ନୂଆଦିଲ୍ଲୀ:ଲଗାତାର ୨୯ ଦିନ ସ୍ଥିର ରହିବା ପରେ ଆଜି ତୈଳଦରରେ ପରିବର୍ତ୍ତନ ଘଟିଛି। ତେଲ କମ୍ପାନୀ ପ୍ରତିଦିନ ସକାଳୁ ପେଟ୍ରୋଲ-ଡିଜେଲ ରେଟ ରିଭାଇଜ୍ କରନ୍ତି। ଗତ ୨୯ ଦିନ ଧରି ଏହାର ରେଟ୍ରେ କୌଣସି ପରିବର୍ତ୍ତନ ଘଟି ନଥିବାବେଳେ ନୂଆ ବର୍ଷରେ ପ୍ରଥମ ଥର ପାଇଁ ଆଜି ପରିବର୍ତ୍ତନ ଦେଖା ଦେଇଛି। ଆଜି ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଛି। ଇଣ୍ଡିଆ ଅଏଲ ୱେବସାଇଟରୁ ମିଳିଥିବା ସୂଚନାରୁ ଜଣାଯାଇଛି, ଆଜି ଡିଜେଲ ଦର ଲିଟର ପିଛା […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଆସନ୍ତା ୨୧ ତାରିଖରେ ପଡ଼ିବ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ। ଭାରତରେ ଏହି ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ। ପୂର୍ଣ୍ଣ ସୂର୍ଯ୍ୟପରାଗ ଉତ୍ତର ଭାରତର ଅଳ୍ପ କିଛି ଅଞ୍ଚଳରେ ଦୃଶ୍ୟମାନ ହେବ। ରାଜସ୍ଥାନ, ହରିୟାଣା, ଉତ୍ତରାଖଣ୍ଡ ରାଜ୍ୟରେ ପ୍ରାୟ ୧ ମିନିଟ ଧରି ବଳୟ ସୂର୍ଯ୍ୟପରାଗ ଦେଖାଯିବ। ଏହିସବୁ ଅଞ୍ଚଳକୁ ଛାଡ଼ି ଦେଲେ ଭାରତର ବାକି ସବୁ ଅଞ୍ଚଳରେ ଆଂଶିକ ପରାଗ ଦେଖାଯିବ। ଓଡ଼ିଶାର ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ ନା ନାହିଁ ? ଓଡ଼ିଶାରେ ମଧ୍ୟ ଏହି […]
ନୂଆଦିଲ୍ଲୀ: ଧନୀ ଆଉ ଗରିବ ହୁଏତ ୨ଟି ଶବ୍ଦ ହୋଇପାରେ ହେଲେ ଏହା ଭିତରେ ରହିଛି ବିରାଟ ଦୂରତା। ଯେଉଁ ଦୂରତାକୁ ନା ମାପି ହୁଏ ନା ଅନୁମାନ କରିହୁଏ । ହେଲେ ମାନବିକ ସମ୍ପର୍କ ଏପରି ଏକ ଶବ୍ଦ ଯାହା ଏହି ବିରାଟ ଦୂରତାକୁ ଦୂର କରି ଶବ୍ଦ ଦୁଇଟିକୁ ଏକାଠି କରିପାରେ । ଏହି ସମ୍ପର୍କର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ରତନ ଟାଟା। ଶିଳ୍ପପତି ରତନ ଟାଟା ନିଜର ମହନୀୟ ଗୁଣ ଏବଂ […]
ମୁମ୍ବାଇ: ଜୀବନ ବଞ୍ଚାଇ ଦେଲା ଫେସବୁକ୍। ମୁମ୍ବାଇରେ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ଯୁବକ। ଫେସବୁକ୍ରେ ଜାଣିପାରିଲେ ଆର୍ୟଲାଣ୍ଡର ଜଣେ ବ୍ୟକ୍ତି। ସେଠାରୁ ଖବର ଆସିଲା ମୁମ୍ବାଇ ପୋଲିସ ପାଖକୁ । ଘଟଣାସ୍ଥଳରେ ମୁମ୍ବାଇ ପୋଲିସ ପହଞ୍ଚି ଉଦ୍ଧାର କରିଛି ଉକ୍ତ ଯୁବକଙ୍କୁ। ଏହି ଘଟଣା ଜଣାପଡ଼ିବା ପରେ ସମସ୍ତଙ୍କ ମୁହଁରେ ଗୋଟିଏ କଥା, ‘ଯାହା ହେଉ, ଫେସ୍ବୁକ୍ ଥିଲା ବୋଲି…।’ ପୂରା ଘଟଣା ଥିଲା ଏମିତି। ଘଟଣା ଥିଲା ଗତ ରବିବାର ରାତିର। ରାତି ପ୍ରାୟ ୮ଟା […]
ବିଶାଖାପାଟଣା: ଯେଉଁ ଝିଅ ମୁଣ୍ଡ ଲଗାଇ ତାଙ୍କୁ ପ୍ରଣାମ କରୁଥିଲା, ଯେଉଁ ଝିଅକୁ ଅନ୍ତରରୁ ଆଶୀର୍ବାଦ ଅଜାଡି ଦେଉଥିଲେ ସେଇ ଝିଅକୁ ସାଲ୍ୟୁଟ ମାରିଲେ ବାପା। ହେଲେ ବାପାଙ୍କ ମନରେ ନ ଥିଲା ଦୁଃଖ କି ଅନୁଶୋଚନା। ବରଂ ସେ ହସୁଥିଲେ। ଭାବୁଥିଲେ, ଏଇ ହାତରେ ଦିନେ ଝିଅର ହାତ ଧରି ଚାଲି ଶିଖାଇଥିଲି, ଏଇ ହାତରେ ମାଡ଼ ଦେଇ ଶାସନ କରିଥିଲି। ଆଜି ଏଇ ହାତରେ ସାଲ୍ୟୁଟ ମାରୁଛି..ଏହା ଭାଗ୍ୟ ନୁହେଁ ତ ଆଉ କ’ଣ। […]
ମୁମ୍ବଇ: ଡ. ନେହା ଶାହ ହେଲେ ୪ର୍ଥ କୋଟିପତି। ଏହି ଖବର ଯେତେବେଳେ ଘୋଷଣା କରାଗଲା ପ୍ରଥମେ ତ ନିଜ କାନକୁ ବିଶ୍ୱାସ କରିପାରି ନ ଥିଲେ। ହେଲେ ପରେ ଖୁସିରେ ପାଗଳ ହୋଇଯାଇଥିଲେ । ଡା.ନେହା ଶାହ ଟିଭି ଜଗତର ବହୁ ଚର୍ଚ୍ଚିତ ରିୟଲିଟି ଶୋ କୌନ ବନେଗା କରୋଡପତି ୧୨ ଶେଷ ସିଜନର ୪ର୍ଥ କୋଟିପତି ହୋଇଛନ୍ତି। ନେହା କୋଟିଏ ପ୍ରଶ୍ନର ଉତ୍ତର ଦେଇ ଏହି ସିଜନର ୪ର୍ଥ କୋଟିପତି ମହିଳା ହୋଇଛନ୍ତି। ଚାନେଲ […]
ଟାଙ୍ଗୀ: ପୋଲିସର ପାରିବା ପଣିଆ ଉପରେ ଲାଗିଛି ପ୍ରଶ୍ନବାଚୀ। ନ୍ୟାୟ ଆଶାରେ ଥାନାକୁ ଦୌଡ଼ି ଦୌଡ଼ି ହତାଶ ହେବା ପରେ ଶେଷରେ ନେଇଛନ୍ତି ଚରମ ନିଷ୍ପତ୍ତି। ଟାଙ୍ଗୀ ଥାନା ପରିସରରେ ଜଣେ କିରୋସିନ ଢାଳି ହୋଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଘଟଣା ମୁତାବକ, ସ୍ଥାନୀୟ କୋଟସହି ପଞ୍ଚାୟତ ବନ୍ଦାଳ ଗ୍ରାମର ଅନିଲ ମହାନ୍ତିଙ୍କ ସ୍ତ୍ରୀ ପ୍ରତିମା ବାଡ଼ିରେ କାଠ ହାଣୁଥିବା ସମୟରେ ତାଙ୍କର ଶ୍ୱଶୁର ବିଚିତ୍ର ଚନ୍ଦ୍ର, ବଡ ଶ୍ୱଶୁର ଭାରତ ଚନ୍ଦ୍ର, ଓ ଦେଢ଼ଶୁର ଅମରେନ୍ଦ୍ର […]