• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

rr-5
ପ୍ରାରମ୍ଭିକ ଝଟ୍‌କା ପରେ ସ୍ଥିତି ସମ୍ଭାଳିଲେ ରାହୁଲ୍ ଓ ବିରାଟ୍

ସାଉଥାମ୍ପଟନ୍: ଏଠାରେ ଚାଲିଥିବା ଭାରତ ଓ ଆଫଗାନିସ୍ତାନ ବିଶ୍ୱକପ୍ ମ୍ୟାଚରେ ଟିମ୍ ଇଣ୍ଡିଆକୁ ପ୍ରାରମ୍ଭିକ ଝଟକା ଲାଗିଛି । ଚଳିତ ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଠ ଫର୍ମରେ ଥିବା ରୋହିତ୍ ଶର୍ମା ମାତ୍ର ୧ ରନ୍ କରି ଆଉଟ୍ ହୋଇଛନ୍ତି । ତାଙ୍କୁ ଆଫଗାନିସ୍ତାନ ସ୍ପିନର ମୁଜୀବ-ଉର୍-ରେହମାନ୍ କ୍ଲିନ୍ ବୋଲ୍ଡ କରିଛନ୍ତି । ରୋହିତଙ୍କ ଆଉଟ୍ ପରେ କ୍ୟାପଟେନ୍ ବିରାଟ୍‌ କୋହଲି ଓ ଓପ୍ନର ଲୋକେଶ ରାହୁଲ୍ ସ୍ଥିତି ସମ୍ଭାଳିଛନ୍ତି। ଭାରତ ୧୦ ଓଭର ସୁଦ୍ଧା ଗୋଟିଏ କ୍ଷତିରେ ୪୧ […]

  • Saturday, 10 July 2021
671-2
କୁନି କୁନି ତିନି ସନ୍ତାନଙ୍କ ସହ ସ୍ତ୍ରୀଙ୍କୁ ହତ୍ୟା କଲେ ଶିକ୍ଷକ

ନୂଆଦିଲ୍ଲୀ: ଜଣେ ଶିକ୍ଷକ ତାଙ୍କ ପତ୍ନୀ ଓ ତିନି ଛୁଆଙ୍କୁ ହତ୍ୟା କରିଛନ୍ତି। ପତ୍ନୀଙ୍କୁ ଛୁରୀ ଭୁସି ଓ ତିନି ଛୁଆଙ୍କୁ ତଣ୍ଟି ଚିପି ମାରି ଦେଇଛନ୍ତି। ଏଭଳି ଏକ ଲୋମ ଟାଙ୍କୁରା ଘଟଣା ଘଟିଛି ଦେଶର ରାଜଧାନୀ ଦିଲ୍ଲୀର ମହରୌଲୀ ଅଞ୍ଚଳରେ। ଅଭିଯୁକ୍ତ ଶିକ୍ଷକଙ୍କ ନାଁ ଉପେନ୍ଦ୍ର ଶୁକ୍ଳା। ସେ ଘରୋଇ ଭାବେ ପିଲାଙ୍କୁ ଟ୍ୟୁସନ୍‌ କରୁଥିଲେ। ତାଙ୍କର ତିନି ମୃତ ଛୁଆଙ୍କ ମଧ୍ୟରେ ଦୁଇ ଜଣ ଝିଅ ଓ ଜଣେ ପୁଅ ଥିଲେ। ବଡ଼ […]

  • Saturday, 10 July 2021
death-89
ବୃଦ୍ଧଙ୍କୁ ଜୀଇଁଥିବା ଅବସ୍ଥାରେ ଶବାଗାର ପଠାଇଦେଲେ ଡାକ୍ତର

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଡାକ୍ତରଙ୍କ ଅବହେଳାର ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି। ଏଠାରେ ଡାକ୍ତର ଜଣେ ବୃଦ୍ଧଙ୍କୁ ମୃତ ଘୋଷଣା କରିବା ସହ ଶବଗୃହକୁ ପଠାଇ ଦେଇଥିଲେ। ହେଲେ ଶବ ବ୍ୟବଚ୍ଛେଦ ଗୃହରେ ଜଣାପଡ଼ିଲା ଯେ ସେ ଜୀବିତ ଅଛନ୍ତି। ଅବଶ୍ୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ସୂଚନା ଅନୁସାରେ, ଛତରପୁର ଅଞ୍ଚଳର କାଶୀରାମ ସୋନି (୭୨) ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଗୁରୁବାର ରାତିରେ ଡାକ୍ତର […]

  • Saturday, 10 July 2021
attack-1
‘ଜୟ ଶ୍ରୀରାମ’ କହିଲେନି ବୋଲି କାର୍‌ ଚଢ଼ାଇଦେଲେ

ନୂଆଦିଲ୍ଲୀ: ଦିଲ୍ଲୀର ଅମନ ବିହାର ଅଞ୍ଚଳରେ ଜଣେ ମୌଲାନା ‘ଜୟ ଶ୍ରୀରାମ’ ନକହିବାରୁ ତାଙ୍କ ଉପରେ ଦୁର୍ବୃତ୍ତମାନେ କାର୍‌ ଚଢ଼ାଇ ଦେଇଛନ୍ତି। ତାଙ୍କ ନାଁ ମୌଲାନା ମହମ୍ମଦ ମୋମିନ୍। ଏହି ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଛନ୍ତି। ଗତ ଗୁରୁବାର ସନ୍ଧ୍ୟାରେ ସେ ବୁଲିବାକୁ ବାହାରକୁ ଯାଇଥିବା ବେଳେ ଏହି ଘଟଣା ଘଟିଛି। ଏନେଇ ମୌଲାନା ମୋମିନ୍ କହିଛନ୍ତି,“ କାର୍‌ରେ ତିନି ଜଣ ଯୁବକ ଆସି ମୋତେ ‘ଜୟ ଶ୍ରୀରାମ’ କହିବାକୁ କହିଥିଲେ। ହେଲେ ମୁଁ କହିବାକୁ […]

  • Saturday, 10 July 2021
Narendra-Modi
ଯୋଗ ଦିବସରେ ସମଗ୍ର ବିଶ୍ୱକୁ ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ

ରାଞ୍ଚି: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ରାଞ୍ଚିଠାରେ ଏକ ବିଶାଳ ଯୋଗ ପ୍ରଦର୍ଶନ ଶିବିରର ଆୟୋଜନ କରାଯାଇଥିଲା। ଏହାର ନେତୃତ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେଇଥିଲେ। ଯୋଗ ପ୍ରଦର୍ଶନ ଶିବିର ଆରମ୍ଭ ହେବାର କିଛି ସମୟ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ସମଗ୍ର ବିଶ୍ୱକୁ ଏକ ବାର୍ତ୍ତା ଦେଇଥିଲେ। ସେ କହିଥିଲେ ଯେ “ଶାନ୍ତି, ସୌହାର୍ଦ୍ଦ୍ୟ ଏବଂ ପ୍ରଗତି ପାଇଁ ଯୋଗ ଆମର ଲକ୍ଷ୍ୟ ହେବା ଆବଶ୍ୟକ।” ଏହି ଅବସରରେ ସେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ […]

  • Saturday, 10 July 2021
PM-Modi-Yoga-Ranchi
ପ୍ରଧାନମନ୍ତ୍ରୀଙ୍କ ଯୋଗାଭ୍ୟାସ, ୪୦ ମିନିଟ୍‌ରେ କଲେ ୨୪ ଆସନ

ରାଞ୍ଚି: ୫ମ ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଆଜି ରାଞ୍ଚିଠାରେ ଏକ ବିଶାଳ ଯୋଗ ଶିବିର ଆୟୋଜିତ ହୋଇଥିଲା। ଏହି ଯୋଗ ଶିବିରର ନେତୃତ୍ୱ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେଇଥିଲେ। ତେବେ ଏହି ଶିବିରରେ ମୋଦି ମାତ୍ର ୪୦ ମିନିଟ୍‌ରେ ୨୪ଟି ଯୋଗାସନ କରି ସେଠାରେ ଉପସ୍ଥିତ ଥିବା ଯୁବ,ପିଲା ଓ ବରିଷ୍ଠ ନାଗରିକମାନଙ୍କୁ ଚମକାଇ ଦେଇଥିଲେ। ସ୍ଥାନୀୟ ‘ପ୍ରଭାତ ତାରା ମଇଦାନ’ ଠାରେ ଆୟୋଜିତ ଏହି ଯୋଗ ଶିବିରରେ ମୋଦି ଖୁବ୍‌ କମ୍‌ ସମୟରେ […]

  • Saturday, 10 July 2021
NPIC-201962181231
ସଂସଦରେ ପୁଣି ଆଗତ ହେଲା ଟ୍ରିପଲ ତଲାକ୍‌ ବିଲ୍ ; ଭୋଟିଂରୁ ବିରତ ରହିଲା ବିଜେଡି

ନୂଆଦିଲ୍ଲୀ  : ପାର୍ଲାମେଣ୍ଟରେ ପୁଣି ହେଲା ଟ୍ରିପଲ ତଲାକ ବିଲ୍ ଆଗତ ହୋଇଛି। କେନ୍ଦ୍ର ଆଇନ୍‌ ମନ୍ତ୍ରୀ ରବିଶଙ୍କର ପ୍ରସାଦ ମୁସଲମାନ ମହିଳା ବିବାହ ଅଧିକାର ସୁରକ୍ଷା ବିଲ୍-୨୦୧୯ ବା ଟ୍ରିପଲ ତଲାକ ବିଲ୍‌କୁ ସଂସଦରେ ଉପସ୍ଥାପନ କରିଛନ୍ତି। ଫେବ୍ରୁଆରୀରେ ଲାଗୁ ହୋଇଥିବା ଅଧ୍ୟାଦେଶ ବଦଳରେ ଏହି ବିଧେୟକ ଅଣାଯାଇଛି। ଗତ ଲୋକସଭାର କାର୍ଯ୍ୟକାଳ ସରିଥିବାରୁ ସରକାର ପୁଣିଥରେ ଏହି ବିଲ୍‌କୁ ଉପସ୍ଥାପନ କରିଛନ୍ତି। ତିନି ଥର ତଲାକ ଉଚ୍ଚାରଣ ଦ୍ୱାରା ମୁସଲମାନ ମହିଳାଙ୍କ କ୍ଷେତ୍ରରେ ହେଉଥିବା […]

  • Saturday, 10 July 2021
plane
ଏବେ ବିମାନରେ ଠିଆ ହୋଇ ଯାତ୍ରା କରିପାରିବେ ଯାତ୍ରୀ !

ନୂଆଦିଲ୍ଲୀ: ବସ୍‌ରେ କେବେ ନା କେବେ ଠିଆ ହୋଇ ଯାତ୍ରାର ଅନୁଭୂତି ସମସ୍ତଙ୍କର ଥିବ। କେହି କେହି ଏବେ ବି ମଝିରେ ମଝିରେ ସେପରି ସ୍ଥିତିରେ ଘରକୁ ଫେରୁଥିବେ। କିନ୍ତୁ ଭାବିଛନ୍ତି ବିମାନରେ ଆପଣ ଠିଆହୋଇ ଯାତ୍ରା କରିବେ? ଆଜ୍ଞା ହଁ ଗହଳି ପାଇଁ ନୁହେଁ ବିମାନରେ ଆଗୁଆ ବ୍ୟବସ୍ଥା ରହିବ। ଏହା ଖୁବ୍‌ ଶୀଘ୍ର ସମ୍ଭବ ହେବାକୁ ଯାଉଛି। ଜର୍ମାନୀରେ ଏକ ଏୟାରକ୍ରାଫ୍ଟ ଇଣ୍ଟେରିଅର୍‌ ପ୍ରଦର୍ଶନୀରେ ଏଭଳି ଡିଜାଇନ୍‌ର ସିଟ୍‌ ସାମ୍ନାକୁ ଆସିଛି। ଏଥିରେ ଯଦିଓ […]

  • Saturday, 10 July 2021
crash
ମିଳିଲା ଏଏନ୍‌-୩୨ରେ ଥିବା ୧୩ ବାୟୁସେନା ଯବାନଙ୍କ ମୃତଦେହ

ନୂଆଦିଲ୍ଲୀ: ଦୁର୍ଘଟଣାର ଦୀର୍ଘ ୧୭ ଦିନ ପରେ ଏଏନ୍‌-୩୨ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୩ ଜଣ ବାୟୁସେନା ଅଧିକାରୀଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ଏହି ମୃତକଙ୍କ ମଧ୍ୟରେ ଓଡ଼ିଆ ପୁଅ ତଥା ଫ୍ଲାଇଟ୍‌ ଲ୍ୟୁଟନାଣ୍ଟ ସୁମିତ ମହାନ୍ତି ମଧ୍ୟ ରହିଛନ୍ତି। ବିମାନଟି ଅରୁଣାଚଳ ପ୍ରଦେଶର ଏକ ବିଚ୍ଛିନ୍ନାଞ୍ଚଳରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଦୀର୍ଘ ୯ ଦିନ ପରେ ବିମାନର ଧ୍ୱଂସାବଶେଷକୁ ୧୨ ହଜାର ଫୁଟ ଉପରକୁ ଠାବ କରାଯାଇଥିଲା। ଆଜି ଘଟଣା ସ୍ଥଳରୁ ସମସ୍ତ […]

  • Saturday, 10 July 2021
pic1
ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତିଙ୍କ ସମ୍ୱୋଧନ

ନୂଆଦିଲ୍ଲୀ: ସଶକ୍ତ ରାଷ୍ଟ୍ର ନିର୍ମାଣ ଦିଗରେ ସରକାର ସଂକଳ୍ପ ବଦ୍ଧ ହୋଇଛନ୍ତି। ୨୦୨୨ ସୁଦ୍ଧା ନୂଆ ଭାରତ ନିର୍ମାଣ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହାସହ ୨୦୨୪ ସୁଦ୍ଧା ଅର୍ଥନୀତି ୫ ଲକ୍ଷ କୋଟି ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଥିବା ଆଜି ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି। ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି, ଭାରତ ଦୁନିଆର ପଞ୍ଚମ ବୃହତ୍ତ ଅର୍ଥ ବ୍ୟବସ୍ଥା ଆଡକୁ ଅଗ୍ରସର ହେଉଛି। ଖାଲି ଅର୍ଥନୀତି ନୁହେଁ […]

  • Saturday, 10 July 2021
po2
ବାହାହେଲେ ଟିଏମ୍‌ସି ସାଂସଦ ନୁସରତ ଜହାଁ

ଭୁବନେଶ୍ୱର: ପଶ୍ଚିମବଙ୍ଗର ଲୋକପ୍ରିୟ ଅଭିନେତ୍ରୀ ତଥା ଟିଏମସିର ନବନିର୍ବାଚିତ ଏମ୍‌ପି ନୁସରତ ଜହାଁ ଗତ ୧୯ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ପଶ୍ଚିମବଙ୍ଗର ବିଜନେସମ୍ୟାନ ନିଖିଳ ଜୈନଙ୍କୁ ବିବାହ କରିଛନ୍ତି। ନୁସରତ ନିଜେ ବିବାହ ଫଟୋ ସୋଶାଲ ମିଡିଆରେ ଶେଆର କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି। ସୂଦୂର ତୁର୍କୀରେ କେବଳ ପରିବାର ସଦସ୍ୟ ଓ କିଛି ଖାସ ବନ୍ଧୁଙ୍କ ଗହଣରେ ହିନ୍ଦୁ ରୀତିନୀତି ଅନୁଯାୟୀ ଏହି ବିବାହ ସମ୍ପନ୍ନ ହୋଇଥିଲା। ଟିଏମସିର […]

  • Saturday, 10 July 2021
bengal_violence__2_
ପଶ୍ଚିମବଙ୍ଗରେ ହିଂସାକାଣ୍ଡ, ୨ ମୃତ

କୋଲକାତା: ପୁଣିଥରେ ପଶ୍ଚିମବଙ୍ଗର ଭାତପରାରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଏଠାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ସହ ଗୁଳିମାଡ଼ ହୋଇଛି। ଏଥିରେ ଜଣେ ୧୭ ବର୍ଷୀୟ ବାଳକଙ୍କ ସମେତ ୨ ଜଣ ପ୍ରାଣ ହରାଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ପ୍ରାଣ ହରାଇଥିବା ୧୭ ବର୍ଷୀୟ ବାଳକ ଜଣଙ୍କ ନାଁ ରାମବାବୁ ଶ’ ସେ ଏଠାରେ ଗୁପଚୁପ୍‌ ଦୋକାନ କରିଥିଲେ। ଘଟଣାରେ ଆହତ ହୋଇଥିବା ୪ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ସେମାନଙ୍କୁ ନିକଟସ୍ଥ […]

  • Saturday, 10 July 2021
rahul-gandhi-in-
ରାଫେଲ୍‌ ଡିଲ୍‌ରେ ଚୋରି ହୋଇଛି: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ପାଖାପାଖି ମାସେ ପରେ ରାଫେଲ ଡିଲ୍ ପ୍ରସଙ୍ଗରେ ପୁଣି ନିଜର ଆଭିମୁଖ୍ୟ ରଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ସେ କହିଛନ୍ତି ପୂର୍ବରୁ ସେ କହିଥିଲେ ରାଫେଲ୍ ଡିଲରେ ଚୋରି ହୋଇଛି। ଆଉ ଏବେ ବି ତାଙ୍କ ମତ ଅପରିବର୍ତ୍ତିତ ରହିଛି ବୋଲି ରାହୁଲ କହିଛନ୍ତି। ଆଜି ସଂସଦର ଉଭୟ ସଦନକୁ ମିଳିତ ଭାବରେ ସମ୍ବୋଧନ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଉଦବୋଧନ ଶେଷ ହେବା ପରେ ସଂସଦ ବାହାରେ […]

  • Saturday, 10 July 2021
8eefa23a2cc739401aa9c4aa71f1ae0e
ଭୋଜି ଖାଇ ଫେରୁଥିଲେ, କେନାଲକୁ ଖସିଗଲା ବରଯାତ୍ରୀ ଗାଡ଼ି

ଲକ୍ଷ୍ନୌ: ବାହାଘର ଭୋଜି ଖାଇ ଗାଁକୁ ଫେରୁଥିବା ବେଳେ କେନାଲକୁ ଖସି ପଡ଼ିଛି ବରଯାତ୍ରୀଙ୍କ ଗାଡି। ମୋଟ ୨୯ ଜଣ ଯାତ୍ରୀଙ୍କ ସହ ପିକ୍ ଅପ ଭ୍ୟାନଟି ଫେରୁଥିବା ବେଳେ ଓଲଟି ପଡ଼ିଛି। ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ଆଜି ଭୋର ୩ଟାରେ ଏହି ଦୁର୍ଘଟଣା ଘଟିଛି। ୨୯ ଯାତ୍ରୀଙ୍କ ମଧ୍ୟରୁ ୭ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଏଯାଏ ସେମାନଙ୍କୁ ଉଦ୍ଧାର କରାଯାଇ ପାରିନାହିଁ। ବାକି ୨୨ ଜଣ ସୁରକ୍ଷିତ ଥିବା ସୂଚନା ରହିଛି। […]

  • Saturday, 10 July 2021
167095788
ଇଲେକ୍‌ଟ୍ରିକ୍‌ ପାଇଁ ମାଗଣାରେ ହେବ ରେଜିଷ୍ଟ୍ରେସନ୍‌ !

ନୂଆଦିଲ୍ଲୀ: ଇଲେକ୍‌ଟ୍ରିକ୍‌ ଚାଳିତ ଯାନବାହନକୁ ଲୋକପ୍ରିୟ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ସଡ଼କ ପରିବହନ ମନ୍ତ୍ରଣାଳୟ ଦୁଇ ଚକିଆ ଗାଡି, କାର ଆଦିରେ ରେଜିଷ୍ଟ୍ରେସନ, ପୁନଃ ରେଜିଷ୍ଟ୍ରେସନ ନିଃଶୁଳ୍କ କରିବା ପାଇଁ ପ୍ରସ୍ତାବ ଦେଇଛି। ୨୦୩୦ ସୁଦ୍ଧା ଦେଶରେ କିଭଳି ଅଧିକରୁ ଅଧିକ ଇଲେକ୍‌ଟ୍ରିକ୍‌ ଚାଳିତ ଯାନବାହନ ଚାଲିବ, ସେ ନେଇ ସରକାର ଚିନ୍ତା କରୁଛନ୍ତି। ଏଥିପାଇଁ ମୋଟର ଯାନ ଆଇନ ୧୯୮୯ର ସଂଶୋଧନ କରାଯିବ ବୋଲି ଜଣାପଡ଼ିଛି। ବୁଧବାର […]

  • Saturday, 10 July 2021
bihar
ବିହାରରେ ମସ୍ତିଷ୍କ ଜ୍ୱର: ୩ ଦିନରେ ଶିଶୁ ମୃତ୍ୟୁ ସଂଖ୍ୟା ୧୧୨ ଛୁଇଁଲା

ପାଟନା: ବିହାରରେ କାୟା ବିସ୍ତାର କରି ଚାଲିଛି ଘାତକ ମସ୍ତିଷ୍କ ଜ୍ୱର।  ଗତ ତିନି ସପ୍ତାହ ମଧ୍ୟରେ ୧୧୨ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଶହରୁ ଅଧିକ ଆକ୍ରାନ୍ତ ହୋଇ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଶ୍ରୀକୃଷ୍ଣ ହସ୍ପିଟାଲ୍‌ରେ ହିଁ ୯୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଏତେ ପରିମାଣରେ ଶିଶୁଙ୍କ ମୃତ୍ୟୁକୁ ନେଇ ଲୋକଙ୍କ ଅସନ୍ତୋଷ ବଢ଼ିବାକୁ ଲାଗିଲାଣି । ଏବେ ବି ହସ୍ପିଟାଲ ବାହାରେ ଜ୍ୱରରେ ପୀଡ଼ିତ ଶିଶୁଙ୍କୁ […]

  • Saturday, 10 July 2021
love-1..
ବିଚ୍ଛେଦର ୭୫ ବର୍ଷ ପରେ ମିଳନ: ଭାବପ୍ରବଣ ହେଲେ ପ୍ରେମୀଯୁଗଳ

ଫ୍ରାନ୍ସ: ପ୍ରେମରେ ବିରହ, ବିଚ୍ଛେଦ କିଛି ନୂଆ କଥା ନୁହେଁ।  ପ୍ରେମିକପ୍ରେମିକା ପରସ୍ପରଠୁ ଅଲଗା ହୋଇଯିବା, ଅଲଗା ଘର ସଂସାର କରି ତା ଭିତରେ ହଜିଯିବା…. ଏସବୁ ଘଟେ। ହେଲେ ରାବିନ୍ସ-ଜେନିନ ପିୟର୍ସନଙ୍କ ପ୍ରେମ, ବିଚ୍ଛେଦ ଆଉ ମିଳନର କାହାଣୀ ଟିକିଏ ନିଆରା। ଖାଲି ନିଆରା ନୁହେଁ, ରୋମାଣ୍ଟିକ୍‌ ମଧ୍ୟ। ଏହି ପ୍ରେମ କାହାଣୀ ହେଉଛି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର। ଏହି ସମୟରେ ୨୪ ବର୍ଷୀୟ କେଟି ରାବିନ୍ସ ପ୍ରଥମ ଥର ଲାଗି ୧୮ ବର୍ଷୀୟା ଜେନିନ ପିୟରସନଙ୍କୁ […]

  • Saturday, 10 July 2021