ଫୋନରେ ଆପଣଙ୍କୁ କେହି ବ୍ୟାଙ୍କ ସମ୍ପର୍କିତ ତଥ୍ୟ ମାଗୁଛନ୍ତି କି? ଆପଣ ଅନଲାଇନ୍ କାରବାର କରୁଛନ୍ତି କି? ତେବେ ସାବଧାନ। ଯେକୌଣସି ସମୟରେ ଆପଣ ହୋଇପାରନ୍ତି ଲୁଟର ଶୀକାର। କାରଣ, ରାଜ୍ୟରେ ସକ୍ରିୟ ହୋଇଛନ୍ତି ଝାଡଖଣ୍ଡର ସାଇବର ଠକ ଜାମତାରା ଗ୍ୟାଙ୍ଗ। ଏକ ଭିଡିଓ ଜାରି କରି ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ପୋଲିସ କମିଶନର।
କେମିତି ଦିଆଯିବ କରୋନା ଟୀକା? ଆସନ୍ତା ଜାନଆରୀରେ ଦେଶରେ କରୋନା ଟୀକା ମିଳିବା ସମ୍ଭାବନା ଥିବାରୁ ଟୀକାକରଣ ପ୍ରକ୍ରିୟାକୁ ନେଇ ତତ୍ପର ହୋଇପଡିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। କେଉଁମାନଙ୍କୁ ପ୍ରଥମେ ଟୀକା ଦିଆଯିବ ଓ କିଭଳି ଦିଆଯିବ ସେନେଇ କେନ୍ଦ୍ର ସରକାର ବିସ୍ତୃତ ଗାଇଡଲାଇନ ଜାରି କରିସାରିଛନ୍ତି।
କରୋନା ମୁକାବିଲା ଲାଗି ପ୍ରତ୍ୟେକ ଦିନ କିଛି ନା କିଛି ଖବର ପ୍ରକାଶିତ ହେଉଛି । କରୋନା ଟିକା କେବେ ଆସିବ ଓ ଆସିଲେ କାହାକୁ ଦିଆଯିବ ସେନେଇ ବି ଜୋରସୋରରେ ଚର୍ଚ୍ଚା ଚାଲିଛି । ତେବେ ଏହାରି ମଧ୍ୟରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ସ୍ୱାଗତ କରାଯାଇଛି
ଆମ୍ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଘୋଷଣାନାମାରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି। ମଙ୍ଗଳବାର ସେ ଏହା ଘୋଷଣା କରିଛନ୍ତି। ୟୁପିରେ ୨୦୨୨ ମସିହାରେ ବିଧାନସଭା ପାଇଁ ନିର୍ବାଚନ ହେବ
ନିଦ ହେଲା କାଳ । ରାତି ଅଧରେ ମନ୍ଦିରରେ ଚୋରି କରିବାକୁ ଯାଇଥିଲେ ଦୁର୍ବୃତ୍ତ । କିନ୍ତୁ ନିଦ ଏମିତି ଭାବରେ ଆସଲା ଯେ, ସେହିଠାରେ ହିଁ ଶୋଇ ପଡିଲା ଚୋର । ତେବେ ମନ୍ଦିରରେ ଥିବା ଅନେକ ସାମଗ୍ରୀକୁ ନିଜ ବ୍ୟାଗରେ ବାନ୍ଧି ରଖିଥିଲା ଚୋର ।
ନିମନ୍ତ୍ରଣ ରକ୍ଷା କଲେ ବୋରିସ ଜନସନ । ଆସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ମିଳିଥିବା ସୂଚନା ଅନୁସାରେ, ଭାରତ ସରକାରଙ୍କ ପକ୍ଷରୁ କରାଯାଇଥିବା ନିମନ୍ତ୍ରଣକୁ ସ୍ୱୀକାର କରିଛନ୍ତି ବୋରିସ
ନୂଆଦିଲ୍ଲୀ : ସୀମା ଟପିଲା ନୃସଂଶତା । ସୀମା ଟପିଲା ବର୍ବରତାର । ଏମିତି ଏକ ଘଟଣା ଘଟିଛି ଯାହାକି ଆପଣଙ୍କୁ ବି ଆବାକ କରିଦେବ । ମିଳିଥିବା ସୂଚନା ଅନୁସାରେ, ଜଣେ ୧୭ ବର୍ଷିୟ ନାବାଳକ ନିଜ ମାଆକୁ ୧୧୮ ଥର ଛୁରୀରେ ଆକ୍ରମଣ କରି ହତ୍ୟା କରିଛି । କେବଳ ହତ୍ୟା କରିଛି ତାହା ନୁହେଁ ବରଂ ହତ୍ୟା ପରେ ପୋଲିସକୁ ବଡ ବ୍ୟାଗ ଆଣିବାକୁ କହିଥିଲା । ତେବେ ସ୍କୁଲରୁ ପାଠ ପଢି […]
ଚାଷୀଙ୍କୁ ନେଇ ଥମିବାରେ ନା ନେଉ ନାହିଁ ରାଜନୀତି । ପ୍ରତ୍ୟେକଦିନ ଚାଷୀଙ୍କ ସମ୍ପର୍କରେ ସରକାରୀ ଓ ବିରୋଧୀଙ୍କ ପକ୍ଷରୁ ଭିନ୍ନ ଭିନ୍ନ ତଥ୍ୟ ପ୍ରଦାନ କରାଯାଉଛି । ତେବେ ଏହାରି ମଧ୍ୟରେ ଆଜି ଗୁଜୁରାଟ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଗସ୍ତ ସମୟରେ ପୁଣି ଥରେ ଚାଷୀଙ୍କ ସମ୍ପର୍କରେ ବଡ କଥା କହିଛନ୍ତି ମୋଦି
ଦେଶରେ ଥମିବାରେ ନା ନେଉ ନାହିଁ ଚାଷୀ ଆନ୍ଦୋଳନ । ଲଗାତାର ଭାବରେ କୃଷକମାନେ ଆନ୍ଦୋଳନରେ ବସିଛନ୍ତି । ଶୀତ କାକରକୁ ଖାତର ନକରି ରାଜରାସ୍ତାରେ ସେମିତି ଅଖିଆ ଓ ଅପିଆ ବସିଛନ୍ତି ଚାଷୀ । ବାରମ୍ବାର ସରକାରଙ୍କ ସହ ଆଲୋଚନା ପରେ ବି କୌଣସି ନିଷ୍କର୍ସ ବାହାରି ପାରୁନାହିଁ
ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଯବାନ ସହିଦ। ଛତିଶଗଡ଼ କିସ୍ତରାମ ଜଙ୍ଗଲରେ ଲ୍ୟାଣ୍ଡମାଇନ୍ସ ବିସ୍ଫୋରଣରେ CRPFର ଡେପୁଟି କମାଣ୍ଡାଣ୍ଟ ବିକାଶ କୁମାର ସହିଦ ହୋଇଛନ୍ତି । କିଛି ବର୍ଷ ତଳେ ସିଆରଏଫର କୋବ୍ରା ବାଟାଲିୟନରେ କାର୍ଯ୍ୟରତ ଥିଲେ
ବୁଥରେ ଦିଆଯିବ କରୋନା ଟିକା । ଲୋକଙ୍କୁ କରୋନା ଟିକା ଦେବାକୁ ଭୋଟ୍ ସମୟରେ ପୋଲିଂ ବୁଥ ଭଳି ବୁଥ୍ ପ୍ରସ୍ତୁତ କରାଯିବ । ଏହି ବୁଥରେ କରୋନା ଟିକା ଦିଆଯିବ । ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ
ତେବେ ବିଜେପି ପକ୍ଷରୁ କୃଷି ଆଇନ ସପକ୍ଷରେ ଲୋକଙ୍କୁ ସଚତେନ କରିବା ଲାଗି ନିଷ୍ପତ୍ତି ହୋଇଛି। ସାରା ଦେଶରେ ୭୦୦ ସାମ୍ବାଦିକ ସମ୍ମିଳନୀ ଓ କୃଷକଙ୍କ ସହ ବୈଠକ କରି, କୃଷି ଆଇନର ଫାଇଦା ସଂପର୍କରେ ଚାଷୀଙ୍କୁ ବୁଝାଇବ ବିଜେପି
ନୂଆ କୃଷି ଆଇନ ବିରୋଧରେ ଚାଲିଥିବା କୃଷକଙ୍କ ଆନ୍ଦୋଳନ ଆଜି ୧୮ ଦିନରେ ପହଞ୍ଚିଛି । ଆଜି ଆନ୍ଦୋଳନରେ ସାମିଲ ହୋଇଛନ୍ତି ରାଜସ୍ଥାନର କୃଷକ ଶହ ଶହ କୃଷକ । ଦିଲ୍ଲୀ-ଜୟପୁର ରାଜରାସ୍ତାକୁ ଓହ୍ଲାଇଛନ୍ତି ।
ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଅସୁସ୍ଥ। ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। Delhi: Former Prime Minister Dr Manmohan Singh has been admitted to All India Institute of Medical Sciences (AIIMS) after complaining about chest pain (File pic) pic.twitter.com/a38ajJDNQP — ANI (@ANI) May 10, 2020 ରାତି ୮. ୪୫ରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଏମ୍ସର […]
ନୂଆଦିଲ୍ଲୀ: ୟୋନୋ ମୋବାଇଲ୍ ଆପ୍ ଜରିଆରେ ଇମର୍ଜେନ୍ସି ଲୋନ୍ ସ୍କିମ୍ ସଂପର୍କିତ ମିଥ୍ୟା ଖବର ପ୍ରଚାର ପ୍ରସଙ୍ଗ। ବର୍ତ୍ତମାନ ସ୍ଥିତିରେ ଏଭଳି କୌଣସି ଋଣ ଦିଆଯାଉନଥିବା ସ୍ପଷ୍ଟ କଲା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ। ଏଭଳି ଗୁଜବ ଉପରେ ବିଶ୍ୱାସ ନକରିବାକୁ ଉପଭୋକ୍ତାଙ୍କୁ ନିବେଦନ କଲା SBI। ତେବେ କୋଭିଡ୍ ଯୋଗୁଁ ଅର୍ଥ ସମସ୍ୟାରେ ପଡ଼ିଥିବା ବେତନଭୋଗୀ ଉପଭୋକ୍ତାଙ୍କ ପାଇଁ ଏକ ପ୍ରି-ଆପ୍ରୁଭ୍ଡ ପର୍ସନାଲ୍ ଲୋନ୍ ବ୍ୟବସ୍ଥା ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଉଛି। […]
ନୂଆଦିଲ୍ଲୀ : କେନ୍ଦ୍ର କୃଷି ଆଇନକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରୁଛନ୍ତି ବିରୋଧୀ । ଭ୍ରମ ସୃଷ୍ଟି କରି ନିଜ ଫାଇଦା ହାସଲ କରିବାକୁ ଚେଷ୍ଟା କରାଯାଉଛି । ଚାଷୀ ଆନ୍ଦୋଳନ ପ୍ରସଙ୍ଗକୁ ନେଇ ଆଜି ଏପରି ଢଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଚାଷୀଙ୍କ ଜମି ଆଦୌ ଯିବ ନାହିଁ, ଶିଳ୍ପ ଭଳି କଣ୍ଟ୍ରା ଫାର୍ମି ଦ୍ୱାରା ଲାଭବାନ ହେବେ । କୋରାପୁଟର ଚାଷୀ ମୁମ୍ବାଇରେ ଫସଲ ବିକ୍ରି କରିପାରିବ । ତିନିଟି […]
କେରଳ : କେରଳରେ ମାଗଣାରେ ମିଳିବ କରୋନା ଭ୍ୟାକସିନ୍ । ମୁଖ୍ୟମନ୍ତ୍ରୀ ପି. ବିଜୟନଙ୍କ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ରାଜ୍ୟର ସମସ୍ତ ବ୍ୟକ୍ତିଙ୍କୁ କରୋନା ଟିକା ମାଗଣାରେ ଯୋଗାଯିବ । ଯେପରି ପୋଲିଓ ଭ୍ୟାକସିନ୍ ବଣ୍ଟନ କରାଯାଇଥିଲା ସେହିଭଳି ଅଭିଯାନ କେରଳରେ ବି ଆରମ୍ଭ ହେବ । ଏହାପୂର୍ବରୁ ତାମିଲନାଡ଼ୁ, ମଧ୍ୟପ୍ରଦେଶ ସରକାର ବି ମାଗଣା ଟିକା ବଣ୍ଟନ ପାଇଁ ଘୋଷଣା କରିଛନ୍ତି । ଏବେ ଦେଶରେ ଭାରତ ବାୟୋଟେକ୍,ସେରମ୍ ଭଳି ୫ଟି ସଂସ୍ଥା […]
ନୂଆଦିଲ୍ଲୀ : ପାର୍ଲାମେଣ୍ଟ ଉପରେ ହୋଇଥିବା ଭୀରୁତାପୂର୍ଣ୍ଣ ଆକ୍ରମଣକୁ କେବେବି ଭୁଲିବ ନାହିଁ ଭାରତ । ଆଜିକାର ଦିନରେ ହୋଇଥିବା ପାର୍ଲାମେଣ୍ଟ ଆକ୍ରମଣ ଘଟଣାକୁ ମନେ ପକାଇବା ସହ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୀର ଯବାନଙ୍କ ସାହସ ଓ ବଳିଦାନକୁ ମନେ ପକାଇବା ସହ ଏହି ବଳିଦାନ ପାଇଁ ଦେଶ ସେମାନଙ୍କୁ ସବୁବେଳେ ମନେ ରଖିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଆଜି ପାର୍ଲାମେଣ୍ଟ ପରିସରରେ ସହିଦ ପୋଲିସ୍ […]
ନୂଆଦିଲ୍ଲୀ: ଏଣିକି ମେସିନରେ ସାନିଟାଇଜ ହେବ ମୋବାଇଲ, ଲାପଟପ, ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ। ଏଭଳି ଏକ ମେସିନ ପ୍ରସ୍ତୁତ କରିଛି ଡିଆରଡିଓ। ଏହି ମେସିନ୍ ସାହାଯ୍ୟରେ ମୋବାଇଲ ଫୋନ, ଆଇପଡ୍, ଲାପଟପ୍, ଟଙ୍କା, ଚେକ୍, ଚାଲାଣ, ପାସବୁକ, ପେପର, ଏନଭଲପ୍ ଆଦି ସାନିଟାଇଜ ହୋଇପାରିବ। ହାଇଦ୍ରାବାଦ ସ୍ଥିତ ଡିଆରଡିଓ ଏହି ମେସିନ୍ ପ୍ରସ୍ତୁତ କରିଛି। ଏହାକୁ ଡିଫେନ୍ସ ରିସର୍ଚ ଅଲଟ୍ରା ଭାଓଲେଟ ସାନିଟାଇଜର କୁହାଯାଉଛି। ଏହି ମେସିନ ସାହାଯ୍ୟରେ ଏହି ସାମଗ୍ରୀକୁ ନ ଛୁଇଁ ସାନିଟାଇଜ […]