ନୂଆଦିଲ୍ଲୀ: ଆଜି ପବିତ୍ର ରଥଯାତ୍ରା। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ ଜରିଆରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପବିତ୍ର ରଥଯାତ୍ରାର ଶୁଭ ଅବସରରେ ସମସ୍ତ ଦେଶବାସୀଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆସୁ, ଏହାହିଁ ମୋର କାମନା । – ରାଷ୍ଟ୍ରପତି କୋବିନ୍ଦ — President of India (@rashtrapatibhvn) 4 July 2019 […]
ମୁମ୍ବାଇ: ଲଗାଣ ବର୍ଷାରେ ମହାରାଷ୍ଟ୍ରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାରେ ଥିବା ତିୱାରି ଡ୍ୟାମ୍ର ବନ୍ଧ ଭାଙ୍ଗି ଯିବା ଫଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଡ୍ୟାମ୍ର ପାଣି ହଠାତ୍ ଗାଁ ଭିତରେ ପଶି ଯିବା ଫଳରେ ୬ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ୨୦ରୁ ଅଧିକ ଲୋକ ଏବେ ବି ନିଖୋଜ ଥିବା ଖବର ମିଳିଛି। ପାଖାପାଖି ୭ଟି ଗାଁର ଲୋକ ଏହି ବନ୍ୟା କବଳରେ ରହିଛନ୍ତି। ଘଟଣାସ୍ଥଳରେ ଏନ୍ଡିଆର୍ଏଫ୍, ଅଗ୍ନିଶମ ବିଭାଗ […]
ମୁମ୍ବାଇ: ଲଗାଣ ବର୍ଷରେ ବେହାଲ ମହାରାଷ୍ଟ୍ର। ବିଶେଷ କରି ମୁମ୍ବାଇରେ ସ୍ଥିତି ଅଧିକ ସଙ୍ଗୀନ ହୋଇପଡ଼ିଛି। ଏପରିକି ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେବା ପାଇଁ ନୌସେନାର ଯବାନ ମୁତୟନ ହୋଇଛନ୍ତି। ପ୍ରବଳ ବର୍ଷାରେ ସହରର କୁରଲା ଅଞ୍ଚଳ ବିଶେଷ ପ୍ରଭାବିତ ହୋଇଛି। ସ୍ପିଡ୍ ବୋଟ୍ ସହାୟତାରେ ଲୋକଙ୍କୁ ଉଦ୍ଧାର କରାଯିବା ସହ ବିପନ୍ନଙ୍କୁ ରିଲିଫ ବଣ୍ଟନ କରାଯାଉଛି। ଅନ୍ୟପକ୍ଷରେ ବିଭିନ୍ନ ଅଘଟଣରେ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି। କେବଳ କାନ୍ଥ ଓ ଟାଙ୍କି […]
ନୂଆଦିଲ୍ଲୀ/ଭୁବନେଶ୍ୱର: କାଳିଆ ଯୋଜନାକୁ ନେଇ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ଏହା ବ୍ୟତୀତ ପିଏମ୍ କିଷାନ, ରୟତ ବନ୍ଧୁ ଓ ମୁଖ୍ୟମନ୍ତ୍ରୀ କୃଷି ଯୋଜନାକୁ ନେଇ ମଧ୍ୟ ସୁପ୍ରିମକୋର୍ଟ ନୋଟିସ କରିଛନ୍ତି। ତେଲେଙ୍ଗାନାର ପି.ପୁଲାରାଓଙ୍କ ପିଟିସନ ଉପରେ ଏହି ନୋଟିସ ହୋଇଛି। ଏସବୁ ଯୋଜନାକୁ ବେଆଇନ ଘୋଷଣା ପାଇଁ ସେ ଅପିଲ କରିଛନ୍ତି। ନିର୍ବାଚନ ସମୟରେ ଏଭଳି ଘୋଷଣା ଭୋଟରଙ୍କୁ ପ୍ରଭାବିତ କରିବା ସହ ଏଭଳି ଘୋଷଣା ଅବାଧ ତଥା ମୁକ୍ତ ନିର୍ବାଚନକୁ ପ୍ରଭାବିତ କରୁଛି […]
ମୁମ୍ୱାଇ: ମୁମ୍ବାଇରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ସୋମବାର ବିଳମ୍ୱିତ ରାତିରେ ଏକ ବଡ଼ଧରଣର ଦୁର୍ଘଟଣାରୁ ସ୍ପାଇସ୍ ଜେଟର ଏକ ବିମାନ ଅଳ୍ପକେ ବର୍ତ୍ତି ଯାଇଛି। ଜୟପୁରରୁ ମୁମ୍ୱାଇ ଆସିଥିବା ଏହି ବିମାନ ମୁମ୍ୱାଇ ଏୟାରପୋର୍ଟରେ ଅବତରଣ କରିବା ବେଳେ ରନ୍ଓ୍ୱେରୁ ବାହାରି ଯାଇଥିଲା। ଏହାପରେ ପାଇଲଟ୍ ସଙ୍ଗେସଙ୍ଗେ ବିମାନକୁ ନିଜ ନିୟନ୍ତ୍ରଣକୁ ନେଇ ଯାଇଥିଲେ।। ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି। ଲଗାଣ ବର୍ଷା ପାଇଁ ମୁମ୍ୱାଇ ଏୟାରପୋର୍ଟର ମୁଖ୍ୟ ବିମାନ ବନ୍ଦର ବନ୍ଦ […]