• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

aap-leader-1
ଦିଲ୍ଲୀ ହିଂସା: ଆପ୍‌ ନେତା ତାହିର ହୁସେନ ଗିରଫ

ନୂଆଦିଲ୍ଲୀ:  ଦିଲ୍ଲୀ ହିଂସା ମାମଲାରେ ୱାଣ୍ଟେଣ୍ଡ ଥିବା ଆପ୍‌ ନେତା ତାହିର୍ ହୁସେନ୍ କୋର୍ଟରେ ଆତ୍ମ ସମର୍ପଣ କରିବା ପାଇଁ ଆସିଥିଲେ । ତାହିର୍  ନିଜ ଓକିଲଙ୍କ ସହ ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟରେ ସରେଣ୍ଡର ପାଇଁ  ଆସୁଥିଲେ। କୋର୍ଟରେ ପାର୍କିଂ କରୁଥିବା ବେଳେ ଦିଲ୍ଲୀ ପୁଲିସ ତାଙ୍କୁ ଗିରଫ କରିଛି। ସୂଚନା ଥାଉ କି, ସେ ଜାମିନ୍ ଆବେଦନ କରିଥିଲେ ହେଁ କୋର୍ଟ ଏହାକୁ ଖାରଜ କରି ଦେଇଛନ୍ତି।  ଏହାପରେ ଦିଲ୍ଲୀ ପୋଲିସ୍ ତାଙ୍କୁ କାକରଡୁମା […]

  • Monday, 12 July 2021
muslim-3
ମନ୍ଦିର ନିର୍ମାଣ ପାଇଁ ଏମିତି ସାହାଯ୍ୟ କଲେ ମୁସଲ୍‌ମାନ ବନ୍ଧୁ

ନୂଆଦିଲ୍ଲୀ:ଉତ୍ତରପୂର୍ବ ଦିଲ୍ଲୀରେ ହିଂସାରେ ପ୍ରାୟ ୪୮ ଲୋକଙ୍କର ମୃତ୍ୟୁ ଘଟିଲାଣି। ଦିନକୁ ଦିନ ସାଂପ୍ରଦାୟିକ ସଦ୍‌ଭାବ  କ୍ଷୂର୍ଣ୍ଣ ହେବାରେ ଲାଗିଛି । ଏଭଳି ପରିସ୍ଥିତିରେ ହିନ୍ଦୁ-ମୁସଲ୍‌ମାନ ପରସ୍ପରକୁ ସହୃଦୟତାର ହାତ ବଢାଇବା ଉଚିତ୍‌ । କାରଣ ଆମ ଦେଶରେ ଏକତା ରହିଛି, ଭାଇଚାରା ରହିଛି।  ଆଉ ଏଇ ଏକତା, ଭାଇଚାରର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଗୁଜୁରାଟର ମୋହମ୍ମଦ ହନିଫ ଶେଖ୍‌। ଏଏନଆଇ ଖବର ଅନୁସାରେ, ତାମିଲନାଡୁର ପରିପଟ୍ଟି ଗାଁର ବାସିନ୍ଦା ଅବଦୁଲ୍‌ଖୁଦା ମୋହମ୍ମଦ ହନିଫ ଶେଖ ଏବେ […]

  • Monday, 12 July 2021
corona
କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ଛୁଇଁଲା, ମାର୍ଚ୍ଚ ୩୧ ଯାଏ ସ୍କୁଲ ଛୁଟି

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି। ଗୁରୁଗ୍ରାମ ଡାକ୍ତରଖାନାରେ ୧୪ ସନ୍ଦିଗ୍ଧ ଭର୍ତ୍ତି ହୋଇଥିବା ଖବର ମିଳିଛି। ଏବେ ଗାଜିଆବାଦରେ ପୁଣି ଜଣେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହାଦ୍ୱାରା ଦେଶରେ କରୋନ ଆକ୍ରାନ୍ତଙ୍କ ସଂଖ୍ୟା ୩୦ରେ ପହଞ୍ଚିଛି। ବୁଧବାର ୨୩ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ଇତି ମଧ୍ୟରେ ଦିଲ୍ଲୀର ଡେପୁଟି ସିଏମ ମନୀଷ ସିସୋଦିଆ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ପ୍ରାଇମେରୀ ସ୍କୁଲ ବନ୍ଦ ରହିବ ବୋଲି ଘୋଷଣା କରଛନ୍ତି। […]

  • Monday, 12 July 2021
bank
ଏପ୍ରିଲ ପହିଲା ସୁଦ୍ଧା ବଦଳିଯିବ ଏସବୁ ବ୍ୟାଙ୍କର ନାଁ

ନୂଆଦିଲ୍ଲୀ: ଦେଶରେ ବ୍ୟାଙ୍କ ସଂଖ୍ୟା କମିବ। ସାର୍ବଜନିକ କ୍ଷେତ୍ରରେ ୧୦ଟି ବ୍ୟାଙ୍କକୁ ବନ୍ଦ କରି ଦିଆଯିବ। ଏପରି ସୂଚନା ଦେଇଛନ୍ତି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ। ବୁଧବାର ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ୧୦ଟି ବ୍ୟାଙ୍କକୁ ବନ୍ଦ କରି  ୪ଟି ବଡ ବ୍ୟାଙ୍କ ସହ ମିଶାଇ ଦିଆଯିବ। ଏହି କାମ ଜାରି ରହିଛି। ଏପ୍ରିଲ ୨୦୨୦ ସୁଦ୍ଧା କାମ ଶେଷ ହୋଇଯିବ। ସୀତାରମଣ ଆହୁରି କହିଛନ୍ତି, କେନ୍ଦ୍ରିୟ ମନ୍ତ୍ରିମଣ୍ଡଳର ୧୦ ବ୍ୟାଙ୍କକୁ ବନ୍ଦ କରିବା […]

  • Monday, 12 July 2021
parlimaent
ଇରାନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ଚାଲିଛି ପ୍ରୟାସ

ନୂଆଦିଲ୍ଲୀ: କରୋନା ଭାଇସରକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି। ଏଯାଏ କରୋନାରେ ୨୯ ଜଣ ଲୋକ ଆକ୍ରାନ୍ତ ହେବା ଖବର ମିଳିବା ପରେ ଲୋକଙ୍କ ମନରେ ଭୟର ବାତାବରଣ ଖେଳି ଯାଇଛି। ଏସବୁ ଭିତରେ ଲୋକଙ୍କୁ କୌଣସି ପ୍ରକାରର ଆତଙ୍କିତ ନ ହେବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ଆଜି ରାଜ୍ୟସଭାରେ କରୋନା ସ୍ଥିତି ଉପରେ ବିବୃତି ରଖି ସ୍ୱାସ୍ଥ୍ୟମନ୍ତ୍ରୀ ଡା.ହର୍ଷବର୍ଦ୍ଧନ କହିଛନ୍ତି,  ପ୍ରତିଦିନ କରୋନା ସ୍ଥିତି ଉପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ପ୍ରଧାନମନ୍ତ୍ରୀ ସମୀକ୍ଷା […]

  • Monday, 12 July 2021
Nirbhaya-convicts1_570_8502_570_850_571_855
ମାର୍ଚ୍ଚ ୨୦ରେ ଫାଶି ପାଇବେ ନିର୍ଭୟା ଦୋଷୀ

ନୂଆଦିଲ୍ଲୀ: ୪ର୍ଥ ଥର ପାଇଁ ନିର୍ଭୟା ଦୋଷୀଙ୍କ ଫାଶି ପାଇଁ ସାନି ଡେଥ୍‌ ୱାରେଣ୍ଟ ଜାରି କଲେ ପଟିଆଲା ହାଉସ କୋର୍ଟ।  ମାର୍ଚ୍ଚ ୨୦ ସକାଳ ୫ଟା ୩୦ରେ ଫାଶି ଦେବାକୁ ସମୟ ଧାର୍ଯ୍ୟ କରିଛନ୍ତି କୋର୍ଟ। ଏହା ପୂର୍ବରୁ  ମାର୍ଚ୍ଚ ୩ ତାରିଖ  ଫାଶି ପାଇଁ ଡେଥ ୱାରେଣ୍ଟ ଜାରି କରାଯାଇଥିଲା । ହେଲେ   ୪  ଦୋଷୀଙ୍କ ମଧ୍ୟରୁ ଜଣେ ଦୋଷୀ ପବନର ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ପାଖରେ ଥିବାରୁ ଏହାକୁ ରଦ୍ଦ କରାଯାଇଥିଲା।  ହେଲେ […]

  • Monday, 12 July 2021
op3m3f5k_nirbhaya-accused_640x480_02_March_20
ନିର୍ଭୟା ଦୋଷୀଙ୍କୁ ଫାଶି; ଆଜି ଜାରି ହୋଇପାରେ ନୂଆ ଡେଥ ୱାରେଣ୍ଟ

ନୂଆଦିଲ୍ଲୀ:ମାର୍ଚ୍ଚ ୩ ତାରିଖ ନିର୍ଭୟା ଦୋଷୀଙ୍କୁ ଫାଶି ଦିଆଯାଇଥାନ୍ତା। ହେଲେ ଶେଷ ମୁହୂର୍ତ୍ତରେ ଏହାକୁ ରଦ୍ଦ କରିଥିଲେ  ପଟିଆଲା ହାଉସ୍‌କୋର୍ଟ। କାରଣ ୪ ଜଣ ଦୋଷୀଙ୍କ ମଧ୍ୟରୁ ଜଣେ ଦୋଷୀ ପବନର ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ପାଖରେ ଥିଲା। ହେଲେ ରାଷ୍ଟପ୍ରତି ଏହି ରାଜକ୍ଷମା ଆବେଦନକୁ ବୁଧବାର ଖାରଜ୍‌ କରି ଦେଇଛନ୍ତି। ଏହା ପୂର୍ବରୁ ଅନ୍ୟ ତିନି ଦୋଷୀଙ୍କ ରାଜକ୍ଷମା ଆବେଦନ ରାଷ୍ଟ୍ରପତି ଖାରଜ କରି ଦେଇଥିଲେ। ଏହା ପରେ ତିହାଡ ଜେଲ ପ୍ରଶାସନ ଫାଶି ପାଇଁ […]

  • Monday, 12 July 2021
modi_ji_
ଏଥର ହୋଲି ମିଳନ କାର୍ଯ୍ୟକ୍ରମରେ ସାମିଲ ହେବେନି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଭାଇରସକୁ ନେଇ ଆତଙ୍କ ଦେଖାଦେଇଛି। ଏହି ସଂକ୍ରମିତ ରୋଗରୁ ମୁକୁଳିବା ପାଇଁ ଲୋକମାନଙ୍କୁ ଏକାଠି ନହେବାକୁ ପରାମର୍ଶ ଦେଉଛନ୍ତି ବିଶେଷଜ୍ଞ। ତେଣୁ ଏହାକୁ ନଜରରେ ରଖି ଆଗାମୀ ହୋଲି ମିଳନ କାର୍ଯ୍ୟକ୍ରମରେ ସାମିଲ୍ ହେବେନି ପ୍ରଧାନମନ୍ତ୍ରୀ ମୋଦୀ। ଟୁଇଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟରେ କହିଛନ୍ତି, “କରୋନା ଭାଇରସକୁ ରୋକିବା ପାଇଁ ସାମୂହିକ କାର୍ଯ୍ୟକ୍ରମକୁ ବନ୍ଦ କରାଯିବା ଉଚିତ ବୋଲି ସାରା ବିଶ୍ୱର […]

  • Monday, 12 July 2021
Untitled-1
ସଙ୍କଟରେ କମଳନାଥ ସରକାର ! ଚଉକି ବଞ୍ଚାଇବା ପାଇଁ ପ୍ରୟାସ

ଭୋପାଳ: ମଧ୍ୟପ୍ରଦେଶରେ କମଳନାଥଙ୍କ ସରକାର ଭାଙ୍ଗିବାକୁ ଷଡଯନ୍ତ୍ର। ଚାରିଜଣ କଂଗ୍ରେସ ବିଧାୟକଙ୍କ ସହ ଆଉ ଚାରି ଜଣ ସ୍ୱାଧୀନ ବିଧାୟକଙ୍କୁ ଗୁରୁଗ୍ରାମର ଏକ ହୋଟେଲରେ ରଖାଯାଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି । ବିଜେପିର ଜଣେ ମନ୍ତ୍ରୀ ସେମାନଙ୍କୁ ବଳପୂର୍ବକ ରଖିଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ରାତିରୁ ମଧ୍ୟରାତି ଯାଏ ମଧ୍ୟ ପ୍ରଦେଶରେ ଏପରି ରାଜନୀତିକ ଡ୍ରାମା ଚାଲିଥିଲା। କମଳନାଥ ସରକାର ପ୍ରତି ଆସିଥିବା ଏହି ବିପଦ ପାଇଁ ଦଳ ବିଜେପିକୁ ଦାୟୀ କରିଛି। ବିଜେପି ଘୋଡ଼ା […]

  • Monday, 12 July 2021
corona
ପାରାଦୀପରେ କରୋନା: ଏସ୍‌ସିବିରେ ଭର୍ତ୍ତି ହେଲେ ଦମ୍ପତି

ନୂଆଦିଲ୍ଲୀ: ଚୀନ୍ ସମେତ ଅଧା ବିଶ୍ୱରେ ଚିନ୍ତା ବଢ଼ାଇଛି କରୋନା ଭାଇରସ୍‌।  ଏବେ ଭାରତରେ ବି ବଢ଼ି ଚାଲିଛି କରୋନା ଆକ୍ରାନ୍ତ ଓ ସନ୍ଦିଗ୍ଧଙ୍କ ସଂଖ୍ୟା।  ତେଲେଙ୍ଗାନା ଓ ଦିଲ୍ଲୀରେ ୨ଜଣ ସଂକ୍ରମିତଙ୍କୁ ଚିହ୍ନଟ ପରେ ଆଗ୍ରାରେ ଆଉ ୬ଜଣଙ୍କ ଶରୀରରେ ଏହି ମାରାତ୍ମକ ରୋଗର ଲକ୍ଷଣ ଦେଖିବାକୁ ମିଳିଛି। ସମସ୍ତ ଆକ୍ରାନ୍ତଙ୍କୁ ଆଇସୋଲେସନରେ ରଖାଯାଇଛି। ସେପଟେ ଦିଲ୍ଲୀ ଓ ଆଗ୍ରାରେ କରୋନା ଆକ୍ରାନ୍ତ ଓ ସନ୍ଦିଗ୍ଧଙ୍କୁ ନେଇ ବଢୁଥିବା ସଂଶୟ ଉପରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା […]

  • Monday, 12 July 2021
Untitled-1
ଦୁଇ ମହିଳା ସାଂସଦଙ୍କ ଆକ୍ରମଣରେ ସଙ୍ଗୀତା ସିଂଦେଓ ଆହତ

ନୂଆଦିଲ୍ଲୀ:ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂଦେଓଙ୍କୁ ଆକ୍ରମଣ। ତାହା ପୁଣି ଗଣତନ୍ତ୍ରର ମନ୍ଦିର ସଂସଦ ଭବନରେ। ଆକ୍ରମଣ ନେଇ ନିଜେ ମୁହଁ ଖୋଲିଛନ୍ତି ସଂଗୀତା ସିଂହଦେଓ। ଲୋକସଭାରେ ବିରୋଧୀ ଦଳର ଦୁଇ ମହିଳା ସାଂସଦ ତାଙ୍କୁ ଆକ୍ରମଣ କରିଥିବା ସେ ଅଭିଯୋଗ ଆଣିଛନ୍ତି ସଙ୍ଗୀତା ସିଂଦେଓ ମିଡିଆକୁ କହିଛନ୍ତି, ବିରୋଧି ଦଳ ନେତାମାନେ ବାଚସ୍ପତିଙ୍କୁ କାମ କରାଇ ଦେଉନଥିଲେ। ମୁହଁ ସାମ୍ନାରେ ବ୍ୟାନର ଟାଣି କାର୍ଯ୍ୟରେ ବ୍ୟାଘାତ କରୁଥିଲେ। ନିଜ ଆସନ ଛାଡ଼ି ଟ୍ରେଜେରି ବେଞ୍ଚକୁ ଆସି […]

  • Monday, 12 July 2021