• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

kejriwal
ଦିଲ୍ଲୀବାସୀଙ୍କୁ ମାଗଣାରେ ଖାଇବାକୁ ଦେବେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀରେ ଲକ୍ ଡାଉନ୍ ସମୟରେ କେହି ବି ଭୋକିଲା ରହିବେନ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି ବ୍ୟବସ୍ଥା। ଏକ ସମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ‌ଏକଡାଉନ୍‌ ପାଇଁ ଦିଲ୍ଲୀରେ ଏବେ ଦୋକାନ, ବଜାର ଓ ରୋସ୍ତୋରାଁ ବନ୍ଦ ରହିଛି । ତେଣୁ ଏହି ସମୟରେ ଯେଭଳି ସମସ୍ତଙ୍କୁ ଖାଦ୍ୟ ମିଳିବ ସେଥିପାଇଁ ‘ରେନ୍‌ ବସେରା’ ବ୍ୟବସ୍ଥାରେ ମାଗଣାରେ ଖାଇବାକୁ ଦିଆଯାଉଛିା ଏବେ କିଛି ଅଞ୍ଚଳରେ ଏହି ବ୍ୟବସ୍ଥା […]

  • Monday, 12 July 2021
କମ୍ଂ
ଲୁଚି ଲୁଚି ବାହା ହେଉଥିଲେ, ବାନ୍ଧିନେଲା ପୋଲିସ

ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ଚରିଆଡେ ସତର୍କତା ଜାରି କରାଯାଇଛି। ଲୋକଙ୍କୁ ଏକାଠି ନ ହେବା ପାଇଁ କଡା ପଦକ୍ଷେପ ନିଆଯାଉଛି। ସାଂସ୍କୃତିକ କାର୍ଯ୍ୟକ୍ରମକୁ ବି ବାତିଲ କରାଯାଇଛି। ଏମିତି ସମୟରେ ଏକ ଅଜିବ ଘଟଣା ସାମ୍ନାକୁ ଆସିଛି। ପଞ୍ଜାବର ସିଆଲକୋଟ ଅଞ୍ଚଳରେ ଲୁଚାଛପାରେ ଚାଲିଥିଲା ବାହାଘର। ହେଲେ ପୋଲିସ ଜାଣିବା ପରେ ବରକୁ ବାନ୍ଧି ନେଇଛି। ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ,   ଅଜିମ ନାୱାଜ ନାମକ ଜଣେ ବ୍ୟକ୍ତି ମସ୍‌ଜିଦ୍‌ ଛାତ ଉପରେ ଲୁଚି ଲୁଚି […]

  • Monday, 12 July 2021
୩୩୩୩
କରୋନା ମୁକାବିଲା; ଭାରତର ଉଦ୍ୟମକୁ ପ୍ରଶଂସା କଲା WHO

ନୂଆଦିଲ୍ଲୀ- କରୋନା ଭାଇରସ ଦ୍ରୁତ ଗତିରେ ତାର କାୟା ବିସ୍ତର କରି ଚାଲିଛି। ସାରା ବିଶ୍ୱ କରୋନା ବିରୁଦ୍ଧରେ ଜାରି ରଖିଛନ୍ତି ଲଢେଇ। ଭାରତରେ ମୃତ୍ୟୁ ସଂଖ୍ୟା ୯ ଥିଲେ ମଧ୍ୟ ଦେଶରେ କଠୋର ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଆଉ ଏଥିପାଇଁ ସଂକ୍ରମଣକୁ କିଛି ମାତ୍ରାରେ ରୋକା ଯାଇ ପାରିଛି।  ଭାରତର ଏପରି ପଦକ୍ଷେପକୁ ସାରା ବିଶ୍ୱରେ ପ୍ରଶଂସା କରାଯାଇଛି। ଭାରତରେ ବର୍ତ୍ତମାନ ସୁଦ୍ଧା ୪୯୯ ମାମଲା ସାମ୍ନାକୁ ଆସିଛି। ସଂକ୍ରମଣ ରୋକିବା ପାଇଁ […]

  • Monday, 12 July 2021
corona
କରୋନା: ଦେଶରେ ମୃତ୍ୟୁ ସଂଖ୍ୟା ୯ ଛୁଇଁଲା, ଦିନକରେ ୭୫ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ରବିବାର ଜନତା କର୍ଫ୍ୟୁକୁ ମାନିବା ପରେ ସୋମବାର ଘରେ ରହିବାକୁ ଯେମିତି ଲୋକେ ପ୍ରସ୍ତୁତ ନ ଥିଲେ। ସୋମବାର  ଅଧିକାଂଶ ଲୋକ ଘରୁ ବାହାରି ଆସିଥିଲେ। ରାସ୍ତାଘାଟ ଥିଲା ଚଳଚଞ୍ଚଳ। ଏହାକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ବେଗ ପ୍ରକାଶ କରିବା ସହ  ଲକ୍‌ଡାଉନ୍‌ କଡାକଡି ପାଳନ କରିବାକୁ ନିବେଦନ କରିଥିଲେ। ଏଥିସହ ରାଜ୍ୟ ସରକାରମାନେ ମଧ୍ୟ କଡା ପଦକ୍ଷେପ ନେଇଥିଲେ।  ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ ପାଇଁ  ନିର୍ଦ୍ଦେଶ ଦେଇଥିଲେ । ପରିସ୍ଥିତିକୁ ଦେଖି  […]

  • Monday, 12 July 2021
band-history
୧୯୭୪ର ସେଇ ଦିନ, ଯେଉଁଦିନ ଏମିତି ଠପ୍‌ ହୋଇଯାଇଥିଲା ଦେଶ

କରୋନା : ଭାରତରେ କରୋନା ଭାଇରସ ତା’ର କାୟା ବିସ୍ତାର କରି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ରେଳ ବିଭାଗ ସମସ୍ତ ଟ୍ରେନ ଚଳାଚଳ ବାତିଲ କରି ଦେଇଛି । ଏପରିକି ମାର୍ଚ୍ଚ ୩୧ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ଟ୍ରେନ ଚଳାଚଳ ବନ୍ଦ ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଏହାଦ୍ୱାରା ସାମାଜିକ ଦୂରତା ବଜାୟ ରହିବ । ତେବେ ମାଲଗାଡ଼ି ଚଳାଚଳ କରିବ ବୋଲି କୁହାଯାଇଛି । ଦେଖାଯାଇଛି […]

  • Monday, 12 July 2021
nurse
କରୋନା ବ୍ୟାପିବା ପାଇଁ ନର୍ସଙ୍କୁ ଦାୟୀ କଲେ, ପିଟିଲେ

ଲଣ୍ଡନ: ଗୋଟିଏ ପଟେ ସାରା ବିଶ୍‌: କରୋନା ଭାଇରସ ସହ ଲଢୁଛି । କରୋନା ଭାୟରେ ଲୋକେ ଘରୁ ବାହାରୁ ନାହାନ୍ତି । ହେଲେ ଡାକ୍ତର ଏବଂ ମେଡିକାଲ ଟିମ୍‌ ନିଜ ଜୀବନକୁ ବାଜି ଲଗାଇ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ଉଦ୍ୟମ ଚଳାଇଛନ୍ତି । କିନ୍ତୁ ଏମାନଙ୍କ କାର୍ଯ୍ୟଦକ୍ଷତା, ସେବା ପ୍ରତି ବି ଲୋକେ ଆଙ୍ଗୁଳି ଦେଖାଉଛନ୍ତି । ଉଙଠଓଊ ୧୯ ପୀଡିତ ରୋଗୀଙ୍କ ଚିକିତ୍ସା କରୁଥିବା ବ୍ରିଟେନର ନର୍ସଙ୍କୁ ସେଠିକାର ଲୋକେ ସମ୍ମାନ ଦେବା […]

  • Monday, 12 July 2021
robot
ନ ଧୋଇଲେ ବି ସାନିଟାଇଜ ରହିପାରିବ ହାତ

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ସାରା ବିଶ୍ୱ ତତ୍ପର। କରୋନା ଚିକିତ୍ସା ପାଇଁ କୌଣସି ଔଷଧ ବା ଭ୍ୟାକ୍ସିନ ବାହାରି ନ ଥିବାବେଳେ ଏକମାତ୍ର ଭରସା ହେଉଛି ସାନିଟାଇଜର ଓ ମାସ୍କ। ଏପରି ଅବସ୍ଥାରେ କରୋନା ମୁକାବିଲା ପାଇଁ ଜଣେ ୭ ଗ୍ରେଡ୍‌ ଭାରତୀୟ ଛାତ୍ରଙ୍କ ଉଦ୍ୟମ କିଛି କମ୍‌ ନୁହେଁ। ସେ ଏମିତି ଏକ ସାନିଟାଇଜର ରୋବର୍ଟ ତିଆରି କରି ପାରିଛନ୍ତି ଯାହା ୩୦ ସେମି ଦୂରରୁ ହାତକୁ ଚିହ୍ନି ସାନିଟାଇଜ କରିପାରୁଛି। ୟୁଏଇରେ ପଢୁଥିବା […]

  • Monday, 12 July 2021
isis
ଆଇଏସଆଇଏସ୍‌ ଲିଙ୍କ ଅଭିଯୋଗରେ ପାକ୍‌ ଡାକ୍ତର ଗିରଫ

ନୂଆଦିଲ୍ଲୀ: ଆଇଏସ୍‌ଆଇଏସ୍‌ ଆତଙ୍କୀଙ୍କୁ ସାହାଯ୍ୟ କରିବା ପାଇଁ ଏବଂ ଆମେରିକା ଉପରେ ଆତଙ୍କୀ ଆକ୍ରମଣ କରିବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗରେ ଜଣେ ପାକିସ୍ତାନୀ ଡାକ୍ତରଙ୍କୁ ଗିରଫ କରାଯାଇଛି। ଆମେରିକା ମିନେସୋଟା ଜିଲ୍ଲାର ଜଣେ ସୁରକ୍ଷା ଅଧିକାରୀଙ୍କ କହିବା ଅନୁଯାୟୀ, ମହମ୍ମଦ ମସୁଦ୍‌ (୨୮ ବର୍ଷ) ନାମକ ଜଣେ ଡାକ୍ତର ଆଇଏସଆଇଏସ୍‌ ଆତଙ୍କୀଙ୍କୁ ସମର୍ଥନ ଜଣାଇ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଏପରି କିଛି ବିବାଦୀୟ ବୟାନ ଦେଇଥିଲେ, ଯେଉଁଥିପାଇଁ ସେ ସନ୍ଦେହ ଘେରକୁ ଆସିଥିଲେ। ଏଥିସହିତ ଆଇଏସଆଇଏସ୍ […]

  • Monday, 12 July 2021
corona
ଜାଣନ୍ତି, କେତେ ପ୍ରତିଶତ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ?

ନୂଆଦିଲ୍ଲୀ:ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଭାରତରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୨୫୧ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ସାରା ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୭୫ ହଜାର ୮୬୪ ଛୁଇଁଲାଣି। ୧୧ ହଜାର ୩୯୮ଙ୍କର କରୋନାରେ ମୃତ୍ୟୁ ଘଟିଲାଣି। ମୃତ୍ୟୁ ସଂଖ୍ୟା ବିଶ୍ୱବାସୀଙ୍କ ନିଦ ହଜାଇ ଦେଇଥିବାବେଳେ ସେମାନଙ୍କ ପାଇଁ ଏକ ଖୁସି ଖବର। ସାରା ବିଶ୍ୱରେ କରୋନା […]

  • Monday, 12 July 2021
mp
ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେଲେ କମଳନାଥ

ଭୋପାଲ: ଆସ୍ଥା ଭୋଟ ପୂର୍ବରୁ ଇସ୍ତଫା ଦେବାକୁ ଘୋଷଣା କରିବା ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ରାଜ୍ୟପାଳ ଲାଲାଜି ଲଣ୍ଡନଙ୍କୁ ଭେଟି ତାଙ୍କର ଇସ୍ତଫା ପତ୍ର ଦେଇଛନ୍ତି।  ୧୦ ମିନିଟର ସାମ୍ୱାଦିକ ସମ୍ମିଳନୀରେ ସେ ତାଙ୍କ ସରକାର ଉପଲବ୍ଧି ବାବଦରେ କହିଥିଲେ। ଏଥିସହିତ ବିଜେପି ଉପରେ ବର୍ଷିଥିଲେ। ବିଜେପି ଷଡ଼ଯନ୍ତ୍ର କରି ତାଙ୍କ ସରକାରକୁ ଭାଙ୍ଗିଛି ବୋଲି କମଳନାଥ ଦାବି କରିବା ସହ ୧୫ ମାସରେ ତାଙ୍କ ସରକାର ୪୦୦ଟି ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିଛି କରିଛନ୍ତି। […]

  • Monday, 12 July 2021
11
ନ୍ୟାୟ ପାଇଁ ୭ ବର୍ଷ ଧରି ଲଢୁଥିଲେ, ଟଙ୍କାଟିଏ ବି ନେଇ ନ ଥିଲେ

ନୂଆଦିଲ୍ଲୀ: ଆଜିକୁ ଠିକ୍ ୭ବର୍ଷ ୩ମାସ ୩ ଦିନ ତଳର ଘଟଣା। ୨୦୧୨, ଡିସେମ୍ବର ୧୬ ତାରିଖର ସେଇ କାଳ ରାତି । ରାଜଧାନୀ ଦିଲ୍ଲୀରେ ଚଳନ୍ତା ବସ୍‌ରେ ୬ ଜଣ ମିଶି ଜଣେ ଅସହାୟା ଯୁବତୀଙ୍କୁ ଗଣବଳାତ୍କାର କରିଥିଲେ। ନିର୍ଦ୍ଦୟତାର ସବୁ ସୀମା ପାର କରି ଦେଇଥିଲେ ଏହି ନରରାକ୍ଷସ ଗଣ। ଯୁବତୀଙ୍କ ସହ ଥିବା ବନ୍ଧୁଙ୍କୁ ମଧ୍ୟ ଛାଡ଼ି ନ ଥିଲେ ଏମାନେ। ପରେ ଯୁବତୀଙ୍କୁ ଚଳନ୍ତା କାରରୁ ବାହାରକୁ ଫୋପାଡ଼ି ଦେଇଥିଲେ। ୭ବର୍ଷ […]

  • Monday, 12 July 2021
kamalnath
ଆସ୍ଥା ଭୋଟ ପୂର୍ବରୁ ଇସ୍ତଫା ଦେଲେ କମଳନାଥ

ଭୋପାଳ:  ଆସ୍ଥା ଭୋଟ୍ ପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଇସ୍ତଫା ଦେଲେ । ଆଜି ରାଜ୍ୟପାଳ ଲାଲାଜି ଟଣ୍ଡନଙ୍କୁ ଭେଟି  ତାଙ୍କର ଇସ୍ତଫା ପତ୍ର ଦେବେ ବୋଲି କହିଛନ୍ତି କମଲନାଥ। ଏଥି ସହିତ ବିଜେପି ଉପରେ ବଷିଛନ୍ତି। ଏକ ପ୍ରେସ୍‌ମିଟ୍‌ରେ ସେ ଅଭିଯୋଗ କରିଛନ୍ତି, ଷଡ଼ଯନ୍ତ୍ର କରି ତାଙ୍କ ସରକାରକୁ ଭାଙ୍ଗିବା ପାଇ ବିଜେପି ଚେଷ୍ଟା କରିଛି। ସେ ଅଭିଯୋଗ କରିଛନ୍ତି, ବିକାଶ ପଥରେ ମଧ୍ୟପ୍ରଦେଶ ସରକାର ଥିଲା। ହେଲେ ଷଡ଼ଯନ୍ତ୍ର କରି ବିକାଶରେ ରୋକ୍ ଲଗାଇଛି […]

  • Monday, 12 July 2021
35e2feb38a2d7d.img
୨୦୬ରେ ପହଞ୍ଚିଲା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ ୨୦ ରାଜ୍ୟକୁ ବ୍ୟାପିଲା କରୋନା। ବର୍ତ୍ତମାନ ସୁଦ୍ଧା ୨୦୬ ଜଣ ଆକ୍ରାନ୍ତ ହୋଇଥିବା ଆଇସିଏମଆର ICMR ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏପର୍ଯ୍ୟନ୍ତ ୧୪ହଜାର ୩୭୬ଟି ସାମ୍ପଲ ସଂଗ୍ରହ କରାଯାଇଥିବା ବେଳେ ୧୩ହଜାର ୪୮୬ଟି ପରୀକ୍ଷା କରାଯାଇଛି । ଅନ୍ୟପକ୍ଷରେ କରୋନାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଗତକାଲି ପଞ୍ଜାବରେ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କର କରୋନାରେ ମୃତ୍ୟୁ ହୋଇଛି । ତେବେ ଦେଶରେ ରୋଗ ସଂକ୍ରମଣ ଏବେ ବି ଦ୍ୱିତୀୟ ଷ୍ଟେଜ୍‌ରେ […]

  • Monday, 12 July 2021
nirbhaya-mother
ମନେ ପଡେ ଠିକ୍‌ ୭ ବର୍ଷ, ୩ ମାସ, ୩ ଦିନ ତଳର ସେଇ ରାତି....

ନୂଆଦିଲ୍ଲୀ: ଆଜି ସକାଳ ସାଢେ ୫ଟା ବେଳେ ଫାଶିଖୁଣ୍ଟରେ ଝୁଲିଛନ୍ତି ନିର୍ଭୟା ଦୋଷୀ ଅକ୍ଷୟ କୁମାର, ପବନ ଗୁପ୍ତା, ବିନୟ, ଶର୍ମା ଏବଂ ମୁକେଶ କୁମାର । ଏହା ପୂର୍ବରୁ ଅନେକ ଥର ସେମାନଙ୍କ ବିରୋଧରେ ଡେଥ ୱାରେଣ୍ଟ ଜାରି  ହୋଇଥିଲେ ହେଁ ସେମାନେ ଏହାକୁ କୌଣସି ନା କୌଣସି ବାହନା ଦେଖାଇ ଟାଳି ଆସୁଥିଲେ। ଶେଷରେ ଆଜି ଫାଶିଖୁଣ୍ଟରେ ଝୁଲିଲେ। ଆଜି ସକାଳୁ ତିହାର ଜେଲ ସମ୍ମୁଖରେ ଖୁବ ଭିଡ ଦେଖିବାକୁ ମିଳିଥିଲା। ଫାଶି ପରେ […]

  • Monday, 12 July 2021
nirvaya
ଜେଲ୍‌ରେ ଏତେ ଟଙ୍କା କମାଇଥିଲେ ନିର୍ଭୟା ଦୋଷୀ !

ନୂଆଦିଲ୍ଲୀ: ଆଜି ସକାଳ ସାଢେ ୫ଟା ବେଳେ ଫାଶିଖୁଣ୍ଟରେ ଝୁଲିଛନ୍ତି ନିର୍ଭୟା ଦୋଷୀ ଅକ୍ଷୟ କୁମାର, ପବନ ଗୁପ୍ତା, ବିନୟ, ଶର୍ମା ଏବଂ ମୁକେଶ କୁମାର । ଏହା ପୂର୍ବରୁ ଏମାନେ ଦୀର୍ଘ ବର୍ଷ ଧରି ଜେଲରେ ରହି ଆସିଥିଲେ। ଏହି ସମୟରେ ଜେଲରେ କାମ କରି   ୧ ଲକ୍ଷ ୩୭ ହଜାର ଟଙ୍କାର ରୋଜଗାର କରିଛନ୍ତି। ତେବ ପ୍ରଶ୍ନ ଉଠୁଛି,  ଦୋଷୀଙ୍କର ମୃତ୍ୟୁ ପରେ କିଏ ନେବ ଏହି ଟଙ୍କା ? ତିହାର ଜେଲ ପ୍ରଶାସକଙ୍କ […]

  • Monday, 12 July 2021
apsingh
ଓକିଲଙ୍କ ବିବାଦୀୟ ବୟାନକୁ ନେଇ ତାତିଲେ ଲୋକେ, କହିଲେ...

ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କୁ ଫାଶି ପରେ ଆଜି ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି ନିର୍ଭୟା ଦୋଷୀଙ୍କ ଓକିଲ ଏପି ସିଂହ । ଫାଶି ରୋକିବା ନେଇ ସମସ୍ତ ଆବେଦନ ଖାରଜ ହେବା ପରେ ଅଜବ ଯୁକ୍ତି ରଖିବା ସହ ନିର୍ଭୟାଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ଏପି ସିଂହ ନିର୍ଭୟା ମା’ ଏବଂ ନିର୍ଭୟା ପ୍ରତି ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ। ସେ କହିଥିଲେ, ନିର୍ଭୟାଙ୍କ ମା’ଙ୍କୁ ଜଣା ନାହିଁ ଯେ ତାଙ୍କ ଝିଅ ରାତି ୧୨.୩୦ […]

  • Monday, 12 July 2021