• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

rahul
ଟିକେଟ ନେଇ କଂଗ୍ରେସ ଶିବିର ଚଳଚଞ୍ଚଳ

ନୂଆଦିଲ୍ଲୀ : ଟିକେଟ ନେଇ କଂଗ୍ରେସ ଶିବିର ମଧ୍ୟ ଚଳଚଞ୍ଚଳ। ଶେଷ ପର୍ଯ୍ୟାୟ ପ୍ରାର୍ଥୀ ଚୟନ ନେଇ ଆଜି ଦିଲ୍ଲୀରେ ଚାଲିଛି ବୈଠକ। ଏଆଇସିସି ସ୍କ୍ରିନିଂ କମିଟି ପ୍ରାର୍ଥୀଙ୍କ ନାଁ ଚୂଡାନ୍ତ କରିବା ପରେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ଏଥିରେ ମୋହର ମାରିବ। ସ୍କ୍ରିନିଂ କମିଟି ମୁଖ୍ୟ ଭିଡି ସାଥିସାନଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଚାଲିଛି। କଂଗ୍ରେସ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଅଛନ୍ତି। ୧୫ ଲୋକସଭା […]

  • Thursday, 15 July 2021
masood
ମାସୁଦକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପାଇଁ ଚୀନ୍‌ ସହ ଆଲୋଚନା

ନୂଆଦିଲ୍ଲୀ : କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପାଇଁ ଚୀନ୍ ସହ ଆଲୋଚନା ଚାଲିଛି। ଆଝାରଙ୍କୁ ଆତଙ୍କବାଦୀ ଘୋଷଣା ପାଇଁ ଚୀନ ପକ୍ଷରୁ କିଛି ପ୍ରସ୍ତାବ ରଖାଯାଇଛି, ସେ ସମ୍ପର୍କରେ ଭାରତ ପକ୍ଷରୁ ବିଚାର କରାଯାଉଛି। ଖୁବଶୀଘ୍ର ଏ ସମ୍ପର୍କରେ ତଥ୍ୟ ମିଳିବ ବୋଲି ସୂଚନା ମିଳିଛି। ପାକିସ୍ତାନରେ ଆତଙ୍କବାଦୀ ସଂଗଠନ ସକ୍ରିୟ ଥିବା ସମ୍ପର୍କରେ ଚୀନ ନିକଟରେ ପର୍ଯ୍ୟାପ୍ତ ତଥ୍ୟ ରହିଛି। ଏଥିସହ ଚୀନ ପକ୍ଷରୁ ଆତଙ୍କବାଦ ଏକ ବଡ଼ ଚ୍ୟାଲେଞ୍ଜ୍‌ […]

  • Thursday, 15 July 2021
2
କୋଲକାତା ନ୍ୟାସନାଲ ମେଡିକାଲ କଲେଜରେ ଅଗ୍ନିକାଣ୍ଡ

କୋଲକାତା: କୋଲକାତା ନ୍ୟାସନାଲ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଅଗ୍ନିକାଣ୍ଡ। ନିଆଁ ଲାଗିବା ଖବର ପାଇବା ପରେ ଘଟଣାସ୍ଥଳରେ ଅଗ୍ନିଶମବାହିନୀର ୧୦ଟି ଗାଡି ମୁତୟନ କରାଯାଇଛି। ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ରହିଛି। ମେଡିକାଲରୁ ପ୍ରାୟ ୨୫୦ ରୋଗୀଙ୍କୁ ସୁରକ୍ଷିତ ବାହାର କରାଯାଇଛି। ସେମାନଙ୍କୁ ନିକଟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ।  ହସ୍ପିଟାଲରେ ଥିବା ଏକ କ୍ୟାଣ୍ଟିନରୁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି। ମେଡିକାଲ କଲେଜ ବିଲ୍‌ଡିଂରୁ […]

  • Thursday, 15 July 2021
air
ସୀମାରେ ପରାକ୍ରମ ଦେଖାଇଛି ଭାରତୀୟ ବାୟୁସେନା

ନୂଆଦିଲ୍ଲୀ: ସୀମାରେ ପୁଣି ପରାକ୍ରମ ଦେଖାଇଛି ଭାରତୀୟ ବାୟୁସେନା। ପଞ୍ଜାବ ଏବଂ ଜମ୍ମୁ ସୀମାରେ ଇଣ୍ଡିଆନ ଏୟାରଫୋର୍ସ ପକ୍ଷରୁ ଯୁଦ୍ଧାଭ୍ୟାସ କରାଯାଇଛି। ଗତକାଲି ରାତିରେ କରାଯାଇଥିବା ଏହି ଯୁଦ୍ଧାଭ୍ୟାସରେ ବହୁ ସଂଖ୍ୟାରେ ଫାଇଟର ଏୟାରକ୍ରାଫ୍ଟ ଭାଗ ନେଇଥିଲେ। ପଞ୍ଜାବର ଅମ୍ରିତସରରେ ଜେଟ୍‌ ସମେତ ଅନ୍ୟାନ୍ୟ ଯୁଦ୍ଧ ବିମାନ ସୁପରସୋନିକ ଗତିରେ ଆକାଶ ମାର୍ଗରେ ଉଡ଼ିଥିବା ଦେଖିବାକୁ ମିଳିଥିଲା। ସୀମାରେ ଉତ୍ତେଜନା ଲାଗି ରହିଥିବାରୁ ପ୍ରସ୍ତୁତି ପୂର୍ବକ ଏହି ଏୟାର ଡ୍ରିଲ କରାଯାଇଛି। ପାକିସ୍ତାନ ଯେପରି ଭାରତୀୟ ବାୟୁ […]

  • Thursday, 15 July 2021
jati
UNHRC ବୈଠକରେ ପାକିସ୍ତାନକୁ ଭାରତର ତୀବ୍ର ସମାଲୋଚନା

ନୂଆଦିଲ୍ଲୀ: ଜାତିସଂଘ ମାନବାଧିକାର ପରିଷଦ ବା UNHRCରେ ପାକିସ୍ତାନକୁ ଭାରତର ତୀବ୍ର ସମାଲୋଚନା। ଜେନେଭାରେ UNHRCର ୪୦ତମ ବୈଠକରେ ଜାତିସଂଘରେ ଭାରତର ପ୍ରଥମ ସଚିବ ମିନି କୁମାମ୍ କହିଛନ୍ତି, ‘‘ପାକିସ୍ତାନ ଜମ୍ମୁ କାଶ୍ମୀରର କିଛି ଅଂଶକୁ ବେଆଇନ ଭାବେ ଅକ୍ତିଆର କରି ରଖିଛି। ଏମିତି କରି ପାକିସ୍ତାନ ଜାତିସଂଘ ନିୟମର ଉଲ୍ଲଂଘନ କରୁଛି। ସେହିପରି ଜାତିସଂଘ ଦ୍ୱାରା ବ୍ୟାନ୍‌ ହୋଇଥିବା ଜୈଶ-ଏ-ମହମ୍ମଦକୁ ଭାରତ ବିରୋଧରେ ବ୍ୟବହାର କରୁଥିବାର ପ୍ରମାଣ ସ୍ପଷ୍ଟ ହୋଇଛି।’’ ଏହାକୁ ମଧ୍ୟ ପାକିସ୍ତାନର ପୂର୍ବତନ ନେତୃବୃନ୍ଦ ସ୍ୱୀକାର […]

  • Thursday, 15 July 2021