• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

corona
ଏଇ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଆବାସରେ ୮୦ କରୋନା ପଜିଟିଭ

ପାଟନା: ବିହାରରେ କରୋନାର ଭୟବହତା ଲୋକଙ୍କ ଆଖିରୁ ନିଦ ହଜାଇ ଦେଇଛି। ଖାଲି ସାଧାରଣ ଲୋକ ନୁହଁନ୍ତି, ବଡ ବଡ ନେତା, ମନ୍ତ୍ରୀ, ଅନେକ କରୋନା ଯୋଦ୍ଧା ମଧ୍ୟ ବିହାରରେ କରୋନା ସଂକ୍ରମଣର ଶିକାର ହୋଇଛନ୍ତି। ଏହି କ୍ରମରେ ରାଜ୍ୟର ସର୍ବବୃହତ ଡାକ୍ତରଖାନା, ପାଟନା ମେଡିକାଲ କଲେଜ ଏବଂ ହସ୍ପିଟାଲରେ ତିନିଜଣ ଡାକ୍ତରଙ୍କ ନମୂନା ପଜିଟିଭ ଆସିଛି। ୨ ଜଣ ନର୍ସ ମଧ୍ୟ କରୋନା ପଜିଟିଭ୍ ଥିବା ନିଶ୍ଚିତ ହୋଇଛି। ଏହା ସହିତ Patna Medical College […]

  • Tuesday, 13 July 2021
australia
ଅଷ୍ଟ୍ରେଲିଆ ମହିଳା ବଖାଣିଲେ କାଶ୍ମୀର ଅନୁଭୂତି, ୨ ମାସ ବନ୍ଧକ ରଖି ଦିଆଯାଉଥିଲା ଏମିତି ନିର୍ଯାତନା

ମେଲାବର୍ନ:୨୦୦୪ ମସିହାରେ ଭାରତ ଗସ୍ତରେ ଆସିଥିଲେ।  ତାଙ୍କୁ ଦୁଇ ମାସ ଧରି କାଶ୍ମୀରରେ ବନ୍ଧକ ରଖାଯାଇଥିଲା। କାଶ୍ମୀରର ଜଣେ ବ୍ୟକ୍ତି ତାଙ୍କୁ ଦୁଇମାସ ଧରି ଏକ ଘରୋଇ ଡଙ୍ଗାରେ ବନ୍ଧକ ରଖିଥିଲେ।  ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରିଥିଲେ।  ବ୍ୟକ୍ତି ଜଣକ ଦୈନିକ ଏକାଧିକବାର ତାଙ୍କ ସହ ଦୁଷ୍କର୍ମ କରୁଥିଲେ। ଏମିତି ହୃଦୟଥରା ଅଭିଯୋଗ ଆଣିଛନ୍ତି  ଜଣେ ଅଷ୍ଟ୍ରେଲୀୟ ମହିଳା ତଥା ପୂର୍ବତନ ସର୍ଫର୍ ଷ୍ଟାର କେରମନ୍‌ ଗ୍ରୀନ୍‌ଟି । କେରମନଙ୍କ କହିବା ଅନୁଯାୟୀ, ସେତେବେଳେ ତାଙ୍କୁ […]

  • Tuesday, 13 July 2021
bikash
ପୋଲିସର ବୟାନ ଆଉ ଭିଡିଓରେ ତାଳମେଳ ରହୁନି, ବିକାଶ ଦୁବେ ଏନକାଉଣ୍ଟରକୁ ନେଇ ଉଠିଲା ଏମିତି ପ୍ରଶ୍ନ

ନୂଆଦିଲ୍ଲୀ:ଉତ୍ତର ପ୍ରଦେଶ ପୋଲିସ ଶୁକ୍ରବାର କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏନକାଉଣ୍ଟରରେ ନିହତ ହୋଇଛି। ପୋଲିସ ବୟାନ ଅନୁସାରେ ବିକାଶକୁ ଉଜୈନରୁ କାନପୁର ନିଆଯାଉଥିଲା। ଶୁକ୍ରବାର ଦ୍ୱିପହରରେ ତାଙ୍କୁ କୋର୍ଟରେ ହାଜର କରାଯାଇଥାନ୍ତା। ସକାଳୁ ସକାଳୁ ୟୁପି ଏସ୍‌ଟିଏଫ ଗାଡିରେ ବିକାଶ ବସି ଆସୁଥିଲେ। କାନ୍‌ପୁର ଆଉ ଅଳ୍ପବାଟ ଥିଲା। ହେଲେ ବର୍ଷା ଯୋଗୁ ଗାଡି ଓଲଟି ପଡ଼ିଲା। ପୋଲିସର କହିବା ଅନୁଯାୟୀ, ବିକାଶ ଜଣେ ପୋଲିସ କର୍ମୀଙ୍କ ବନ୍ଧୁକ ନେଇ ‍ଫେରାର ହୋଇଯିବାକୁ ଚେଷ୍ଟା କରୁଥିଲା। […]

  • Tuesday, 13 July 2021
bikas debey
ଶୁଟ୍‌ଆଉଟ୍‌ ରାତିରେ ସାଇକେଲ ଧରି ଫେରାର ହୋଇ ଯାଇଥିଲା ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ

ନୂଆଦିଲ୍ଲୀ:ଉତ୍ତର ପ୍ରଦେଶର ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ପୋଲିସ ଏନ୍‌କାଉଣ୍ଟରରେ ନିହତ ହୋଇଛି।  ଗତକାଲି ମଧ୍ୟପ୍ରଦେଶ ଉଜୈନରୁ ବିକାଶକୁ ଗିରଫ କରିଥିଲା ପୁଲିସ୍‌। ସୂଚନା ଅନୁସାରେ, ଆଜି ସକାଳେ ଏକ ଗାଡ଼ିରେ ବିକାଶକୁ ଉତ୍ତରପ୍ରଦେଶ STF(Special Task Force)‌ ମଧ୍ୟପ୍ରଦେଶରୁ କାନପୁର ଆଣୁଥିବା ବେଳେ କାନପୁର ନିକଟ ବାରା ଅଞ୍ଚଳରେ ଗାଡ଼ିଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଏହାପରେ ବିକାଶ ଘଟଣାସ୍ଥଳରୁ ଖସି ପଳାଇବାକୁ ଉଦ୍ୟମ କରିଥିଲା। ଏହି ସମୟରେ ପୁଲିସ୍ ବିକାଶକୁ ଏନ୍‌କାଉଣ୍ଟର କରିଥିଲା। କାନପୁର ହସ୍ପିଟାଲ୍‌ରେ ଡାକ୍ତର […]

  • Tuesday, 13 July 2021
old age
କରୋନାକୁ ମାତ୍‌ ଦେଲେ ୯୦ ବର୍ଷର ବୃଦ୍ଧ ଦମ୍ପତି

ନୂଆଦିଲ୍ଲୀ: ଅଲଜାଇମର ରୋଗରେ ପୀଡିତ ଦିଲ୍ଲୀର ଜଣେ ୮୭ ବର୍ଷ ବୟସ୍କା ମହିଳା ଏବଂ ତାଙ୍କ ୯୦ ବର୍ଷ ବୟସ୍କ ସ୍ୱାମୀ କରୋନାକୁ ମାତ୍‌ ଦେଇ ସୁସ୍ଥ ହୋଇଛନ୍ତି। କରୋନା ସହ ଲଢି ସୁସ୍ଥ ହେବା ପରେ ଏବେ ଉଭୟେ ଡାକ୍ତରଖାନାରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି। ସାରା ବିଶ୍ୱରେ କରୋନାରେ ଅଧିକ ବୟସ୍କ ଲୋକଙ୍କ ଜୀବନ ଯାଉଥିବାବେଳେ ଏହି ଦମ୍ପତ୍ତିଙ୍କ ସୁସ୍ଥ ହେବା ଘଟଣା ରୋଗୀ ତଥା ଡାକ୍ତରଙ୍କ ପାଇଁ ନିଶ୍ଚୟ ଆଶାର କିରଣ ଅଟେ। […]

coronavirus
ଗତକାଲି ଥିଲା ୨୫ ହଜାର, ଆଜି ୨୬ ହଜାର କରୋନା ପଜିଟିଭ

ନୂଆଦିଲ୍ଲୀ: ଭାରତରେ କରୋନା ମାମଲା ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି। ଗୁରୁବାର ପ୍ରଥମ ଥର ପାଇଁ ପ୍ରାୟ ୨୫ ହଜାର ମାମଲା ରୁଜୁ ହୋଇଥିଲା। ହେଲେ ଗତ ୨୪ ଘଣ୍ଟା ମଧ୍ୟରେ ୨୬ ହଜାର ୫୦୬ ମାମଲା ସାମ୍ନକୁ ଆସିଛି।  ଏହାକୁ ମିଶାଇ  ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭,୯୩ ହଜାର ୮୦୨କୁ ଛୁଇଁଛି  | ଗତ ୨୪  ଘଣ୍ଟା ମଧ୍ୟରେ କରୋନାରେ ୪୮୭  ଲୋକ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଡ […]

  • Tuesday, 13 July 2021
lac
LACରେ ଫେରିବ ପୂର୍ବସ୍ଥିତି ! ଆଜି WMCCର ଆଉ ଏକ ପର୍ଯ୍ୟାୟ ଆଲୋଚନା

ନୂଆଦିଲ୍ଲୀ:ଲଦାଖର ଗଲଓ୍ୱାନ୍ ଘାଟିରେ ପ୍ରଥମ ପର୍ଯ୍ୟାୟ ସେନା ପ୍ରତ୍ୟାହାର ପରେ ଭାରତ-ଚୀନ ସୀମା ବିବାଦର ସମାଧାନ ପାଇଁ ଆଲୋଚନା ନେଇ ଖୋଲିଛି ବାଟ । କୂଟନୈତିକ ସ୍ତରରେ ହେଉଥିବା WMCC ବା Working Mechanism for Consultation & Coordinationର ଆଉ ଏକ ପର୍ଯ୍ୟାୟ ଆଲୋଚନା ଆଜି ହେବାର ସମ୍ଭାବନା ଅଛି । ସୀମା ବିବାଦର ସମାଧାନ ଦିଗରେ କୂଟନୈତିକ ସ୍ତରରେ ଏହି ଭର୍ଚୁଆଲ ବୈଠକରେ ଆଲୋଚନା ହୋଇପାରେ ବୋଲି ସୂଚନା ମିଳିଛି । ସୀମାରେ ସେନା […]

  • Tuesday, 13 July 2021
bolviya
ଏଇ ଦେଶର ରାଷ୍ଟ୍ରପତିଙ୍କୁ କରୋନା

ଲା ପାଜ(ବୋଲିଭିଆ) : ବିଶ୍ୱରେ ହା ହା କାର ସୃଷ୍ଟି କଲାଣି କରୋନା । ରାଷ୍ଟ୍ର ପ୍ରମୁଖମାନେ ମଧ୍ୟ ଏହି କରୋନା ପ୍ରକୋପରୁ ବାଦ୍‌ ପଡ଼ୁନାହାନ୍ତି।  ଗତକାଲି ବ୍ରାଜିଲ ରାଷ୍ଟ୍ରପତି ଜାଇର ବୋଲସୋନାରୋ କୋଭିଡ-19ରେ ସଂକ୍ରମଣ ହୋଇଥିଲେ । ଏହାପରେ ଆଜି ବୋଲିଭିଆର ଅନ୍ତରୀଣ ରାଷ୍ଟ୍ରପତି ଜେନିନ ଆଞ୍ଜ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ସେ ନିଜେ ଏ ସମ୍ପର୍କରେ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏଥିସହିତ ଭେନେଜୁଆଲାର ଦ୍ୱତୀୟ ପ୍ରମୁଖ ମଧ୍ୟ କରୋନା ଆକ୍ରାନ୍ତ […]

  • Tuesday, 13 July 2021