ଭାରତ ଏହି ପୋଷ୍ଟରୁ ହଟି ଯାଇଥିବା ବେଜିଂ ଏକତରଫା ଭାବେ କହିଥିଲା। […]

  • Monday, 05 July 2021
girish-chndara-murmu
ଗିରୀଶ ଚନ୍ଦ୍ର ମୁର୍ମୁ ହେଲେ ଦେଶର ନୂଆ CAG

  ନୂଆଦିଲ୍ଲୀ: ଗିରୀଶ ଚନ୍ଦ୍ର ମୁର୍ମୁ ହେଲେ ଦେଶର ନୂଆ CAG ବା କମ୍ପଟ୍ରୋଲର ଏଣ୍ଡ ଅଡିଟର ଜେନେରାଲ। ରାଷ୍ଟ୍ରପତି ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ CAG ଭାବେ ନିଯୁକ୍ତି ଦେଇଥିବା ଅର୍ଥ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତକାଲି କାଲି ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ ଶ୍ରୀମୁର୍ମୁ। ୨୦୧୯ ଅଗଷ୍ଟରେ ଧାରା ୩୭୦ ଉଚ୍ଛେଦ ହେବା ପରେ ଜାମ୍ମୁ ଓ କାଶ୍ମୀର ରାଜ୍ୟ ମାନ୍ୟତା ହରାଇଥିଲା। ଏହା ପରେ ଏହାର ପୁନର୍ଗଠନ ହୋଇଥିଲା ଗତ […]

  • Monday, 05 July 2021
coronali
ପତଞ୍ଜଳିକୁ ୧୦ ଲକ୍ଷ ଟଙ୍କା ଫାଇନ୍‌; 'କୋରୋନିଲ୍' ନାଁ ବ୍ୟବହାର ନ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ଚେନ୍ନାଇ: କରୋନିଲ ଟ୍ରେଡ୍‌ ମାର୍କକୁ ବ୍ୟବହାର କରିପାରିବନି ପତଞ୍ଜଳି। ଏନେଇ ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍‌ ଏବଂ ଦିବ୍ୟା ୟୋଗ ମନ୍ଦିର ଟ୍ରଷ୍ଟକୁ ବାରଣ କରିଛନ୍ତି ମାଡ୍ରାସ ହାଇକୋର୍ଟ। ତା ସହିତ ୧୦ ଲକ୍ଷ ଟଙ୍କା ଫାଇନ୍‌ ମଧ୍ୟ କରିଛନ୍ତି କୋର୍ଟ। ଅଗଷ୍ଟ ୨୧ ତାରିଖ ସୁଦ୍ଧା ଫାଇନ୍ ପୈଠ କରିବାକୁ କୁହାଯାଇଛି। ଲାଭ ପଛରେ ଗୋଡ଼ାଇ କରୋନିଲ ଔଷଧରେ କରୋନା ସୁସ୍ଥ ହୋଇଯିବ କହି ଲୋକଙ୍କୁ ଭୂଆଁ ବୁଲାଇବା ଅଭିଯୋଗରେ କମ୍ପାନୀଙ୍କୁ ଫାଇନ୍ କରିଛନ୍ତି କୋର୍ଟ। କିନ୍ତୁ […]

  • Monday, 05 July 2021
mask
କରୋନା ମୁକାବିଲାରେ ଭୁଲି ହେବନି ମାସ୍କର ଭୂମିକା

ନୂଆଦିଲ୍ଲୀ: କରୋନାକୁ ମାତ ଦେବା ପାଇଁ ସବୁଠାରୁ ବଡ ଅସ୍ତ୍ର ସାଜିଛି  ସଚେତନତା। ଏଇ ସଚେତନତାର ପ୍ରଥମ ସୋପାନ ହେଉଛି ମାସ୍କ। ଆଜିଠୁ ବିଭିନ୍ନ ସଂଗଠନ ପକ୍ଷରୁ ପାଳନ କରାଯାଉଛି ବିଶ୍ୱ ମାସ୍କ ସପ୍ତାହ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO,  ଆଫ୍ରିକାର ସିଡିଏସ୍, ଫେସ୍‌ବୁକ୍, ଗୁଗଲ, ଗ୍ଲୋବାଲ ସିଟିଜେନ୍ ଭଳି ୪୦ରୁ ଅଧିକ ସଂଗଠନ ପକ୍ଷରୁ ପାଳନ କରାଯାଉଛି ବିଶ୍ୱ ମାସ୍କ ସପ୍ତାହ । ଆଜିଠୁ ୧୪ ତାରିଖ ପର୍ଯ୍ୟନ୍ତ ସପ୍ତାହେ ବ୍ୟାପୀ ଏହି କାର୍ଯ୍ୟକ୍ରମ […]

  • Monday, 05 July 2021
binaya
ଶେଷରେ ପାଟ୍‌ନା ଏସ୍‌ପିଙ୍କୁ ଗୃହବନ୍ଦୀରୁ ମୁକ୍ତ କଲା ବିଏମ୍‌ସି

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ହତ୍ୟା ମାମଲାର ତଦନ୍ତ ପାଇଁ ମୁମ୍ବାଇରେ ଗୃହବନ୍ଦୀ ଥିବା ପାଟ୍‌ନା ଏସ୍‌ପିଙ୍କୁ ଶେଷରେ ବିଏମ୍‌ସି ଛାଡ଼ି ଦେଇଛି। ଏ ନେଇ ନିଜେ ପାଟ୍‌ନା ଏସ୍‌ପି ବିନୟ ତିୱାରୀ ସୂଚନା ଦେଇଛନ୍ତି।  ମୁମ୍ବାଇରେ କ୍ୱାରେଣ୍ଟିନରେ ଥିବା ପାଟନା ଏସପି ବିନୟ ତିୱାରୀ କ୍ୱାରେଣ୍ଟିନରୁ ଯାଇପାରିବେ ବୋଲି ବିଏମସି ପକ୍ଷରୁ ତାଙ୍କୁ ଜଣାଇ ଦିଆଯାଇଛି । ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ତଦନ୍ତ ପାଇଁ ମୁମ୍ବାଇ ଯାଇଥିବା ପାଟ୍‌ନା ଏସ୍‌ପିଙ୍କୁ ବିଏମସି କର୍ତ୍ତୃପକ୍ଷ କ୍ୱାରେଣ୍ଟିନ […]

  • Monday, 05 July 2021
gold
ରେକର୍ଡ ଭାଙ୍ଗିଲା ରୂପା ଦର, ସୁନା ଦର ବି ହେଲା ଆକାଶଛୁଆଁ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ବଜାରରେ ସୁନାଦର ୨ ହଜାର ଡଲାର ଟପିଛି। ଅର୍ଥାତ୍‌ ସୁନା ଦର ପ୍ରତି ଆଉନ୍‌ସ ୨,୦୫୮ରେ ପହଞ୍ଚିଛି। ଏହା ଗତ ୭ ବର୍ଷ ମଧ୍ୟରେ ସର୍ବାଧିକ ବୃଦ୍ଧି। ଜୁଲାଇ ୩୧ରେ ସୁନା ଦର ପ୍ରତି ଆଉନ୍ସ ୧,୯୭୩ରେ ରହିଥିବାବେଳେ ଅଗଷ୍ଟ ମାସରେ ବର୍ତ୍ତମାନ ସୁଦ୍ଧା ସର୍ବୋଚ୍ଚ ସ୍ତର ୨୦୭୨ ଡଲାରରେ ପହଞ୍ଚିଛି। ଅନ୍ୟପକ୍ଷେ ରୂପା ଦର ମଧ୍ୟ ବୃଦ୍ଧି ପାଇଛି। ଗୁରୁବାର ରୂପା ଦର ପ୍ରତି ଟ୍ରୟ୨୮.୪୦ ଡଲାର ରହିଥିଲା MCX(Multi Commodity Exchange)ରେ […]

modi
ଏବେ 'ହ୍ୱାଟ୍ ଟୁ ଥିଙ୍କ୍' ନୁହେଁ, 'ହାଓ ଟୁ ଥିଙ୍କ୍' ଉପରେ ଫୋକସ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଜାତୀୟ ଶିକ୍ଷା ନୀତି (ଏନଇପି) କନକ୍ଲେଭରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଏହି କନଫରେନ୍ସରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ତିନି-ଚାରି ବର୍ଷର ବିଚାର ବିମର୍ଶ ପରେ ନୂଆ ଶିକ୍ଷା ନୀତିକୁ ମଞ୍ଜୁରୀ ମିଳିଛି। ଏହି ନୂଆ ଶିକ୍ଷା ନୀତିରେ ଭାରତ ସଶକ୍ତ ହେବ। ନୂଆ ଶିକ୍ଷା ନୀତି ଭାରତର ପ୍ରକୃତ ଆଧାର ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ମୋଦି ଆହୁରି କହିଛନ୍ତି, ଆଜି ଏହି ନୀତିକୁ […]

  • Monday, 05 July 2021
cow
ଟ୍ରାକ୍ଟର ସାହାଯ୍ୟରେ ବାହାରିଲା ଗାଈ ଦୁଗ୍ଧ, ଭିଡିଓ ଶେୟାର କଲେ ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ୍‌

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବିଜ୍‌ନେସ୍‌ମ୍ୟାନ୍‌ ଆନନ୍ଦ ମହିନ୍ଦ୍ରା ଖୁବ୍‌ ଆକ୍ଟିଭ ରହିଥାନ୍ତି। ସେ ସବୁବେଳେ ମଜାଳିଆ ଭିଡିଓ ଓ ଫନି ପୋଷ୍ଟଗୁଡ଼ିକୁ ଶେୟାର କରି ଲୋକଙ୍କର ମନୋରଞ୍ଜନ କରିଥାନ୍ତି। ଆନନ୍ଦଙ୍କ ଟ୍ୱିଟରରେ ୮୦ ଲକ୍ଷ ଫଲୋଅର୍ସ ଅଛନ୍ତି। ସେ ପ୍ରତ୍ୟେକ ଦିନ ନୂଆ ନୂଆ ମଜାଳିଆ ଭିଡିଓକୁ ଶେୟାର କରି ଲୋକମାନଙ୍କର ମନୋରଞ୍ଜନ କରିଥାନ୍ତି। ଏଥର ଆନନ୍ଦ ଟ୍ରାକ୍ଟରରେ ନିର୍ମିତ ଏକ ଜୁଗାଡ଼ର ଭିଡିଓକୁ ଶେୟାର କରିଛନ୍ତି। ଏହି ଭିଡିଓକୁ ସମସ୍ତେ ପସନ୍ଦ କରୁଛନ୍ତି। ଏମିତିକି ଭିଡିଓକୁ […]

  • Monday, 05 July 2021
farmer 11
ଚାଷୀଙ୍କ ପାଇଁ ଖୁସି ଖବର, ପ୍ରଥମଥର ପାଇଁ ଗଡ଼ିଲା ସ୍ୱତନ୍ତ୍ର ଟ୍ରେନ୍‌

ନୂଆଦିଲ୍ଲୀ: ଚାଷୀମାନଙ୍କ ପାଇଁ ଏକ ଖୁସି ଖବର। ଭାରତୀୟ ରେଲ୍‌ୱେ ପକ୍ଷରୁ ପ୍ରଥମ ଥର ପାଇଁ କିଷାନ୍‌ ରେଲ୍‌ୱେ ଟ୍ରେନ୍‌ର ଆଜି ଶୁଭାରମ୍ଭ କରାଯାଇଛି। ଏହି ପାର୍ସଲ୍‌ ଟ୍ରେନ୍‌ ଦେୱଲାଲିରୁ ଦାନାପୁର ମଧ୍ୟରେ ଚଳାଚଳ କରିଛି। ଏହି ଟ୍ରେନ୍‌ ଚାଷୀ ଓ ଛୋଟ ବ୍ୟବସାୟୀଙ୍କ କୃଷି ଉତ୍ପାଦନ ପରିବହନର ଆବଶ୍ୟକତା ପୂରଣ କରିବ। ଯେଉଁ ଯେଉଁ ସ୍ଥାନରେ ଟ୍ରେନ୍‌ର ଷ୍ଟପେଜ୍‌ ରହିଛି, ସେସବୁ ସ୍ଥାନରୁ ଫଳ, ପରିବା ଲୋଡିଂ ଏବଂ ଅନ୍‌ଲୋଡିଂ କରିବା ପାଇଁ ଅନୁମତି ପ୍ରଦାନ […]

  • Monday, 05 July 2021
kerala
ଭୂସ୍ଖଳନରେ ଚାଲିଗଲା ୫ ଜୀବନ

କୋଚି: ପ୍ରବଳ ବର୍ଷା ଓ ବନ୍ୟା କାରଣରୁ କେରଳରେ ସ୍ଥିତି ସାଙ୍ଘାତିକ ହୋଇପଡ଼ିଛି। ଏହାର ପ୍ରଭାବରେ କେରଳର ଇଡୁକ୍କି ଜିଲ୍ଲାରେ ଭୁସ୍ଖଳନରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଭୁସ୍ଖଳନ ଜିଲ୍ଲାର ରାଜମାଲା ଅଞ୍ଚଳରେ ହୋଇଛି। #WATCH 5 dead in landslide in Idukki's Rajamala, #Kerala; 10 rescued so far Kerala CM has requested assistance from Indian Air Force for the rescue operation. pic.twitter.com/yWmwXHUxEz — ANI […]

  • Monday, 05 July 2021
william
ବାପାଙ୍କୁ ପିଠିରେ ବୋହି କୂଳକୁ ଆଣିଲା ୯ ବର୍ଷର ଶିଶୁ

ଫ୍ଲୋରିଡା: ଆମେରିକାର ଫ୍ଲୋରିଡାରେ ୯ ବର୍ଷର ଏକ ଶିଶୁକୁ ନେଇ ବେଶ ଚର୍ଚ୍ଚା। ପହଁରୁଥିବା ସମୟରେ ତାଙ୍କ ବାପାଙ୍କ ବେକର ହାଡ ଭାଙ୍ଗିଗଲା ଯାହାଫଳରେ କୂଳକୁ ଆସିବା ତାଙ୍କ ପକ୍ଷେ ସମ୍ଭବ ନ ଥିଲା। ହେଲେ ପାଖରେ ଥିବା ୯ ବର୍ଷର ପୁଅ ନିଜ ଜୀବନକୁ ବିପଦ ମୁହଁକୁ ଠେଲି ବାପାଙ୍କୁ ଯେପରି କୂଳକୁ ଆଣିଲା ତାହା ଦେଖିବା ପରେ ସାରା ଫ୍ଲୋରିଡା ଏବେ ଶିଶୁର ପ୍ରଶଂସାରେ ଶତମୁଖ। ୯ ବର୍ଷର ଏହି ପୁଅର ନାମ ଅସାଇ […]

  • Monday, 05 July 2021