• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

help3
ଆଦିବାସୀଙ୍କ ପାଇଁ କାନ୍ଧରେ ଖାଦ୍ୟ ସାମଗ୍ରୀ ବୋହି ୩କିମି ଚାଲିଲେ ଜିଲ୍ଲାପାଳ ଓ ବିଧାୟକ

କେରଳ: ସାରା ଦେଶରେ ଲକ୍‌ଡାଉନ୍‌ ହୋଇଥିବା ଯୋଗୁଁ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି।  କେରଳର ଏକ ଆଦିବାସୀ ଗାଁରେ ଅନେକ ଦିନ ଲୋକେ ଭୋକ ଉପାସରେ ରହିଥିବାବେଳେ ଏମାନଙ୍କ ପାଇଁ ଆଶାର କିରଣ ହୋଇଛନ୍ତି ବିଧାୟକ ଓ ଜିଲ୍ଲାପାଳ। କେରଳର ପଥନମଥିତାର ପାହାଡ଼ ଜଙ୍ଗଲ ଘେରା ଗାଁରେ ରହିଛନ୍ତି ଅନେକ ଆଦିବାସୀ। ତେବେ ସହର ଠାରୁ କାହିଁ କେତେ ଦୂରରେ ରହିଛି ଏହି ଗାଁ। ତେବେ ଏହି ଗାଁର ୩୭ଟି ପରିବାର ଲକଡାଉନ ଯୋଗୁଁ ବନ୍ଦୀ ହୋଇ […]

  • Wednesday, 14 July 2021
hindu-muslim-solidarity
ଲକ୍‌ଡାଉନ୍‌ରେ ଭାଇଚାରା: ଅନ୍ତିମ ସଂସ୍କାରରେ ଏକାଠି ହେଲେ ହିନ୍ଦୁ ଓ ମୁସଲମାନ

ଲକ୍ଷ୍ନୌ: ନୋଭେଲ କରୋନା ଭୂତାଣୁ ଆତଙ୍କ ଆପଣାରମାନଙ୍କୁ ଦୂରେଇ ଦେଉଥିବାବେଳେ ଉତ୍ତରପ୍ରଦେଶର ବୁଲନ୍ଦଶେହର ଜିଲ୍ଲାରେ କିନ୍ତୁ ଦୁଇ ସମ୍ପ୍ରଦାୟକୁ ଏକାଠି କରିଛି। ସାରା ଦେଶ ଲକ୍‌ଡାଉନ୍ ଥିବା ବେଳେ ହିନ୍ଦୁ-ମୁସଲମାନ ଭାଇଚାରା ଦୃଶ୍ୟ ସାମ୍ନାକୁ ଆସିଛି। ଏଠାରେ ଜଣେ ହିନ୍ଦୁ ଭାଇଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ସ୍ଥାନୀୟ ମୁସଲମାନ ଭାଇମାନେ ଲକ୍‌ଡାଉନ୍ ପରିସ୍ଥିତିରେ ମଧ୍ୟ ଅନ୍ତିମ ସଂସ୍କାର କାର୍ଯ୍ୟ ଶେଷ କରିଛନ୍ତି। ଏଭଳି ଭାଇଚାରାର ଦୃଶ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଘଟଣାଟି ଆନନ୍ଦବିହାର ଅଞ୍ଚଳର। ଏଠାରେ […]

  • Wednesday, 14 July 2021
atm
ଅନ୍ୟ ବ୍ୟାଙ୍କ ଏଟିଏମରୁ ଟଙ୍କା ଉଠାଇଲେ ଲାଗିବନି ଟ୍ୟାକ୍ସ

ନୂଆଦିଲ୍ଲୀ: ଏଣିକି ଯେକୌଣସି ବ୍ୟାଙ୍କର ଏଟିଏମରୁ ଟଙ୍କା ଉଠାଇଲେ ଅତିରିକ୍ତ ଟଙ୍କା ଗଣିବାକୁ ପଡ଼ିବନି।  ଡେବିଟ୍‌ କାର୍ଡଧାରୀ ଯେକୌଣସି ବ୍ୟାଙ୍କ ଏଟିଏମ୍‌ରୁ ବିନା ଶୁଳ୍କରେ ଟଙ୍କା ଉଠାଇପାରିବେ। ଏହା ଆଗାମୀ ୩ ମାସ ଯାଏ ଲାଗୁ ହେବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ଏଥିସହ ବର୍ତ୍ତମାନ ବ୍ୟାଙ୍କ ଆକାଉଣ୍ଟରେ ମିନିମମ୍‌ ବାଲାନ୍ସ ମେଣ୍ଟେନ୍‌ କରିବା ପଡ଼ିବନି। କରୋନା ପାଇଁ ଉପୁଜିଥିବା ସ୍ଥିତିର ମୁକାବିଲା କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ଏପରି ଘୋଷଣା କରିଛନ୍ତି। ବର୍ତ୍ତମାନ […]

  • Wednesday, 14 July 2021
shivraj
ଚତୁର୍ଥ ଥର ଲାଗି ଶପଥ ନେଲେ ଶିବରାଜ

ଭୋପାଲ:  ବିଜେପିର ଶିବରାଜ ସିଂହ ଚୌହାନ ଆଜି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜଭବନଠାରେ ରାଜ୍ୟପାଳ ଲାଲଜୀ ଟଣ୍ଡନ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି।  ତେବେ ଅନେକ ଦିନର ହଟଚମଟ ପରେ ବିଜେପିର ଶିବରାଜ ସିଂହ ଚୌହାନ ଆଜି ରାତି ୯ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତେବେ ଆଜି ରାତିରେ ଶିବାରାଜ ଶପଥ ଗ୍ରହଣ କରିବେ ବୋଲି ଜଣାପଡିଥିଲା। ଏହା ପୂର୍ବରୁ ବିଜେପି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ […]

  • Wednesday, 14 July 2021
hang
ନିର୍ଭୟା ଦୋଷୀଙ୍କ ମୃତ୍ୟୁ ଦଣ୍ଡ ପରେ ଜାତିସଂଘ କହିଲା ଫାଶି ବନ୍ଦ କର

ଜେନେଭା: ଫାଶି ଦଣ୍ଡକୁ ବନ୍ଦ କରିବା ପାଇଁ ଜାତିସଂଘ ସାରା ବିଶ୍ୱକୁ ଆହ୍ୱାନ ଦେଇଛନ୍ତି। ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟଣାର ୪ ଦୋଷୀଙ୍କୁ ପାଶୀ ଦିଆଯିବା ପରେ ଜାତିସଂଘ ଏପରି ମତ ରଖିଛି। ଏକବିଂଶ ଶତାବ୍ଦୀରେ ଫାଶୀର କୌଣସି ସ୍ଥାନ ନାହିଁ ବୋଲି ଜାତିସଂଘ କହିଛି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗଟ୍ରେସ୍‌ଙ୍କ ମୁଖପାତ୍ର ଷ୍ଟେଫାନ୍‌ ଡୁଜାରିକ୍‌ କହିଛନ୍ତି, ଆମେ ଫାଶିକୁ ନେଇ ସ୍ପଷ୍ଟ ମତ ରଖି ଆସିଛୁ ଯେ ସମସ୍ତ ଦେଶ ଫାଶୀ ଦଣ୍ଡ […]

  • Wednesday, 14 July 2021
ipopl
ଆଇପିଏଲ ମ୍ୟାଚ ବାତିଲ ହେଲେ କାହାର ହେବ କ୍ଷତି?

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଲିଗ ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ) ଟୁର୍ଣ୍ଣାମେଣ୍ଟ ହେବା ନେଇ ଏବେ ଅନିଶ୍ଚିତତା ଦେଖାଦେଇଛି। ଦେଶରେ କରୋନା ଭୟାବହତାକୁ ଦୃଷ୍ଟିରେ ରଖି ନିର୍ଦ୍ଧାରିତ ସମୟରେ ଖେଳ ହେବା ଆଉ ସମ୍ଭବ ନୁହେଁ। ସତେ ଯେପରି  ୧୩ଶ ସଂସ୍କରଣ ଏହି ଟୁର୍ଣ୍ଣାମେଣ୍ଟ ଉପରେ କରୋନା ଗ୍ରାସ କରିଛି। କିନ୍ତୁ ଏଠି ପ୍ରଶ୍ନ, ଯଦି ଆଇପିଏଲ ମ୍ୟାଚ ବାତିଲ ହୁଏ, ତେବେ କାହାର କ୍ଷତି ହେବ। ବାତିଲ୍ ହେବା ଦ୍ୱାରା ଯେ କେବଳ ବିସିସିଆଇ, ଫ୍ରାଞ୍ଚାଇଜି […]

  • Wednesday, 14 July 2021
simaa
ନିର୍ଭୟାଙ୍କୁ ନ୍ୟାୟ ଦେବା ପାଇଁ ଆଇଏସ୍ ହେବାର ସ୍ୱପ୍ନ ଛାଡ଼ିଦେଲେ

ନୂଆଦିଲ୍ଲୀ:  ନିର୍ଭୟାଙ୍କୁ ନ୍ୟାୟ ଦେବାରେ ପ୍ରଚ୍ଛଦପଟର ସେ ହେଲେ ନାୟିକା। ସୀମା ଭିତରେ ଥାଇ ସଫଳତାର ସର୍ବୋଚ୍ଚ ସୀମାକୁ ଛୁଇଁବାରେ ସକ୍ଷମ ହୋଇଛନ୍ତି ଓକିଲ ସୀମା ଖୁସଓ୍ୱା। ଯିଏ ନିର୍ଭୟାଙ୍କୁ ନ୍ୟାୟ ଦେବାକୁ ଦୀର୍ଘ ୭ ବର୍ଷ ୩ ମାସ ଓ ୩ ଦିନ ଧରି ସଂଗ୍ରାମ କରିଚାଲିଥିଲେ। ବହୁ ଘାତ ପ୍ରତିଘାତ ସତ୍ତ୍ୱେ ନିଜେ ଆଇନଗତ ଲଢ଼େଇ ଲଢ଼ିଥିଲେ। ବିନା ସର୍ତ୍ତ ଓ ଟଙ୍କା ଲୋଭ ନରଖି  ନିର୍ଭୟାଙ୍କ ବାପା-ମାଆଙ୍କୁ ପ୍ରତି କ୍ଷଣରେ ଆଶା ନହରାଇବାର […]

  • Wednesday, 14 July 2021
whats
'କରୋନା'ର ଅପଡେଟ୍ ସୂଚନା ଦେବ ଏହି ହ୍ୱାଟ୍ସଆପ ନମ୍ବର

ନୂଆଦିଲ୍ଲୀ: ଭୟଭୀତ ନ ହୋଇ କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ଜାରି ହୋଇଛି ହ୍ୱାଟ୍ସ ଆପ ନମ୍ବର। କରୋନା ମୁକାବିଲା ସତର୍କତାମୂଳକ  କେନ୍ଦ୍ର ସରକାର ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାରଙ୍କ MyGov Corona Helpdesk ପକ୍ଷରୁ  ଜାରି ହୋଇଥିବା ହ୍ୱାଟ୍ସ ଆପ୍ ନମ୍ବର ହେଉଛି ୯୦୧୩୧୫୧୫୧୫। କେନ୍ଦ୍ର ସରକାରଙ୍କ ହେଲ୍ପ ଡେସ୍କକୁ ଆପଣ ଏହି ନମ୍ବରରେ ହ୍ୱାଟସ ଆପ୍ କରିପାରିବେ। ୨୪ ଘଣ୍ଟା ମେଡିକାଲ […]

  • Wednesday, 14 July 2021