• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

corona
କେତେଦିନ ବଞ୍ଚିପାରେ କରୋନା ଭାଇରସ୍‌

ବେଜିଂ:ନିଦ ହଜାଇ ଦେଇଛି କରୋନା। କରୋନା ଦମନ ପାଇଁ ଲାଗି ପଡ଼ିଛନ୍ତି ସାରା ବିଶ୍ୱର ବୈଜ୍ଞାନିକ। କରୋନାକୁ ନେଇ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ତେବେ ଜାଣନ୍ତି, କେଉଁ ଜିନିଷରେ କରୋନା ଭାଇସର କେତେ ଦିନ ବଞ୍ଚି ରହିପାରେ ? ନିକଟରେ ଚୀନ୍‌ ସେଣ୍ଟ୍ରାଲ ବ୍ୟାଙ୍କ ଏଠାରେ ଥିବା ନୋଟ୍‌କୁ ସଫା କରିଛନ୍ତି। କେତେକ ନୋଟକୁ ତ ଫୋପାଡ଼ି ଦେଇଛନ୍ତି। ନୋଟ ପ୍ରତିଦିନ କେତେ ଲୋକଙ୍କ ହାତ ଦେଇ ଆସୁଛି। ହୁଏତ ଏହି […]

  • Monday, 12 July 2021
tiger-1
ଟୁରିଷ୍ଟ ବସ୍‌କୁ ଗୋଡ଼ାଇଲା ମହାବଳ ବାଘ

ରାୟପୁର:ବସ୍‌କୁ ଗୋଡ଼ାଇଲା ମହାବଳ ବାଘ। ବସ୍‌ ଭିତରେ ଯାତ୍ରୀ ଦେଖୁଥାନ୍ତି। ଭୟରେ ଥରୁଥାନ୍ତି। ହଠାତ୍‌ ବସ୍‌କୁ ପଛପଟୁ ଭିଡି ଧରିଲା ବାଘ।  ଆଗକୁ ଗଡ଼ି ପାରିଲାନି ବସ୍‌। ବାଘର ବଳ ପାଖରେ ହାର ମାନିଲା ଡ୍ରାଇଭର। ବସ୍‌ ଅଟକିବା ପରେ ବାଘ ଆକ୍ରମଣ ଉଦ୍ୟମ କଲା। ତେବେ ଭାଗ୍ୟ ଭଲ, ବସ୍‌ଟି ବାଘ ହାବୁଡ଼ରୁ ଖସି ଆସିଥିଲା। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି  ଛତିଶଗଡ଼ ରାୟପୁର ସ୍ଥିତ ନନ୍ଦନବନ ଜଙ୍ଗଲ ସଫାରୀରେ। ଗତ ଶୁକ୍ରବାର ଦିନ ଯାତ୍ରୀଙ୍କୁ […]

  • Monday, 12 July 2021
ciber-crime
ନେଲ୍‌ପଲିସର ଦାମ ୯୨,୪୪୬ ଟଙ୍କା !

ପୁଣେ : ନେଲ ପଲିସର ଦାମ ପୁଣି ୯୨ ହଜାର ୪୪୬ ଟଙ୍କା ! ଆଶ୍ଚର୍ଯ୍ୟ କଥା ନୁହେଁ ତ ଆଉ କଣ ? ହେଲେ  ପୁଣେର ଜଣେ ମହିଳା ନେଲ୍‌ପଲିସ କିଣି ଏତିକି ଟଙ୍କା ଗଣିଛନ୍ତି। ପ୍ରକୃତରେ ମହିଳାଜଣକ ଠକେଇର ଶିକାର ହୋଇଛନ୍ତି।  ୨୫ ବର୍ଷୀୟ ମହିଳା ସପ୍ଟୱେୟାର୍‌ ଇଞ୍ଜିନିୟର୍‌ । ତଥାପି ଅନଲାଇନ୍‌ ଇ-କମର୍ସ ୱେବସାଇଟ୍‌ରୁ ୩୮୮ ଟଙ୍କାର ନେଲ୍‌ପଲିସ୍‌ କିଣି ୯୨,୪୪୬ ଟଙ୍କା ସାଇବର୍‌ ଠକେଇର ଶିକାର ହୋଇଛନ୍ତି। ଏନେଇ ମହିଳା ଜଣକ […]

  • Monday, 12 July 2021
IrRKCyKm
ନିର୍ଭୟା ଦୋଷୀଙ୍କ ବିରୋଧରେ ନୂଆ ଡେଥ୍‌ ୱାରେଣ୍ଟ: ମାର୍ଚ୍ଚ ୩ରେ ପାଇବେ ଫାଶି

ନୂଆଦିଲ୍ଲୀ: ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ୪ ଅଭିଯୁକ୍ତ ଫାଶିପାଇବେ। ମାର୍ଚ୍ଚ ୩ ତାରିଖ ଧାର୍ଯ୍ୟ କରାଯାଇଛି। ଏ ନେଇ ପଟିଆଲା ହାଉସ୍‌ କୋର୍ଟ ଜାରି କରିଛନ୍ତି ସାନି ଡେଥ୍‌ ୱାରେଣ୍ଟ। ନୂଆ ଡେଥ୍‌ ୱାରେଣ୍ଟ ଅନୁଯାୟୀ, ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ସମସ୍ତ ଦୋଷୀଙ୍କୁ ଏକକାଳୀନ ଫାଶୀ ଦିଆଯିବ। ଆଜି ଶୁଣାଣି ବେଳେ ତିହାର ଜେଲ କର୍ତ୍ତୃପକ୍ଷ କୋର୍ଟଙ୍କୁ ଷ୍ଟାଟସ ରିପୋର୍ଟ ଦେଇଥିଲେ। ସରକାରୀ ଓକିଲ ରାଜୀବ ମୋହନ କହିଥିଲେ ଯେ ବର୍ତ୍ତମାନ […]

  • Monday, 12 July 2021
sena
ସେନା ନିଯୁକ୍ତିରେ ପୁରୁଷ-ମହିଳା ସମାନ-ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ସ୍ଥଳସେନାରେ ମହିଳାଙ୍କ ସ୍ଥାୟୀ କମିଶନ ନିଯୁକ୍ତି ଉପରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ। ଚାକିରି ସୀମାର ଅବଧି ନ ଦେଖି ମହିଳା ସେନା ଅଧିକାରୀଙ୍କୁ ସ୍ଥାୟୀ କମିଶନ ନିଯୁକ୍ତି ଦିଆଯାଉ ବୋଲି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ସେହିପରି ପୁରୁଷଙ୍କ ଭଳି ମହିଳା ସେନା ଅଧିକାରୀଙ୍କୁ କମାଣ୍ଡ୍ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ତେବେ ସଂଘର୍ଷପୂର୍ଣ୍ଣ କ୍ଷେତ୍ରକୁ ଛାଡି ଅନ୍ୟ କ୍ଷେତ୍ରରେ ଏହି ନିଯୁକ୍ତି ଦିଆଯାଇପାରେ ବୋଲି କୋର୍ଟ କହିଛନ୍ତି । ଆଜି […]

  • Monday, 12 July 2021
macon
କେଜ୍ରିୱାଲଙ୍କୁ ନେଇ ବଢିଲା କଂଗ୍ରେସରେ କନ୍ଦଳ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଶଂସା କରିବାକୁ ନେଇ କଂଗ୍ରେସ ନେତାଙ୍କ ମଧ୍ୟରେ ଅନ୍ତର୍କନ୍ଦଳ ଆରମ୍ଭ ହୋଇଯାଇଛି। ଦିଲ୍ଲୀ ବିଧାନସଭାରେ ଗୋଟିଏ ହେଲେ ଆସନ ଜିତିବାକୁ ସକ୍ଷମ ହୋଇ ନାହିଁ କଂଗ୍ରେସ । ଅନ୍ୟପକ୍ଷେ ହାଟ୍ରିକ କରିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ। କେଜ୍ରିୱାଲ ଶପଥ ନେବା ପରେ କଂଗ୍ରେସ ନେତାମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରଶଂସା ମଧ୍ୟ କରିବାରେ ଲାଗିଛନ୍ତି। ହେଲେ ଦଳର ବରିଷ୍ଠ ନେତା ଅଜୟ ମାକେନ ପାଇଁ ଏହା ଅସହ୍ୟ  ହୋଇ ପଡ଼ୁଛି। […]

  • Monday, 12 July 2021
living-1
୫୦ ବର୍ଷ ତଳର ପ୍ରେମକାହାଣୀ-ବାହାଘର କରାଇଲେ ପୁଅଝିଅ

କଭର୍ଦ୍ଧା: ଛତିଶଗଡ଼ର କଭର୍ଦ୍ଧା ଅଞ୍ଚଳରେ ଏକ ବିବାହକୁ ନେଇ ଚର୍ଚ୍ଚା ଚାଲିଛି।  ବିବାହ ଦେଖିବାକୁ ଲୋକଙ୍କ ଭିଡ ଜମିଛି। ବିବାହରେ ବର ହେଉଛନ୍ତି ଜଣେ ୭୩ ବର୍ଷ ବୟସ୍କ ବୃଦ୍ଧ ଏବଂ କନ୍ୟ ହେଉଛନ୍ତି ୬୭ ବର୍ଷର ବୃଦ୍ଧା। ବିବାହ ପାରମ୍ପରିକ ରୀତିନୀତି ଅନୁସାରେ ହୋଇଛି।  ସବୁଠାରୁ ମଜା କଥା ହେଉଛି ଏହି ବିବାହ ତାଙ୍କ ପୁଅ ଝିଅମାନଙ୍କ ଦ୍ୱାରା ହିଁ ଆୟୋଜିତ କରାଯାଇଛି। ଏବେ ଜାଣନ୍ତୁ ପୂରା କାହାଣୀ। କଭର୍ଦ୍ଧାର ଜନପତ ଗ୍ରାମର ଖୈରଝିଟି ଗାଁର […]

  • Monday, 12 July 2021
aag
ରାତି ଅଧରେ ଘରେ ଲାଗିଗଲା ନିଆଁ, ୫ ବର୍ଷର ଶିଶୁ ପିରବାର ଲୋକଙ୍କୁ ଏମିତି ବଞ୍ଚାଇଲା

ନୂଆଦିଲ୍ଲୀ: ଅନେକ ସମୟରେ ଦେଖିବାକୁ ମିଳିଥାଏ, ଅତର୍କିତ ବିପତ୍ତିଟିଏ ଆସିଗଲେ ବୁଦ୍ଧି ହଜିଯାଏ।  ଯେତେ ଅଭିଜ୍ଞ ହୁଅ ବା ବୟସ୍କ, ଅତିର୍କିତ ବିପତ୍ତିକୁ ସାମ୍ନା କରିବା ପାଇଁ ଉପସ୍ଥିତ ବୁଦ୍ଧି ଜୁଟି ନ ଥାଏ। ଘରେ ରାତି ଅଧରେ ଚାର ପଶିଲେ କିମ୍ବା ନିଆଁ ଲାଗିଗଲେ ଭାବି ହୁଏନି, କ’ଣ କରିବ। ହେଲେ ଏଇ ଛଟ ପିଲାଟିକୁ ଦେଖ। ବୟସ ମାତ୍ର ୫ ବର୍ଷ। ହେଲେ କେତେବଡ ବିପତ୍ତିରୁ ରକ୍ଷା କରି ନ ଦେଲା ସାରା ପରିବାରକୁ […]

  • Monday, 12 July 2021
corona
କରୋନା ଆତଙ୍କ: ୧୭୭୦ ଛୁଇଁଲା ମୃତ୍ୟୁ ସଂଖ୍ୟା

ବେଜିଂ: ଥମୁନି କରୋନା ଭୟ। ପ୍ରାଣଘାତୀ କରୋନାରେ ଗଡ଼ି ଚାଲିଛି ମୁଣ୍ଡ। ଦିନକୁ ଦିନ ବଢି ଚାଲିଛି ମୃତ୍ୟୁ ସଂଖ୍ୟା।  ଗତ ୨୪ ଘଣ୍ଟାରେ ପୁଣିଥରେ ପୁଣି ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ଚାଇନାରେ ଏହି ଭାଇରସରେ ମୃତକଙ୍କ ସଂଖ୍ୟା ୧୭୭୦ ଛୁଇଁଲାଣି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୭୦ ହଜାର ଅତିକ୍ରମ କରିଛି। କେବଳ ଚାଇନା ନୁହେଁ, ୨୭ରୁ ଅଧିକ ରାଷ୍ଟ୍ରରେ କରୋନା ଭାଇରାସ ଦେଖିବାକୁ ମିଳିଛି। ଚାଇନାର ସରକାରୀ ସୂତ୍ରରୁ ସୋମବାର […]

  • Monday, 12 July 2021
rikshawpuller
ଝିଅ ବାହାଘରରେ ବ୍ୟସ୍ତ ଥିଲେ ରିକ୍ସା ଚାଳକ; ପହଞ୍ଚିଲା ମୋଦିଙ୍କ ଚିଠି

ବାରାଣାସୀ:ବାରାଣାସୀର ଜଣେ ରିକ୍ସା ଚାଳକ। ନାଁ ମଙ୍ଗଳ କେୱଟ। ମଙ୍ଗଳ ତାଙ୍କ ଝିଅ ବାହାଘରକୁ ନେଇ ବହୁତ ବ୍ୟସ୍ତ । ତେବେ ଆପଣ ଭାବୁଥିବେ ଜଣେ ରିକ୍ସା ଚାଳକ ତାଙ୍କ ଝିଅର ବାହାଘର କରୁଛନ୍ତି, ଏଥିରେ କି ରୋଚକ ‌ଖବର ଅଛି ? ଖବରଟି ରୋଚକ ଏଥିପାଇଁ ଯେ, ଏହି ରିକ୍ସାବାଲାଙ୍କ ଝିଅ ବାହାଘର ପାଇଁ ମୋଦି ପଠାଇଛନ୍ତି ଚିଠି। ଚିଠିରେ ଝିଅ-ଜ୍ୱାଇଁଙ୍କ ପାଇଁ ପଠାଇଛନ୍ତି ଅନେକ ଆଶୀର୍ବାଦ, ଶୁଭେଚ୍ଛା। ପ୍ରଧାନମନ୍ତ୍ରୀଙ୍କ ଚିଠି ପାଇ ଖୁସିରେ ଫାଟି […]

  • Monday, 12 July 2021
taliban
ଶାନ୍ତି ପାଇଁ ତାଲିବାନ-ଆମେରିକା ମଧ୍ୟରେ ହେବ ଚୁକ୍ତି

ୱାଶିଂଟନ୍‌: ଆମେରିକା ସରକାର ଏବଂ ତାଲିବାନ ମଧ୍ୟରେ ହେବ ଶାନ୍ତି ଚୁକ୍ତି। ଏଥିରେ ଅସ୍ତ୍ରବିରତି ଉଲ୍ଲଂଘନ ଏବଂ ଆସନ୍ତା ୧୮ ମାସ ମଧ୍ୟରେ ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର ଆଦି ପ୍ରସଙ୍ଗ ରହିଛି। ଚଳିତ ମାସ ଶେଷ ଆଡ଼କୁ ଏହି ଚୁକ୍ତି ହେବ ବୋଲି କୁହାଯାଉଛି। ଏହି ଚୁକ୍ତି ବାବଦରେ ଆମେରିକା ଏବଂ ତାଲିବାନ ମଧ୍ୟରେ କତାରଠାରେ ଆଲୋଚନା ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଆସିବାର ୪ ଦିନ ପରେ ଏହି ଚୁକ୍ତି ହେବ […]

  • Monday, 12 July 2021
valevntain day
ପ୍ରେମ ଦିବସରେ ପ୍ରେମ କୁ ‘ନା’ କଲେ ଛାତ୍ରୀ

ଅମରାବତୀ:ଫେବ୍ରୁଆରୀ ୧୪ ତାରିଖ ଭାଲେଣ୍ଟାଇନ୍ ଡେ ପାଳିତ ହୋଇଯାଇଛି। କିଏ କେମିତି ପାଳନ କରିଛନ୍ତି ଏହି ଦିନକୁ ହେଲେ ମହରାଷ୍ଟ୍ରର ଏକ କଲେଜ୍‌ରେ ଭାଲେଣ୍ଟାଇନ୍‌ ଡେ ଭିନ୍ନ ଶୈଳୀରେ ପାଳିତ ହୋଇଛି। କଲେଜର ଛାତ୍ରଛାତ୍ରୀମାନେ ଏକ ଅଜବ ଶପଥ ନେଇଛନ୍ତି। ଭାଲେଣ୍ଟାଇନ୍ ଡେ’ରେ ମହରାଷ୍ଟ୍ରର ମହିଳା ଆର୍ଟସ ଆଣ୍ଡ କମର୍ସ କଲେଜର ସମସ୍ତ ଛାତ୍ରୀ ପ୍ରେମ ବିବାହ କରିବେ ନାହିଁ ବୋଲି ମରାଠୀରେ ଶପଥ ନେଇଛନ୍ତି। କଲେଜ ପକ୍ଷରୁ ଛାତ୍ରୀମାନଙ୍କୁ କୁହାଯାଇଥିଲା, ସେମାନେ କାହାକୁ ପ୍ରେମ କରିବେ […]

  • Monday, 12 July 2021
13252
କରୋନା ନେଲା ପୁଣି ୧୪୭ ମୁଣ୍ଡ

ବେଜିଂ: ଘାତକ କରୋନା ଭାଇରସରେ ଚୀନ୍‌ରେ ଶୁକ୍ରବାର ପୁଣି ୧୪୭ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହିତ କରୋନା ମୃତକଙ୍କ ସଂଖ୍ୟା ୧,୬୩୧ରେ ପହଞ୍ଚିଛି। ଚୀନ୍‌ର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗଙ୍କ କହିବା ଅନୁଯାୟୀ, ସଂକ୍ରମଣରେ ସର୍ବାଧିକ ପ୍ରଭାବିତ ହୁବେଇ ପ୍ରାନ୍ତରେ ଶୁକ୍ରବାର ୨୪୨୦ ଜଣ ନୂଆ ସଂକ୍ରମିତ ରୋଗୀଙ୍କୁ ଠାବ କରାଯାଇଛି। ଏଠାରେ ଗତକାଲି ଗୋଟିଏ ଦିନରେ ୧୩୯ ଜଣଙ୍କ ମୃତ୍ୟୁ ଘଟିଛି। ଆୟୋଗଙ୍କ କହିବା ଅନୁଯାୟୀ, ଶୁକ୍ରବାର ଏହି ଭାଇରାସ ୧୪୩ ଜଣଙ୍କ ଜୀବନ ନେଇଛି। ୩୧ଟି […]

  • Monday, 12 July 2021
trump
ଅତିଥି ଚର୍ଚ୍ଚା: ୩ ଘଣ୍ଟା ପାଇଁ ଖର୍ଚ୍ଚ ହେବ ୧୦୦ କୋଟି !

ଅହମ୍ମଦାବାଦ: ଭାରତର ଅତିଥି ପରାୟଣତା କିଏ ବା ନ ଜଣେ ? ଅତିଥିଙ୍କୁ ଖୁସି କରାଇବାରେ କେବେ ବି କାର୍ପଣ୍ୟ କରି ନ ଥାଏ ଭାରତ। ଏବେ ଏମିତି ଜଣେ ବିଶେଷ ଅତିଥିଙ୍କ ଆଗମନକୁ ନେଇ ପ୍ରସ୍ତୁତି ଚାଲିଛି। ଆମରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୪ ଫେବ୍ରୁଆରୀରେ ଭାରତ ଗସ୍ତରେ ଆସୁଛନ୍ତି। ତାଙ୍କ ସହ ଆସୁଛନ୍ତି ତାଙ୍କର ପତ୍ନୀ ମିଲିନିଆ ଟ୍ରମ୍ପ। ଟ୍ରମ୍ପ ତାଙ୍କର ଯାତ୍ରା ପ୍ରଥମେ ମୋଦିଙ୍କ ଗୃହ ରାଜ୍ୟ ଗୁଜୁରାଟର ଅହମ୍ମଦାବାଦ ସହରରୁ ଆରମ୍ଭ […]

  • Monday, 12 July 2021
nehru
‘ପ୍ରଥମ କ୍ୟାବିନେଟ୍‌ରେ ପଟେଲ୍‌ଙ୍କୁ ରଖିବାକୁ ଚାହୁଁ ନ ଥିଲେ ନେହରୁ’

ନୂଆଦିଲ୍ଲୀ:ଭାରତର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ସରଦାର ବଲ୍ଲଭ ଭାଇ ପଟେଲଙ୍କୁ ପ୍ରଥମ କ୍ୟାବିନେଟ୍‌ରେ ସାମିଲ୍‌ କରିବାକୁ ଚାହୁଁ ନ ଥିଲେ। ବିଦେଶମନ୍ତ୍ରୀ ଏସ୍‌ ଜୟଶଙ୍କର ଏକ ବହିରେ ପ୍ରକାଶିତ ତଥ୍ୟକୁ ଉଦ୍ଧୃତ କରି ଟ୍ୱିଟ୍‌ କରିଛନ୍ତି। ଟ୍ୱିଟ୍‌ରେ ସେ ଉଲ୍ଲେଖ କରିଛନ୍ତି, ୧୯୪୭ରେ ନେହରୁ କ୍ୟାବିନେଟର ପ୍ରଥମ ଲିଷ୍ଟରେ ପଟେଲଙ୍କୁ ବାହାର କରି ଦେଇଥିଲେ। ଜୟଶଙ୍କରଙ୍କ ଏହି ଟ୍ୱିଟକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। କଂଗ୍ରେସ ବହିରେ ଥିବା ଏହି ତଥ୍ୟକୁ ଭୁଲ୍‌ ବୋଲି କହିବା ସହ […]

  • Monday, 12 July 2021