• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

docter
ରୋଗୀ ଚିକିତ୍ସା ପାଇଁ ଡାକ୍ତରଙ୍କ ନିଆରା ପଦକ୍ଷେପ, ୟୁଜର୍ସ କହିଲେ...

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି। ଏନେଇ ଲକ୍‌ଡାଉନ୍‌ ଜାରି କରାଯାଇଛି। ଗୋଟେ ପଟେ କରୋନା ଭାଇରସଠୁ ରକ୍ଷା ପାଇବା ପାଇଁ ଲୋକମାନେ ଘରେ ରହୁଥିବାବେଳେ, ଅନ୍ୟପଟେ ଡାକ୍ତର ନିଜ ପରିବାରକୁ ଛାଡ଼ି ଏହି ଭାଇରସ ସହିତ ଲଢ଼େଇ କରୁଛନ୍ତି। ଏଭଳି ପରିସ୍ଥିତିରେ  ସୋସିଆଲ ମିଡିଆରେ ଏକ ଡାକ୍ତରଙ୍କ ଭିଡିଓ ଖୁବ୍‌ ଜୋରରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଡାକ୍ତର ବିନା ପିପିଇ କିଟ୍‌ରେ ରୋଗୀର ଚିକିତ୍ସା କରୁଛନ୍ତି। ନିଜର ଷ୍ଟେଥୋସ୍କୋପ୍ ତାରକୁ […]

  • Monday, 05 July 2021
china
କରୋନା ଟିକା ଯୋଗାଇବା ନାଁରେ ଏହି ରାଷ୍ଟ୍ରମାନଙ୍କୁ ନିଜ ସପକ୍ଷକୁ ଆଣିବାକୁ ଚେଷ୍ଟା କରୁଛି ଚୀନ

ବେଜିଂ:କରୋନାକୁ ନେଇ ଆମେରିକା, ଅଷ୍ଟ୍ରେଲିଆ, ଭାରତ ତଥା ଅନ୍ୟାନ୍ୟ ରାଷ୍ଟ୍ର ଚୀନକୁ ଦୋଷ ଦେଉଛନ୍ତି। ଆନ୍ତର୍ଜାତିକ ସ୍ତରରେ ପ୍ରମୁଖ ରାଷ୍ଟ୍ର ସହ ସମ୍ପର୍କ ବିଗିଡିବା ତଥା ଦକ୍ଷୀଣ ଚୀନ ସାଗରରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦେଖିବା ପରେ ଏବେ ଚୀନ ତାହାର ରଣନୀତି ବଦଳାଇଛି। ପାକିସ୍ତାନ, ନେପାଳ, ଆଫଗାନିସ୍ତାନକୁ ନିଜ ସପକ୍ଷକୁ ଆଣିବା ପାଇଁ ଚେଷ୍ଟା କରୁଛି। ଏହି ରାଷ୍ଟ୍ରମାନଙ୍କ ସହ  ଆଜି ଏକ ଡିଜିଟାଲ ବୈଠକ କରିଛି।  Belt and Road Initiative ଏବଂ କରୋନା ସଂକ୍ରମଣ […]

  • Monday, 05 July 2021
mayabati
କଂଗ୍ରେସ ଉପରେ ବର୍ଷିଲେ ମାୟାବତୀ, କହିଲେ-‘ଚୋରି କରି ଦୋଷ ଲଦୁଛି’

ଜୟପୁର: ରାଜସ୍ଥାନ ରାଜନୀତି ଦିନକୁ ଦିନ ରୋଚକ ମୋଡ ନେଉଛି। କଂଗ୍ରେସର ଦଳୀୟ ବିବାଦକୁ ନେଇ ଏବେ ମୁହଁ ଖୋଲିଛନ୍ତି ବିଏସ୍‌ପି ମୁଖ୍ୟ ମାୟାବତୀ। କ୍ଷମତା ବିବାଦକୁ ନେଇ କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି ମାୟାବତୀ। ଚୋରି କରି କଂଗ୍ରେସ ପାଲଟା ଦୋଷ ଲଦୁଛି ବୋଲି ଗେହଲଟ ସରକାରକୁ ଆକ୍ଷେପ କରି କହିଛନ୍ତି। ହିନ୍ଦୀରେ ଏହାକୁ ‘ଉଲଟା ଚୋର କୋତୱାଲ୍ କୋ ଡାଟେ’ ବୋଲି ମୟାବତୀ କହିଛନ୍ତି। ରାଜସ୍ଥାନରେ ବିଏସପିର  ୬ ଜଣ ବିଧାୟକଙ୍କୁ ନିଜ ଦଳରେ […]

  • Monday, 05 July 2021
police
ଦିନକରେ ୧୩୮ ପୋଲିସ କର୍ମୀ କରୋନା ପଜିଟିଭ, ୩ମୃତ

ମୁମ୍ୱାଇ: ମହାରାଷ୍ଟ୍ରରେ କରୋନାଭାଇରସ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ସଂକ୍ରମଣର ଗତି ଏପରି ବୃଦ୍ଧି ପାଇଛି ଯେ ଲୋକଙ୍କୁ ସୁରକ୍ଷା ଦେବାରେ ନିୟୋଜିତ ପୋଲିସ କର୍ମଚାରୀମାନେ ଏହାର ଶୀକାର ହେଉଛନ୍ତି। ଏନେଇ ମହାରାଷ୍ଟ୍ରରେ ୨୪ ଘଣ୍ଟା ମଧ୍ୟରେ ୧୩୮ ପୋଲିସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ୩ଜଣଙ୍କର ମୃତ୍ୟୁ ଘଟିଛି। ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ମୋଟ ୯୭ ଜଣ ପୋଲିସ କରୋନା ଭାଇରସରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ୬୬୭୦ ପୋଲିସ କର୍ମଚାରୀ ସୁସ୍ଥ ହୋଇ […]

  • Monday, 05 July 2021
rafel
ଆଜି ଭାରତରେ ପହଞ୍ଚିବ ରାଫେଲ ଫାଇଟର ପ୍ଲେନ୍‌

ନୂଆଦିଲ୍ଲୀ: ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ଭାରତରେ ପହଞ୍ଚିବ ରାଫେଲ ଫାଇଟର ପ୍ଲେନ।  ଫ୍ରାନ୍ସରୁ ଉଡ଼ାଣ ଆରମ୍ଭ କରିଥିବା ୫ଟି ରାଫେଲ୍ ଜେଟ୍ ହରିଆଣାର ଅମ୍ବାଲା ଏୟାରବେସ୍‌ରେ ପହଞ୍ଚିବ । ୧୨ ଜଣ ଯୋଦ୍ଧା ପାଇଲଟ୍ ଏହାକୁ ଭାରତ ଆଣୁଛନ୍ତି । ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ବିବାଦ ବେଳେ ରାଫେଲ ଭାରତ ଆସିବା ଘଟଣା ବାୟୁସେନାର ମନୋବଳକୁ ବୃଦ୍ଧି କରିବ। ରାଫେଲ ଭାରତୀୟ ବାୟୁସେନାରେ ପରାକ୍ରମ ବଢାଇବାରେ ସହାୟକ ହେବ । ବିଶେଷ […]

  • Monday, 05 July 2021
1
ସୁଶାନ୍ତଙ୍କ ଆକାଉଣ୍ଟରୁ କୋଟି କୋଟି ଟଙ୍କା ଗାଏବ ! ରିୟାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ପ୍ରାୟ ଦେଢ ମାସ ବିତିଗଲାଣି। ପୁଅର ମୃତ୍ୟୁକୁ ନେଇ ଆଜି ଯାଏ ଚୁପ୍‌ ଥିବା ସୁଶାନ୍ତଙ୍କ ପରିବାର ଏବେ ମୁହଁ ଖୋଲିଛନ୍ତି।  ପିତା କେ.କେ.ସିଂହ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ FIR ଦାଏର କରିଥିଲେ। ଖାଲି ସେତିକି ନୁହେଁ, ମୁମ୍ବାଇ ପୋଲିସର ତଦନ୍ତ ପ୍ରତି ମଧ୍ୟ ଅଙ୍ଗଳି ନିର୍ଦ୍ଦେଶ କରିଛନ୍ତି । ମୁମ୍ବାଇ ପୋଲିସର ତଦନ୍ତ ଉପରେ ତାଙ୍କର ଭରସା ନାହିଁ ବୋଲି ସୁଶାନ୍ତଙ୍କ ବାପା କହିଛନ୍ତି। ରାଜୀବ […]

  • Monday, 05 July 2021
gold
ଏଇଠି ଗଚ୍ଛିତ ଅଛି ସବୁଠାରୁ ଅଧିକ ସୁନା

ନୂଆଦିଲ୍ଲୀ:  ହୁ ହୁ ହୋଇ ବଢ଼ୁଛି ସୁନା ଦର।  ସୁନା ଦର ବୃଦ୍ଧି ଇତି ମଧ୍ୟରେ ରେକର୍ଡ କଲାଣି। ୧୦ ଗ୍ରାମ ସୁନାର ଦାମ ଏବେ  ୫୨ ହଜାର ଟଙ୍କା ରହିଛି । ରୂପା ଦର ମଧ୍ୟ ଆଶାତୀତ ବୃଦ୍ଧି ପାଇଛି। ୨୦୨୦ ମାର୍ଚ୍ଚରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ରୂପା ମୂଲ୍ୟ ୩୩, ୫୮୦ ଥିଲା। ଆଜି ଏହାର ଦର ୨ ଗୁଣା ବୃଦ୍ଧି ପାଇ ଏବେ ୬୭, ୫୬୦ରେ ପହଞ୍ଚିଛି। ଦିୱାଲି ବେଳକୁ ରୂପା ଦର […]

  • Monday, 05 July 2021
Maharashtra
ମନମାଳିନ୍ୟକୁ ଭୁଲି ପୁଣି ଥରେ ଏକାଠି ହେବେ ବିଜେପି-ଶିବସେନା?

ବିଜେପିର ଶିବସେନାଠାରୁ ଦୁଇ ଗୁଣାରୁ ଅଧିକ ବିଧାୟକ ଥିବାରୁ ଦଳ ମୁଖ୍ୟମନ୍ତ୍ରୀ ପଦ ଛାଡିବ ନାହିଁ ବୋଲି ନେତାଏ ସ୍ପଷ୍ଟ କରି ଦେଇଛନ୍ତି। ଖୋଦ୍ ଦେବେନ୍ଦ୍ର ଫର୍ଣ୍ଣାଭିସ୍ ମଧ୍ୟ ଏଭଳି ସମ୍ଭାବନାକୁ ଖଣ୍ଡନ କରିଛନ୍ତି। ତେବେ ଦଳ ଯାହା ନିଷ୍ପତ୍ତି ନେବେ ସେଥିରେ ସେ ଏକମତ ବୋଲି କହିଛନ୍ତି ଫର୍ଣ୍ଣାଭିସ୍

  • Monday, 05 July 2021
cbse
CBSEର ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ପାଠ୍ୟ ଖସଡ଼ା, ଦୁଇଟି ଟର୍ମରେ ଶିକ୍ଷାବର୍ଷ

 CBSEର ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ପାଠ୍ୟ ଖସଡ଼ା ଘୋଷଣା ହୋଇଛି । ନିଷ୍ପତ୍ତି ଅନୁସାରେ ଦୁଇଟି ଟର୍ମରେ ହେବ ୨୦୨୧-୨୨ର ଶିକ୍ଷାବର୍ଷ । ପ୍ରତି ଟର୍ମରେ ୫୦ ପ୍ରତିଶତ ସିଲାବସ୍ ରହିବ । ଏହାସହ ପ୍ରତି ଟର୍ମ ଶେଷରେ…