ଭୁବନେଶ୍ୱର: ଓ୍ୱାନ ନ୍ୟାସନ ଓ୍ୱାନ୍ ଫାସଟ୍ୟାଗ। ଆଜି ମଧ୍ୟରାତ୍ରରୁ ସମସ୍ତ ଟୋଲ ଗେଟ୍ରେ ଲାଗୁ ହୋଇଛି ଏହି ନୂଆ ବ୍ୟବସ୍ଥା। ନିୟମ ଲାଗୁହେବା ପରେ ପ୍ରଥମରୁ ହିଁ ଅନେକ ସ୍ଥାନରେ ଫାଇନ୍ ଦେଇଛନ୍ତି ଗାଡ଼ି ଚାଳକ। ଫାସଟ୍ୟାଗ ନ ଲଗାଇଥିବାରୁ ଦେଇଛନ୍ତି ଦୁଇଗୁଣା ଟୋଲ୍ ଫି । ଉତ୍ତର ପ୍ରଦେଶ ଗୋରଖପୁର ଏବଂ ମଧ୍ୟପ୍ରଦେଶର ଇନ୍ଦୋର ଟୋଲ୍ ପ୍ଲାଜାରେ ଫାସଟ୍ୟାଗ ନ ଲଗାଇଥିବା ଗାଡ଼ି ଚାଳକଙ୍କ ଠାରୁ ଦୁଇଗୁଣା ଟୋଲ୍ ଆଦାୟ କରାଯାଇଛି । ଟୋଲ ଆଦାୟରେ […]
ସୁରଟ: ତାଙ୍କର ହାତ ମୁଠାରେ ଥିଲା ଐଶ୍ୱର୍ଯ୍ୟ ଏବଂ ଆରାମ ଦାୟକ ଜୀବନ । ପ୍ରାଚୁର୍ଯ୍ୟପୂର୍ଣ୍ଣ ପରିବେଶ। କୋଟି କୋଟି ଟଙ୍କା। ହେଲେ ଏସବୁ ତାଙ୍କୁ ପ୍ରଲୋଭିତ କରି ପାରି ନ ଥିଲା। ନିଜ ହାତରେ ଏପରି ସୁଖକୁ ସେ ଏଡାଇ ଦେଇ ବରି ନେଇଥିଲେ ସୈନ୍ୟାସିନୀର ଜୀବନ । ଘଟଣା ଘଟିଛି ସୁରଟରେ। ଏଠିକାର ଜଣେ ହୀରା ବ୍ୟବସାୟୀଙ୍କ ୧୭ ବର୍ଷ କନ୍ୟା ରେନ୍ସି । ସେ ନିକଟରେ ସାଂସାରିକ ସୁଖ ସ୍ୱଚ୍ଛନ୍ଦକୁ ଛାଡ଼ି ଜୈନ […]
ଭୁବନେଶ୍ୱର: ବିଭିନ୍ନ ଦାବି ନେଇ କଂଗ୍ରେସ ପକ୍ଷରୁ ଆଜି ୬ ଘଣ୍ଟିଆ ଓଡ଼ିଶା ବନ୍ଦ ପାଇଁ ଆହ୍ୱାନ ଦିଆଯାଇଛି। ବନ୍ଦ ପ୍ରଭାବରେ ଭୁବନେଶ୍ୱର ରେଳ ଷ୍ଟେସନ୍, ସତସଙ୍ଗ ବିହାର, ବାଣୀବିହାର, ଆଚାର୍ଯ୍ୟ ବିହାର ସମେତ ବିଭିନ୍ନ ଛକରେ କଂଗ୍ରେସ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କଂଗ୍ରସ କର୍ମୀମାନେ ପିକେଟିଂ କରୁଛନ୍ତି। ଏନ୍ଏଚ୍ରେ ଗାଡ଼ି ଚଳାଚଳ ବନ୍ଦ ରହିଥିବା ବେଳେ, ଶହ ଶହ ଗାଡ଼ି ଅଟକ ରହିଛି। ସୂଚନାଥାଉ କି, ପେଟ୍ରୋଲ, ଡିଜେଲ୍ […]
ଶ୍ରୀନଗର: ଉତ୍ତର ଭାରତରେ ଗତକାଲି ରାତି ୧୦ଟା ୩୧ ସମୟରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ବିଶେଷକରି ଦିଲ୍ଲୀ, ଜାମ୍ମୁ ଓ କାଶ୍ମୀର ଶ୍ରୀନଗର, ପଞ୍ଜାବର ଲୁଧିଆନା, ଉତ୍ତରପ୍ରଦେଶର ନୋଏଡ଼ା ଓ ହରିଆଣା ଆଦି ଅଞ୍ଚଳରେ କିଛି ସେକେଣ୍ଡ ପାଇଁ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍ରେ ଭୂମିକମ୍ପର ତୀବ୍ରତା ୬.୩ ଥିଲା। ଭୂମିକମ୍ପ ହେବା ଜାଣି ଶ୍ରୀନଗରରେ ରହୁଥିବା ଜମୁକଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମାର ଅବଦୁଲ୍ଲା କମ୍ୱଳ ଧରି ବାହାରକୁ ଦୌଡି ପଳାଇ ଆସିଥିଲେ […]
ନୂଆଦିଲ୍ଲୀ:ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କଂଗ୍ରେସ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଉପରେ ଆଜି ବର୍ଷିଛନ୍ତି। ରାହୁଲ ଗାନ୍ଧୀଙ୍କ ଅଭିଯୋଗର ଜବାବ ଦେଇ ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, କଂଗ୍ରେସ ନେତା ନକଲିକୁ ନେଇ ଆଲୋଚନା କରନ୍ତି। ଦେଶକୁ ବିଭାଜନ କରୁଥିବା ଶକ୍ତି ପାଇଁ ଛିଡା ହୁଅନ୍ତି ଏବଂ ସାମ୍ବିଧାନିକ ସଂସ୍ଥାକୁ ଅପମାନ କରନ୍ତି। ରାହୁଲ ଗାନ୍ଧିଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ, ସେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଅପମାନିତ କରୁଥିଲେ, ଏବେକାର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ […]
ନୂଆଦିଲ୍ଲୀ: ଗତବର୍ଷରୁ ଆରମ୍ଭ ହୋଇଛି କରୋନା ଭାଇରସ୍ ବିରୋଧରେ ଯୁଦ୍ଧ। ଏହି ଜୈବିକ ଯୁଦ୍ଧରେ ଅନେକ ଜୀବନ ଗଲାଣି। କରୋନା ଲୋକଙ୍କ ଆଖିରୁ ନିଦ ହଜାଇ ଦେଲାଣି। ତେବେ ଏପରି ହେବ ବୋଲି ବହୁ ଆଗରୁ ଅନୁମାନ କରାଯାଇଥିଲା । ମାଇକ୍ରୋସପ୍ଟର ସହ ସଂସ୍ଥାପକ ତଥା ସମାଜସେବୀ ବିଲ୍ ଗେଟ୍ସ ୨୦୧୫ରେ ବିଶ୍ୱକୁ ମହାମାରୀ ସମ୍ପର୍କରେ ସଚେତନ କରାଇଥିଲେ। ଏବେ ବିଲ୍ ଗେଟ୍ସଙ୍କର ଆଉ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସେ କହିଛନ୍ତି, ଆଗାମୀ ଯୁଦ୍ଧରେ […]
ଚେନ୍ନାଇ: ତାମିଲନାଡ଼ୁର ଏକ ବାଣ କାରଖାନାରେ ନିଆଁ ଲାଗି ଯାଇଛି। ଏହି ଅଗ୍ନିକାଣ୍ଡରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୬ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ଶ୍ରମିକ ଅଛନ୍ତି। ଏଥିସହିତ ୩ ଜଣ ଓଡ଼ିଆ ଶ୍ରମିକ ଗୁରୁତର ହୋଇଛନ୍ତି। ପ୍ରଥମେ ୪ ଶ୍ରମିକଙ୍କୁ ସ୍ଥାନୀୟ ମେଡ଼ିକାଲ ନିଆଯାଇଥିଲା। ସେଠାରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲାବେଳେ ୩ ଶ୍ରମିକ ଚିକିତ୍ସାଧୀନ ଅଛନ୍ତି। ୪ ଜଣ ଶ୍ରମିକ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନୟାପାଲି ଗାଁର ବୋଲି […]
ନୂଆଦିଲ୍ଲୀ: ଏଭରେଷ୍ଟ ଆରୋହଣ କରି ନାହାନ୍ତି। ହେଲେ ସାର୍ଟିଫିକେଟ ହାସଲ କରି ନେଇଛନ୍ତି। ମିଛ ପ୍ରମାଣ ଦେଖାଇ ନେଇଛନ୍ତି ସାର୍ଟିଫିକେଟ। ଏପରି ଅଭିଯୋଗ ପାଇବା ପରେ ନେପାଳ ସରକାର ୩ ପର୍ବତାରୋହୀଙ୍କୁ ୬ ବର୍ଷ ପାଇଁ ବ୍ୟାନ କରିଛନ୍ତି। ୩ ଜଣ ପର୍ବତାରୋହୀ ଭାରତୀୟ। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ୨୦୧୬ରେ ମାଉଣ୍ଟ ଏଭରେଷ୍ଟ ଆରୋହଣ ଅଭିଯାନରେ ହରିୟାଣାର ନରେନ୍ଦ୍ର ସିଂ ଯାଦବ ଓ ସୀମାରାଣୀ ଗୋସ୍ୱାମୀ ନେପାଳ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏଭରେଷ୍ଟ ଶିଖର […]