• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Untitled-3
ରାଜସ୍ଥାନ ରାଜନୀତି; ଦୁଇ କଂଗ୍ରେସ ବିଧାୟକ ପ୍ରାଥମିକ ସଦସ୍ୟରୁ ନିଲମ୍ବିତ

ଜୟପୁର: ରାଜସ୍ଥାନରେ ସଚିନ ପାଇଲଟଙ୍କ ବିଦ୍ରୋହକୁ ନେଇ ଛକାପଞ୍ଛା ଲାଗି ରହିଛି। ଏପରି ପରିସ୍ଥିତିରେ ଏଆଇସିସି ପକ୍ଷରୁ ଦୁଇ କଂଗ୍ରେସ ବିଧାୟକଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରାଯାଇଛି । ଏହି ବିଧାୟକ ହେଲେ ଭଁଅର ଲାଲ ଶର୍ମା ଓ ବିଶବେନ୍ଦ୍ର ସିଂ। ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ସହ ସରକାରକୁ ଭାଙ୍ଗିବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଦୁଇ ବିଧାୟକଙ୍କୁ ଏଆଇସିସି ପକ୍ଷରୁ ନୋଟିସ ଜାରି କରାଯାଇଛି […]

  • Tuesday, 13 July 2021
rajnath-singh
‘ ଦୁନିଆର କୌଣସି ଶକ୍ତି ଭାରତର ଇଞ୍ଚେ ବି ଜମି ଛୁଇଁ ପାରିବେନି’

ଶ୍ରୀନଗର: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ୨ ଦିନିଆ ଗସ୍ତରେ ଯାଇ ଆଜି ଲେହରେ ପହଞ୍ଚିଛନ୍ତି। ସେଠାରେ  ଭାରତୀୟ ସେନାର ଯାବାନମାନଙ୍କୁ ସମ୍ବୋଧିତ କରି ଯବାନଙ୍କ ମନୋବଳ ବଢାଇବା ସହ ଚୀନ୍‌କୁ ଦୃଢ ବାର୍ତ୍ତା ଦେଇଛନ୍ତି। ଲେହର ଲୁକୁଙ୍ଗ ଆଉଟପୋଷ୍ଟରେ ସୈନିକଙ୍କୁ ସମ୍ବୋଧିତ କରୁଥିବାବେଳେ ପ୍ରତିରକ୍ଷା ମନ୍ତ୍ରୀ ସ୍ପଷ୍ଟ ଭାବରେ କହିଛନ୍ତି ଦୁନିଆର କୌଣସି ଶକ୍ତି ଭାରତର ଏକ ଇଞ୍ଚ ଜମି ମଧ୍ୟ ଛୁଇଁ ପାରିବ ନାହିଁ। ପ୍ରତିରକ୍ଷା ମନ୍ତ୍ରୀ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ ଯଦି ଭାରତର […]

  • Tuesday, 13 July 2021
00001
କୁକୁର ସହ ଲଢି ସାନ ଭଉଣୀକୁ ବଞ୍ଚାଇଲା ୬ ବର୍ଷର ଶିଶୁ

ଭାଇ ଭଉଣୀର ଅନାବିଳ ଭଲ ପାଇବାର ଏକ ଦୃଶ୍ୟ। ଛୋଟ ହେଲେ ବି କୁନି ଭଉଣୀକୁ ମରଣ ମୁହଁରୁ ଛଡ଼ାଇ ଆଣିବା ପାଇଁ ୬ ବର୍ଷର ଭାଇ କୁକୁର ସହ ଲଢୁଛି। ମୁହାଁମୁହିଁ ସ୍ଥିତି।  ଶେଷରେ ଜିତି ଯାଇଛି ଭାଇ। ମୁହଁରେ ଅନେକ କ୍ଷତ । ତଥାପି ସେ ଖୁସି ଭଉଣୀକୁ ବଞ୍ଚାଇ ପାରିଛି ବୋଲି। ଏମିତି ଏକ ଭିଡିଓ ସୋଶିଆଲ ମିଡିଆରେ ବେଶ ଭାଇରାଲ ହୋଇଛି। ଭାଇର ନାଁ ବ୍ରିଜର ୱାକର । ବୋଧହୁଏ ଆମେରିକାର […]

  • Tuesday, 13 July 2021
coronavirus-india
ଦେଶରେ ଅଣାୟତ୍ତ କରୋନା ସ୍ଥିତି: ୧୦ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ ହୋଇପଡ଼ିଲାଣି କରୋନା ସ୍ଥିତି। ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନୂଆ ରେକର୍ଡ କରୁଛି।  ଆଜି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ପାର କରିଛି। ସେହିପରି  ମୃତକଙ୍କ ସଂଖ୍ୟା ୨୫ ହଜାର ୬୦୨କୁ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ ସର୍ବାଧିକ ୩୪ ହଜାର ୯୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩ ହଜାର ୮୩୨କୁ ବୃଦ୍ଧି ପାଇଛି । ସେହିପରି ୨୪ ଘଣ୍ଟାରେ […]

  • Tuesday, 13 July 2021