• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

myt
ସୀମାରେ ଗୁଳିମାଡ଼, ୩ ଯବାନ ସହିଦ

ମିଆଁମାର: ଉଗ୍ରବାଦୀ ଆକ୍ରମଣରେ ୩ ଯବାନ ସହିଦ, ୪ ଜଣ ଗୁରୁତର। ଉଗ୍ରବାଦୀଙ୍କ ଆକ୍ରମଣରେ ଆସାମ ରାଇଫଲ୍ସ-୪ର ୩ ଯବାନ ସହିଦ ହୋଇଛନ୍ତି। ୪ ଗୁରତର ଭାବେ ଆହତ ହୋଇଛନ୍ତି। The terrorists first carried out an IED blast and then fired at the troops. Reinforcements have been rushed to the area which is 100 km from Imphal: Sources https://t.co/WgGVnZM8FQ — ANI (@ANI) July […]

  • Monday, 05 July 2021
diesel
ଶସ୍ତା ହେଲା ଡିଜେଲ୍, କମିଲା ଭାଟ୍‌

ନୂଆଦିଲ୍ଲୀ: ଶସ୍ତା ହେଲା ଡିଜେଲ୍, କମିଲା ଭାଟ୍‌। ଦିଲ୍ଲୀ ସରକାର ଡିଜେଲ୍‌ ଉପରୁ ମୋଟା ଅଙ୍କର ଭାଟ୍ କାଟିଛନ୍ତି। ଡିଜେଲ ଉପରୁ ଭାଟ୍ ୩୦%ରୁ ୧୬.୭୫%କୁ ହ୍ରାସ କରାଯାଇଛି। ଏ ନେଇ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଘୋଷଣା କରିଛନ୍ତି। ଭାଟ୍ କମିବା ପରେ ଡିଜେଲ ଲିଟର ପିଛା ୮ ଟଙ୍କା ୩୬ ପଇସା କମିଛି। ଫଳରେ ଦିଲ୍ଲୀରେ ଡିଜେଲ୍‌ ଦର ୮୨ ଟଙ୍କାରୁ ଖସି ୭୩ଟଙ୍କା ୬୪ ପଇସା ହୋଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ […]

  • Monday, 05 July 2021
supreme
ସୁପ୍ରିମ୍‌କୋର୍ଟ ଗଲେ ସୁଶାନ୍ତଙ୍କ ବାପା

ମୁମ୍ବାଇ: ସୁପ୍ରିମ୍‌କୋର୍ଟ ଗଲେ ସୁଶାନ୍ତଙ୍କ ବାପା। ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ସୁପ୍ରିମକୋର୍ଟରେ କ୍ୟାଭେଟ ପିଟିସନ କଲେ ସୁଶାନ୍ତଙ୍କ ବାପା କେ.କେ ସିଂହ। ରିଆ ଚକ୍ରବର୍ତ୍ତୀଙ୍କ ପିଟିସନକୁ ଚାଲେଞ୍ଜ କରି କ୍ୟାଭେଟ କଲେ ସୁଶାନ୍ତଙ୍କ ବାପା। ସୁଶାନ୍ତଙ୍କୁ ରିଆ ହିଁ ଆତ୍ମହତ୍ୟା ପାଇଁ ଉସୁକାଇଥିବା ତାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ପାଟନା ପୋଲିସରେ ରିଆଙ୍କ ନାଁରେ ଏତଲା କରିଛନ୍ତି ସୁଶାନ୍ତଙ୍କ ବାପା। ସୁଶାନ୍ତଙ୍କ ବାପା ଥାନାରେ ଏତଲା କରିବା ପରେ […]

  • Monday, 05 July 2021
Corona
ଆସନ୍ତା ମାସରେ ଆସିପାରେ କରୋନାର ତୃତୀୟ ଲହର

ଦେଶରେ ଆସନ୍ତା ମାସରେ ହିଁ ଦେଖାଦେଇପାରେ କରୋନା ତୃତୀୟ ଲହର। ବର୍ତ୍ତମାନ ସମୟରେ ଦ୍ୱିତୀୟ ଲହରରୁ ମୁକ୍ତି ମିଳିନଥିବା ସମୟରେ ପୁଣି ଏବେ ତୃତୀୟ ଲହରକୁ ନେଇ ଚିନ୍ତା ବଢ଼ୁଛି। ତେବେ ଏମିତି ଚାଚଂଲ୍ୟକର ରିପୋର୍ଟ ଦେଇଛି ଏସବିଆଇ।

  • Monday, 05 July 2021
deadbody
ଭୀମଟାଙ୍ଗିରେ ମହିଳାଙ୍କୁ ହତ୍ୟା ଘଟଣା, ମୃତଦେହ ପାଖରେ ପଡ଼ିଥିବା ଯୁବକ ହିଁ ହତ୍ୟାକାରୀ: ଡିସିପି

ଭୁବନେଶ୍ୱର: ଭୀମଟାଙ୍ଗିରେ ମହିଳାଙ୍କୁ ହାଣି ବୀଭତ୍ସ ହତ୍ୟା ଘଟଣା । ହତ୍ୟାକାଣ୍ଡ ଘଟିଥିବା ଘର ଭିତରୁ ମିଳିଲା ହାତଲେଖା ଚିଠି । ଗୁରୁତର ଅବସ୍ଥାରେ ଉଦ୍ଧାର ଯୁବକ ଜଣକ ଚିଠି ଲେଖିଥିବା ସୂଚନା । ଗୁରୁତର ଯୁବକ ଜଗନ୍ନାଥ ପ୍ରଧାନ ହିଁ…

tiger
କଳା ବାଘର ଫଟୋ ଉଠାଇବା ପାଇଁ ବ୍ୟକ୍ତି ଜଣକ ଜଙ୍ଗଲରେ କଲେ ଏମିତି କାମ

ପୁନେ: ପୁନେର ଜଣେ ଫଟୋଗ୍ରାଫ‍ରଙ୍କ ପ୍ରଥମ ବନ୍ୟଜନ୍ତୁଙ୍କ ଫଟୋ ଉଠାଇବାର ଯାତ୍ରା ଅତ୍ୟନ୍ତ ସ୍ମରଣୀୟ ହୋଇଛି। ତାଙ୍କ ନାଁ ଅଭିଷେକ ପଗନିସ୍‌। ଅଭିଷେକ କଳା ଚିତାବାଘର ଫଟୋ ଉଠାଇବା ପାଇଁ ମହାରାଷ୍ଟ୍ରର ତାଡ଼ୋବା ରିଜର୍ଭରେ ପ୍ରାୟ ୨ଘଣ୍ଟା ଧରି ଅପେକ୍ଷା କରିଥିଲେ। ଅପେକ୍ଷା କଲା ପରେ ଅଭିଷେକ କଳା ଚିତାବାଘର ଏକ ଚତ୍ମକାର ଫଟୋ କ୍ଲିକ୍‌ କରିଥିଲେ। ବାଘର ଏହି ଫଟୋଟି ସୋସିଆଲ ମିଡିଆରେ ଖୁବ୍‌ ଜୋରରେ ଭାଇରାଲ ହେବାରେ ଲାଗିଛି। ଫଟୋ ଟି ଭାଇରାଲ ହେବା […]

  • Monday, 05 July 2021
ram-mandir
ଅଯୋଧ୍ୟା ରାମ ମନ୍ଦିର ନିର୍ମାଣସ୍ଥଳୀରେ ପଶିଲା କରୋନା

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ଲାଗି ଭୂମି ପୂଜା ରୀତିନୀତିରେ ସାମିଲ ଥିବା ଜଣେ ପୂଜକ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହାସହ ଭୂମିପୂଜା ସ୍ଥଳରେ ମୁତୟନ ଥିବା ୧୬ ଜଣ ପୋଲିସ କର୍ମୀଙ୍କଠାରେ ମଧ୍ୟ କରୋନା ଭୂତାଣୁ ପରିଲକ୍ଷିତ ହୋଇଛି। ଆଣ୍ଟିଜେନ୍ କିଟ୍‌ରେ ସେମାନଙ୍କର ପରୀକ୍ଷଣ କରାଯାଇଥିଲା। ତେବେ ରିପୋର୍ଟ ପଜିଟିଭ୍ ଆସିବା ପରେ ସମସ୍ତଙ୍କୁ କ୍ୱାରେଣ୍ଟିନରେ ରଖାଯାଇଛି। ଏହା ସହ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର ମଧ୍ୟ ନମୁନା ନିଆଯାଉଛି। ସହକାରୀ ମୁଖ୍ୟ ପୁରୋହିତ […]

  • Monday, 05 July 2021
modi
ମରିସସ୍ ସୁପ୍ରିମ୍ କୋର୍ଟର ନୂଆ ବିଲ୍ଡିଂର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଲୋକାର୍ପିତ ହେଲା ମରିସସ ସୁପ୍ରିମକୋର୍ଟର ନୂଆ କୋଠା। ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀଣ ଜଗନ୍ନାଥ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଳିତ ଭାବେ ଏହି ନୂଆ ବିଲ୍ଡିଂର ଲୋକାର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂରେ ନୂଆଦିଲ୍ଲୀରୁ ଏହାର ଲୋକାର୍ପଣ କରିଥିବାବେଳେ ମରିସସ ପ୍ରଧାନମନ୍ତ୍ରୀ ପୋର୍ଟ ଲୁଇସରେ ରହିଥିଲେ। ପୋର୍ଟ ଲୁଇସରେ ନିର୍ମିତ ସୁପ୍ରିମକୋର୍ଟ ବିଲଡିଂ ପାଇଁ ଭାରତ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ୨୦୧୬ରେ ଭାରତ ପକ୍ଷରୁ ଭିତ୍ତିଭୂମିର ବିକାଶ ପାଇଁ ମରିସସକୁ […]

  • Monday, 05 July 2021
soni
ସୋନିଆ ଗାନ୍ଧି ହସ୍‌ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି। ଆଜି ସନ୍ଧ୍ୟା ୭ଟା ବେଳେ ଦିଲ୍ଲୀର ଗଙ୍ଗାରାମ ହସ୍‌ପିଟାଲ୍‌ରେ ସୋନିଆଙ୍କୁ ଭର୍ତ୍ତି କରାଯାଇଛି। ହସ୍ପିଟାଲର ଅଧ୍ୟକ୍ଷ ଡା.ଡିଏସ ରାଣା କହିଛନ୍ତି, ନିୟମିତ ଟେଷ୍ଟ ପାଇଁ ଆଜି ସନ୍ଧ୍ୟାରେ ସୋନିଆ ଗାନ୍ଧି ହସ୍ପିଟାଲରେ ଆଡମିଟ ହୋଇଛନ୍ତି। ଏବେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପୂର୍ଣ୍ଣ ଭାବେ ସ୍ଥିର ରହିଥିବା ସେ କହିଛନ୍ତି। ଏହାବାଦ୍‌ ସେ ଆଉ କୌଣସି ତଥ୍ୟ ଦେବାକୁ ମନା କରିଦେଇଛନ୍ତି। […]

  • Monday, 05 July 2021
tamilnadu
ଅଗଷ୍ଟ ୩୧ ଯାଏ ଏହି ରାଜ୍ୟ ଲକଡାଉନ୍

ଚେନ୍ନାଇ: କରୋନା ସଂକ୍ରମଣ ବ୍ୟାପୁଥିବାର ଦେଖି ତାମିଲନାଡୁ ସରକାର ବଡ଼ ନିଷ୍ପତ୍ତି ନେଇଛି। ରାଜ୍ୟରେ ଏକ ଲକଡାଉନକୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ତେବେ ଏହି ଲକଡାଉନରେ କିଛିଟା କୋହଳ ମଧ୍ୟ କରାଯାଇଛି। ବର୍ତ୍ତମାନ ଯେଉଁ ଅଫିସରେ ୫୦ ପ୍ରତିଶତ କର୍ମଚାରୀ କାମ କରୁଛନ୍ତି, ତାକୁ ୭୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ତେବେ କଣ୍ଟେନମେଣ୍ଟ ଜୋନରେ କଟକଣା ପୂର୍ବଭଳି ବଳବତ୍ତର ରହିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନୂଆ ଗାଇଡ୍ ଲାଇନ୍ […]

  • Monday, 05 July 2021