• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

petrol
ତୈଳ ଦର ବୃଦ୍ଧି: ପେଟ୍ରୋଲ ୨୫ ପଇସା, ଡିଜେଲ ୨୧ ପଇସା

ନୂଆଦିଲ୍ଲୀ: ଆଜି ବି ବଢିଛି ତେଲ ଦର।  ପେଟ୍ରୋଲ ଲିଟର ପିଛା ୨୫ ପଇସା ଏବଂ ଡିଜେଲ ୨୧ ପଇସା ବୃଦ୍ଧି ପାଇଛି । ଲଗାତାର ୨୧ ଦିନ ଧରି ତୈଳଦର ବୃଦ୍ଧି ଘଟିଛି ରାଜଧାନୀ ଦିଲ୍ଲୀରେ । ଆଜି ପେଟ୍ରୋଲ ଲିଟର ପିଛା ୮୦ ଟଙ୍କା ୩୮ପଇସା ଏବଂ ଡିଜେଲ ୮୦ଟଙ୍କା ୪୦ ପଇସା ହୋଇଛି । ଶୁକ୍ରବାର ଦେଶରେ ପେଟ୍ରୋଲ ଲିଟର ପଛା ଦର ୨୧ ପଇସା ଏବଂ ଡିଜେଲ ଦର ଲିଟର ପିଛା […]

  • Tuesday, 13 July 2021
12134
ଜାମ୍ମୁକାଶ୍ମୀର ଡିଜିପିଙ୍କ ବିରୋଧରେ ଫେରାଦ ହେଲେ ଓଡ଼ିଆ ଆଇପିଏସ୍

ନୂଆଦିଲ୍ଲୀ: ଥାନାରେ ପହଞ୍ଚିଲା ଆଇପିଏସ୍ ବିବାଦ।  ଜାମ୍ମୁ ଓ କାଶ୍ମୀର ଡିଜିପି ଦିଲବାଗ୍ ସିଂଙ୍କ ନାଁରେ ଥାନାରେ ଫେରାଦ ହେଲେ ଓଡ଼ିଆ ଆଇପିଏସ୍ ଅଫିସର୍ ତଥା କାଶ୍ମୀର ଆଇଜି ବସନ୍ତ ରଥ। ସେ ଜମ୍ମୁର ଗାନ୍ଧିନଗର ପୋଲିସ୍ ଥାନାରେ ଦିଲବାଗ୍ ସିଂଙ୍କ ନାଁରେ ଏତଲା ଦେଇଛନ୍ତି। ତାଙ୍କ ଜୀବନ ପ୍ରତି ବିପଦ ଥିବା ସହ ତାଙ୍କ ସମ୍ମାନହାନୀ ହୋଇଥିବା ନେଇ ଏହି ଅଭିଯୋଗରେ ଲେଖିଛନ୍ତି। ଏନେଇ FIR ଦେବାକୁ ସେ ଚାହିଁ ନାହାନ୍ତି । ବରଂ ଘଟଣାକୁ […]

  • Tuesday, 13 July 2021
୦୦୦୦୦
ଚୀନ୍‌କୁ ଚାରିପଟୁ ଘେରିବା ପାଇଁ ଯୋଜନା କରୁଛି ଆମେରିକା

ୱାଶିଂଟନ:ଆମେରିକା ଏବଂ ଚୀନ ମଧ୍ୟରେ ବଢୁଥିବା ବିବାଦ ଦିନକୁ ଦିନ ବିସ୍ଫୋରକ ରୂପ ନେଉଥିବାବେଳେ ଆମେରିକାର ପରରାଷ୍ଟ୍ର ସଚିବ ମାଇକ ପୋମ୍ପେଓ ଗୁରୁବାର କହିଛନ୍ତି, ଆମେରିକା ଏସିଆରେ ତାହାର ସୈନ୍ୟ ମୁତୟନ ସଂଖ୍ୟା ବଢାଇବ। ଏଥିପାଇଁ ଆମେରିକା ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଚୀନର ଆକ୍ରମଣାତ୍ମକ ମନୋଭାବ ଉପରେ ଆଲୋଚନା କରି ପୋମ୍ପେଓ କହିଛନ୍ତି, ଭାରତ ଏବଂ ଅନ୍ୟ ମିତ୍ର ରାଷ୍ଟ୍ର ପ୍ରତି ଚୀନର ବିପଦ ରହିଛି। ଏହାକୁ ଦୃଷ୍ଟିରେ ରଖି ଆମେରିକା ସେଠାରେ ସେନା ମୁତୟନ […]

  • Tuesday, 13 July 2021
kovid 19
ଦେଶରେ ଚିନ୍ତା ବଢାଉଛି କରୋନା; ଦିନକରେ ୧୭ ହଜାରରୁ ଅଧିକ ଆକ୍ରାନ୍ତ

ନୂଆଦିଲ୍ଲୀ:ଦେଶରେ ଚିନ୍ତା ବଢାଇଛି କରୋନା ପ୍ରକୋପ। ଦିନକୁ ଦିନ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ସୁଦ୍ଧା ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫ ହଜାର ଛୁଇଁଛି। ଗତ ୨୪ ଘଣ୍ଟାରେ ୪୦୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।  ଏହାକୁ ମିଶାଇ ଦେଶରେ କରୋନା ମୃତକ ସଂଖ୍ୟା ୧୫ହଜାର ୩୦୧ ପାର୍ କରିଛି।  ସେହିଭଳି ଗୋଟିଏ ଦିନରେ ସର୍ବାଧିକ ୧୭ ହଜାର ୨୯୬ ନୂଆ କୋଭିଡ ମାମଲା ସାମ୍ନାକୁ ଆସିଛି । ଦେଶରେ ବର୍ତ୍ତମାନ […]

  • Tuesday, 13 July 2021
ladakh satelite
ଗଲୱାନ ଘାଟିକୁ ନେଇ ଚୀନର ଦାବି ଅଯୌକ୍ତିକ ଓ ଅବାସ୍ତବ

ନୂଆଦିଲ୍ଲୀ: ସୀମା ବିବାଦକୁ ନେଇ ଭାରତ ଚୀନ ତିକ୍ତତା ଦିନକୁ ଦିନ ବିସ୍ଫୋରକ ରୂପ ନେଉଛି।  ଚୀନର ଦୋମୁହାଁ ନୀତିକୁ ଦେଖି ଭାରତ କଡା ଆଭିମୁଖ୍ୟ ଗ୍ରହଣ କରିଛି। ଆପୋଷ ସହମତି ଭିତ୍ତିରେ ସମସ୍ତ ବୁଝାମଣା ହେବା ସତ୍ତ୍ୱେ ଏହାକୁ  ସମ୍ପୂର୍ଣ୍ଣ ବେଖାତିର କରିଛି ଚୀନ ସେନା। ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏକ  ବିବୃତିରେ କୁହାଯାଇଛି, ସୀମାରେ ଭାରତର ଭୂଖଣ୍ଡ ଭିତରକୁ ଚୀନ ସେନା ଲଗାତାର ଅନଧିକାର ପ୍ରବେଶ କରିଛି।  ଉଭୟ ଦେଶର ଆପୋସ ସହମତିରେ ହୋଇଥିବା […]

  • Tuesday, 13 July 2021