କୋଲକାତା: କୋଲକାତା ନ୍ୟାସନାଲ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଅଗ୍ନିକାଣ୍ଡ। ନିଆଁ ଲାଗିବା ଖବର ପାଇବା ପରେ ଘଟଣାସ୍ଥଳରେ ଅଗ୍ନିଶମବାହିନୀର ୧୦ଟି ଗାଡି ମୁତୟନ କରାଯାଇଛି। ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ରହିଛି। ମେଡିକାଲରୁ ପ୍ରାୟ ୨୫୦ ରୋଗୀଙ୍କୁ ସୁରକ୍ଷିତ ବାହାର କରାଯାଇଛି। ସେମାନଙ୍କୁ ନିକଟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। ହସ୍ପିଟାଲରେ ଥିବା ଏକ କ୍ୟାଣ୍ଟିନରୁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି। ମେଡିକାଲ କଲେଜ ବିଲ୍ଡିଂରୁ […]
ନୂଆଦିଲ୍ଲୀ: ସୀମାରେ ପୁଣି ପରାକ୍ରମ ଦେଖାଇଛି ଭାରତୀୟ ବାୟୁସେନା। ପଞ୍ଜାବ ଏବଂ ଜମ୍ମୁ ସୀମାରେ ଇଣ୍ଡିଆନ ଏୟାରଫୋର୍ସ ପକ୍ଷରୁ ଯୁଦ୍ଧାଭ୍ୟାସ କରାଯାଇଛି। ଗତକାଲି ରାତିରେ କରାଯାଇଥିବା ଏହି ଯୁଦ୍ଧାଭ୍ୟାସରେ ବହୁ ସଂଖ୍ୟାରେ ଫାଇଟର ଏୟାରକ୍ରାଫ୍ଟ ଭାଗ ନେଇଥିଲେ। ପଞ୍ଜାବର ଅମ୍ରିତସରରେ ଜେଟ୍ ସମେତ ଅନ୍ୟାନ୍ୟ ଯୁଦ୍ଧ ବିମାନ ସୁପରସୋନିକ ଗତିରେ ଆକାଶ ମାର୍ଗରେ ଉଡ଼ିଥିବା ଦେଖିବାକୁ ମିଳିଥିଲା। ସୀମାରେ ଉତ୍ତେଜନା ଲାଗି ରହିଥିବାରୁ ପ୍ରସ୍ତୁତି ପୂର୍ବକ ଏହି ଏୟାର ଡ୍ରିଲ କରାଯାଇଛି। ପାକିସ୍ତାନ ଯେପରି ଭାରତୀୟ ବାୟୁ […]
ନୂଆଦିଲ୍ଲୀ: ଜାତିସଂଘ ମାନବାଧିକାର ପରିଷଦ ବା UNHRCରେ ପାକିସ୍ତାନକୁ ଭାରତର ତୀବ୍ର ସମାଲୋଚନା। ଜେନେଭାରେ UNHRCର ୪୦ତମ ବୈଠକରେ ଜାତିସଂଘରେ ଭାରତର ପ୍ରଥମ ସଚିବ ମିନି କୁମାମ୍ କହିଛନ୍ତି, ‘‘ପାକିସ୍ତାନ ଜମ୍ମୁ କାଶ୍ମୀରର କିଛି ଅଂଶକୁ ବେଆଇନ ଭାବେ ଅକ୍ତିଆର କରି ରଖିଛି। ଏମିତି କରି ପାକିସ୍ତାନ ଜାତିସଂଘ ନିୟମର ଉଲ୍ଲଂଘନ କରୁଛି। ସେହିପରି ଜାତିସଂଘ ଦ୍ୱାରା ବ୍ୟାନ୍ ହୋଇଥିବା ଜୈଶ-ଏ-ମହମ୍ମଦକୁ ଭାରତ ବିରୋଧରେ ବ୍ୟବହାର କରୁଥିବାର ପ୍ରମାଣ ସ୍ପଷ୍ଟ ହୋଇଛି।’’ ଏହାକୁ ମଧ୍ୟ ପାକିସ୍ତାନର ପୂର୍ବତନ ନେତୃବୃନ୍ଦ ସ୍ୱୀକାର […]
ନୂଆଦିଲ୍ଲୀ: ବାବା ରାମଦେବଙ୍କୁ ମହଙ୍ଗା ପଡ଼ିଲା ଏଲୋପାଥିକୁ ନେଇ ବିବାଦୀୟ ବୟାନ। ଆଇଏମ୍ଏର ବିରୋଧ ପରେ ଯୋଗଗୁରୁଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଚିଠି ଲେଖିଛନ୍ତି। ଏଲୋପାଥତ୍ ଔଷଧ ନେଇ ବାବା ରାମଦେବ ଯେଉଁ ମନ୍ତବ୍ୟ ଦେଇଥିଲେ ସେହି ମନ୍ତବ୍ୟ ଫେରାଇ ନେବାକୁ ରାମଦେବଙ୍କୁ ଚିଠିରେ କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ। ବାବା ରାମଦେବଙ୍କ ଏଭଳି ମନ୍ତବ୍ୟ କରୋନା ଯୋଦ୍ଧାଙ୍କୁ ଆଘାତ ଦେଇଛି। ଲୋକଙ୍କ ଜୀବନ ବଞ୍ଚାଉଥିବା ଏଲୋପାଥିକୁ ନେଇ ଏଭଳି ମନ୍ତବ୍ୟ ଦୁର୍ଭାଗ୍ୟଜନକ। ଏଲୋପାଥତ୍କୁ ତମାସା, ବେକାର […]
ନୂଆଦିଲ୍ଲୀ: ବିଶିଷ୍ଟ ସାମ୍ବାଦିକ, ସିନିୟର ଆଙ୍କର ତଥା ଜାତୀୟ ଗଣମାଧ୍ୟମର ଚର୍ଚ୍ଚିତ ଚେହେରା ରୋହିତ ସରଦାନାଙ୍କ ଅକାଳ ବିୟୋଗରେ ମିଡିଆ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ଲୋକପ୍ରିୟ ଘରୋଇ ନ୍ୟୁଜ ଚାନେଲ ଆଜ ତକ୍ରେ ତାଙ୍କର ଦମଦାର ସ୍ୱର ଆଉ ଶୁଣିବାକୁ ମିଳିବନି । ତାଙ୍କର ଅକାଳ ମୃତ୍ୟୁରେ ସତେ ଯେପରି ସ୍ତବ୍ଧ ହୋଇଯାଇଛି । ଏପରିକି ତାଙ୍କ ମୃତ୍ୟୁ ଖବର ଶୁଣିବା ମାତ୍ରକେ ଆଜ ତକ୍ ଆଙ୍କର ନିଜର କୋହକୁ ସମ୍ଭାଳି ପାରିନଥିଲେ । […]
ନୂଆଦିଲ୍ଲୀ: ଫୋନ୍ ପାସୱାର୍ଡ ପାଇଁ ବନ୍ଧୁ ଭୁଲିଗଲା ସବୁ ସମ୍ପର୍କକୁ । ପାସୱାର୍ଡ ନ କହିବାରୁ କିଛି ନବୁଝି ସାଙ୍ଗକୁ ହତ୍ୟା କରିବାକୁ ପଛେଇଲାନି ସାଂଗ । ଏଭଳି ଦୁଃଖଦ ଘଟଣା ଘଟିଛି ଦିଲ୍ଲୀର ପିତମପୁର ଅଞ୍ଚଳରେ । ପିତମପୁର ଅଞ୍ଚଳରେ ଥିବା ପାର୍କରେ ଜଣେ ଛାତ୍ରଙ୍କୁ ତାଙ୍କର ଜଣେ ସାଂଗ ତଣ୍ଟି ଚିପି ହତ୍ୟା କରିଛନ୍ତି । ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତଙ୍କ ଠାରୁ ସବୁ ସତ ଓଗାଳିଛି ପୋଲିସ୍ […]
କୋଭିଡ ନିୟମକୁ ପାଳନ କରିବା ଆଳରେ ଜଣେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦାଦାଗିରିକୁ ନେଇ ଚର୍ଚ୍ଚା। ଘଟଣା ଘଟିଛି ତ୍ରିପୁରାର ରାଜଧାନୀ ଅଗରତାଲାରେ ଡିଏମ୍ ଜଣଙ୍କ ଦଳବଳ ଧରି ବିବାହମଣ୍ଡପକୁ ଯାଇ ଯେଉଁ ହରକତ୍ କରିଛନ୍ତି ତାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାପରେ ଅବଶ୍ୟ ସେ ନିଜ ଆଚରଣ ପାଇଁ କ୍ଷମା ମାଗିଛନ୍ତି, କିନ୍ତୁ ଡିଏମଙ୍କ ଅଭଦ୍ରାମୀକୁ ଗୁରତର ସହ ନେଇ ମୁଖ୍ୟ ଶାସନ ସଚିବଙ୍କ ଠାରୁ ରିପୋର୍ଟ […]
ବ୍ୟାଙ୍କରେ କିଛି ଜରୁରୀ କାମ ରହିଛି କି, ତାହାହେଲେ ତୁରନ୍ତ କାମ ସାରି ଦିଅନ୍ତୁ। କାହିଁକି ନା ଆଗକୁ ୧୨ ଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ। ଗତ ଏପ୍ରିଲରେ ୧୫ ଦିନ ପାଇଁ ବ୍ୟାଙ୍କ ସେବା ବନ୍ଦ ରହିଥଲ।। ସେହିପରି ମେ ମାସରେ ମଧ୍ୟ ୧୨ ଦିନ ପାଇଁ ବ୍ୟାଙ୍କ କାର୍ଯ୍ୟ ବନ୍ଦ ରହିବ ବୋଲି ଆରବିଆଇ କ୍ୟାଲେଣ୍ଡରରେ ତାଲିକା ଉଲ୍ଲେଖ କରାଯାଇଛି । କେବଳ ସେତିକି ନୁହେଁ, ମାସର ସବୁ ରବିବାରକୁ ଛାଡି ୧୨ […]
ଭୋପାଳ: ବିବାହକୁ ନେଇ ପୁଅ ଝିଅ ଓ ପରିବାର ଲୋକେ କେତେ ଯେ ସ୍ୱପ୍ନ ଦେଖନ୍ତି, ତାହାର ତାଲିକା କରିବା ମୁସ୍କିଲ । କିନ୍ତୁ ବିବାହର ଉତ୍କଣ୍ଠା ଭିତରେ ବାଡ ପରି ଛିଡା ହୋଇଛି କରୋନା ଭୂତାଣୁା କରୋନା ସଂକ୍ରମଣର ଭୟ ଓ କଠୋର ଗାଇଡଲାଇନ୍ ଯୋଗୁଁ ଏବେ ବିବାହ ଉତ୍ସବ ସତେ ଯେପରି ଫିକା ପଡିଯାଇଛି । କିନ୍ତୁ ଏପରି କିଛି ନିଆରା ଓ ନିରାଡମ୍ବର ବିବାହ ଯାହା ସବୁ ଦିନ ପାଇଁ ସସ୍ମୃତି ହୋଇରହିଯିବା […]
ନୂଆପଡା: କରୋନା ରୂପ କେବଳ ଭୂତାଣୁରେ ସୀମିତ ନାହିଁ ବରଂ ସମ୍ପର୍କ ଆଗରେ କଣ୍ଟା ହୋଇ ଠିଆ ହୋଇଛ। ଏଭଳି ସ୍ଥିତି ହୋଇଛି ଯେ, ଜଣେ ଅନ୍ୟ ଜଣକୁ ସାହାଯ୍ୟ ପାଇଁ ହାତ ପତାଇଲେ, ସହାନୁଭୁତି ତ ଦୂରର କଥା ବରଂ ଗୋଡ ଆଡେଇ ଚାଲିଯାଉଛି। ବୋଧହୁଏ ଭୂତାଣୁ ଠାରୁ ଏହା ଅଧିକ ଭୟଙ୍କର କୁହାଯାଇପାର। କରୋନା ପ୍ରଥମ ଲହର ଠାରୁ ଦ୍ୱିତୀୟ ଲହର ଆହୁରି ଭୟଙ୍କର ହେବାରେ ଲାଗିଛିା ଆଉ ଶବ ଦେଖିବା ମାତ୍ର ଦୁରେଇଯିବା […]
ୱାଶିଂଟନ୍: ଆମେରିକାରେ କୃଷ୍ଣକାୟ ନାଗରିକ ଜର୍ଜ ଫ୍ଲଏଡଙ୍କ ହତ୍ୟା ଘଟଣାରେ ପୂର୍ବତନ ମିନେପଲିସ୍ ପୋଲିସ ଅଫିସର ଡେରେକ ଚୌଭିନ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୪୫ବର୍ଷ ବୟସ୍କ ଡେରେକ ଚୌଭିନଙ୍କୁ ତିନିଟି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଆସନ୍ତାକାଲି ଦଣ୍ଡାଦେଶ ଘୋଷଣା କରାଯିବ। ସେପଟେ ଆମେରିକା ପୋଲିସ ଅଫିସର ଦୋଷୀ ସାବ୍ୟସ୍ତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ସେ ଟ୍ବିଟ୍ କରିଛନ୍ତି, ଏହି ଶୁଣାଣି ପରେ ଜର୍ଜ ଆମ ନିକଟକୁ ଫେରି ଆସିବେ […]
ନୂଆଦିଲ୍ଲୀ: ୬ ଦିନିଆ ଲକଡାଉନ୍ ଘୋଷଣା ହେଉ ହେଉ ମଦ ଦୋକାନରେ ଦେଖିବାକୁ ମିଳିଛି। ପ୍ରବଳ ଗହଳି ଦିଲ୍ଲୀରେ ଥିବା ବିଭିନ୍ନ ମଦ ଦୋକାନରେ ଲୋକେ ପ୍ରବଳ ଭିଡ଼ ଲଗାଇଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥିତି ଉପୁଜିଛି ମଦ ଦୋକାନରୁ ପେଟି ପେଟି ମଦ ବୋହି ନେଇଛନ୍ତି ଲୋକେ। ଲକ୍ଡାଉନ୍ ଘୋଷଣା ହେବା ପରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ମଦ ନେବା ପାଇଁ କେତେକ ସ୍ଥାନରେ ଲୋକେ ଦୀର୍ଘ ସମୟ ଧରି ଲାଇନ୍ରେ ଛିଡ଼ା ହୋଇଥିବା […]
ଭୁବନେଶ୍ୱର: ଏଣିକି ନିଜ ନିଜ ସ୍କୁଲରେ ପିଲାଙ୍କୁ ମିଳିବ ଜାତି ପ୍ରମାଣ ପତ୍ର। ଜାତି ପ୍ରମାଣପତ୍ର ସହ ଆୟ ଓ ଆବାସିକ ପ୍ରମାଣପତ୍ର ମଧ୍ୟ ମିଳିବ। ଦଶମ ଶ୍ରେଣୀ ପିଲାଙ୍କ ଲାଗି ସ୍କୁଲରେ ଏହି ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ରାଜସ୍ୱ ନିରୀକ୍ଷକମାନେ ସ୍କୁଲରେ କ୍ୟାମ୍ପ କରି ସାର୍ଟିଫିକେଟ ଦେବେ। ସାର୍ଟିଫିକେଟ ବଣ୍ଟା ବେଳେ ପ୍ରଧାନ ଶିକ୍ଷକ ଓ ଶ୍ରେଣୀ ଶିକ୍ଷକ ଉପସ୍ଥିତ ରହିବେ। ଖରାଛୁଟି ପୂର୍ବରୁ ଏକ ନିର୍ଦ୍ଦିଷ୍ଟ ତାରିଖରେ ଏହି ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ […]
ମୁମ୍ବାଇ: ଥମିଯାଇଥିବା କରୋନା ତାର ପୁଣି ଉଗ୍ର ରୂପ ଧାରଣ କଲାଣି। ମହାମାରୀର ଦ୍ୱିତୀୟ ଲହର୍ ରାଜ୍ୟକୁ ରାଜ୍ୟ ଡେଇଁ ଡେଇଁ ଚାଲିଛି। ଏହି ଅଦୃଶ୍ୟ ଶକ୍ତି ଏବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପୁଣି ମୁଣ୍ଡବିନ୍ଧାର କାରଣ ହୋଇଛି। ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତାପ୍ରକଟ କରିଛି। ଦେଶର ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଲୋକଙ୍କୁ ସଚେତନ କରାଉଛନ୍ତି। ତଥାପି ବୋଲ ମାନୁନି କରୋନା। ପ୍ରତିଦିନ ଦେଶରୁ ଲକ୍ଷେରୁ ଅଧିକ […]
ବିଜାପୁର: ୪ ଦିନ ହେଲାଣି ମାଓ କବ୍ଜାରେ CRPF କୋବ୍ରା ୟୁନିଟ୍ ଯବାନ ରାକେଶ୍ୱର ସିଂ ମାନହସ୍। ମାଓ କ୍ୟାମ୍ପରୁ ଇଏ ତାଙ୍କରି ପ୍ରଥମ ଫଟୋ, ଯାହାକୁ ଜାରି କରିଛନ୍ତି ନକ୍ସଲ। ହେଲେ ନକ୍ସଲଙ୍କ ଦାବି ମୁତାବକ ସରକାର ତାଙ୍କୁ ମୁକୁଳାଇବା ପାଇଁ କାହାକୁ ମଧ୍ୟସ୍ଥ କରୁଛନ୍ତି କିମ୍ବା ଅନ୍ୟ କେଉଁ ପଦକ୍ଷେପ ନେଉଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ। କେବଳ, ଛତିଶଗଡ଼ ସରକାର ଜଣେ ସମାଜସେବୀଙ୍କୁ ମଧ୍ୟସ୍ଥ ଭାବେ ପଠାଇବା ଲାଗି ଯୋଜନା କରୁଥିବା ସୂଚନା ମିଳିଛି। […]
ବିଜାପୁର: ଛତିଶଗଡ଼ ବିଜାପୁରରେ ସୁରକ୍ଷା କର୍ମୀ- ମାଓବାଦୀ ମୁହାଁମୁହିଁ ଘଟଣାରେ ମାଓବାଦୀଙ୍କ ପକ୍ଷରୁ ପ୍ରବକ୍ତା ବିକଳ୍ପଙ୍କ ପ୍ରେସ ରିଲିଜ୍ ଜାରି ହୋଇଛି। ଜଣେ ଯବାନଙ୍କୁ ସେମାନେ ବନ୍ଧକ ରଖିଥିବା ମାଓବାଦୀ ସ୍ବୀକାର କରିଛନ୍ତି। ପ୍ରତି ଆକ୍ରମଣରେ ସେମାନଙ୍କର ୪ ସାଥୀଙ୍କ ମୃତ୍ୟୁ ଘଟିଥିବା କହିଛନ୍ତି। ବନ୍ଧକ ଯବାନଙ୍କୁ ମୁକୁଳାଇବା ପାଇଁ ମଧ୍ୟସ୍ଥ ଦେବାକୁ ମଧ୍ୟ କହିଛନ୍ତି। ସରକାରଙ୍କୁ ପ୍ରଥମେ ମଧ୍ୟସ୍ଥଙ୍କ ନାମ ଘୋଷଣା କରିବା ଦରକାର ବୋଲି ସେ କହିଛନ୍ତି। ମଧ୍ୟସ୍ଥଙ୍କ ଜରିଆରେ ଆଲୋଚନା ପରେ ବନ୍ଧକଙ୍କୁ […]
କଶ୍ନୀର: ଜମ୍ମୁ କାଶ୍ମୀରରେ ବିଶ୍ୱର ସବୁଠୁ ଉଚ୍ଚତମ ରେଲୱେ ବ୍ରିଜର ଅନ୍ତିମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଚେନାବ ନଦୀ ଉପରେ ନିର୍ମାଣ ହୋଇଛି ଏହି ଆର୍କ-ଟାଇପ୍ ବ୍ରିଜ୍। ଏହି ଆର୍କର ଲମ୍ବ ୪୬୭ ମିଟର। ଚେନାବ ନଦୀଶଯ୍ୟାଠାରୁ ଏହାର ଉଚ୍ଚତା ୩୫୯ ମିଟର। ପ୍ୟାରିସର ଏଫିଲ ଟାୱାର ଠାରୁ ଏହାର ଉଚ୍ଚତା ୩୫ ମିଟର ଅଧିକ ବୋଲି କୁହାଯାଉଛି। ଏହି ବ୍ରିଜ୍ […]