• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

carona
ସାମାନ୍ୟ ଜର ହେଉଥିଲା, କରୋନା ଭାବି କଲେ ଆତ୍ମହତ୍ୟା

ହାଇଦ୍ରାବାଦ୍‌: ଚୀନର ବୁହାନ ସହରରୁ ସଂକ୍ରମିତ ହେଉଥିବା କରୋନା ଭାଇରସ କ୍ରମଶଃ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି। କରୋନା ଭୂତାଣୁର ଭୟ ଛାଇ ଯାଇଛି ସବୁଆଡେ। ସାମାନ୍ୟ ଥଣ୍ଡା ହେଲେ ବି ଲୋକେ ଡରି ଯାଉଛନ୍ତି। ମଙ୍ଗଳବାର ଆନ୍ଧ୍ର ପ୍ରଦେଶର ଜଣେ ବ୍ୟକ୍ତି କରୋନା ଭୟରେ ଆତ୍ମହତ୍ୟା କରିଥିବା ଜଣାଯାଇଛି। କୁହାଯାଉଛି, ସେ ତାଙ୍କ ପତ୍ନୀ ଓ ସନ୍ତାନଙ୍କୁ ସଂକ୍ରମଣରୁ ବଞ୍ଚାଇବା ପାଇଁ ଏପରି ପଦକ୍ଷେପ ନେଇଛନ୍ତି। ମୃତ ବ୍ୟକ୍ତିଙ୍କ ନାମ କୃଷ୍ଣାହଦ ଏବଂ ସେ ଚିତୋରର […]

  • Monday, 12 July 2021
Untitled-1
ଶାହୀନବାଗ୍‌ରୁ ହାରିଲା ବିଜେପି

ନୂଆଦିଲ୍ଲୀ:  ଶାହୀନ ବାଗରେ ବିଜେପିକୁ ଲାଗିଛି ଝଟକା । ପ୍ରାଥମିକ ଭୋଟ ଗଣତି ବେଳେ ବିଜେପି ଶାହୀନ ବାଗ ଅଞ୍ଚଳ ପଡ଼ୁଥିବା ଓଖଲା ନିର୍ବାଚନ ମଣ୍ଡଳୀରେ ଜବରଦସ୍ତ ଲିଡ୍‌ ହାସଲ କରିଥିଲା। ହେଲେ ଭୋଟ ଗଣତି ଆଗକୁ ବଢ଼ିବା ସହ ବିଜେପି ତଳକୁ ଖସିବା ଆରମ୍ଭ କରିଥିଲା। ୨୦୧୫ରେ ବି ଏହି ଓଖଲା ଆସନରେ ଆପର ଅମନତୁଲ୍ଲା ବିଜୟୀ ହୋଇଥିଲେ। ଏଥର ଦଳ ତାଙ୍କୁ ପୁଣି ଟିକେଟ ଦେଇଥିଲା। ଶାହୀନ ବାଗରେ ସିଏଏ ବିରୋଧୀ ଆନ୍ଦୋଳନ ଦୀର୍ଘ […]

  • Monday, 12 July 2021
prasanta
ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଦେଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ସ୍ପଷ୍ଟ ହୋଇଗଲାଣି ଦିଲ୍ଲୀ ଭବିଷ୍ୟତ।  ଦିଲ୍ଲୀ  ସିଂହାସନରେ ଆମ ଆଦ୍‌ମୀ ପାର୍ଟି(ଆପ) ବସିବା ଏକ ପ୍ରକାର  ନିଶ୍ଚିତ ହୋଇଛି। ଧୀରେଧୀରେ ଫଳାଫଳ ସ୍ପଷ୍ଟ ହେଉଥିବାରୁ ନିର୍ବାଚନ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଶାନ୍ତ କିଶୋର ନିକଟରେ ସିଏଏ ଓ ଏନଆରସି ବିରୋଧରେ ମତଦେଇ ଜେଡିୟୁରୁ ବହିଷ୍କୃତ ହୋଇଥିବା ସେ କହିଛନ୍ତି, “ଭାରତର ଆତ୍ମାକୁ ସୁରକ୍ଷିତ ରଖିବା ପାଇଁ ଆପଣମାନେ ଛିଡ଼ା ହୋଇଥିବାରୁ ମୁଁ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଉଛି।” ୨୦୨୦ ଦିଲ୍ଲୀ […]

  • Monday, 12 July 2021
kejriwal
ପତ୍ନୀଙ୍କ ଜନ୍ମଦିନରେ ବିଜୟ ଉପହାର ଦେବେ କେଜ୍ରିୱାଲ

ନୂଆଦିଲ୍ଲୀ:ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୦ ଭୋଟ ଗଣତି ଚାଲିଛି । ଆଉ କିଛି ସମୟ ପରେ ମିଳିଯିବ ଚୂଡ଼ାନ୍ତ ଫଳାଫଳ । ଗଣା ସରି ନ ଥିଲେ ବି ସବୁ ସିଟ୍‌ର ଫଳାଫଳ ପ୍ରାୟ ସ୍ପଷ୍ଟ ହୋଇ ଆସିଲାଣି। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ଆସନର ଅଧିକାଂଶ ସ୍ଥାନରେ ଆମ୍ ଆଦ୍‌ମୀ ପାର୍ଟି (AAP) ପ୍ରାର୍ଥୀ ଆଗରେ ଥିବା ଜଣାଯାଇଛି। ପୁଣି ଥରେ କେଜ୍‌ରିୱାଲଙ୍କ ନେତୃତ୍ୱରେ ସରକାର ଗଠନ ହେବାକୁ ଯାଉଛି। ଆପ୍ ପ୍ରାର୍ଥୀ ୫୦ […]

  • Monday, 12 July 2021
delhi
ବିଜେପି ଠାରୁ ଦୂରେଇ ଯାଉଛି ଦିଲ୍ଲୀ !

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ଭୋଟ ଗଣତି ଆରମ୍ଭ ହୋଇ ଯାଇଛି। ବର୍ତ୍ତମାନସୁଦ୍ଧା ଯାହା ଜଣାପଡ଼ିଛି, କ୍ଷମତା ଦଖଲ ଅଭିମୁଖେ ଆଗେଇ  ଚାଲିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ଏହି ଗଣତି ମଧ୍ୟରେ ସମସ୍ତଙ୍କ ନଜର ଦିଲ୍ଲୀ ଆସନ ଉପରେ ରହିଛି। କାରଣ କ୍ରମାଗତ ତୃତୀୟଥର ପାଇଁ ଖୋଦ କେଜ୍ରିୱାଲ ଏହି ଆସନରୁ ଲଢ଼ୁଛନ୍ତି। ତାଙ୍କୁ ହରାଇବା ପାଇଁ ୨୮ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ତେବେ ସମସ୍ତଙ୍କୁ […]

  • Monday, 12 July 2021
trump
୨୪-୨୫ରେ ଭାରତ ଗସ୍ତରେ ଆସିବେ ଟ୍ରମ୍ପ

ନୂଆଦିଲ୍ଲୀ:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପତ୍ନୀ ମେଲାନିଆ ଚଳିତ ମାସ ୨୪ରୁ ୨୫ ଭିତରେ ଭାରତ ଆସିବେ। ଏନେଇ ସୋମବାର ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ଦିଆଯାଇଛି । ଗସ୍ତବେଳେ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା କରିବେ ବୋଲି ହ୍ୱାଇଟ୍‌ ହାଉସ ପକ୍ଷରୁ  ଟ୍ୱିଟ୍‌ରେ ସୂଚନା ଦିଆଯାଇଛଇ। ଏହାଛଡ଼ା ଟ୍ରମ୍ପଙ୍କ ଗସ୍ତ ଦୁଇ ଦେଶ ମଧ୍ୟରେ ସଂପର୍କ ଓ ସହଭାଗିତା ବୃଦ୍ଧିରେ ସହାୟକ ହେବ […]

  • Monday, 12 July 2021
TOPSHOT-CHINA-HEALTH-VIRUS
ଅଣାୟତ୍ତ ହେଉଛି କରୋନା; ୧୦୦୦ ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ:ଅଣାୟତ୍ତ ହେଉଛି କରୋନା। ଦିନକୁ ଦିନ ବଢିଚାଲିଛି ମୃତକଙ୍କ ସଂଖ୍ୟା। ଚୀନ୍‌ରେ  କରୋନା ମୃତ୍ୟୁ ସଂଖ୍ୟା ୧୦୦୦ ଟପିଛି । ହୁବେଇ ଓ ଉହାନରେ ସ୍ଥିତି ଅଣାୟତ୍ତ ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୪୨ ହଜାର ୮୦୦ରେ ପହଞ୍ଚିଛି। ଗତକାଲି ହୁବେଇରେ ୧୦୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।  ଏହାଛଡ଼ା ଗୋଟିଏ ଦିନରେ ଗତକାଲି ୨ ହଜାର ୯୭ ଜଣ ନୂଆକରି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଅନ୍ୟପକ୍ଷରେ ୨୪ଟି ଦେଶରେ ୩୧୯ ଜଣଙ୍କଠାରେ ନବୋଲେ କରୋନା […]

  • Monday, 12 July 2021
Coro660
ଦିଲ୍ଲୀରେ କରୋନା; ୩ ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ: ଚାଇନାରେ ଜୀବନ ନେଉଥିବା ପ୍ରାଣଘାତୀ କରୋନା ଭାଇରସର ଭୟ ଭାରତର ଦିଲ୍ଲୀରେ ଦେଖିବାକୁ ମିଳିଛି। ଆଜି ଏହି ଭୟଙ୍କର ଭାଇରସରେ ସଂକ୍ରମଣ ହୋଇଥିବା ସନ୍ଦେହରେ ୩ ଜଣଙ୍କୁ ଦିଲ୍ଲୀର ରାମ ମନୋହର ଲୋହିଆ(ଆରଏମଏଲ) ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ୩ ଜଣଙ୍କ ମଧ୍ୟରୁ ୨ ଜଣ ଚାଇନା ନାଗରିକ। ଏହି ଚାଇନିଜ ନାଗରିକ ଦ୍ୱୟ ଜାନୁଆରୀ ୧ ଓ ଜାନୁଆରୀ ୨୯ରେ ଭାରତ ଆସିଥିଲେ। ସେହିପରି ତୃତୀୟ ସନ୍ଦିଗ୍ଧ ଜଣଙ୍କ ବୟସ ୩୪ ବର୍ଷ। ସେ ଗତବର୍ଷ ନଭେମ୍ବରରୁ […]

  • Monday, 12 July 2021
note
ଭାରତକୁ ନକଲି ନୋଟ ପଠାଉଥିଲା ପାକିସ୍ତାନ, ଧରିଲା କ୍ରାଇମ୍‌ବ୍ରାଞ୍ଚ

ମୁମ୍ୱାଇ: ମୁମ୍ୱାଇରୁ ଜବତ ହେଲା ନକଲି ନୋଟ। କ୍ରାଇମ ବ୍ରାଞ୍ଚ ଟିମ୍ ଆଜି ମୁମ୍ବାଇ ବିମାନ ବନ୍ଦରରୁ  ୨୪ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ କରିଛି। ଦୁବାଇରୁ ଆସୁଥିବା ଜଣେ ବ୍ୟକ୍ତି ଏହି ନକଲି ନୋଟ ନେଇ ଆସିଥିଲେ। ସେ  ମୁମ୍ୱାଇ ବିମାନ ବନ୍ଦରର ବସ ଷ୍ଟପରେ ଛିଡ଼ା ହୋଇଥିବା ବେଳେ ତାଙ୍କ ବ୍ୟବହାର ଦେଖି କ୍ରାଇମବ୍ରାଞ୍ଚ ଟିମ୍ ସନ୍ଦେହ ପ୍ରକାଶ କରି ଧରିଥିଲା।  କ୍ରାଇମ ବ୍ରାଞ୍ଚ ତାଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ମୁମ୍ୱାଇର […]

  • Monday, 12 July 2021
1234567
ମାଓବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ; ୨ ଯବାନ ସହିଦ

ବିଜାପୁର: ଛତିଶଗଡ଼ର ବିଜାପୁରରେ ଆଜି ମାଓବଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ  ଗୁଳି ବିନିମୟ ହୋଇଛି। ଏଥିରେ ସିଆରପିଏଫ୍‌ କୋବ୍ରା ବାଟାଲିୟନର ୨ ଯବାନ ସହିଦ ହୋଇଛନ୍ତି। ତେବେ ପାଲଟା ଆକ୍ରମଣରେ ଜଣେ ନକ୍ସଲ ନିହତ ହୋଇଛି। ସିଆରପିଏଫ ଯବାନଙ୍କ ପକ୍ଷରୁ ଇରାପାଲ୍ଲି ଗାଁରେ ଆଜି ସକାଳେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ସେଠାରେ ଲୁଚି ରହିଥିବା ମାଓବାଦୀମାନେ ସୁରକ୍ଷାକର୍ମୀଙ୍କୁ ଦେଖିବା କ୍ଷଣି ହଠାତ୍ ଗୁଳି ମାଡ଼ କରିଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା। ଦୀର୍ଘ ସମୟ […]

  • Monday, 12 July 2021
sc-1
ବିକ୍ଷୋଭ ପାଇଁ ରାସ୍ତା ବନ୍ଦ କରିପାରିବନି-ଶାହୀନ ବାଗ ମାମଲାରେ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଶାହୀନ ବାଗ ମାମଲାର ଶୁଣାଣି ସୁପ୍ରିମ୍‌ କୋର୍ଟ ଫେବ୍ରୁଆରୀ ୧୭ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ତେବେ ଶାହୀନବାଗରେ ଗତ ଦୁଇ ମାସ ହେଲା ନାଗରିକତା ସଂଶୋଧନ ଆଇନ ଏବଂ ନ୍ୟାଶନାଲ ରେଜିଷ୍ଟର ଫର୍ ସିଟିଜେନ (ଏନଆରସି) ବିରୋଧରେ ଚାଲିଥିବା ଆନ୍ଦୋଳନକୁ ନେଇ ଆଜି ସୁପ୍ରିମକୋର୍ଟ କୌଣସି ନିର୍ଦ୍ଦେଶ ତ ଦେଇ ନାହାନ୍ତି ତେବେ ଏହା ଉପରେ ଟୀପ୍ପଣି ଦେଇ କହିଛନ୍ତି କୌଣସି ସାବଜନୀନ ସ୍ଥାନ ବିକ୍ଷୋଭ ପାଇଁ ବନ୍ଦ କରିପାରିବ ନାହିଁ। ହେଲେ ଆନ୍ଦୋଳନକାରୀଙ୍କୁ […]

  • Monday, 12 July 2021
suicide
ଦୁଇ ଛୁଆଙ୍କୁ ମାରି ମେଟ୍ରୋ ଟ୍ରେନ୍ ସାମ୍ନାକୁ ଡେଇଁ ପଡ଼ିଲେ ବ୍ୟବସାୟୀ

ନୂଆଦିଲ୍ଲୀ:ଦିଲ୍ଲୀର ଶାଲିମାରବାଗ୍‌ରେ ୪୪ବର୍ଷୀୟ ଜଣେ ବ୍ୟକ୍ତି ନିଜ ପୁଅ ଓ ଝିଅକୁ ହତ୍ୟା କରିବା ପରେ ନିଜେ ମେଟ୍ରୋ ଟ୍ରେନ୍‌ ସାମ୍ନାକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମଧୂର ମଲାନୀ ନାମକ ଏହି ବ୍ୟକ୍ତି ଜଣକ ଗଭୀର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିଲେ। ଏ ନେଇ ସେ ବହୁତ୍‌ ଡିପ୍ରେସନ୍‌ରେ ଥିଲେ। ସଂଯୋଗ ବଶତଃ ତାଙ୍କର ପତ୍ନୀ ଘରେ ନ ଥିବାରୁ ବର୍ତ୍ତି ଯାଇଛନ୍ତି। ହେଲେ କିଛି ସମୟ ପରେ ଘରକୁ ଫେରି ନିଜର ଉଜୁଡ଼ା ସଂସାରକୁ […]

  • Monday, 12 July 2021
rahul
ବିଜେପି ଦେଶରୁ ସଂରକ୍ଷଣ ଶେଷ କରିବାକୁ ଚାହୁଁଛି-ରାହୁଲ

ନୂଆଦିଲ୍ଲୀ: ପଦୋନ୍ନତିରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ସୁପ୍ରିମକୋର୍ଟ ଗତ ସପ୍ତାହରେ ରାୟ ଶୁଣାଇବା ପରେ ତାତିଛନ୍ତି ବିରୋଧୀ । ଏ ନେଇ ମୋଦି ସରକାରକୁ ଘେରିବା ଆରମ୍ଭ କରିଛନ୍ତି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି ମୋଦି ସରକାର ସଂରକ୍ଷଣ ବା କୋଟା ବ୍ୟବସ୍ଥା ବିରୋଧୀ । ଦେଶରୁ ସଂରକ୍ଷଣ ‍ବ୍ୟବସ୍ଥା ଉଠାଇ ଦେବାକୁ ଚାହୁଁଛି ବିଜେପି। ସରକାର ପୁଣିଥରେ ସୁପ୍ରିମ କୋର୍ଟଙ୍କ ରାୟ ବିରୋଧରେ ଆବେଦନ କରନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି। ରାହୁଲ […]

  • Monday, 12 July 2021