ହାଇଦ୍ରାବାଦ୍: କୋର୍ଟରୁ କାମ ସାରି ପତି-ପତ୍ନୀ ଫେରୁଥିଲେ ଘରକୁ। କିଛି ସମୟ ପରେ ଘରେ ହୁଏତ ପହଞ୍ଚିଥାନ୍ତେ। ହେଲେ ଅତର୍କିତ ଆକ୍ରମଣର ଶିକାର ହେଲେ ଦମ୍ପତି। କିଛି ଦୁର୍ବୃତ୍ତ ଗାଡିରୁ ଓହ୍ଲାଇ ଆକ୍ରମଣ କରିବା ଆରମ୍ଭ କଲେ। ପିଟି ଦମ୍ପତିକୁ ମାରି ଦେଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ରାସ୍ତାରେ ଲୋକେ ଦୃଶ୍ୟର ଭିଡିଓ ରେକର୍ଡିଂ କରୁଥିଲେ। ହେଲେ କେହି ଉଦ୍ଧାର କରିବା ପାଇଁ ଆଗେଇ ଆସି ନ ଥିଲେ। ଏପରି ଦୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି […]
ନୂଆଦିଲ୍ଲୀ: ହୋଟେଲକୁ ଖାଇବାକୁ ଯାଇ ୱେଟରକୁ ଲୋଭନୀୟ ଟିପ୍ସ୍ ଦେବା ପରି ଖବର ଅନେକ ସମୟରେ ସୋଶାଲ ମିଡିଆରେ ଦେଖିବାକୁ ମିଳିଥାଏ। ଏହାକୁ ନେଇ ଅନେକ ଲୋକ ଚର୍ଚ୍ଚାକୁ ଆସିଥିବା ବି ଆମେ ଦେଖିବାକୁ ପାଇଥାଉ। କିଛି ଦିନ ତଳେ ଜଣେ ବ୍ୟକ୍ତି ୱେଟରକୁ ଲକ୍ଷାଧିକ ଟଙ୍କାର ଟିପ୍ସ୍ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ବ୍ୟକ୍ତିଜଣକ ଅନେକ ବର୍ଷରୁ ଏହି ରେଷ୍ଟୁରାଣ୍ଟକୁ ଖାଇବାକୁ ଆସୁଛନ୍ତି। ଆଉ ଏହି ୱେଟର ଜଣକ ନିୟମିତ ତାଙ୍କ ସେବା ପାଇଁ ହାଜର ହୋଇଯାଏ। […]
ନୂଆଦିଲ୍ଲୀ: ଏ କାହାଣୀ ଜଣେ ଯୁବତୀଙ୍କର। ଯେଉଁ କାହାଣୀର ଆରମ୍ଭ ଅତ୍ୟନ୍ତ ଆନନ୍ଦ ଦାୟକ, ହେଲେ ପରିଣତି ହୃଦୟଥରା, ଯନ୍ତ୍ରଣାଶିକ୍ତ। ଝିଅଟିଏ ଜୀବନରେ ଯାହା କିଛି ଚାହିଁଥାଏ, ତାଙ୍କ ପାଖରେ ସେ ସବୁ ଅଜାଡି ଦେଇଥିଲେ ଭଗବାନ । ଏମିତି ବାପା-ମା’ଙ୍କୁ ପାଇଥିଲେ ଯେଉଁମାନେ ଝିଅର ଖୁସି ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥିଲେ। ସମାଜର ସବୁ ପ୍ରତିବନ୍ଧକକୁ ସାମ୍ନା କରି ବାପା-ମା’ ଝିଅକୁ ପାଠ ପଢାଇଥିଲେ। ନିଜ ଗୋଡରେ ଛିଡ଼ା ବି କରାଇଥିଲେ। ହେଲେ ହଠାତ୍ […]
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଗତମାସ ଜାନୁଆରୀ ୨୬ ତାରିଖରେ ଟ୍ରାକ୍ଟର ରାଲିରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ଏହି ହିଂସା ଘଟଣାର ମୋଷ୍ଟ ୱାଣ୍ଟେଡ୍ ମନିନ୍ଦର ସିଂହଙ୍କୁ ପୋଲିସ ଗିରଫ କରିଛି। ହିଂସାକାଣ୍ଡ ସମୟର ଏକ ଭିଡିଓ ଭାଇରାଲ ହୋଇଥିଲା । ଏଥିରେ ଦେଖିବାକୁ ମିଳିଥିଲା ମନିନ୍ଦର ୨ଟି ଖଣ୍ଡା ଧରି ଲାଲ କିଲ୍ଲା ଉପରେ ଚଢିବା ସହ ଦେଶ ବିରୋଧି ଭାଷଣ ଦେଇଥିଲେ। ଏଥିସହିତ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଦିଲ୍ଲୀର ସ୍ୱରୂପ ନଗର ଅଧିବାସୀ ମନିନ୍ଦର ଅନ୍ୟ […]
ଭୋପାଳ: ମଧ୍ୟ ପ୍ରଦେଶରେ ମଙ୍ଗଳବାର ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୩୨ ଜଣଙ୍କର ମୃତ୍ୟୁ ଘଟିଛି। ସିଘିରୁ ସତନା ଯାଉଥିବା ଯାତ୍ରୀବାହୀ ବସ୍ଟି ବାଣସାଗର କେନାଲରେ ଖସି ପଡିଛି। ମିଳିଥିବା ସୂଚନା ଅନୁସାରେ ବସ୍ରେ ୬୦ ଜଣ ଲୋକ ଯାଉଥିଲେ। ସେମାନଙ୍କ ମଧ୍ୟରୁ ୩୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ମୃତ ବ୍ୟକ୍ତିଙ୍କ ପରିଜନଙ୍କୁ ୫ ଳକ୍ଷ […]
ଭୁବନେଶ୍ୱର: ଓ୍ୱାନ ନ୍ୟାସନ ଓ୍ୱାନ୍ ଫାସଟ୍ୟାଗ। ଆଜି ମଧ୍ୟରାତ୍ରରୁ ସମସ୍ତ ଟୋଲ ଗେଟ୍ରେ ଲାଗୁ ହୋଇଛି ଏହି ନୂଆ ବ୍ୟବସ୍ଥା। ନିୟମ ଲାଗୁହେବା ପରେ ପ୍ରଥମରୁ ହିଁ ଅନେକ ସ୍ଥାନରେ ଫାଇନ୍ ଦେଇଛନ୍ତି ଗାଡ଼ି ଚାଳକ। ଫାସଟ୍ୟାଗ ନ ଲଗାଇଥିବାରୁ ଦେଇଛନ୍ତି ଦୁଇଗୁଣା ଟୋଲ୍ ଫି । ଉତ୍ତର ପ୍ରଦେଶ ଗୋରଖପୁର ଏବଂ ମଧ୍ୟପ୍ରଦେଶର ଇନ୍ଦୋର ଟୋଲ୍ ପ୍ଲାଜାରେ ଫାସଟ୍ୟାଗ ନ ଲଗାଇଥିବା ଗାଡ଼ି ଚାଳକଙ୍କ ଠାରୁ ଦୁଇଗୁଣା ଟୋଲ୍ ଆଦାୟ କରାଯାଇଛି । ଟୋଲ ଆଦାୟରେ […]