• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

train-fack
କାଲିଠୁ ଗଡ଼ିବ ପାସେଞ୍ଜର ଟ୍ରେନ୍‌, ଆଜିଠୁ ବୁକିଂ

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଯାତ୍ରୀବାହୀ ଟ୍ରେନ୍ ସେବା ଆରମ୍ଭ ହେବ।  କାଲିଠୁ ପର୍ଯ୍ୟାୟ କ୍ରମେ ଯାତ୍ରୀବାହୀ ରେଳ ସେବା ଆରମ୍ଭ ହେବ ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ଏଥିପାଇଁ ଆଜି ଅପରାହ୍ଣ ୪ଟାରୁ ବୁକିଂ ଆରମ୍ଭ ହେବ। କେବଳ IRCTC ୱେବ୍‌ସାଇଟ୍‌ରେ ହିଁ ଟିକେଟ୍‌ ବୁକିଂ ସୁବିଧା ଉପଲ୍ଲବ୍ଧ ହେବ। ଏଥିପାଇଁ ରେଲ୍‌ୱେ ଷ୍ଟେସନରେ ଥିବା ଟିକେଟ୍‌ କାଉଣ୍ଟର ଖୋଲିବ ନାହିଁ। ଏପରିକି ପ୍ଲାଟ୍‌ଫର୍ମ ଟିକେଟ୍‌ ସମେତ କାଉଣ୍ଟର ଟିକେଟ୍‌ ମଧ୍ୟ ବନ୍ଦ ରହିବ। ପ୍ରଥମ […]

  • Tuesday, 13 July 2021
train
ମାଡ଼ିଗଲା ଟ୍ରେନ୍‌, ୧୫ ଶ୍ରମିକ ମୃତ

ମୁମ୍ବାଇ: ମାଲ୍‌ବାହୀ ଟ୍ରେନ୍‌ ଧକ୍କାରେ ୧୫ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଶିଶୁ ଅଛନ୍ତି ବୋଲି ସୂଚନା ମିଳିଛି। ଆଜି ସକାଳ ୫ଟା ୧୫ରେ ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ଔରଙ୍ଗାବାଦ-ନାନ୍ଦେଡ୍ ରୁଟ୍‌ର କର୍ମଦ ନିକଟରେ ଏହି ଦୁର୍ଘଟଣା ଘଟିଛି। ଶ୍ରମିକମାନେ ରେଳ ଧାରଣାରେ ଚାଲି ଚାଲି ଯାଉଥିବାବେଳେ ସେମାନଙ୍କ ଉପରେ ଏକ ମାଲ୍‌ବାହୀ ଟ୍ରେନ୍‌ ମାଡ଼ି ଯାଇଥିଲା। ଫଳରେ ୧୫ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଆର୍‌ପିଏଫ୍‌ […]

  • Tuesday, 13 July 2021