ରାଶିଫଳ
ଓଡିଶା
ମନୋରଞ୍ଜନ
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡ଼ିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
LIVE TV
Cities
Bhubaneswar
Cuttack
Puri
Sambalpur
Gopalpur
Angul
Bargarh
Bhadrak
Balasore
Berhampur
Boudh
Deogarh
Dhenkanal
Gajapati
Ganjam
Jagatsinghpur
Jajpur
Kalahandi
Kandhamal
Kendrapara
Keonjhar
Khurda
Koraput
Malkangiri
Mayurbhanj
Nabarangpur
Nayagarh
Rayagada
Sonepur
Sundargarh
Balangir
Jharsuguda
Nuapada
Talcher
Paralakhemundi
Paradeep
Bhawanipatna
Daringbadi
Joda
Barbil
Jeypore
Sunabeda
Baripada
Konark
Pipili
Gunupur
Hirakud
Rourkela
Titilagarh
DARK MODE
Home
National
National Updates
କେନ୍ଦ୍ରୀୟ ଯୋଜନାରେ ତେଲେଙ୍ଗାନାରେ ଗ୍ରାମ୍ୟ ଗୃହ ନିର୍ମାଣ ନ ହେବା ନେଇ ଅର୍ଥ ଫେରାଇବାକୁ ନିର୍ଦ୍ଦେଶ ପ୍ରସଙ୍ଗରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଟ୍ୱିଟ୍ କରି କହିଲେ- ଦୁଃଖର କଥା ଓଡ଼ିଶାରେ ମଧ୍ୟ ଏପରି ଅନିୟମିତତା ହୋଇଛି
Thursday, 15 July 2021
ପଟ୍ଟାମୁଣ୍ଡାଇ: ଓସଙ୍ଗରା ବୁଢ଼ୀ ଜାଗୁଳେଈ ପୀଠରେ ପଡ଼ିଲା ବଳି; ବାରଣ ସତ୍ତ୍ୱେ ୬୧ଟି ବୋଦା ବଳି ଦିଆଯାଇଥିବା ସୂଚନା
Thursday, 15 July 2021
ଢେଙ୍କାନାଳ: ରେଞ୍ଜ ଅଫିସରେ ଭଙ୍ଗାରୁଜା ଓ ବାଇକ୍ ଜାଳିବା ଘଟଣାରେ ୩ ଗିରଫ
Thursday, 15 July 2021
ଭବାନୀପାଟଣା: ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରାରେ ପଡ଼ିଲା ହଜାର ହଜାର ପଶୁଙ୍କ ବଳି
Thursday, 15 July 2021
ନୂଆପଡ଼ା: ସିଲଦାରେ ବୋଲେରୋକୁ ସାମ୍ନା ପଟୁ ଧକ୍କା ଦେଲା ଟ୍ରକ୍; ୧୦ ତୀର୍ଥଯାତ୍ରୀ ମୃତ
Thursday, 15 July 2021
‘ତିତ୍ଲି’ ପ୍ରଭାବରେ ଗଜପତି ଓ ଗଞ୍ଜାମରେ ମୃତ୍ୟୁ ଘଟଣା: ନିଜ ପୂର୍ବ ମନ୍ତବ୍ୟକୁ ବାଆଁରେଇଲେ ମନ୍ତ୍ରୀ ସୂର୍ଯ୍ୟ ପାତ୍ର, କହିଲେ- ତିତ୍ଲିରେ ଜିରୋ କାଜୁଆଲିଟି ହୋଇଛି, ତିତ୍ଲିରେ କାହାରି ମୃତ୍ୟୁ ହୋଇନାହିଁ
Thursday, 15 July 2021
ଜଗଦଲପୁରରୁ ଭୁବନେଶ୍ୱର ଆସୁଥିବା ହୀରାଖଣ୍ଡ ଏକ୍ସପ୍ରେସ ବିଳମ୍ବିତ, ହୀରାଖଣ୍ଡ ପ୍ରାୟ ୮ ଘଣ୍ଟା ବିଳମ୍ବରେ ଚାଲୁଥିବା ଯାତ୍ରୀଙ୍କ ସୂଚନା
Thursday, 15 July 2021
ପୁରୀ: ମହାପ୍ରସାଦ ମୂଲ୍ୟ ନିର୍ଦ୍ଧାରଣ ନେଇ ମୁଖ୍ୟ ପ୍ରଶାସକ, ସୁଆର ଓ ମହାସୁଆର ନିଯୋଗକୁ ନେଇ ବୈଠକ, କୋଠଭୋଗ ସାମଗ୍ରୀ ଓ ସେ ସମ୍ପର୍କିତ ଖର୍ଚ୍ଚ ନେଇ ଆଲୋଚନା
Thursday, 15 July 2021
ତିତ୍ଲି କ୍ଷୟକ୍ଷତି ନେଇ ଏସ୍ଆରସି ବିଷ୍ଣୁପଦ ସେଠୀ କହିଛନ୍ତି- ତିତଲି ପରବର୍ତ୍ତୀ ବନ୍ୟାରେ ୨୬ଜଣଙ୍କର ମୃତ୍ୟୁ ଘଟିଛି, ଗଜପତିରେ ସର୍ବାଧିକ ୧୮ ଜଣଙ୍କର ମୃତ୍ୟୁ ହୋଇଛି
Thursday, 15 July 2021
କୋରାପୁଟ: ମେଡିକାଲ୍ କ୍ୟାମ୍ପସ୍ ଭିତରେ ପ୍ରସବ କଲେ ପ୍ରସୂତି, ପ୍ରସବ ପରେ ମେଡିକାଲରେ ଭର୍ତ୍ତି ହେଲେ ମାଆ ଓ ନବଜାତ ଶିଶୁ
Thursday, 15 July 2021
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ; ଟ୍ୱିଟ୍ କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା
Thursday, 15 July 2021
ସୋର: ଏନ୍ଏଚ୍ ୧୬ ଛପୁଲିଆ ଛକ ନିକଟରେ ଦୁଇଟି ଟ୍ରକ୍ ମୁହାଁମୁହିଁ ଧକ୍କା; ୨ ମୃତ, ୨ଗୁରୁତର
Thursday, 15 July 2021
ରାଉରକେଲା: ବେଦବ୍ୟାସ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୩ ଅଭିଯୁକ୍ତ ଗିରଫ
Thursday, 15 July 2021
ଧର୍ମଗଡ଼: ଚର୍ଚ୍ଚିତ ସୂର୍ଯ୍ୟକାନ୍ତି ମେହେର ହତ୍ୟାର ପର୍ଦ୍ଦାଫାସ: ହତ୍ୟା ପାଇଁ ସୁପାରୀ ଦେଇଥିଲା ଯାଆ ଚନ୍ଦ୍ରକାନ୍ତି, ଅଭିଯୁକ୍ତ ଯାଆ ଚନ୍ଦ୍ରକାନ୍ତି ଓ ସୁପାରୀ କିଲର ଟଙ୍କଧର ପାଣ୍ଡେ ଗିରଫ
Thursday, 15 July 2021
ତିତ୍ଲି ପ୍ରଭାବରେ ଗଜପତିରେ ବଢ଼ିଚାଲିଛି ମୃତ୍ୟୁ ସଂଖ୍ୟା, ରାୟଗଡ଼ ବ୍ଲକରେ ଆଉ ୨୧ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା
Thursday, 15 July 2021
ତିତ୍ଲି ପ୍ରଭାବରେ କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ- ବାତ୍ୟା ଓ ବନ୍ୟା ଜନିତ କ୍ଷୟକ୍ଷତିର ବିସ୍ତୃତ ଆକଳନ ଚାଲିଛି, ରିପୋର୍ଟ ମିଳିବା ପରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଯିବ
Thursday, 15 July 2021
ରାଜ୍ୟ ସରକାରୀ କର୍ମଚାରୀଙ୍କର ମହଙ୍ଗା ଭତ୍ତା ୨% ବଢ଼ାଇଲେ ସରକାର; ବର୍ଦ୍ଧିତ ଭତ୍ତା ଜୁଲାଇ ୧ରୁ ପିଛିଲା ଭାବେ ଲାଗୁ ହେବ
Thursday, 15 July 2021
ଆନ୍ଧ୍ରରେ ଢେଙ୍କାନାଳ ରିଜର୍ଭ କନଷ୍ଟେବଲ ଅଭିମନ୍ୟୁ ସାହୁ ଅଟକ, ଭୋଗପୁରମ ଥାନାରେ ଅଭିମନ୍ୟୁଙ୍କୁ ଅଟକ ରଖି ନିର୍ଯାତନା ଦିଆଯାଉଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି
Thursday, 15 July 2021
ବନ୍ୟା ମୁକାବିଲା ତଦାରଖ ପାଇଁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଗଜପତି ଜିଲ୍ଲା ଗସ୍ତ କରିଛନ୍ତି, ବାତ୍ୟା ମୁକାବିଲା ନେଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବେ
Thursday, 15 July 2021
ସାଲେପୁର: କିଶୋରନଗର ଥାନା ବୋଇଲୋ ଗାଁରେ ବାଣ ଭିଡ଼ିବା ବେଳେ ବିସ୍ଫୋରଣ, ବାପପୁଅ ଗୁରୁତର
Thursday, 15 July 2021
ସାଲେପୁର: କିଶୋରନଗର ଥାନା ବୋଇଲୋ ଗାଁରେ ବାଣ ଭିଡ଼ିବା ବେଳେ ବିସ୍ଫୋରଣ, ବାପପୁଅ ଗୁରୁତର
Thursday, 15 July 2021
ବାଲେଶ୍ୱର ସଦର ବ୍ଲକ ପାଖରାବାଡ଼ ଗାଁରେ ଶୋଇଥିବା ବେଳେ କାନ୍ଥ ପଡ଼ି ଜଣେ ମୃତ
Thursday, 15 July 2021
ବାସୁଦେବପୁର ଥାନ ଅଞ୍ଚଳରେ ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ, ବିଷ ପିଇ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
Thursday, 15 July 2021
ବାଲେଶ୍ୱର: ବନ୍ୟାରେ ବୁଡ଼ି ଥିବା ରେମୁଣାର ୧୦ଟି ଗାଁରେ ପହଞ୍ଚିନି ପ୍ରଶାସନ, ୪ ଦିନ ହେଲା କରେଣ୍ଟ ନ ଥିଲେ ବି ପ୍ରଶାସନ ଚେତୁ ନଥିବା ଅଭିଯୋଗ
Thursday, 15 July 2021
ସମ୍ବଲପୁର: ବୁଢାରଜା ଡେଲି ମାର୍କେଟ ଅଞ୍ଚଳରେ ଗୁଳିକାଣ୍ଡ, ଜଣଙ୍କ ଗୋଡ଼ରେ ବାଜିଛି ଗୁଳି
Thursday, 15 July 2021
First
Prev
951
952
953
954
955
956
957
958
959
960
961
Next
Last
Top stories
Illegal Mining Of Minor Minerals
Illegal Quarrying In Balangir: ପ୍ରକୃତି ଉପରେ ଦାଉ ସାଧୁଛି ଦଲାଲ, ବଲାଙ୍ଗିରରେ କେବେ ବନ୍ଦହେବ ବେଆଇନ କ୍ରସର?
O
Feb 06,2025
Koraput
Damayanti Sagar: କୋଟପାଡ଼ ସହରର ଲାଇଫ୍ ଲାଇନ୍ ଅବହେଳିତ, ଦୟନୀୟ ସ୍ଥିତିରେ ରହିଛି ଦମୟନ୍ତୀ ସାଗର
K
Feb 06,2025
Bali Yatra Mahotsav
Cuttack Bali Yatra: କଟକ ଐତିହାସିକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା
O
Feb 06,2025
Boudh
Car Accident: ରାସ୍ତା ପାର୍ଶ୍ୱ ଗଛରେ ପିଟିହେଲା କାର୍
B
Feb 06,2025
Cricket
India Win: ଗିଲ, ଆୟର, ଅକ୍ଷରଙ୍କ ଅର୍ଦ୍ଧଶତକ, ଭାରତର ସହଜ ବିଜୟ
I
Feb 06,2025
Jobs
Govt Jobs
AAI Recruitment 2025: ବିମାନବନ୍ଦରରେ ଚାକିରି ସୁଯୋଗ; ଜାଣନ୍ତୁ କେଉଁମାନେ କରିବେ ଆବେଦନ
I
Feb 05,2025
Govt Jobs
IOCL Recruitment 2025: IOCLରେ ଚାକିରି; ଦଶମ ପାଶ କରିଥିବା ପ୍ରାର୍ଥୀ ବି ସୁଯୋଗ ପାଇବେ
I
Feb 04,2025
Govt Jobs
NTPC Recruitment 2025: ପୂରଣ ହେବ ଇଞ୍ଜିନିୟରିଂ ପଦବୀ; ଦରମା ୧ଲକ୍ଷ ୪୦ହଜାର
I
Feb 03,2025
Govt Jobs
Central Bank of India Recruitment 2025: ଗ୍ରାଜୁଏସନ୍ କରିଛନ୍ତି କି… ହୋଇପାରିବେ ବ୍ୟାଙ୍କ୍ ଅଫିସର୍
I
Feb 02,2025
Elon Musk
Walk and Earn: ଏଲନ ମସ୍କ ଦେଉଛନ୍ତି ଚାକିରି, ଚାଲୁଥିଲେ ମାସକୁ ପାଇବେ ଏତିକି ଲକ୍ଷ
I
Feb 01,2025
Copyright © 2025 - Odisha Television Limited All Rights Reserved.
About us
Contact us
Privacy Policy
T&C
Cookie Policy