• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

corona
୨୩ ଦିନରେ ତୁଟିଗଲା ୭ ଜନ୍ମର ବନ୍ଧନ

ରାଜଗଡ଼ : ସୁନାର ସଂସାର ଉଜାଡ଼ି ଦେଲା ମହାମାରୀ । ପାଦରେ ଅଳତାର ରଙ୍ଗ ପିକା ପଡ଼ିନଥିବା ବେଳେ କରୋନା ଆଗରେ ସବୁଦିନ ପାଇଁ ହାରିଯାଇଛି ମଥାର ସିନ୍ଦୁର । ନୂଆ ଗଢ଼ା ହେବା ପୂର୍ବରୁ ଅଧା ହୋଇ ରହିଯାଇଛି କାହାଣୀ । କରୋନାର ସମସ୍ତ ନିୟମ ମାନି ବିବାହ କରିଥିବା ଯୁବକ କରୋନା ସଂକ୍ରମିତ ହୋଇ ଜୀବନ ହାରିଦେଲେ । ୨୩ ଦିନ ଧରି ଅଦୃଶ୍ୟ ଭୂତାଣୁ ସହ ଲଗାତାର ସଂଘର୍ଷ ପରେ ଚିକିତ୍ସାଧୀନ ଅବସ୍ଥାରେ […]

  • Tuesday, 13 July 2021
_117666215_virusnosegraphic
ତୃତୀୟ ଲହରୀର ଭୟାବହତା ରୋକିବା ପାଇଁ ତୀବ୍ର କରିବାକୁ ହେବ ଟିକାକରଣ

ନୂଆଦିଲ୍ଲୀ : କରୋନା ମହାମାରୀର ଭୟାବହତା ମଧ୍ୟରେ କେନ୍ଦ୍ର ସରକାରଙ୍କୁ ସତର୍କ କରାଇଲେ ବୈଜ୍ଞାନିକ । ଦେଶରେ ଟିକାକରଣ କାର୍ଯ୍ୟକ୍ରମକୁ ତୀବ୍ରତର ନକଲେ ଭୟାବହ ହେବ ତୃତୀୟ ଲହରୀ । ମାତ୍ର ୬ରୁ ୮ ମାସ ମଧ୍ୟରେ କରୋନାର ତୃତୀୟ ଲହରୀର ସାମ୍ନା କରିବାକୁ ପଡ଼ିବ । ଏଥି ସହିତ ମହାମାରୀ ରୋକିବା ପାଇଁ ଜାରି ହୋଇଥିବା ଗାଇଡଲାଇ ପାଳନ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ବୈଜ୍ଞାନିକ । ଦେଶରେ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିଲେ […]

  • Tuesday, 13 July 2021
black
ମହାରାଷ୍ଟ୍ରରେ ବ୍ଲାକ୍ ଫଙ୍ଗସ୍ ଆତଙ୍କ : ଏବେ ସୁଦ୍ଧା ୯୦ ମୃତ, ୧୫୦୦ ସଂକ୍ରମିତ

ମୁମ୍ବାଇ : କରୋନା ସଙ୍କଟ ମଧ୍ୟରେ ବ୍ଲାକ୍ ଫଙ୍ଗସ୍ ଦେଶ ପାଇଁ ନୂଆ ସମସ୍ୟା ରୂପରେ ଉଭା ହୋଇଛି । କରୋନାର ଦ୍ୱିତୀୟ ଲହରୀ ନାକେଦମ କରିସାରିଥିବା ବେଳେ ବ୍ଲାକ୍ ଫଙ୍ଗସ୍ ପାଇଁ ଚିନ୍ତାରେ ସରକାର । ଅନେକ ରାଜ୍ୟରେ ଏବେ ବ୍ଲାକ୍ ଫଙ୍ଗସ୍ କାୟା ବିସ୍ତାର କରିବା ସହ ସ୍ଥିତି ଗମ୍ଭୀର ଆଡ଼କୁ ଗତି କରୁଛି । ମହାରାଷ୍ଟ୍ରରେ ବ୍ଲାକ୍ ଫଙ୍ଗସରେ ସଂକ୍ରମିତ ହୋଇ ଏବେ ସୁଦ୍ଧା ୯୦ ଜଣ ପ୍ରାଣ ହରାଇଥିବା କହିଥିଛନ୍ତି ରାଜ୍ୟ […]

  • Tuesday, 13 July 2021
corona
ସରକାରୀ ପ୍ୟାନେଲର ଖୁଲାସା : ଜୁଲାଇରେ ଶେଷ ହୋଇପାରେ କରୋନାର ଦ୍ୱିତୀୟ ଲହରୀ

ନୂଆଦିଲ୍ଲୀ : ଦେଶରେ କରୋନାର ଭୟାବହତା ମଧ୍ୟରେ ସରକାରୀ ପ୍ୟାନେଲର ଖୁଲାସା । ଜୁଲାଇରେ ଶେଷ ହେବ କରୋନାର ଦ୍ୱିତୀୟ ଲହରୀ । ଛଅ ମାସ ପରେ ପୁଣି କରୋନାର କାୟା ମେଲିବ, ଆସିବ ତୃତୀୟ ଲହରୀ । ଦେଶରେ ଦ୍ୱିତୀୟ ଲହରୀ ଶେଷ ହୋଇନଥିବା ବେଳେ ତୃତୀୟ ଲହରୀ ନେଇ ଚେତାବନୀ ଦେଲେ ବୈଜ୍ଞାନିକ । ଭାରତ ସରକାରଙ୍କ ବିଜ୍ଞାନ ମନ୍ତ୍ରଣାଳୟ ଅଧୀନରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ସ୍ଥାପିତ ତିନିଜଣିଆ ବୈଜ୍ଞାନିକ ପ୍ୟାନେଲ […]

flight
ଭାରତୀୟଙ୍କୁ ଆମେରିକା ମନା : ବିମାନ ଯାତ୍ରା ଉପରେ କଟକଣା

  ଆମେରିକାକୁ ଭାରତରୁ ବିମାନ ଯାତ୍ରା କଟକଣା ଆସନ୍ତା ୪ରୁ ଆମେରିକାକୁ ବିମାନ ଯାତ୍ରା କଟକଣା ପାସେଞ୍ଜର ବିମାନ ଯାତ୍ରା ଉପରେ କଟକଣା ହ୍ୱାଇଟ ହାଉସ ପକ୍ଷରୁ ବୟାନ ଜାରି କରୋନାର ଦ୍ରୁତ ସଂକମଣ ଦୃଷ୍ଟିରୁ ଆମେରିକାର କଟକଣା ପୂର୍ବରୁ ଥାଇଲାଣ୍ଡ ଜାରି କରିଛି କଟକଣା ନୂଆଦିଲ୍ଲୀ : ଆସନ୍ତା ୪ରୁ ଭାରତରୁ ଆମେରିକାକୁ ବିମାନ ଯାତ୍ରା ଉପରେ କଟକଣା । ହ୍ୱାଇଟ ହାଉସ ତରଫରୁ ବୟାନ ଜାରି କରି ବିମାନ ଯାତ୍ରା ବନ୍ଦ କରିବା ନେଇ […]

  • Tuesday, 13 July 2021
whtassap
ମେ ପହିଲାରୁ କିଛି ନିୟମରେ ପରିବର୍ତ୍ତନ : ତୁରନ୍ତ ଶେଷ ନକଲେ ବନ୍ଦ ହୋଇପାରେ ହ୍ୱାଟସଆପ ସେବା

ଟେକ୍ନୋଲୋଜି ଦୁନିଆରେ ମେ ୧ରୁ ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ଯାହାର ସିଧାସଳଖ ପ୍ରଭାବ ୟୁଜରଙ୍କ ଉପରେ ପଡ଼ିବ । ଏପରିସ୍ଥଳେ ୟୁଜରଙ୍କୁ ହ୍ୱାସଟସଆପ୍ ସମେତ ଅନ୍ୟ ସବୁ କାମ ଶେଷ କରିନେବା ଜରୁରୀ । ସମୟ ପୂର୍ବରୁ କାମ ଶେଷ ନକଲେ ହ୍ୱାସଟଆପ୍ ବନ୍ଦ ହେବାର ସମ୍ଭାବନା ରହିଛି । ଆସନ୍ତୁ ଜାଣିବା କେଉଁ କେଉଁ ସେବାରେ ପରିବର୍ତ୍ତନ ହେବାକୁ ଯାଉଛି . . . ହ୍ୱାଟସଆପ୍ ପକ୍ଷରୁ ବର୍ଷ ଆରମ୍ଭରୁ ନୂଆ ପଲିସିର […]

  • Tuesday, 13 July 2021
ani
ଗୁଜରାଟର ଏକ କୋଭିଡ ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ, ୧୫ ମୃତ

ଅହମଦାବାଦ : ଗୁଜରାଟର ଏକ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ । ଭରୁଚର ପଟେଲ ୱେଲଫେୟାର ହସ୍ପିଟାଲରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୧୫ ଜଣଙ୍କ ମୃତ୍ୟୁ ହୋଇଛି । ଅଗ୍ନିକାଣ୍ଡ ସମୟରେ ହସ୍ପିଟାଲରେ ଅନେକ କୋଭିଡ୍ ରୋଗୀ ଭର୍ତ୍ତି ହୋଇଥିଲେ । ନିଆଁ ଲାଗିବା ପରେ ତୁରନ୍ତ ସେଠାରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।   ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ହୋଇଛି । ପଟେଲ ୱେଲଫେୟାର ହସ୍ପିଟାଲରେ କରୋନା […]

  • Tuesday, 13 July 2021
merut
ଭାଇଚାରାର ଅନନ୍ୟ ଉଦାହରଣ : ମୁସଲମାନ ଭାଇଙ୍କ କାନ୍ଧରେ ମଶାଣୀ ଗଲା ହିନ୍ଦୁ ଭଉଣୀ

ମିରଟ : ସାରା ଦେଶରେ ଚାଲିଛି ମୃତ୍ୟୁର ନୃତ୍ୟ । ଚାରିଆଡ଼େ ଅବ୍ୟକ୍ତ ନୀରବତା, ସାହାଯ୍ୟ ଖୋଜୁଥାଏ ଅସହାୟ ଆଖି । ଆଖିର ଲୁହ ଆଖିରେ ଶୁଖି ଯାଇଥାଏ ହେଲେ କେହି ପାଖକୁ ଆସୁ ନଥାନ୍ତି । ସଙ୍କଟ ସମୟରେ ପର କରିଦେଲେ ନିଜ ଲୋକ । ଆଉ ଏପରି ସମୟରେ ଭାଇଚାରାର ଅନନ୍ୟ ଉଦାହରଣ ଦେଲେ ମୁସଲିମ ସମାଜର ଲୋକେ । ମିରଟ ସହରରେ ଦେଖିବାକୁ ମିଳିଛି ଏପରି ଘଟଣା । ସଂକ୍ରମଣ ସନ୍ଦେହରେ ଛୁଇଁଲେନି […]

  • Tuesday, 13 July 2021
yuva-baraga
ଟିକାକରଣ ପାଇଁ ସାରା ଦେଶରେ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ : କରୋନାକୁ ମାତ୍ ଦେବାକୁ ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆରମ୍ଭ ହୋଇଛି । ବଡ଼ ଅଭିଯାନ ୧୮ରୁ ୪୪ ବୟସ୍କଙ୍କୁ ମାଗଣା ଟିକାକରଣ ନେଇ ଆରମ୍ଭ ହୋଇଛି ନାଁ ପଂଜୀକରଣ । କାଲି ପ୍ରଥମ ଦିନରେ ୧ କୋଟିରୁ ଅଧିକ ଲୋକ ପଞ୍ଜୀକରଣ କରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ତୃତୀୟ ପର୍ଯ୍ୟାୟରେ ଯୁବ ବର୍ଗଙ୍କୁ ଟିକାକରଣ ପାଇଁ ସରକାର ଘୋଷଣା କରିବା ପରେ ୧୮ରୁ ୪୪ ବର୍ଷ ଭିତରେ […]

  • Tuesday, 13 July 2021
nagpur
ମହାମାରୀର ଭୟାବହତା ମଧ୍ୟରେ ଉଦାହରଣ ସୃଷ୍ଟି କଲେ କରୋନା ସଂକ୍ରମିତ ବୃଦ୍ଧ

ନାଗପୁର : ’ମୁଁ ମୋ ଜୀବନ ବଞ୍ଚିସାରିଛି, ତା’ର ପିଲା ଛୁଆ ଅଛନ୍ତି, କିଛି ହୋଇଗଲେ ତା’ ପିଲାମାନେ ଅନାଥ ହୋଇଯିବେ’ । ସାମ୍ନାରେ ଥିଲା ମୃତ୍ୟୁ, ତଥାପି ଦୃଢ଼ନିଶ୍ଚୟ ଥିଲେ ମହାନ ମଣିଷ । ମହାମାରୀର ଭୟାବହତା ମଧ୍ୟରେ ଉଦାହରଣ ସୃଷ୍ଟି କଲେ କରୋନା ସଂକ୍ରମିତ ବୃଦ୍ଧ । କରୋନାର ଦ୍ୱିତୀୟ ଲହରୀ ସମୟରେ ଦେଶରେ ବେଡ ସମସ୍ୟା ଦେଖାଯାଉଥିବା ବେଳେ ଯୁବକଙ୍କୁ ବଞ୍ଚାଇବାକୁ ଯାଇ ନିଜେ ଆଡମିଟ୍ ଥିବା ବେଡ ଦେଇଦେଲେ ଆରଏସଏସର ସଦସ୍ୟ […]

  • Tuesday, 13 July 2021
୯
ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୁଟ୍ କରି ଯୌତୁକ ଦାବି କଲା ସ୍ୱାମୀ, ନିର୍ଯାତନା ସହିନପାରି ଆତ୍ମହତ୍ୟା କଲା ସ୍ତ୍ରୀ

ଫରିଦାବାଦ : NRI ସ୍ୱାମୀର ନାରକୀୟ କାଣ୍ଡ । ସାତ ଜନମର ସାଥୀ ହେବା ପାଇଁ କଥା ଦେଇ ନବ ବିବାହିତାଙ୍କୁ ପ୍ରତାରିତ କଲା ସଇତାନ୍ ସ୍ୱାମୀ । ହରିୟାଣାର ଫରିଦାବାଦରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ସ୍ୱାମୀ ଯୌତୁକ ଲୋଭରେ ନିଜର କର୍ତ୍ତବ୍ୟ ଭୁଲିବା ସହ ସବୁ ସୀମା ପାର୍ କରିଛି । ଆମେରିକାରେ ଘର ଓ ଗାଡ଼ି ନଦେଲେ ହନିମୁନ ଯାଇଥିବା ସମୟରେ ସୁଟ୍ କରିଥିବା ଅଶ୍ଳୀଳ ଭିଡିଓ ଭାଇରାଲ୍ କରିବାକୁ […]

  • Tuesday, 13 July 2021
vaccine
ଟିକା ନେବା ପାଇଁ କୋ-ଓ୍ୱିନ୍ ପୋର୍ଟାଲରେ କେମିତି କରିବେ ପଞ୍ଜୀକରଣ ?

ପ୍ରଥମେ cowin.gov.in ୱେବସାଇଟକୁ ଖୋଲି, ସେଠାରେ ରେଜିଷ୍ଟର୍ ବଟନରେ କ୍ଲିକ୍ କରନ୍ତୁ  ରେଜିଷ୍ଟର୍ ବଟନରେ କ୍ଲିକ୍ କରିବା ପରେ ନିଜର ମୋବାଇଲ୍ ନମ୍ବର ଦିଅନ୍ତୁ  ଏହାପରେ ଆପଣଙ୍କ ମୋବାଇଲକୁ ଏକ OTP ଯିବ  ସେହି OTPକୁ ପୋର୍ଟାଲରେ ଦେଇ ଭେରିଫାୟ ବଟନରେ କ୍ଲିକ୍ କରନ୍ତୁ  ଏହାପରେ ଟିକା ପଞ୍ଜୀକରଣ ପାଇଁ ଫର୍ମ ଆସିଯିବ  ସେଠାରେ ମଗାଯାଇଥିବା ନାମ ଓ ବୟସ ଆଦି ନିଜ ସଂପର୍କିତ ସମସ୍ତ ବିବରଣୀ ଲେଖନ୍ତୁ ଏବଂ ଫଟୋ ପରିଚୟ ପତ୍ର ଦିଅନ୍ତୁ ଯଦି ଆପଣ […]

  • Tuesday, 13 July 2021
corona
କୋଭିସିଲ୍ଡ ଓ କୋଭାକ୍ସିନର ଦର କମିପାରେ

ନୂଆଦିଲ୍ଲୀ : କେଇଟା ଦିନ ପରେ ଦେଶରେ ଆରମ୍ଭ ହେଉଛି କରୋନା ଟିକାକରଣର ତୃତୀୟ ପର୍ଯ୍ୟାୟ । ଏହି ପର୍ଯ୍ୟାୟରେ ୧୮ ବର୍ଷରୁ ଅଧିକ ବୟସ୍କ ଟିକା ନେଇପାରିବେ । ତେବେ ଏ ଭିତରେ ସୂଚନା ମିଳିଛି, ରାଜ୍ୟ ସରକାର ଓ ଘରୋଇ ମେଡିକାଲ୍ ଗୁଡ଼ିକ ପାଇଁ ଟିକା ନିର୍ମାତା ମାନେ ଧାର୍ଯ୍ୟ କରିଥିବା ଦର ହ୍ରାସ କରିପାରନ୍ତି । ଏପଟେ ମେ ପହିଲାରେ ଋଷରୁ ଭାରତକୁ ଆସିବାକୁ ଥିବା ସ୍ପୁଟନିକ୍-ଭି ଟିକାକୁ ନେଇ ମଧ୍ୟ ଆଶା […]

  • Tuesday, 13 July 2021
Modi
କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

  ପିଏମଙ୍କ କରୋନା ସ୍ଥିତି ସମୀକ୍ଷା କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ସ୍ୱାସ୍ଥ୍ୟ ଭିତ୍ତିଭୂମି, ମେଡିସିନ ଓ ଅକ୍ସିଜେନ୍ ଉପଲବ୍ଧତା ନେଇ ଆଲୋଚନା ଅକ୍ସିଜେନ୍ ଅଭାବ ଦୂର ନେଇ ପଦକ୍ଷେପ ସମ୍ପର୍କରେ ଜଣାଇଲା କ୍ଷମତାସମ୍ପନ୍ନ ଗୋଷ୍ଠୀ ରାଜ୍ୟମାନଙ୍କୁ ଅକ୍ସିଜେନ୍ କୋଟା ବଢାଇଯାଇଥିବା ସୂଚନା ଦେଲେ ଅଧିକାରୀ ହସ୍ପିଟାଲରେ ବେଡ୍ ଓ ଅଆଇସିୟୁ ସଂଖ୍ୟା ବଢାଯାଉଥିବା ସୂଚନା ଦେଲେ ଅଧିକାରୀ ବିଭିନ୍ନ ରାଜ୍ୟ ସହ ଯୋଡ଼ି ହୋଇ କାର୍ଯ୍ୟ କରିବାକୁ ଅଧିକାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ […]

  • Tuesday, 13 July 2021
oxygen
ଅକ୍ସିଜେନ୍ ସଙ୍କଟ ଦୂର ପାଇଁ ଜାରି ରହିଛି କସରତ : ନିଆଯାଉଛି ଗୋଟିକ ପରେ ଗୋଟିଏ ବଡ଼ ନିଷ୍ପତ୍ତି

ଅକ୍ସିଜେନକୁ କେବଳ ଚିକିତ୍ସାରେ ବ୍ୟବହାର କରିବାକୁ ନିର୍ଦ୍ଦେଶ ଶିଳ୍ପ ପାଇଁ ଅକ୍ସିଜେନ ବ୍ୟବହାର ଉପରେ କଟକଣା ବିଦେଶରୁ ଅକ୍ସିଜେନ୍ ଟ୍ୟାଙ୍କର୍ କିଣିବ ଭାରତ ଦେଶର ସବୁ ଜିଲ୍ଲାରେ ଅକ୍ସିଜେନ୍ ପ୍ଲାଣ୍ଟ୍ ବସାଇବାକୁ ନିଷ୍ପତ୍ତି ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଲିକୁଇଡ୍ ମେଡିକାଲ୍ ଅକ୍ସିଜେନର ଅଭାବ ନାହିଁ । କେବଳ ଅଧିକ ସଂଖ୍ୟାରେ ଟ୍ୟାଙ୍କର୍ ନଥିବାରୁ କିଛି ରାଜ୍ୟରେ ସମସ୍ୟା ଉପୁଜିଥିଲା । ଏବେ ସେହି ସମସ୍ୟାର ସମାଧାନ ପାଇଁ ସରକାର ପଦକ୍ଷେପ ନେଉଥିବା […]

  • Tuesday, 13 July 2021
america
କାହିଁକି ଭାରତକୁ ସାହାଯ୍ୟ କରିବାକୁ ବାଧ୍ୟ ହେଲା ଆମେରିକା?

କେଉଁ ଦିଗରୁ ବାଇଡେନ୍ ପ୍ରଶାସନ ଉପରେ ପଡ଼ିଲା ଚାପ? ଡେମୋକ୍ରାଟ୍ ସାଂସଦଙ୍କ ସମାଲୋଚନା ପରେ ପଦକ୍ଷେପ ୱାସିଂଟନ୍ : ପ୍ରଥମେ ଆମେରିକାକୁ ଅଗ୍ରାଧିକାର ଦେବା ଆଳରେ ଭାରତକୁ କୋଭିସିଲ୍ଡ ଟିକା ତିଆରି ପାଇଁ ଆବଶ୍ୟକ କଞ୍ଚାମାଲ ପଠାଇବାକୁ ରାଜି ହୋଇନଥିଲା ବାଇଡେନ୍ ପ୍ରଶାସନ । ତେବେ ହଠାତ୍ କାହିଁକି ବାଧ୍ୟ ହେଲା ନିଷ୍ପତ୍ତି ବଦଳାଇବାକୁ ? କୁହାଯାଉଛି, ମୁଖ୍ୟତଃ ୨ଟି ଦିଗରୁ ସମାଲୋଚନାର ଶିକାର ହେବା ପରେ ଆମେରିକା ନିଜ ଆଭିମୁଖ୍ୟ ବଦଳାଇଛି  । ପ୍ରଥମେ ନାସ୍ତିବାଣୀ […]

  • Tuesday, 13 July 2021
Thanku-BIDen
କରୋନା ସ୍ଥିତି ନେଇ ମୋଦି-ବାଇଡେନଙ୍କ ମଧ୍ୟରେ ‌ଆଲୋଚନା: ସହାୟତା ପାଇଁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ 

”ଥ୍ୟାଙ୍କ ୟୁ ବାଇଡେନ୍’ ଭାରତରେ କରୋନା ସ୍ଥିତି ନେଇ ମୋଦି-ବାଇଡେନ୍ ଆଲୋଚନା ଆଲୋଚନା ଫଳପ୍ରଦ ହୋଇଥିବା କହି ବାଇଡେନଙ୍କୁ ଧନ୍ୟବାଦ ଜଣାଇଲେ ମୋଦି ଟିକା ସାମଗ୍ରୀ ଓ ମେଡିକାଲ ଉପକରଣ ଦେବାକୁ କାଲି କହିଥିଲା ଆମେରିକା ଜର୍ମାନୀ, ଫ୍ରାନ୍ସ ଭଳି ୟୁରୋପୀୟ ଦେଶ ପରେ ସହାୟତାର ହାତ ବଢାଇଛି ଆମେରିକା ନୂଆଦିଲ୍ଲୀ :  କରୋନାର ଦ୍ୱିତୀୟ ଲହରରେ ଭାରତ ସାଂଘାତିକ ଭାବେ କ୍ଷତିଗ୍ରସ୍ତ ହେବା ପରେ ସହୟତାର ପ୍ରତିଶ୍ରୁତି ଦେଇଥିବା ଆମେରିକା ରାଷ୍ଟ୍ରପତି ଜୋ ବିଡେନ୍ ଭାରତର […]

  • Tuesday, 13 July 2021
corona-country
ଦେଶରେ କରୋନା ବିସ୍ଫୋରଣ : ୮ଟି ରାଜ୍ୟରେ ସ୍ଥିତି ଉଦବେଗଜନକ

  ଦେଶର ୮ଟି ରାଜ୍ୟରେ ସ୍ଥିତି ଉଦବେଗଜନକ   ଗତବର୍ଷଠାରୁ ଏଥର ସଂକ୍ରମଣ ହାର ଅଧିକ ରହୁଛି     ସ୍ୱଳ୍ପ ଲକ୍ଷଣ ଥିଲେ ହୋମ୍ ଆଇସୋଲେସନରେ ରହିବାକୁ ପରାମର୍ଶ   କର୍ଣ୍ଣାଟକରେ ୧୪ ଦିନିଆ ଲକଡାଉନ ଘୋଷଣା ନୂଆଦିଲ୍ଲୀ : ଦେଶରେ କରୋନା ବ୍ୟାପିବାରେ ଲାଗିଛି । ୮ ରାଜ୍ୟରେ ସ୍ଥିତି ସାଙ୍ଘାତିକ । ମହାରାଷ୍ଟ୍ର, ଉତ୍ତରପ୍ରଦେଶ, କର୍ଣ୍ଣାଟକ, କେରଳ, ରାଜସ୍ଥାନ, ଛତିଶଗଡ଼, ଗୁଜରାଟ, ତାମିଲନାଡୁରେ ସଂକ୍ରମଣର ସ୍ଥିତି ଉଦବେଗଜନକ ଥିବା ବେଳେ ଏଠାରେ ୧ ଲକ୍ଷରୁ ଅଧିକ ସକ୍ରିୟ ମାମଲା […]

  • Tuesday, 13 July 2021
mother
କରୋନା ସଂକ୍ରମିତ ମା’କୁ ଘରୁ ତଡ଼ିଦେଲେ ପୁଅବୋହୂ : ଚିକିତ୍ସା ଅଭାବରୁ ଜୀବନ ହାରିଲେ ବୃଦ୍ଧ ମହିଳା

କାନପୁର : କରୋନା ସଂକ୍ରମିତ ମା’କୁ ଘରୁ ବାହାର କରିଦେଲେ ପୁଅବୋହୂ। ସଂକ୍ରମଣ ଭୟରେ ମମତା ଭୁଲିଗଲା ଜନ୍ମକଲା ପୁଅ । ଟିକିଏ ଦେହ କ’ଣ ହେଲେ ରାତି ଉଜାଗର ରହି ସେବା କରୁଥିବା ଜନ୍ମଦାତ୍ରୀ କରୋନା ପାଇଁ ପର ହୋଇଗଲା । ଶେଷରେ ପୁଅ ଠାରୁ ନିରାଶ ହୋଇ ଝିଅ ଘର ରାସ୍ତାରେ ପହଞ୍ଚିଥିଲା ମା’ । ହେଲେ ସେଠାରୁ ବି ନିରାଶା ହିଁ ମିଳିଲା । ଚିରାପଣତରେ ସବୁ ଦୁଃଖକଷ୍ଟରୁ ଦୂରେଇ ରଖି ସୁରକ୍ଷିତ […]

  • Tuesday, 13 July 2021