ମୁମ୍ବାଇ: ଏମିତି ଲାଗୁଛି ସତେ ଯେମିତି, ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣା ପରେ ଫିଲ୍ମ ଇଣ୍ଡଷ୍ଟ୍ରିଠୁ ଆରମ୍ଭ କରି ସାରା ଦେଶ ପୁରା ନୀରବି ଯାଇଛି। ହଠାତ ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାକୁ ସହଜରେ କେହି ଗ୍ରହଣ କରିପାରୁ ନାହାନ୍ତି। ଖୁବ କମ ଦିନ ଭିତରେ ଅଭିନୟ ଯାଦୁରେ ସେ ଦର୍ଶକଙ୍କ ମନ ଜିତି ପାରିଥିଲେ। ଗତକାଲି ମୁମ୍ବାଇ ସ୍ଥିତ ବାସଭବନରେ ସେ ଆତ୍ମହତ୍ୟା କରିଛନ୍ତି। ଶୁଣିବାକୁ ମିଳୁଛି ଯେ, କିଛି ମାସ ହେବ […]
ସନା:ୟମନର ଦକ୍ଷିଣି ସହର ଅଦନ ଏୟାରପୋର୍ଟ (Aden Airport)ରେ ବୁଧବାର ବିଳମ୍ବିତ ରାତିରେ ବଡଧରଣର ବିସ୍ଫୋରଣ ଘଟିଛି। ସ୍ଥାନୀୟ ସୁରକ୍ଷା ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ବିସ୍ଫୋରଣରେ ୨୬ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରାୟ ୬୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ତେବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। ନବଗଠିତ କ୍ୟାବିନେଟର ସଦସ୍ୟଙ୍କୁ ନେଇ ଆସୁଥିବା ଏକ ବିମାନ ଏଠାରେ ଓହ୍ଲାଇବାର କିଛି ସମୟ ପରେ ଏହି ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏହି […]
ମୁମ୍ବାଇ: ୨୦୨୦ ବଲିଉଡ୍ ପାଇଁ ଏକ କଳା ବର୍ଷ କହିଲେ ଅତ୍ୟୁକ୍ତି ହେବ ନାହିଁ। ଚଳିତ ବର୍ଷ ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅଲ୍ବିଦା କହି ଚାଲିଯାଉଛନ୍ତି ଗୋଟିଏ ପରେ ଗୋଟିଏ ବଡ଼ ବଡ଼ କଳାକାର। ପ୍ରଥମେ ଇର୍ଫାନ, ପରେ ଋଶି କପୁର, ସଚିନ କୁମାର,ସାଇ ଗୁଣ୍ଡେରା, ଗୀତିକାର ଯୋଗେଶ୍ ଗୌର, ୱାଜିଦ୍ ଖାନ୍, ରବି ଚୋପ୍ରା(ରତନ)ଙ୍କ ଦେହାନ୍ତ ବଲିଉଡ୍ ଶକ୍ତ ଧକ୍କା ଦେଇଥିବା ବେଳେ ଏବେ ପୁଣି ଆଉ ଜଣେ ପ୍ରସିଦ୍ଧ ଅଭିନେତାଙ୍କ ଦେହାନ୍ତ ଖବର ସମସ୍ତଙ୍କୁ […]
ଜୟପୁର: ବିବାହ ପରେ ସ୍ୱାମୀଙ୍କ ସହ ଶାଶୁ ଘର ଯାଉଥିବାବେଳେ, ହଠାତ୍ ଗାଡ଼ିରୁ ଓହ୍ଲାଇ କେହି କିଛି ବୁଝିବା ଆଗରୁ ଜଣେ ନବବଧୂ ଏକ ଚରମ ପଦକ୍ଷେପ ନେଇଛନ୍ତି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଦୁଃଖ ମଧ୍ୟ ଆଣି ଦେଇଛି। ଶାଶୁ ଘରକୁ ଯିବା ବାଟରେ ନବବଧୂ ଜଣକ ବାହାନା ଦେଖାଇ ଗାଡ଼ିରୁ ଓହ୍ଲାଇଥିଲେ ଓ ଏହାପରେ ନଦୀକୁ ଡେଇଁ ପଡ଼ିଲେ। ରାଜସ୍ଥାନର ସୱାଇ ମାଧୋପୁରରେ ଏଭଳି କିଛି ଘଟଣା ଘଟିଛି। ସୂଚନା ଅନୁସାରେ, ସୱାଇ […]
ନୂଆଦିଲ୍ଲୀ: ବ୍ରିଟେନ୍ରେ ଅକ୍ସଫୋର୍ଡ ୟୁନିଭର୍ସିଟି ଏବଂ ଆଷ୍ଟ୍ରାଜେନିକାର କରୋନା ଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ଫାଇଜର୍ ପରେ ଦ୍ୱିତୀୟ ଭାକ୍ସିନ ଭାବେ କୋଭିସିଲ୍ଡକୁ ବ୍ରିଟେନ୍ ଅନୁମତି ଦେଇଛି। ବ୍ରିଟେନ୍ରେ କରୋନାର ନୂଆ ଷ୍ଟ୍ରେନକୁ ନେଇ ଚିନ୍ତା ବଢୁଥିବାବେଳେ ଅକ୍ସଫୋଡ୍ ଆଷ୍ଟ୍ରାଜେନିକାକୁ ବିଧିବଦ୍ଧ ଭାବେ ଅନୁମତି ଦେଇଛନ୍ତି ବ୍ରିଟେନ୍ ସରକାର। ଫାଇଜର୍ ଭଳି କୋଭିସିଲ୍ଡକୁ ଏଣିକି ଟିକାକରଣ ପ୍ରକ୍ରିୟାରେ ସାମିଲ କରାଯିବ। ତେବେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ଏହା ଦେବା ନେଇ ଯୋଜନା ପ୍ରସ୍ତୁତ ହୋଇଛି। […]
ନୂଆଦିଲ୍ଲୀ:ଦୀର୍ଘବର୍ଷ ଧରି ମହିଳାଙ୍କୁ ସେମାନଙ୍କ ଅଧିକାର ଦେବା ପାଇଁ ଲଢିଲେ। ହେଲେ ଏବେ ଏହି ସାମାଜିକ କର୍ମୀଙ୍କୁ ମିଳିଛି ପୁରସ୍କାର। ଆଉ ସେ ପୁରସ୍କାର କ’ଣ ଜାଣନ୍ତି ? ୬ ବର୍ଷ କାରାଦଣ୍ଡ। ଏପରି ଘଟଣା ଘଟିଛି ସାଉଦି ଆରବରେ। ଏହି ମହିଳା ସାମାଜିକ କର୍ମୀଙ୍କ ନାଁ ଲୁଜୈନ ହଥଲୌଲ। ସୋମବାର ତାଙ୍କୁ କୋର୍ଟ ୫ ବର୍ଷ ୮ ମାସ ଜେଲ ଦଣ୍ଡାଦେଶ ଦେଇଛନ୍ତି। ତାଙ୍କ ବିରୋଧରେ ଦେଶ ବିରୋଧରେ ଷଡଯନ୍ତ୍ର ରଚନା କରୁଥିବା ଅଭିଯୋଗ ଆସିଛି। […]
ନୂଆଦିଲ୍ଲୀ: ଭାରତରେ ମିଳିଲା ବ୍ରିଟେନ୍ ଷ୍ଟ୍ରେନ୍। ବ୍ରିଟେନରୁ ଫେରିଥିବା ୬ ଜଣ ବ୍ୟକ୍ତିଙ୍କ ପାଖରେ ନୂଆ କରୋନା ଷ୍ଟ୍ରେନ୍ ମିଳିଥିବା ଖବର ମିଳିଛି। ୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି। ନୂଆ ଷ୍ଟ୍ରେନ୍ରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ପାଖରେ କରୋନାର ସମସ୍ତ ଲକ୍ଷ୍ୟଣ ରହିଛି। ତେଣୁ ଏଦିଗ ଉପରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ନଜର ରଖିଛି। ନୂଆ ଆକ୍ରାନ୍ତଙ୍କ ପରିବାରଲୋକଙ୍କ […]
ବେଙ୍ଗାଲୁର: ବେଙ୍ଗାଲୁର ବିଧାନ ପରିଷଦର ଉପସଭାପତି ଏସ.ଏଲ ଧର୍ମଗୌଡ଼ା ଆତ୍ମହତ୍ୟା କରିଛନ୍ତି। ତାଙ୍କର କ୍ଷତବିକ୍ଷତ ମୃତଦେହ କର୍ଣ୍ଣାଟକର ପାହାଡି ଇଲାକା ଚିକମଗଲୁର ନିକଟ ରେଳଧାରଣା ପାଖରୁ ଉଦ୍ଧାର କରାଯାଇଛି। ମୃତ ଦେହ ନିକଟରୁ ପୋଲିସ ସୁଇସାଇଡ ନୋଟ ଜବତ କରିଛି। ତେବେ ଆତ୍ମହତ୍ୟାର କରାଣ କ’ଣ ସେ ନେଇ ପୋଲିସ ଛାନଭିନ୍ କରୁଛି। ମିଳିଥିବା ଖବର ଅନୁଯାୟୀ, ଗତକାଲି ବିଳମ୍ବିତ ରାତି ଆର୍ଥାତ୍ ରାତି ପ୍ରାୟ ୨ଟାରେ ମିଳିଥିଲା। ୬୪ ବର୍ଷ ବୟସ୍କ ଧର୍ମଗୌଡ଼ା ଗତକାଲି ଘର […]
ପୁରୀ: ଆଜିଠୁ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ପୁରୀ ବାସିନ୍ଦା। ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଦର୍ଶନ କେମିତି ସୁରୁଖୁରୁରେ ହୋଇ ପାରିବ, ସେଥିପାଇଁ ସିଂହଦ୍ୱାର ସମ୍ମୁଖରେ ପୋଲିସ ପକ୍ଷରୁ ମକ୍ଡ୍ରିଲ୍ ସହ କୋଭିଡ ଗାଇଡ୍ ଲାଇନ୍ ପାଳନର ତଦାରଖ କରାଯାଇଛି । ଏସ୍ପିଙ୍କ ନେତୃତ୍ୱରେ ୧୮ ପ୍ଲାଟୁନ ଫୋର୍ସ ସହ ୨ ଅତିରିକ୍ତ ଏସ୍ପି, ୬ ଡିଏସ୍ପି, ୯ ଇନ୍ସପେକ୍ଟର ମୁତୟନ ରହିବେ। ଶୃଙ୍ଖଳିତ ଦର୍ଶନ ପାଇଁ ୮ଟି […]
ଛେଳି, ବିଲୁଆ ପରି ଜନ୍ତୁମାନଙ୍କୁ ବାଘ ଶିକାର କରିବା ଆମେ ଜାଣିଛୁ । ବେଳେବେଳେ ବାଘ ମଣିଷ ଶିକାର ବି କିରେ। ହେଲେ ବାଘ କେବେ କାହାର ଶିକାର ହେବା ଜାଣିଛନ୍ତି ? ସେ ପୁଣି କୁମ୍ଭୀରର ! ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଶିକାରୀ ବି ବେଳେବେଳେ ଏମିତି ଶିକାର ବନିଯାଏ। ସୋଶାଲ ମିଡିଆରେ ଏମିତି ଏକ ଚମକାଇ ଦେଲା ପରି ଭିଡିଓ ବେଶ ଭାଇରାଲ ହୋଇଛି। ଭିଡିଓଟିକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। […]