ମୁମ୍ବାଇ: ପ୍ରତି ମିନିଟ୍ରେ ମହାରାଷ୍ଟ୍ର ରାଜନୀତିରେ ଟ୍ୱିଷ୍ଟ୍ ଦେଖିବାକୁ ମିଳୁଛି। କେତେବେଳେ ଅଜିତ୍ ପାୱାର ଏବଂ ତାଙ୍କ ଦାଦା ତଥା ଏନ୍ସିପି ସୁପ୍ରିମୋ ଶରଦ ପାୱାରଙ୍କ ମଧ୍ୟରେ ଟ୍ୱିଟ୍ ଯୁଦ୍ଧ ହେଲାଣି ତ ଆଉ କେତେବେଳେ ବିଜେପି ସହ ମେଣ୍ଟ କରିବାର କୌଣସି ପ୍ରଶ୍ନ ଉଠୁନି ବୋଲି ଏନ୍ସିପି କହିଲାଣି। ଏସବୁ ଭିତରେ ଏନ୍ସିପିର ଯେଉଁ ବିଧାୟକମାନେ ବିଜେପିକୁ ସମର୍ଥନ ନେଇ ଦାବି କରୁଥିଲେ ଓ ଦିଲ୍ଲୀ ଆସିଥିଲେ ସେମାନଙ୍କ ମଧ୍ୟରୁ ୨ ଜଣ ବିଧାୟକ ମୁମ୍ବାଇ […]
ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଟ୍ୱିଷ୍ଟ୍ ଦେଖିବାକୁ ମିଳୁଛି। ଗତକାଲି ଅପରାହ୍ଣରେ ଏନ୍ସିପି ରାଜଭବନ ଯାଇ ଦଳୀୟ ବିଧାୟକଙ୍କ ତାଲିକା ଦେଇଥିଲା। ଏହି ତାଲିକାରେ ୫୧ ଜଣ ବିଧାୟକଙ୍କ ନାମ ରହିଛି। ଯେଉଁଥିରେ ଅଜିତ ପାଓ୍ୱାରଙ୍କ ନାମ ମଧ୍ୟ ଥିଲା। ହେଲେ ଏହି ତାଲିକାରେ ଅଜିତ୍ଙ୍କ ଦସ୍ତଖତ ନ ଥିଲା। ଅଜିତ୍ଙ୍କୁ ଭେଟି ଦଳ ସପକ୍ଷରେ ଆସିବାକୁ ବୁଝାଇବେ ବୋଲି ନବନିଯୁକ୍ତ ବିଧାୟକ ଦଳର ନେତା ଜୟନ୍ତ ପାଟିଲ କହିଥିଲେ। […]
ମହାରାଷ୍ଟ୍ର: ଏବେବି ମହାରାଷ୍ଟ୍ରର ମହାନାଟକ ଜାରି ରହିଛି। ବିଜେପି-ଏନ୍ସିପି ମିଶି ଗତକାଲି ସରକାର ଗଠନ କରିବା ପରେ ମହାରାଷ୍ଟ୍ର ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା। ବିଜେପିର ଦେବେନ୍ଦ୍ର ଫଡ଼ନାଭିସ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିବା ବେଳେ ଏନସିପିରୁ ଅଜିତ ପାଓ୍ୱାର ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ଏହି ଘଟଣା ପରେ ଏନ୍ସିପି ସୁପ୍ରିମୋ ଶରଦ ପାୱାର ବିଧାୟକ ଦଳ ବୈଠକ ଡକାଇଥିଲେ। ବୈଠକ ଏଥିପାଇଁ ଡକା ଯାଇଥିଲା କି, ବୈଠକରେ ଜଣାପଡ଼ିବ କେତେ ଜଣ ବିଧାୟକ […]
ଆଜି ୨୦୧୯ ମସିହା, ନଭେମ୍ବର ମାସ ୨୪ ତାରିଖ, ରବିବାର, ମାର୍ଗଶୀର ମାସ, କୃଷ୍ଣପକ୍ଷ ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…
ମହାରାଷ୍ଟ୍ର: ବିଜେପି ସହିତ ହାତ ମିଶାଇ ମହାରାଷ୍ଟ୍ରରେ ସରକାର ଗଠନ କରିବା ପରେ ଅଜିତ୍ ପାଓ୍ୱାରଙ୍କୁ ବିଧାୟକ ଦଳ ନେତା ପଦରୁ ବିଦା କରିଛି ଏନ୍ସିପି। ଅଜିତ୍ଙ୍କ ବଦଳରେ ଜୟନ୍ତ ପାଟିଲଙ୍କୁ ଏନ୍ସିପିର ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଛି। ଏନ୍ସିପି ସୁପ୍ରିମୋ ଶରଦ ପାଓ୍ୱାରଙ୍କ ଉପସ୍ଥିତରେ ଗତକାଲି ବିଧାୟକ ଦଳ ବୈଠକ ହୋଇଥିଲା। ଏହି ବୈଠକରେ ୫୦ ଜଣ ବିଧାୟକ ଯୋଗ ଦେଇଥିଲେ। ଏପରିକି ଅଜିତ୍ଙ୍କ ଡାହାଣ ହାତ କୁହାଯାଉଥିବା ଧନଞ୍ଜୟ ମୁଣ୍ଡେ ମଧ୍ୟ […]
ମୁମ୍ବାଇ: ରାତାରାତି ବଦଳିଗଲା ମହାରାଷ୍ଟ୍ର ରାଜନୀତିର ସମୀକରଣ। ରାତି ପାଇଥିଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥାନ୍ତା ହେଲେ ଆଜି ସକାଳୁ ନାଟକୀୟ ଢଙ୍ଗରେ ବିଜେପି ସହ ମିଶି ସରକାର ଗଠନ କରିଛି ଏନ୍ସିପି। ଦ୍ୱିତୀୟ ଥର ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ୍ନାଭିସ୍ ଶପଥ ଗ୍ରହଣ କରିଛନ୍ତି। ଏନ୍ସିପିର ଅଜିତ୍ ପାୱାର୍ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ବିଜେପିକୁ ଅଜିତ୍ ପାୱାର୍ଙ୍କ ସମର୍ଥନ ନେଇ ଏନ୍ସିପି ସୁପ୍ରିମୋ […]