• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

ladakh
ପିପି-୧୪ ନିକଟରେ ପୁଣି ଚୀନ ସେନାର କ୍ୟାମ୍ପ, ଠୁଳ କରୁଛି ଅସ୍ତ୍ରଶସ୍ତ୍ର

ନୂଆଦିଲ୍ଲୀ: ପୁଣି ଚୀନ ତାର ଅସଲ ରୂପ ଦେଖାଇଛି।  ଗୋଟେପଟେ ସୀମାନ୍ତରେ ଉତ୍ତେଜନା ହ୍ରାସ କରିବା ପାଇଁ  ଆଲୋଚନା କରୁଥିବାବେଳେ ଅନ୍ୟପଟେ ସେନାର ଛାଉଣୀ କରିଛି। ଏଲଏସିର ଗଲଓ୍ୱାନ ଘାଟିରେ ଚୀନ ବହୁ ସଂଖ୍ୟାରେ ସେନା ଛାଉଣୀ କରିଥିବା ସୂଚନା ମିଳିଛି। ସାଟେଲାଇଟ୍ ଚିତ୍ର ଅନୁସାରେ ପାଟ୍ରୋଲ ପଏଣ୍ଟ ୧୪ ନିକଟରେ ଚୀନ ସେନାର କ୍ୟାମ୍ପ କରି ରହିଥିବା ସହ ରାସ୍ତା ମଧ୍ୟ ତିଆରି କରି ସାରିଛି। ସେହିପରି ସୀମା ଆରପାଖରେ ଚୀନ ବହୁଳ ପରିମାଣର ଅସ୍ତ୍ରଶସ୍ତ୍ର […]

  • Tuesday, 13 July 2021
nirmala
ବଢିଲା ଆୟକର ରିଟର୍ଣ୍ଣ ଦାଖଲ ସମୟ

ନୂଆଦିଲ୍ଲୀ:ଆୟକର ଦାତାଙ୍କ ପାଇଁ ଖୁସି ଖବର। ବୃଦ୍ଧି ପାଇଲା ଆୟକର ରିଟର୍ଣ୍ଣ ଦାଖଲର ସମୟସୀମା। ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହିି ଅନୁସାରେ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲର ସମୟ ସୀମା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେହିପରି ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମଧ୍ୟ ଆୟକର ରିଟର୍ଣ୍ଣ ଦାଖଲ ସମୟସୀମାକୁ ଆସନ୍ତା ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବଢାଯାଇଛି । ଅନ୍ୟପକ୍ଷରେ ଆଧାର […]

  • Tuesday, 13 July 2021
terrorist
ସୀମାରେ ଏନ୍‌କାଉଣ୍ଟର: ଜଣେ ଆତଙ୍କୀ ନିପାତ

ଜମ୍ମୁ-କାଶ୍ମୀର: ଜାମ୍ମୁ ଓ କାଶ୍ମୀରରେ ଜାରି ରହିଛି ସେନାର ଆତଙ୍କୀ ନିପାତ ଅଭିଯାନ। ଉତ୍ତର କାଶ୍ମୀରର ସୋପୋର ହର୍ଦ୍ଦସିଭା ଗ୍ରାମରେ ଆତଙ୍କବାଦୀଙ୍କ ଗତିବିଧି ନେଇ ପୋଲିସ ସୂଚନା ମିଳିବା ପରେ ଅପରେସନ ଆରମ୍ଭ କରିଛି ସୁରକ୍ଷାବଳ । ଉଭୟ ସେନା ଏବଂ ସିଆରପିଏଫ୍ ପକ୍ଷରୁ ଏହି ଅପରେସନକୁ ରୂପ ଦିଆଯାଉଛି । ବର୍ତ୍ତମାନ ଉଭୟ ପଟୁ ବଡ଼ ଧରଣର ଗୁଳିମାଡ଼ ହେଉଥିବା ଜଣାପଡ଼ିଛି । ସଂପୃକ୍ତ ଅଞ୍ଚଳକୁ କର୍ଡନ କରି ପ୍ରଥମେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା […]

  • Tuesday, 13 July 2021
coronavirus
ବିଶ୍ୱରେ ୨୪ ଘଣ୍ଟାରେ ୫ ହଜାର ଜୀବନ ନେଲା କରୋନା

ନୂଆଦିଲ୍ଲୀ: ବିଶ୍ୱରେ କରୋନା ସ୍ଥିତି ଚିନ୍ତାଜନକ ହୋଇପଡ଼ିଛି। ଦିନକୁ ଦିନ ମୃତ, ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଅନ୍ୟପକ୍ଷେ ମେଡିସିନ ବା ଭାକ୍ସିନ ବାହାରି ପାରି ନ ଥିବାରୁ ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇ ପଡୁଛି। ଗତ ୨୪ ଘଣ୍ଟାରେ ବିଶ୍ୱରେ କରୋନାରେ ୫ ହଜାରରୁ ଅଧିକ ଜଣକ ଜୀବନ ଯାଇଛି । ସେହିପରି ବିଶ୍ୱରେ ଗୋଟିଏ ଦିନରେ ଲକ୍ଷେ ୭୯ ହଜାର ୭୭୭ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ବିଶ୍ୱରେ ମୃତକଙ୍କ ସଂଖ୍ୟା ୪ […]

  • Tuesday, 13 July 2021