• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

heavy weight
ଇଭିଏମ୍‌ରେ ସିଲ୍‌ ହେବ ହେଭିୱେଟ୍‌ଙ୍କ ଭାଗ୍ୟ

ନୂଆଦିଲ୍ଲୀ: ଆଜି ଦେଶର ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟ ନିର୍ବାଚନରେ ବହୁ ହେଭିୱେଟ୍‌ଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍ ହେବ। ସେମାନଙ୍କ ମଧ୍ୟରେ ଅଛନ୍ତି ଗୁଜରାଟର ଗାନ୍ଧିନଗରରୁ ଏଥର ଲୋକସଭା ନିର୍ବାଚନ ଲଢୁଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ସେହିଭଳି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଦକ୍ଷିଣ ଅଭିଯାନ କେତେ ଫଳପ୍ରଦ ସାବ୍ୟସ୍ତ ହେବ ତାହା ମଧ୍ୟ ଜଣାପଡ଼ିବ। ଆମେଥି […]

  • Saturday, 10 July 2021
pm-modi-11
ଭୋଟ୍‌ ଦେଲେ ପ୍ରଧାନମନ୍ତ୍ରୀ ମୋଦି

ଅହମଦାବାଦ: ସାଧାରଣ ନିର୍ବାଚନ ପାଇଁ ଆଜି ଦେଶର ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଅହମଦାବାଦ ସ୍ଥିତ ଏକ ମତଦାନ କେନ୍ଦ୍ରରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ସକାଳେ ମୋଦି ନିଜ ଘରକୁ ଯାଇ ମା’ ହୀରାବେନ୍‌ଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ। ଏହାପରେ ମତଦାନ କେନ୍ଦ୍ରକୁ ଆସି ଭୋଟ୍ ଦେଇଥିଲେ। ଭୋଟ୍ ଦେବା ପରେ […]

  • Saturday, 10 July 2021
ias-topper
ଓଡ଼ିଶା ପାଇଁ ଗୌରବ ଆଣିଲେ ଅନ୍ୟା

ଭୁବନେଶ୍ୱର/ଜାମସେଦପୁର: UPSC ଦ୍ୱାରା ପରିଚାଳିତ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଆ ଝିଅଙ୍କ କମାଲ୍‌।ଝାଡ଼ଖଣ୍ଡର ଜାମସେଦପୁରରେ ରହୁଥିବା ଓଡ଼ିଆ ଝିଅ ଅନ୍ୟା ଦାସ ୬୦ତମ ରାଙ୍କରେ ରହି ପରିବାର ପାଇଁ ଗୌରବ ଆଣିଛନ୍ତି। ଅନ୍ୟାଙ୍କ ଏହି ସଫଳତା ଉଭୟ ଓଡ଼ିଶା ଏବଂ ଝାଡ଼ଖଣ୍ଡ ପାଇଁ ଗୌରବ ଆଣିଥିବା ତାଙ୍କର ପରିବାର ଓ ସମ୍ପର୍କୀୟ କହିଛନ୍ତି। ଅନ୍ୟାଙ୍କ ବାପା ଜାମସେଦପୁରରୁ ପ୍ରକାଶିତ ଏକ ଓଡ଼ିଆ ପତ୍ରିକାର ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି। ପରୀକ୍ଷାରେ ମୋଟ୍‌ ୭୫୯ ଜଣ ପରୀକ୍ଷାର୍ଥୀ […]

  • Saturday, 10 July 2021
third-phase-polls
ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ

ନୂଆଦିଲ୍ଲୀ/ ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ ହେବ। ଏହି ପର୍ଯ୍ୟାୟରେ ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ୧୧୬ଟି ଲୋକସଭା ଆସନରେ ମତଦାନ ହେବ।  ଏଥିରେ ଗୁଜରାଟର ସମସ୍ତ ୨୬ଟି ଆସନ, କେରଳର ୨୦ଟି, ମହାରାଷ୍ଟ୍ର ଓ କର୍ଣ୍ଣାଟକର ୧୪ଟି ଲେଖାଏ ଆସନ, ଉତ୍ତରପ୍ରଦେଶର ୧୦ଟି, ଛତିଶଗଡ଼ର ୭ଟି, ଓଡ଼ିଶାର ୬ଟି, ବିହାର ଓ ପଶ୍ଚିମବଙ୍ଗର ୫ଟି ଏବଂ ଆସାମର ୪ଟି ଆସନ ରହିଛି। ଏହି ପର୍ଯ୍ୟାୟରେ ମୋଟ […]

  • Saturday, 10 July 2021
bike rupee
ବାଇକ୍‌ ଡିକିରୁ ଲକ୍ଷାଧିକ ଟଙ୍କା ଜବତ

ପୁରୀ: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଗୋପିନାଥପୁର ଛକରୁ ଏକ ବାଇକ୍‌ ଡିକିରୁ ୧୪ଲକ୍ଷ ୬୮ଜହାର ୫୦୦ଟଙ୍କା ଜବତ ହୋଇଛି। ଫ୍ଲାଇଂ ସ୍କ୍ୱାଡ୍‌ ଏହି ଟଙ୍କା ଜବତ କରିଛି। ଆଜି ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କ ନେତୃତ୍ୱରେ ଫ୍ଲାଇଂ ସ୍କ୍ୱାଡ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଏହି ସମୟରେ ଏକ ବାଇକ୍‌ ଚାଳକଙ୍କ ଉପରେ ସନ୍ଦେହ ହେବାରୁ ବାଇକ୍‌କୁ ଚେକିଂ କରାଯାଇଥିଲା ଓ  ଡିକିରୁ ଏହି ଟଙ୍କା ଜବତ ହୋଇଥିଲା। ତେବେ ଏହି ଟଙ୍କା କାହାର ଏବଂ […]

  • Saturday, 10 July 2021
dhonao0
ପାକିସ୍ତାନକୁ ଧମକ ଦେଲେ ବାୟୁସେନା ମୁଖ୍ୟ-କହିଲେ ସୀମା ଉପରେ ତୀକ୍ଷ୍‌ଣ ନଜର ରଖିଛୁ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପ୍ରତିଶୋଧ ପରାୟଣ ହୋଇ ଉଠିଥିବା ପାକିସ୍ତାନକୁ ଆଜି ଖୋଲାଖୋଲି ଧମକ ଦେଇଛନ୍ତି ଭାରତୀୟ ବାୟୁସେନାର ମୁଖ୍ୟ ବିଏସ୍‌ ଧନୱା। ସେ କହିଛନ୍ତି, “ଭାରତୀୟ ବାୟୁସେନା ସର୍ବଦା ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଆଲର୍ଟ ରହିଛି। ଯଦି ପାକିସ୍ତାନ କୌଣସି ବି ଦୁଃସାହସ କରିବାକୁ ଉଦ୍ୟମ କରିବ, ତା’ହେଲେ ଏହାର ପରିଣାମ ଭୟଙ୍କର ହେବ।” ଏହାପୂର୍ବରୁ ଭାରତର ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାୱତ ମଧ୍ୟ ପାକିସ୍ତାନକୁ ଖୋଲାଖୋଲି ଧମକ […]

  • Saturday, 10 July 2021
1
ଦାଢ଼ି ଲଗାଇ ଅଫିସ ଆସିଲେ ମହିଳା ବୈଜ୍ଞାନିକ

ନୂଆଦିଲ୍ଲୀ: ମହିଳାମାନଙ୍କ ପାଖରେ ପ୍ରତିଭାର ଅଭାବ ନାହିଁ। ତଥାପି ସେମାନେ ହୀନମନ୍ୟତାର ଶିକାର ହୁଅନ୍ତି। କେବଳ ଭାରତରେ ନୁହେଁ, ଏପରି ପରମ୍ପରା ଆମେରିକା ପରି ବିକଶିତ ଦେଶରେ ମଧ୍ୟ ଦେଖିବାକୁ ମିଳେ। ଅନେକ ପ୍ରତିଭାର ଅଧିକାରୀ ହୋଇ  ତଥା ପରିଶ୍ରମୀ ହୋଇ ମଧ୍ୟ ମହିଳା ବୈଜ୍ଞାନିକମାନେ ଲିଙ୍ଗଗତ ଭେଦଭାବର ଶିକାର ହେଉଛନ୍ତି। ତେଣୁ ମହିଳା ବୈଜ୍ଞାନିକମାନେ ଏପରି ଭେଦଭାବକୁ ଅଭିନବ ଉପାୟରେ ବିରୋଧ କରିଛନ୍ତି। ମହିଳା ବୈଜ୍ଞାନିକମାନେ ମୁହଁରେ ପୁରୁଷଙ୍କ ପରି ଦାଢ଼ି ଲଗାଇ କାର୍ଯ୍ୟାଳୟକୁ ଆସୁଥିବା […]

  • Saturday, 10 July 2021