• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

flight
ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବାତିଲ୍ ଅବଧି ପୁଣି ବଢିଲା

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ ସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବାତିଲ୍ ଅବଧି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର।  ଡାଇରକ୍ଟରେଟ ଜେନେରାଲ ଅଫ ସିଭିଲ ଅଭିଏସନ (DGCA) ଏହି ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବାତିଲ୍ ଅବଧିକୁ ଏପ୍ରିଲ ୩୦ ଯାଏଁ ବଢାଇ ଦେଇଛନ୍ତି। ଫଳରେ ଏପ୍ରିଲ୍‌ ୩୦ ତାରିଖ ଯାଏ ନିୟମିତ ଯାତ୍ରୀବାହୀ ପ୍ଲେନ ଭାରତରୁ ବିଦେଶକୁ ଚଳାଚଳ କରିବ ନାହିଁ। ତେବେ ଏହି କଟକଣା ସମସ୍ତ ମାଲ ପରିବହନ ବିମାନ ତଥା DGCA ଦ୍ୱାରା […]

  • Tuesday, 13 July 2021
supreme-court
ଲୋନ୍‌ ମୋରାଟୋରିୟମ ଅବଧି ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ: ବ୍ୟାଙ୍କଗୁଡିକୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି ବ୍ୟାଙ୍କର ଋଣ ମୋରାଟୋରିୟମ୍ ଅବଧି ଆଉ ବୃଦ୍ଧି କରାଯିବନାହିଁ । ଏଥିସହ ଏହି ସମୟ ଅବଧି ଭିତରେ ଋଣକୁ ସମ୍ପୂର୍ଣ୍ଣ ଛାଡ କରାଯାଇ ପାରିବନି । ଲୋନ୍ ମୋରାଟୋରିୟମ ମାମଲା ପ୍ରସଙ୍ଗରେ ଏହି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତି ପରେ ବ୍ୟାଙ୍କ ଗୁଡିକୁ ଆଶ୍ୱସ୍ତି ମିଳିଛି। ସେପଟେ ପୂରା ରିହାତି ଛାଡ କରିବାକୁ ଆବେଦନ କରିଥିବା ବଡ଼ ବଡ଼ ରିଅଲ ଇଷ୍ଟେଟଗୁଡିକୁ ଶକ୍ତ ଧକ୍କା ଲାଗିଛି। ଜଷ୍ଟିସ୍ […]

  • Tuesday, 13 July 2021
Father
ଆତଙ୍କୀ ବାପାଙ୍କୁ ୪ ବର୍ଷ ଶିଶୁର ନିବେଦନ- ‘ବାପା, ବାହାରି ଆସ, ମୁଁ ତୁମକୁ ହରାଇବାକୁ ଚାହୁଁନି..’

ଶ୍ରୀନଗର: ୪ବର୍ଷର ନୀରିହ ଶିଶୁଟିଏ ତା’ର ଆତଙ୍କୀ ବାପାକୁ ଆକୁଳ ନିବେଦନ କରୁଛି, ‘ଫେରିଆସ ବାପା…ମୁଁ ତୁମକୁ ବହୁତ ଭଲ ପାଏ। ତୁମକୁ ହରେଇବାକୁ ମୁଁ ଚାହୁଁନି। ବାପା, ତୁମେ ବନ୍ଧୁକ ଛାଡି ଆତ୍ମସମର୍ପଣ କର ବାପା…’। ଏମିତି ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓଟି ଜମ୍ମୁ-କଶ୍ମୀରର ସୋପିଆନ ଜିଲ୍ଲାର। ସୁରକ୍ଷାକର୍ମୀମାନେ ୪ ଲସ୍କର ଆତଙ୍କୀଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଏହା ଦେଖିବା ପରେ ପିଲାଟି ବିକଳ ହୋଇ ବାପାଙ୍କୁ ସେନା ପାଖରେ ଆତ୍ମ ସମର୍ପଣ କରିଦେବାକୁ […]

  • Tuesday, 13 July 2021
firing at super market
ସୁପରମାର୍କେଟରେ ଗୁଳିମାଡ, ପୋଲିସ ଅଧିକାରୀଙ୍କ ସମେତ ୧୦ ମୃତ

କଲରାଡୋ: ଆମେରିକାର କୋଲରାଡୋ ସ୍ଥିତ ବୋଲ୍‌ଡର ସୁପରମାର୍କେଟରେ ଜଣେ ବନ୍ଧୁକଧାରୀ ଆଖି ବୁଜା ଗୁଳିବର୍ଷଣ କରିଛନ୍ତି। ଫଳରେ ଜଣେ ପୋଲିସ ଅଧିକାରୀଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ସନ୍ଧିଗ୍ଧ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ଏହି ଘଟଣାରେ ନିଜେ ଆକ୍ରମଣକାରୀ ମଧ୍ୟ ଆହତ ହୋଇଛି। ସ୍ଥାନୀୟ ପୋଲିସ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଗୁଳିକାଣ୍ଡରେ ଜଣେ ୫୧ ବର୍ଷୀୟ ପୋଲିସ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ମାର୍କେଟ କମ୍ପ୍ଲେକ୍ସରେ ଅତିର୍କିତ ଗୁଳିଚାଳନା କରୁଥିବା ଦେଖି […]

  • Tuesday, 13 July 2021
tiger
ବାଘ ଗଣନାରେ ଗିନିଜ୍‌ ୱାର୍ଲଡ୍‌ ରେକର୍ଡସ୍‌ କଲା ଭାରତ

ନୂଆଦିଲ୍ଲୀ: ବାଘ ଗଣନାରେ ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ୍‌ ରେକର୍ଡସ୍‌ କଲା ଭାରତ। ୨୦୧୮-୧୯ ମସିହାରେ ଭାରତରେ ଥିବା ବାଘଙ୍କୁ ନେଇ ଏହି ଗଣନା କରାଯାଇଥିଲା। ବିଶ୍ୱର ସର୍ବ ବୃହତ ଅନ୍-କ୍ୟାମେରା ବନ୍ୟପ୍ରାଣୀ ସର୍ଭେ ପାଇଁ ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ୍‌ ରେକର୍ଡସ୍‌ରେ ନାଁ ଲିପିବଦ୍ଧ କରିଛି ଭାରତ। ୨୦୧୮ରେ ଚତୁର୍ଥ ପର୍ଯ୍ୟାୟ ସର୍ବଭାରତୀୟ ବ୍ୟାଘ୍ର ଗଣନା ଅନୁଯାୟୀ ଦେଶର ସମୁଦାୟ ବାଘ ସଂଖ୍ୟା ୨,୯୬୭ ଥିଲା। ଯାହା ସାରା ବିଶ୍ୱରେ ଥିବା ବାଘ ସଂଖ୍ୟାର ୭୫ […]

  • Tuesday, 13 July 2021
rekha
ସିଲ୍‌ ହେଲା ଅଭିନେତ୍ରୀ ରେଖାଙ୍କ ବଙ୍ଗଳା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରେଖାଙ୍କ ମୁମ୍ବାଇ ସ୍ଥିତ ବଙ୍ଗଳା ‘Sea Springs’କୁ ସିଲ୍ କରାଯାଇଛି। ରେଖାଙ୍କ ବାନ୍ଦ୍ରା ସ୍ଥିତ ଏହି ବଙ୍ଗଳାରେ କାର୍ଯ୍ୟରତ ଜଣେ ସିକ୍ୟୁରିଟି ଗାର୍ଡଙ୍କ କରୋନା ପଜିଟିଭ୍‌ ଆସିବା ପରେ ବଙ୍ଗଳାକୁ ସିଲ୍ କରାଯିବା ସହ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ବଙ୍ଗଳା ବାହାରେ ବିଏମ୍‌ସି ନୋଟିସ୍‌ ଲଗାଇ କଣ୍ଟେନ୍‌ମେଣ୍ଟ ଜୋନ୍ ଭାବେ ଘୋଷଣା କରିଛି। ସୂଚନା ଅନୁସାରେ, ରେଖାଙ୍କ ଏହି ବଙ୍ଗଳାରେ ୨ଜଣ ସିକ୍ୟୁରିଟି ଗାର୍ଡ ଅଛନ୍ତି। ଯେଉଁମାନେ […]

  • Tuesday, 13 July 2021
twit-1
ଗୋଟିଏ ଟ୍ୱିଟ ପାଇଁ ଝିଅକୁ ଫେରି ପାଇଲେ ବାପା

ଚନ୍ଦୌଲି:ସୋଶିଆଲ ମିଡିଆ ଲାଗି ଟଳିଗଲା ଏକ ବଡ ବିପଦ। ଅସାମାଜିକଙ୍କ ହାବୁଡରୁ ଉଦ୍ଧାର ପାଇଲେ ନାବାଳିକା । ଗୋଟିଏ ଟୁଇଟ ପାଇଁ ଝିଅକୁ ଫେରି ପାଇଲେ ବାପା। ନହେଲେ ଝିଅର ଜୀବନ ଯେ କ’ଣ ହୋଇଥାନ୍ତା ! ସୋଶିଆଲ ମିଡିଆକୁ ନେଇ ଅନେକଙ୍କ ମନରେ ନକାରାତ୍ମମ ଚିନ୍ତାଧାରା ଥିବାବେଳେ ଏହି ଘଟଣା ସେମାନଙ୍କୁ ଆଉ ଥରେ ଭାବିବା ପାଇଁ ବାଧ୍ୟ କରିବ। ଗୌହାଟିର ଏଇ ନାବାଳିକାଙ୍କୁ କାମାକ୍ଷ ଏକ୍ସପ୍ରେସରେ ଅପହରଣ କରି ନେଇ ଯାଉଥିଲେ ।  ହେଲେ […]

  • Tuesday, 13 July 2021
flight
ଜେଟ୍ ଇନ୍ଧନ ଦର ବୃଦ୍ଧି; ବଢିପାରେ ବିମାନ ଭଡା

ନୂଆଦିଲ୍ଲୀ:  ମହଙ୍ଗା ହେବ ବିମାନ ଯାତ୍ରା । ସରକାର ଜେଟ୍ ଇନ୍ଧନ ଦର ବୃଦ୍ଧି କରିଛନ୍ତି।  ଫଳରେ ବିମାନ ଭଡା ବଢିବାର ସମ୍ଭାବନା ରହିଛି। ତେବେ ଦରବୃଦ୍ଧି ଯୋଗୁ  କେବଳ ଇକୋନମିକ୍ ଶ୍ରେଣୀରେ ବିମାନ ଟିକେଟ ଦର ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର।  ବିଜିନେସ ଶ୍ରେଣୀରେ ଟିକଟ ଦର ବଢ଼ିବ ନାହିଁ ବୋଲି  ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଆସନ୍ତା ଏପ୍ରିଲ ଯାଏଁ ଟିକେଟ୍ ଦରରେ […]

  • Tuesday, 13 July 2021
arrest sohil
ବିବାହ ଭୋଜିରେ ଛେପ ଲଗା ରୁଟି ଦେଇ ଗିରଫ ହୋଇଥିଲେ, ଏବେ ଲାଗିଲା NSA

ମିରଟ: ବିବାହ ଭୋଜିରେ ଛେପ ଲଗାଇ ତନ୍ଦୁର ରୁଟି ତିଆରି କରି କ୍ୟାମେରା ସାମ୍ନାରେ ଧରା ପଡ଼ିଥିବା ଜଣ ଯୁବକଙ୍କ ବିରୋଧରେ ନାଶନାଲ ସିକ୍ୟୁରିଟି ଆକ୍ଟ (ଏନଏସ୍‌ଏ)ରେ ମାମଲା ରୁଜୁ କରାଯାଇଛି। ଉତ୍ତର ପ୍ରଦେଶର ମିରଟରେ ଘଟିଥିବା ଏହି ଘଟଣାର ଭିଡିଓ  ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତାଙ୍କ ଗତ ଫେବ୍ରୁଆରୀରେ ଗିରଫ କରାଯାଇଥିଲା। ଗିରଫ ଯୁବକଙ୍କ ନାମ ସୋହିଲ। ନିକଟରେ ତାଙ୍କ ପରିବାର ଜୁଡିସିଆଲ ମାଜିଷ୍ଟ୍ରେଟ କୋର୍ଟରେ ଜାମିନି ପାଇଁ ଆବେଦନ କରିଥିଲେ। ହେଲେ ଜିଲ୍ଲା […]

  • Tuesday, 13 July 2021