ନୂଆଦିଲ୍ଲୀ: ସାରା ବିଶ୍ୱ କରୋନା ଟୀକା ପ୍ରସ୍ତୁତିରେ ଲାଗିପଡ଼ିଥିବା ବେଳେ, ଭାରତ ବି ପଛରେ ନାହିଁ।ହ୍ୟୁମାନ ଟ୍ରାଏଲ୍ ପାଇଁ ଅନୁମତି ପାଇଥିବା ଭାରତର ୨ଟି ଟୀକାକୁ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରାଳୟ ‘ଅନ୍ତର ଅୟମାରମ୍ଭ’ ବୋଲି କହିଛି। ତେବେ ଭାରତ ବାୟୋଟେକ୍ ଓ ICMR ମିଳିତ ପ୍ରୟାସରେ ପ୍ରସ୍ତୁତ କ୍ୟାଣ୍ଡିଡେଟ୍ ଭ୍ୟାକ୍ସିନ କୋଭାକ୍ସିନକୁ ଦେଶର ପ୍ରଥମ ଟିକା ଭାବେ ମାନବ ପରୀକ୍ଷଣ ପାଇଁ ଅନୁମତି ମିଳିଛି । ଏହାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ […]
ନୂଆଦିଲ୍ଲୀ: ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଆଜି ପ୍ଲାଜ୍ମା ଦାନ କରିଛନ୍ତି । କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଏହି ପ୍ଲାଜମା ଦାନ କରିଛନ୍ତି ସମ୍ବିତ । ବିଜେପିର ଜାତୀୟ ମୁଖପାତ୍ର ତଥା ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିବା ସମ୍ବିତ ପାତ୍ର ଆଜି ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ପ୍ଲାଜମା ଦେଉଥିବା ବେଳର ଫଟୋ ଟ୍ୱିଟ କରିଛନ୍ତି। ଗତମାସରେ ସମ୍ବିତ ପାତ୍ରଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଯାଇଥିଲା। ଏହି କାରଣରୁ ସେ […]
ନୂଆଦିଲ୍ଲୀ: ଆପଣ କେବେ ଦେଖିଛନ୍ତି କି ପକ୍ଷୀ ସାର୍କ ମାଛକୁ ଧରି ଆକାଶରେ ଉଡ଼ୁଥିବା ? ନୁହେଁ ନା ! ଆପଣ ଭାବୁଛନ୍ତି ଏହା ଅସମ୍ଭବ କଥା । ପୃଥିବୀ ପ୍ରାକୃତିକ ସମ୍ଭାରରେ ପରିପୂର୍ଣ୍ଣ । ଏଠି ପ୍ରତି ସେକେଣ୍ଡରେ କିଛି ନା କିଛି ଆଶ୍ଚର୍ଯ୍ୟ ଘଟଣା ଘଟେ । ଦେଖନ୍ତୁ ଏହି ଭିଡିଓ କିପରି ଗୋଟିଏ ପକ୍ଷୀ ତାର ପଞ୍ଝାରେ ସାର୍କ ମାଛଟିକୁ ଉଠାଇ ନେଉଛି । ପକ୍ଷୀଟି ଉଡି ଉଡି ପାଣ ଭିତରୁ ଏକ […]
ବେଜିଂ: କରୋନା ଭାଇରସ ବିରୋଧରେ ସାରା ବିଶ୍ୱ ଲଢୁଛି। ଏପରି ସମୟରେ ଚୀନରୁ ମିଳିଛି ପୁଣି ଏକ ଖରାପ ଖବର। ଆଉ ଏକ ମାରାତ୍ମ ରୋଗ ଦେଖା ଦେଇଛି ଚୀନରେ। ସେଠିକାର ସରକାରୀ ଗଣମାଧ୍ୟମରେ ମିଳିଥିବା ଖବର ଅନୁସାରେ ଉତ୍ତର ଚୀନ୍ର ଏକ ସହରରେ ବ୍ୟୁବୋନିକ ପ୍ଲେଗ୍ (Bubonic plague) ରୋଗ ଦେଖା ଦେଇଛି। ରବିବାର ଏ ନେଇ ଖବର ପ୍ରକାଶ ପାଇବା ପରେ ସତର୍କ ସୂଚନା ଜାରି କରାଯାଇଛି। ଆଭ୍ୟନ୍ତରୀଣ ମୋଙ୍ଗୋଲିଆର ସ୍ୱୟଂଶାସିତ ଅଞ୍ଚଳ ବାୟାନୁରରେ […]
ନୂଆଦିଲ୍ଲୀ: ଲଦାଖ ସୀମାନ୍ତରେ ଦାଦାଗିରି ଦେଖାଇ ଭାରତଠୁ କଡ଼ା ଜବାବ ପାଇବା ପରେ ପଛକୁ ହଟିଛି ଚୀନ। ଏବେ ଲଦାଖ ଗଲୱାନ ଘାଟିରୁ ଚୀନ୍ ସେନା ୨ କିମି ପଛକୁ ହଟିଥିବା ସୂଚନା ମିଳିଛି। ଏଥିସହିତ ଭାରତ ମଧ୍ୟ ତାର ସେନାକୁ ପଛକୁ ହଟାଇଥିବା ସୂଚନା ମିଳିଛି। ଗଲୱାନ ଘାଟିରେ ଚୀନ ଅସ୍ଥାୟୀ କ୍ୟାମ୍ପ କରିବା ପରେ ମୁହଁମୁହିଁ ହୋଇଥିଲେ ଦୁଇ ଦେଶର ସେନା। ଚୀନ ସେନାର ବର୍ବର ଆକ୍ରମଣରେ ସହିଦ୍ ହୋଇଥିଲେ ୨୦ ଭାରତୀୟ ଯବାନ। […]
ଆଜି ୨୦୨୦ ମସିହା, ମାର୍ଚ୍ଚ ମାସ ୧୩ ତାରିଖ, ଶୁକ୍ରବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…
ନୂଆଦିଲ୍ଲୀ: ଲଦାଖରେ ଚୀନର ଦାଦାଗିରିର କଡା ଜବାବ୍ ଦେଇଛି ଭାରତ। ସାମରିକ, ରାଜନୈତିକ, ଅର୍ଥନୈତିକ ଏଂବ କୂଟନୈତିକ ଜବାବ ପାଇବା ପରେ ଏବେ ଚୀନ ଭାରତର ଘନିଷ୍ଠ ବନ୍ଧୁମାନଙ୍କୁ ହଇରାଣ କରିବାକୁ ଚେଷ୍ଟା କରୁଛି। ଭୁଟାନର ଭାରତ ସୀମାକୁ ଲାଗି ରହିଥିବା ଜମିକୁ ତା’ର ଦାବି କରିଛି ଡ୍ରାଗନ୍। ସାରା ବିଶ୍ୱ ବେଜିଂକୁ ଚାରି ଦିଗରୁ ଘେରିଥିବାବେଳେ ଭାରତ ଉପରେ ଚାପ ପକାଇବା ପାଇଁ ଚୀନ ଏପରି ପଦକ୍ଷେପମାନ ନେଉଥିବା କୁହାଯାଉଛି । ବାସ୍ତବରେ ଏହା ଭାରତର ଘନିଷ୍ଠ ବନ୍ଧୁମାନଙ୍କୁ […]
ୱାଶିଂଟନ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ପପ୍ ସିଙ୍ଗର କେନି ୱେଷ୍ଟ। ଏନେଇ ଟ୍ୱିଟ୍ କରି ଖୋଦ୍ କେନି ସୂଚନା ଦେଇଛନ୍ତି। କେନି ନିଜ ଟ୍ୱିଟ୍ରେ ଲେଖିଛନ୍ତି, ‘ଏବେ ଭଗବାନଙ୍କ ଉପରେ ଭରସା କରି ଆମର ଦୃଷ୍ଟିକୁ ଏକତ୍ରିତ କରିବା ଏବଂ ଆମେରିକା ପ୍ରତି ଦେଇଥିବା ପ୍ରତିଶ୍ରୁତିକୁ ମନେ ପକାଇ ଭବିଷ୍ୟତ ନିର୍ମାଣ କରିବା। ମୁଁ ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ଚାହୁଁଛି।‘ କେନିଙ୍କ ଟ୍ୱିଟ୍ ଏବେ ସମସ୍ତଙ୍କୁ ଚିକତ କରିଛି। କାରଣ ରାଜନୀତିରୁ ଦୂର ଦୂର ଯାଏ […]