• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

11111
୪୦ ଫୁଟ ଉପରୁ ପାଣିକୁ ଡେଇଁ ମହିଳାଙ୍କୁ ବଞ୍ଚାଇଲେ ବୃଦ୍ଧ

ନୂଆଦିଲ୍ଲୀ: ଦରଦି ମଣିଷ ପାଖରେ ବୟସ ହାର ମାନିଯାଏ। ସମୟ ତା ଚେହେରାରେ ବାର୍ଦ୍ଧକ୍ୟର ଛାପ ଛାଡ଼ି ପାରେ ନାହିଁ। କାହାର ଦୁଃଖ ଦେଖିଲେ ନିଜ ଜୀବନକୁ ବିପଦ ମୁହଁକୁ ଠେଲି ସେ ବାହାରି ଆସେ ଅନ୍ୟ ଆଖିର ଲୁହ ପୋଛିବା ପାଇଁ। ସେ ସମୟରେ ସେ   ଚିନ୍ତା କରିପାରେ ନାହିଁ କ’ଣ ହେବ ? ଠିକ୍ ଏମିତି କିଛି ଘଟିଛି ଜଣେ ୬୦ ବର୍ଷ ବୟସ୍କ ବୃଦ୍ଧଙ୍କ ସହ। ବୃଦ୍ଧ ଜଣକ ନିଜ ଜୀବନକୁ ବାଜି […]

  • Monday, 12 July 2021
32526
ଇମ୍ରାନ୍‌ଙ୍କୁ ସମାଲୋଚନା କରୁଥିଲେ, ଚେୟାରରୁ ଗଡ଼ିପଡ଼ିଲେ...ଏପଟେ ଚାଲିଥିଲା ସିଧା ପ୍ରସାରଣ

ଇସ୍‌ଲାମ୍‌ବାଦ:ଚାଲିଥିଲା ଆଲୋଚନା। ଏକଦମ୍‌ ସରଗରମ ଆଲୋଚନା ତାହା ପୁଣି ପାକିସ୍ତାନ ରାଷ୍ଟ୍ରପତି ଇମ୍ରାନ୍‌ ଖାନଙ୍କୁ ନେଇ । ଟିଭି ସ୍କ୍ରିନ୍‌ରେ ସିଧା ପ୍ରସାରଣ ହେଉଥିଲା। ହଠାତ୍‌ ଇମ୍ରାନ୍‌ଙ୍କ ସମାଲୋଚନା କରୁ କରୁ ଚେୟାର ଉପରୁ ଗଡ଼ିପଡିଲେ ପାନେଲିଷ୍ଟ। ଯାହାର ଭିଡିଓ ଭାଇରାଲ ହୋଇଛି। ପାକିସ୍ତାନର ଏକ ନ୍ୟୁଜ୍ ଚ୍ୟାନେଲ ‘ଦୁନିଆ ନ୍ୟୁଜ୍’ ରେ ଲାଇଭ ଡିବେଟ ଚାଲିଥିଲା। ଏହାର ଏକ ଛୋଟ କ୍ଲିପ୍‌ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ୟୁଜର୍ସ ଏହାକୁ ନେଇ ବେଶ ସମାଲୋଚନା କରିଛନ୍ତି। […]

  • Monday, 12 July 2021
Untitled-1
ପାରାସିଟାମଲ ସହ ୨୬ ଔଷଧର ରପ୍ତାନି ଉପରେ ଲାଗିଲା ରୋକ୍‌

ନୂଆଦିଲ୍ଲୀ:କରୋନା ଭାଇରସ ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କେତେକ ଔଷଧ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଭାରତ ସରକାର। କେତେକ ଅତ୍ୟାବଶ୍ୟକୀୟ ଔଷଧ ଶେଷ ହୋଇଯିବାକୁ ବସିଛି। ଏମିତି ସମୟରେ ଔଷଧ ପ୍ରସ୍ତୁତି ପାଇଁ ଚୀନରୁ ଆସୁଥିବା କଞ୍ଚାମାଲ ପହଞ୍ଚିବାରେ ସମସ୍ୟା ଦେଖାଦେଇଛି। ତେଣୁ ଦେଶରେ ଆଗକୁ ଯେପରି ଔଷଧର ଅଭାବ ଦେଖା ନ ଦେବ ସେଥିପାଇଁ ୨୬ଟି ଔଷଧ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସରକାର। ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ […]

  • Monday, 12 July 2021
delhi
ଶାହରୁଖଙ୍କୁ ଗିର‍ଫ କଲା ପୋଲିସ, ଆଣିଲା ଏମିତି ଅଭିଯୋଗ..

ନୂଆଦିଲ୍ଲୀ:ଦିଲ୍ଲୀର ଉତ୍ତରପୂର୍ବ ଇଲାକାରେ ହିଂସା ବ୍ୟାପୁଛି। ଏହି ହିଂସାରେ ସ୍ଥାନୀୟ ଅପରାଧୀଙ୍କ ଭୂମିକା ବେଶି ରହୁଛି। ଏମାନଙ୍କ ମଧ୍ୟରୁ ଅନେକଙ୍କୁ ପୋଲିସ ଚିହ୍ନଟ କରିସାରିଲାଣି। ଅନେକଙ୍କୁ ଗିରଫ ମଧ୍ୟ କରିଛି। ଏହି ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଶାହରୁଖ। ମହମ୍ମଦ ଶାହରୁଖ। ଗତ ସପ୍ତାହର ହିଂସାକାଣ୍ଡ ସମୟରେ ସେ ପୁଲିସ୍‌ତକୁ ବନ୍ଧୁକ ଦେଖାଇଥିଲା। ସେତିକି ନୁହେଁ,  ପ୍ରତିପକ୍ଷର ଢେଲାମାଡ଼ର ପ୍ରତିବାଦରେ ସେ ୮ ରାଉଣ୍ଡ ଗୁଳି ମଧ୍ୟ ଚଲାଇଥିଲା। ମଙ୍ଗଳବାର ଉତ୍ତରପ୍ରଦେଶର ଶମିଲଠାରୁ ପୁଲିସ୍‌ ଶାହରୁଖ୍‌କୁ ଗିରଫ […]

  • Monday, 12 July 2021
Untitled-1
ନଏଡାରେ କରୋନା ଭୟ: ୨ ଦିନ ବନ୍ଦ ହେଲା ସ୍କୁଲ

ନୂଆଦିଲ୍ଲୀ: ଚାଇନାରେ ମହାମାରୀରେ ରୂପ ନେଇଥିବା କରୋନା ଭାଇରସ୍ ଏବେ ନଏଡାରେ ପହଞ୍ଚିଲାଣି।  ଭୟରେ ମଙ୍ଗଳବାର ସହରର ଦୁଇଟି ଘରୋଇ ବିଦ୍ୟାଳୟ ବନ୍ଦ ହେବା ସହ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। କାରଣ ବିଦ୍ୟାଳୟରେ ପଢୁଥିବା ଜଣେ ଛାତ୍ରଙ୍କ ପିତା କରୋନା ଜୀବାଣୁ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଏପରି ପଦକ୍ଷେପ ନିଆଯାଇଛି । ତେବେ ବୋର୍ଡ ପରୀକ୍ଷା ଜାରି ରହିବ ବୋଲି କୁହାଯାଇଛି। ଜିଲ୍ଲା ମାଜିଷ୍ଟ୍ରେଟଙ୍କ କହିବା ଅନୁଯାୟୀ, ନୋଏଡାର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ […]

  • Monday, 12 July 2021
parliament
ସଂସଦରେ ସୁରକ୍ଷା ଭୟ ! ସୁରକ୍ଷା ସ୍ପାଇକ୍‌ରେ ବାଜିଲା ସାଂସଦଙ୍କ ଗାଡ଼ି

ନୂଆଦିଲ୍ଲୀ: ସଂସଦରେ ସୁରକ୍ଷା ଆଲର୍ଟ । ଗେଟ ନମ୍ବର-୧ରେ ଏକ କାର ସିକ୍ୟୁରିଟି ବାରିୟରକୁ ଛୁଇଁବାରୁ ଗେଟ୍ ତଳ ରାସ୍ତାରେ ଥିବା ସୁରକ୍ଷା ସ୍ପାଇକ ସଚଳ ହୋଇଯାଇଥିଲା। ଫଳରେ ସଂସଦ ଭିତରକୁ ପଶିବାକୁ ଉଦ୍ୟମ କରୁଥିବା କାର ଟି ଅଟକିଯିବା ସହ ଗାଡ଼ିର ଟାୟାର ପଂକ୍‌ଚର ହୋଇଯାଇଛି । ମଙ୍ଗଳବାର ବିଜେପି ସାଂସଦ ବିନୋଦ କୁମାର ସୋନକର ଯାଉଥିବାବେଳେ ସଂସଦ କମ୍ପ୍ଲେକ୍ସର ଗେଟ୍ ନମ୍ବର-୧ରେ ରଖାଯାଇଥିବା ବୁମ୍ ପ୍ରତିବନ୍ଧକରେ ହଠାତ୍  କାରଟି ବାଜି ଯାଇଥିଲା। ଫଳରେ ଫାଟକରେ […]

  • Monday, 12 July 2021
rahul
ମୋଦିଙ୍କୁ ଘୃଣା ଛାଡ଼ିବାକୁ ପରାମର୍ଶ ଦେଲେ ରାହୁଲ, ପାଇଲେ ଏମିତି ଉତ୍ତର

ନୂଆଦିଲ୍ଲୀ: ସୋଶାଲ ମିଡିଆରେ ସବୁଠାରୁ ଆକ୍ଟିଭ୍‌ ନେତାଙ୍କ କଥା କହିଲେ ମନକୁ ଆସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରେ ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି ଦ୍ୱିତୀୟ ରାଜନେତା ଯାହାଙ୍କର ଅଛନ୍ତି ସର୍ବାଧିକ ଫଲୋଅର। ସବୁବେଳେ ଡିଜିଟାଲ୍‌ ଇଣ୍ଡିଆର ନାରା ଦେଉଥିବା ପ୍ରଧାନମନ୍ତ୍ରୀ ମୋଦି ଲୋକମାନଙ୍କୁ ସୋଶାଲ୍‌ ମିଡିଆ ବ୍ୟବହାର କରିବାକୁ କିମ୍ବା ଫଟୋ ଅପ୍‌ଲୋଡ୍‌ କରିବାକୁ ମଧ୍ୟ କୁହନ୍ତି। ତେବେ ସେ ସୋଶାଲ ମିଡିଆରୁ ବିଶ୍ରାମ ନେବେ ବୋଲି ଘୋଷଣା କରି […]

  • Monday, 12 July 2021
caa
CAA ବିରୋଧୀ ହିଂସା: ପୋଲିସ କର୍ମୀ ମୃତ

ନୂଆଦିଲ୍ଲୀ: ଦିଲ୍ଲୀ ଜାଫରାବାଦରେ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଆନ୍ଦୋଳନ ବେଳେ ହିଂସା।   ଗୋକୁଲପୁରୀରେ ଆନ୍ଦୋଳନକୁ ପ୍ରଶମିତ କରିବାକୁ ଯାଇ ଜଣେ ପୁଲିସ କର୍ମୀଙ୍କ ମୃତ୍ୟୁ ଘଟିଛି। ମୃତ ପୋଲିସ ଅଧିକାରୀଙ୍କ ନାମ ରତନ ଲାଲ ବୋଲି ଜଣାପଡ଼ିଛି। ଏଥି ସହତ ଜଣେ ଡିସିପି ଅମିତ ଶର୍ମା ଏବଂ ଜଣେ ପୁଲିସ କର୍ମୀ ମଧ୍ୟ ଆହତ ହୋଇଛନ୍ତି। ରବିବାର ରାତିରେ ଜାଫରାବାଦ ଏବଂ ମୌଜପୁରରେ ହିଂସା ହୋଇଥିବା ସୂଚନା ରହିଛି। ଆନ୍ଦୋଳନକାରୀ ରାସ୍ତା ବନ୍ଦ […]

  • Monday, 12 July 2021
namaste
‘ନମସ୍ତେ’ରୁ ଆରମ୍ଭ, ‘ଓ୍ୱି ଲଭ୍ ଇଣ୍ଡିଆ’ରେ ଅଭିଭାଷଣ ଶେଷ କଲେ ଟ୍ରମ୍ପ

ଅହମ୍ମଦାବାଦ୍‌: ବିଶ୍ୱର ସବୁଠୁ ବଡ଼ କ୍ରିକେଟ୍ ଷ୍ଟାଡିୟମ୍‌ରେ ଏକାଠି ହେଲେ ବିଶ୍ୱର ଦୁଇ ପ୍ରମୁଖ ରାଷ୍ଟ୍ର ମୁଖ୍ୟ ଡୋନାଲ୍ଡ ଟ୍ରମ୍ପ ଏବଂ ନରେନ୍ଦ୍ର ମୋଦି।  ଅହମଦାବାଦ୍ ମୋଟେରା ଷ୍ଟାଡିୟମ୍‌ରେ ଆଜି ଆୟୋଜିତ ହୋଇଥିଲା ଐତିହାସିକ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ପତ୍ନୀ ମେଲାନିଆ ଝିଅ ଇଭାଙ୍କା ସାମିଲ ହୋଇଥିଲେ। ଟ୍ରମ୍ପ ପରିବାରକୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା କରାଯାଇଥିଲା। ବିମାନ ବନ୍ଦରରୁ ବିମାନ ବନ୍ଦରରୁ ସାବରମତୀ ଆଶ୍ରମ ଏବଂ ସେଠାରୁ ମୋଟେରା ଷ୍ଟାଡିୟମ…ଟ୍ରମ୍ପଙ୍କୁ ସ୍ୱାଗତ […]

  • Monday, 12 July 2021
reeata
ସାବରମତୀ ଆଶ୍ରମରେ ଚରଖା ଚଲେଇଲେ ଟ୍ରମ୍ପ

ଅହମଦାବାଦ: ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବିମାନ ବନ୍ଦରରୁ ବାହାରି ଟ୍ରମ୍ପ ସାବରମତୀ ଆଶ୍ରମରେ ପହଞ୍ଚି ଯାଇଛନ୍ତି। ସେଠାରେ ପହଞ୍ଚିବା ପରେ ଭିଜିଟର ବୁକ୍‌ରେ ନିଜର ବାର୍ତ୍ତା ଲେଖିଥିଲେ ଡୋନାଲ୍ଡ ଟ୍ରମ୍ପ। ପରେ ଟ୍ରମ୍ପ ପତ୍ନୀ ମେଲାନିଆଙ୍କ ସହ ଗାନ୍ଧିଜୀଙ୍କ ଚରଖା ଚଲେଇଥିଲେ। ଚରଖା ଚଲାଇବା ସମୟରେ ଟ୍ରମ୍ପ ଅନେକ କଥା ପଚାରି ବୁଝୁଥିଲେ ଏବଂ ଚରଖା ବିଷୟରେ ଶୁଣି ଖୁସି ହେଉଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଉପସ୍ଥିତ ଥିଲେ। ଟ୍ରମ୍ପ ସାବରମତୀ ଆଶ୍ରମ […]

  • Monday, 12 July 2021
ERhaQOgVAAAiDAB
ବିମାନ ବନ୍ଦରରେ ଟ୍ରମ୍ପଙ୍କୁ ଆଲିଙ୍ଗନ କଲେ, ପାଛୋଟି ନେଲେ ମୋଦି

ନୂଆଦିଲ୍ଲୀ: ଆମରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପତ୍ନୀ ମେଲାନିଆ ଟ୍ରମ୍ପଙ୍କୁ ସ୍ୱାଗତ କରିବା ପାଇଁ ଅହମ୍ମଦାବାଦ୍‌ରେ ଏବେ ଉତ୍ସବର ମାହୋଲ। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବିମାନ ବନ୍ଦରରୁ ମୋଟେରା ଷ୍ଟାଡିୟମ ପର୍ଯ୍ୟନ୍ତ ସହର ଯେମିତି ନବବଧୂ ପରି ସଜେଇ ହୋଇଛି। ମଝିରେ ମଝିରେ ଟ୍ରମ୍ପଙ୍କୁ ସ୍ୱାଗତ କରିବା ପାଇଁ ପୋଷ୍ଟର, ହୋଡିଙ୍ଗସ୍‌ ଲାଗିଛି। ରାସ୍ତା ରେ ନର୍ତ୍ତକୀଙ୍କ ନୃତ୍ୟରେ ସହରର ଦୃଶ୍ୟ ଥିଲା ଅତ୍ୟନ୍ତ ମନୋହର। ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡ଼ି କରାଯାଇଥିଲା।   ସ୍ୱତନ୍ତ୍ର […]

  • Monday, 12 July 2021
Untitled
ଭାରତରେ ପହଞ୍ଚିଲେ ଟ୍ରମ୍ପ, ବିମାନବନ୍ଦରରେ ବିପୁଳ ସ୍ୱାଗତ

ନୂଆଦିଲ୍ଲୀ: ବିଶ୍ୱର ସର୍ବ ପୁରାତନ ଗଣତାନ୍ତ୍ରିକ ରାଷ୍ଟ୍ର ଆମେରିକାର ଡୋନାଲ୍ଡ ଟ୍ରମ୍ପ ଭାରତରେ ପହଞ୍ଚିଛନ୍ତି । ଏୟାରଫୋର୍ସ ୱାନ୍‌ ଯୋଗେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବିମାନବନ୍ଦରରେ ପହଞ୍ଚିଛନ୍ତି ।  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗଦେବେ। ବିପୁଳ ସମ୍ବର୍ଦ୍ଧନା ସହ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପଙ୍କୁ ବିମାନ ବନ୍ଦରରୁ ପାଛୋଟି ନେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାର ବ୍ୟାକୁଳତାର ଏକ […]

  • Monday, 12 July 2021
corona
ଚୀନ୍‌ ପରେ ଏବେ ଦକ୍ଷିଣ କୋରିଆରେ କରୋନା ଆତଙ୍କ

ବେଜିଂ:ଚୀନରେ ମହାମାରୀ ରୂପ ନେଇଥିବା କରୋନା ଭାଇରସ୍‌ରେ ରବିବାର ପୁଣି ୧୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିସହିତ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ ୨୫୯୨ରେ ପହଞ୍ଚିଛି। ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗର କହିବା ଅନୁଯାୟୀ ମୃତ ୧୫୦ ଜଣଙ୍କ ମଧ୍ୟରୁ ୧୪୯ ଜଣଙ୍କ ମୃତ୍ୟୁ ହୁବେଇ ସହରରେ ହୋଇଛି। ଗତକାଲି ନୂଆ ୪୦୯ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ତେବେ ଏହି ଭାଇରସ୍‌କୁ ନେଇ ଦକ୍ଷିଣ କୋରିଆରେ ମଧ୍ୟ ଆତଙ୍କ ଖେଳି ଯାଇଛି। ଏଠାରେ କରୋନା ଭାଇରସ୍‌ରେ […]

  • Monday, 12 July 2021
Untitled-3
ଅହମ୍ମଦାବାଦ ସୂତାକଳରେ ଅଗ୍ନିକାଣ୍ଡ; ଜଳିଗଲେ ୩ ଓଡ଼ିଆ ଶ୍ରମିକ

ଅହମ୍ମଦାବାଦ: ଗୁଜରାଟ ଅହମ୍ମଦାବାଦର ଓଡମ୍ବାସ୍ଥିତ ସୂତାକଳରେ ଅଗ୍ନିକାଣ୍ଡରେ ୩ ଜଣ ଓଡ଼ିଆଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ଘର ଯାଜପୁର ଜିଲ୍ଲାରେ ବୋଲି ଜଣାଯାଇଛି। ଓଡ଼ମ୍ବା ସ୍ଥିତ ଲୋଟସ୍‌  ଲେବର ସୂତା କଳରେ ଗତକାଲି ଅପରାହ୍ନରେ ନିଆଁ ଲାଗି ଯାଇଥିଲା। ଫଳରେ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୩ ଜଣ ଓଡ଼ିଆ ଶ୍ରମିକ ଥିବା ଜଣାଯାଇଛି। ୩ ମୃତକଙ୍କ ଘର ଯାଜପୁର ସଦର ଥାନା ଯମଧର ପଞ୍ଚାୟତ ରେକାବି ବଜାରରେ।  ମୃତକମାନେ […]

  • Monday, 12 July 2021
langoor
ଟ୍ରମ୍ପଙ୍କ ଆଗ୍ରା ଗସ୍ତ; ସୁରକ୍ଷା ଟିମ୍‌ରେ ସାମିଲ୍‌ ହେଲେ ୫ ହନୁ

ନୂଆଦିଲ୍ଲୀ: ଆସନ୍ତା ୨୪ ତାରିଖରେ ଉତ୍ତରପ୍ରଦେଶର ଆଗ୍ରାସ୍ଥିତ ତାଜମହଲ ପରିଦର୍ଶନରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ତେବେ ସୁରକ୍ଷା କର୍ମୀ ଏଠାକାର ମାଙ୍କଡ଼ଙ୍କ ଦୌରାତ୍ମ୍ୟକୁ ନେଇ ଚିନ୍ତିତ ଥିବା ଜଣାପଡ଼ିଛି। ଏହାର ମୁକାବିଲା ପାଇଁ ସୁରକ୍ଷା ସଂସ୍ଥା ୫ଟି ହନୁ ମାଙ୍କଡ଼ଙ୍କ ନିୟୋଜିତ କରିବ। ଏମାନେ ଟ୍ରମ୍ପଙ୍କ କନଭୟର ଆଗେ ଆଗେ ମାଙ୍କଡ଼ଙ୍କ ମୁକାବିଲା କରିବେ। ଆସନ୍ତା ଫେବୃଆରୀ ୨୪ରେ ପତ୍ନୀ ମେଲାନିଆଙ୍କ ସହ ଟ୍ରମ୍ପ ତାଜମହଲ ଯିବେ। ଏଥିପାଇଁ କଡ଼ା ସୁରକ୍ଷାର ଅବଲମ୍ବନ କରାଯାଇଛି। […]

  • Monday, 12 July 2021
trump
ଟ୍ରମ୍ପଙ୍କୁ ‌ଉପହାର ଦେବା ପାଇଁ ତିଆରି ହେଲା ରୂପା ଚାବିକାଠି

ନୂଆଦିଲ୍ଲୀ:ଆସନ୍ତାକାଲି ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଗୁଜରାଟ ଅହମ୍ମଦାବାଦରୁ ନିଜର କାର୍ଯ୍ୟକ୍ରମ ଆରମ୍ଭ କରିବେ ରାଷ୍ଟ୍ରପତି ଟ୍ରମ୍ପ । ମୋଟେରା ଷ୍ଟାଡିୟମର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି ଟ୍ରମ୍ପ । ଏହାପରେ ଷ୍ଟାଡିଅମରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗଦେବେ।  ପରେ ଆଗ୍ରା ଗସ୍ତ କରିବେ। ଆଗ୍ରାରେ ଟ୍ରମ୍ପ ଏବଂ ପତ୍ନୀ ମେଲାନିଆଙ୍କୁ ସ୍ୱାଗତ ଲାଗି ପ୍ରସ୍ତୁତି ପର୍ବରେ ଯୋଡ଼ି ହୋଇଛି ନୂଆ ଜିନିଷ ।ସହରରେ ପାଦ ଦେବା ପରେ […]

  • Monday, 12 July 2021