ନୂଆଦିଲ୍ଲୀ: ୟୁପିଏସ୍ସି ସିଭିଲ ସର୍ଭିସ ପ୍ରିଲିମ୍ସ ୨୦୨୧ ପାଇଁ ଶେଷ ସୁଯୋଗକୁ ଅପେକ୍ଷା କରିଥିବା ପରୀକ୍ଷାର୍ଥୀଙ୍କୁ ନିରାଶ କରିଛନ୍ତି ସୁପ୍ରିମକୋର୍ଟ। ୟୁପିଏସ୍ସି ସିଭିଲ ସର୍ଭିସ ପ୍ରିଲିମ୍ସ ପାଇଁ ବୟସସୀମା ଅତିକ୍ରମ କରି ସାରିଥିବା ପରୀକ୍ଷାର୍ଥୀଙ୍କୁ ଆଉ ଗୋଟିଏ ସୁଯୋଗ ଦେବାକୁ ମନା କରି ଦେଇଛନ୍ତି ସୁପ୍ରିମ୍ କୋର୍ଟ। ସର୍ବୋଚ୍ଚ ଅଦାଲତଙ୍କର ଏପରି ନିଷ୍ପତ୍ତି ୨୦୦୦ରୁ ଅଧିକ ଆଶାୟୀ ପରୀକ୍ଷାର୍ଥୀଙ୍କୁ ଏକ ବଡ ଝଟକା ଦେଇଛି। ୨୦୨୦ କରୋନା ବର୍ଷ ଏହି ପ୍ରାର୍ଥୀମାନଙ୍କ ପାଇଁ ଶେଷ ବର୍ଷ ଥିଲା। […]
ମଥୁରା: ମଙ୍ଗଳବାର ବିଳମ୍ବିତ ରାତିରେ ଯମୁନା ଏକ୍ସପ୍ରେସ ୱେରେ ଭୟଙ୍କର ଦୁର୍ଘଟଣା ଘଟିଯାଇଛି । ଡିଜେଲ ନେଇ ଯାଉଥିବା ଏକ ଟ୍ୟାଙ୍କର ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟି ହୋଇଯାଇଛି। ଫଳରେ ଡିଭାଇଡର ଭାଙ୍ଗି ଯାଇ ଟ୍ୟାଙ୍କରଟି ଆଗ୍ରା ଆଡକୁ ଯାଉଥିବା ଏକ ଇନୋଭା ଉପରେ ଚଢି ଯାଇଛି। ଇନୋଭାରେ ଥିବା ୭ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଦୁର୍ଘଟଣା ଖବର ପାଇ ଡିଏମ ନବନୀତ ଚହଲ ଏବଂ ଏସ୍ଏସ୍ପି ଗୌରବ ଗ୍ରୋଭର ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ […]
ନୂଆଦିଲ୍ଲୀ: ପାକିସ୍ତାନ ପ୍ରତି ପୁଣି ଉଦାର ମନୋଭାବର ପରିଚୟ ଦେଲା ଭାରତ। ଭାରତୀୟ ବାୟୁସୀମାରେ ପାକିସ୍ତାନ ବିମାନକୁ ଉଡ଼ାଣ ଲାଗି ଅନୁମତି ଦେଲେ କେନ୍ଦ୍ର ସରକାର । ଯାହାଫଳରେ ଆଜି ଭାରତୀୟ ବାୟୁସୀମା ଦେଇ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବିମାନ ଉଡ଼ି ପାରିବ। ସୂଚନାଥାଉ କି, ଆଜି ଇମ୍ରାନ ଖାଁଙ୍କ ଶ୍ରୀଲଙ୍କା ଗସ୍ତ କାର୍ଯ୍ୟକ୍ରମ ଥିଲା। ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପ୍ରଥମ ଥର ଲାଗି ଶ୍ରୀଲଙ୍କା ଗସ୍ତରେ ଯାଉଛନ୍ତି। ତେଣୁ ଭାରତୀୟ ବାୟୁସୀମା ଦେଇ […]
ଭୁବନେଶ୍ୱର: ତୈଳଦର ୨ ଦିନ ସ୍ଥିର ରହିବା ପରେ ଆଜି ପୁଣି ବଢିଛି। ତୈଳ କମ୍ପାନୀ ମଙ୍ଗଳବାର ପେଟ୍ରୋଲ ଦର ଲିଟର ପିଛା ୩୫ ପଇସା ବୃଦ୍ଧି କରିଥିବାବେଳେ ଡିଜେଲ ୩୮ ପଇସା ବୃଦ୍ଧି କରିଛନ୍ତି। ଗୋଟିଏ ପଟେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳଦର ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ବି ଡିଜେଲ, ପେଟ୍ରୋଲ ଉପରେ ଟିକସ ହ୍ରାସ କରୁ ନାହାନ୍ତି। ଦେଶର ସବୁ ସହରରେ ସହରରେ ପେଟ୍ରୋଲ ଦର ଲିଟର ପିଛା ୯୦ ଟଙ୍କା ଉପରେ […]
ନୂଆଦିଲ୍ଲୀ: ଭାରତୀୟ ଡାକ ବିଭାଗ ପକ୍ଷରୁ ଖାଲି ପଡିଥିବା ପଦବୀ ପାଇଁ ଆବେଦନପତ୍ର ଆହ୍ୱାନ କରାଯାଇଛି। ଆଗ୍ରହୀ ପ୍ରାର୍ଥୀମାନେ ୨୦୨୧ ଏପ୍ରିଲ ୪ ତାରିଖ ପୂର୍ବରୁ ଆବେଦନ କରିପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଡାକ ବିଭାଗରେ ଖାଲି ଥିବା ଡେସପାଚ୍ ରାଇଡର ((General Central Service Gr.C, Non- Gazetted, Non-MinisteriaI) ) ପଦବୀ ପାଇଁ ଯୋଗ୍ୟ ଭାରତୀୟ ନାଗରିକଙ୍କଠାରୁ ଆବେଦନପତ୍ର ଆହ୍ୱାନ କରାଯାଇଛି। ଖାଲି ପଡ଼ିଥିବା ୬ଟି ପଦବୀ ପାଇଁ […]
ପୁଡୁଚେରୀ: ପୁଡୁଚେରୀରେ କ୍ଷମତା ହରେଇଲା କଂଗ୍ରେସ। ଏକାଧିକ ବିଧାୟକ ସୋମବାର ଇସ୍ତଫା ଦେବା ପରେ ଏଠାରେ ରାଜନୈତିକ ସଙ୍କଟ ଦେଖା ଦେଇଥିଲା। ଏ ନେଇ ସରକାର ସୋମବାର ଆସ୍ଥା ଭୋଟରେ ବହୁମତ ସାବ୍ୟସ୍ତ କରିବାର ଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ଭି.ନାରାୟଣସାମୀ ଏହା ପୂର୍ବରୁ ବିଧାନସଭାରୁ ବାହାରି ଯାଇଛନ୍ତି। ଏହା ପରେ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସୂଚନାଥାଉ କି, ଗତ ସପ୍ତାହରେ ଏକାଧିକ ବିଧାୟକ ଇସ୍ତଫା ଦେବା ପରେ କଂଗ୍ରେସ ସରକାରରେ ସଙ୍କଟ ଦେଖା ଦେଇଥିଲା। […]
କରାଚି: କରାଚି ସହରରେ ଥିବା ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜ୍ ବିଲ୍ଡିଂ ଉପରେ ଆତଙ୍କୀ ହମ୍ଲା ହୋଇଛି। ଆଜି ସକାଳେ ଆତଙ୍କବାଦୀମାନେ ଏହି ହମ୍ଲା କରିଥିବା ଜଣାପଡ଼ିଛି। ତେବେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଏହି ଆକ୍ରମଣରେ ଜଣେ ପୁଲିସ୍ ଅଧିକାରୀ ଓ ଜଣେ ସିକ୍ୟୁରିଟି ଗାର୍ଡ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଆତଙ୍କବାଦୀମାନେ ଗ୍ରେନେଡ୍ ଓ ବନ୍ଧୁକ ସାହାଯ୍ୟରେ ଏହି ହମ୍ଲା କରିଛନ୍ତି। ଏହି ବିଲ୍ଠିଂ ହାଇ ସିକ୍ୟୁରିଟି ଜୋନ୍ରେ ରହିଛି। […]
ନୂଆଦିଲ୍ଲୀ: ଗତ କିଛି ଦିନ ଧରି କ୍ରମାଗତଭାବେ ତୈଳଦର ବୃଦ୍ଧି ପାଇବା ପରେ ୨ ଦିନ ହେବ ଏଥିରେ ଲଗାମ ଲାଗିଛି। ଦେଶରେ ପେଟ୍ରୋଲ, ଡିଜେଲ ଦର ଆକାଶଛୁଆଁ ହୋଇଥିବାବେଳେ ଦୁଇଦିନ ହେଲା ଲୋକେ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ତୈଳ କମ୍ପାନୀ ସୋମବାର ମଧ୍ୟ ପେଟ୍ରୋଲ ଡିଜେଲ ଦର ଅପରିବର୍ତ୍ତିତ ରଖିଛନ୍ତି। ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଦର ଲିଟର ପିଛା ୯୦.୫୮ ଟଙ୍କା ଥିବାବେଳେ ଡିଜେଲ ଦର ୮୦.୯୭ ଟଙ୍କା ରହିଛି। ଶନିବାର ସୁଦ୍ଧା କ୍ରମାଗତ […]